Latest Odisha News
Browsing Category

ମନୋରଞ୍ଜନ

ଶାହାରୁଖଙ୍କ ଘୁଘୁଂଡିରେ ବ୍ୟତୀବ୍ୟସ୍ତ ହୋଇ ପଡିଥିଲେ ସଲମାନ

ମୁମ୍ବାଇ: ଦୀର୍ଘ ଦିନର ଅଶାନ୍ତି ପରେ ଧିରେ ଧିରେ ଶାହାରୁଖ ଖାଁ ଓ ସଲମାନ ଖାଁଙ୍କ ବନ୍ଧୁତା ମଜଭୁତ ହେବାରେ ଲାଗିଛି । ପଠାନ, ଟାଇଗର ୩ରେ ଉଭୟ ଏକତ୍ର ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି । ଏହି ଅବସରରେ କରନ ଅର୍ଜୁନ ଫିଲ୍ମ ଶୁଟିଂ ଅବସରର ଏକ ମଜାଦାର ଘଟଣା ସଲମାନ…

ଅଜଗର ସହ ଖେଳିଲେ ଅନନ୍ୟା, ଫଟେ କଲେ ସେୟାର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ଖୁବ ଚର୍ଚ୍ଚାରେ । କିଛ ଦିନ ହେବ ଡେଟିଂକୁ ନେଇ ଚର୍ଚ୍ଚାରେ ଥିଲେ । ହେଲେ ଏବେ ଆଉ କିଛି କାରଣକୁ ନେଇ ବି ହେଡଲାଇନରେ ରହୁଛନ୍ତି । ଅନନ୍ୟା ସୋସିଆଲ ମିଡିଆରେ ଖୁବ ସକ୍ରିୟ । ନିକଟରେ ସେ ତାଙ୍କ ପ୍ରେମିକ ଆଦିତ୍ୟ ରୟ କାପୁରଙ୍କୁ ଜନ୍ମଦିନରେ…

ଆଗକୁ ଆସିବ ‘ଟାଇଗର ୪’, ଘୋଷଣା କଲେ ସଲମାନ

ମୁମ୍ବାଇ: ଆଇସିସି ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ୍ ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ଅଷ୍ଟ୍ରେଲିଆ ଏହି ମ୍ୟାଚରେ ବିଜୟ ଲାଭ କରିବା ଫଳରେ କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଯାଇଛି । ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ ଦେଖିବାକୁ ଦେଶ ତଥା ବିଶ୍ୱର ବହୁ ବିଶିଷ୍ଠ…

ବିନା ହେଲ୍‌ମେଟ୍‌ରେ ଗାଡ଼ି ଶିଖୁଥିଲେ ରଜନୀକାନ୍ତଙ୍କ ନାତି, ଧରିଲା ଟ୍ରାଫିକ୍ ପୋଲିସ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ନାତି ୟାତ୍ରା ରାଜାଙ୍କ ନାମରେ କଟିଛି ଚାଲାଣ । ୧୭ ବର୍ଷୀୟ ଏହି ଷ୍ଟାରକିଡ୍ ଟ୍ରାଫିକ ନିୟମକୁ ଅଣଦେଖା କରିବା ପରେ ତାଙ୍କ ନାମରେ ଚାଲାଣ କଟିଛି । ସେ ବିନା ହେଲ୍‌ମେଟ୍ ଓ ଲାଇସେନ୍ସରେ ଚେନ୍ନାଇର ପୋସ୍ ଗାର୍ଡେନ୍ ଅଞ୍ଚଳରେ ଏକ ସୁପରବାଇକ୍…

ଅମ୍ବାନିଙ୍କ ପାର୍ଟିରେ ଯୋଗ ଦେଲେ ଶାହାରୁଖ

ମୁମ୍ବାଇ: ଅମ୍ବାନୀଙ୍କ ପାର୍ଟିରେ ଗଳା ଓ ହାତରେ ସାପ ଧରାଇ ବଲିଉଡ଼ର କିଙ୍ଗ୍ ଖାନ୍ ଶାହାରୁଖଙ୍କୁ କରାଗଲା ସ୍ୱାଗତ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଶାହାରୁଖ ଯେମିତି ହିଁ ଏହି ସାପକୁ ଧରୁଛନ୍ତି ପଛରୁ ଅନ୍ୟଜଣେ ବ୍ୟକ୍ତି ଶାହାରୁଖଙ୍କ ଗଳାରେ ଆଉ ଏକ…

IFFIର ୫୪ତମ ସଂସ୍କରଣ: ଭାରତୀୟ ସିନେମାରେ ଅବଦାନ ପାଇଁ ମାଧୁରୀ ଦୀକ୍ଷିତଙ୍କୁ ବିଶେଷ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)ର ୫୪ତମ ସଂସ୍କରଣ ଆଜିଠାରୁ ଗୋଆର ପାନଜୀସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ମାଧୁରୀ ଦୀକ୍ଷିତଙ୍କୁ ଏକ ବିଶେଷ ପୁରସ୍କାରରେ ସମ୍ମାନିତ କରାଯାଇଛି।…

ବିଶ୍ୱକପ ଶ୍ରେଷ୍ଠ ଏକାଦଶରେ ଭାରତରୁ ୬ଜଣ ଖେଳାଳି

ଅହମ୍ମଦାବାଦ: ଆଇସିସି ଦ୍ୱାରା ଦିନିକିଆ ବିଶ୍ୱକପ କ୍ରିକେଟ ୨୩ର ସର୍ବଶ୍ରେଷ୍ଠ ଏକାଦଶ ଚୟନ କରାଯାଇଛି । ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଏହି ଦଳରେ ବିରାଟ କୋହଲି, ମହମ୍ମଦ ସାମୀ, ଯଶପ୍ରୀତ ବୁମରାହ, ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲଙ୍କୁ ଦଳରେ ରଖାଯାଇଛି…

ପ୍ରଶଂସକଙ୍କ ହୃଦୟ ଜିତିଲେ ଶାହରୁଖ

ଅହମ୍ମଦାବାଦ୍ : ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ଦେଖିବାକୁ ଆଜି ବଲିଉଡର ଅନେକ କଳାକାର ଅହମ୍ମଦାବାଦରେ ପହଞ୍ଚିଥିଲେ । ଦୀପିକା ପାଦୁକୋନ ତାଙ୍କ ଭଉଣୀ ଅନିଶା ଏବଂ ପିତା ପ୍ରକାଶ ପାଦୁକୋନ ରଣବୀର ସିଂଙ୍କ ସହ ମ୍ୟାଚ ଦେଖିବା ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟିମ ଇଣ୍ଡିଆକୁ…

ବିରାଟ ଆଉଟ ହେବା ପରେ ଭାଙ୍ଗିଲା ଅନୁଷ୍କାଙ୍କ ଦିଲ୍‌

ଅହମ୍ମଦାବାଦ: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିଲା ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା । ଟସ ପରେ ପ୍ରଥମେ ବ୍ୟାଟିଂ କରିିଥିବା ଟିମ ଇଣ୍ଡିଆ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା । ଏହି ସମୟରେ ବିରାଟ କୋହଲି, ଯେଉଁଥିରୁ ଏକ ବଡ଼ ଇନିଂସ ଆଶା କରାଯାଉଥିଲା, ସେ ୫୪…

ପରଲୋକରେ ‘ଧୁମ୍’ ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଗଢବୀ

ମୁମ୍ବାଇ: ଆଉ ନାହାନ୍ତି ଧୁମ ଫିଲ୍ମ ଡାଇରେକ୍ଟର ସଞ୍ଜୟ ଗଢବୀ । ଆଜି (ରବିବାର) ହାର୍ଟ ଆଟାକରୁ କାରଣରୁ ତାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 57 ବୟସ ହୋଇଥିଲା । ସଞ୍ଜୟ ଗଢବୀ 'ଧୁମ୍' ଓ 'ଧୁମ୍-୨' ପରି ହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ନିଧନରେ ସମଗ୍ର ବଲିଉଡ…