Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଛାଡ଼ପତ୍ର ମାମଲା: ହାଇକୋର୍ଟ ଗଲେ ଅନୁଭବ

କଟକ: ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପିୟଦର୍ଶିନୀଙ୍କ ଛାଡ଼ପତ୍ର ମାମଲା ଏବେ ପୁଣିଥରେ ଚର୍ଚ୍ଚାରେ। କେତେବେଳେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ ଆଉ କେତେବେଳେ କୋର୍ଟଙ୍କ ରାୟ ପରେ ଛାଡ଼ପତ୍ର ମାମଲା ଚର୍ଚ୍ଚାକୁ ଆସୁଛି। ଏସବୁ ମଧ୍ୟରେ ଆଉଥରେ…

‘ୱାଇ ପ୍ଲସ୍‌’ ସିକ୍ୟୁରିଟି ସହ ଫିଲ୍ମ ହଲ୍‌ରେ ପହଞ୍ଚିଲେ ଶାହରୁଖ

ମୁମ୍ବାଇ: ‘ୱାଇ ପ୍ଲସ୍‌’ ସିକ୍ୟୁରିଟି ସହ ଫିଲ୍ମର ହଲ୍‌ରେ ପହଞ୍ଚିଲେ ବଲିଉଡର କିଙ୍ଗ୍ ଖାନ୍ ଶାହରୁଖ ଖାନ । ଚଳଚ୍ଚିତ୍ର ‘ଯବାନ୍‌’ର ସଫଳତା ଯୋଗୁଁ ଶାହରୁଖ ଙ୍କୁ ହତ୍ୟା ଧମକ ମିଳିଥିଲା । ଏନେଇ ଥାନାରେ ଲିଖିତ ଅଭିଯୋଗ ଦିଆଯିବା ପରେ ଶାହରୁଖଙ୍କୁ ‘ୱାଇ ପ୍ଲସ୍‌’ ସୁରକ୍ଷା ଯୋଗାଇ ଦେଇଛନ୍ତି…

ମାଆ ହେବେ କମେଡ଼ିଆନ ସୁଗନ୍ଧା, ନୂଆ ଅତିଥିଙ୍କୁ ସ୍ୱାଗତ କରିବାକୁ ବେଶ୍ ଉତ୍ସାହିତ

ମୁମ୍ବାଇ: ଖୁବ୍‌ଶୀଘ୍ର ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ ତଥା କମେଡିଆନ ସୁଗନ୍ଧା ମିଶ୍ର । ରବିବାର ସେ ତାଙ୍କ ପ୍ରଶଂସକଙ୍କ ସହ ଏହି ନ୍ୟୁଜ ସେୟାର କରିଛନ୍ତି । ସେ ସୋସିଆଲ ମିଡିଆରେ ତାଙ୍କର ବେବି ବମ୍ପର ଅନେକ ଫଟୋ ସେୟାର କରିଛନ୍ତି । ଏହି ଖବର ପାଇବା ପରେ ତାଙ୍କର ପ୍ରଶଂସକମାନେ…

ସ୍ୱାମୀଙ୍କୁ ଛାଡ଼ି ମାଳଦ୍ୱୀପରେ ନଣନ୍ଦଙ୍କ ସହ ଛୁଟି କାଟୁଛନ୍ତି ପରିଣୀତି

ମୁମ୍ବାଇ: ନିକଟରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ଖୁବ ଚର୍ଚ୍ଚାରେ । ବିବାହ ପରେ ଗୋଟିଏ ପରେ ଗୋଟିଏ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ତାଙ୍କର ସମସ୍ତ ଫଟୋକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରୁଛନ୍ତି । ନିକଟରେ ପରିଣୀତି…

ହଜିଗଲା ଉର୍ବଶୀଙ୍କ ସୁନା ଆଇଫୋନ୍

ମୁମ୍ବାଇ: ଭାରତ-ପାକିସ୍ତାନ ମ୍ୟାଚ ବେଳେ ହଜିଗଲା ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ସୁନା ଖଚିତ ଆଇଫୋନ । ଶନିବାର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବା ସମୟରେ ତାଙ୍କର ମୋବାଇଲ ହଜିଯାଇଛି । ଏନେଇ ସେ ସୋସିଆଲ ମିଡ଼ିଆରେ ଜଣାଇଛନ୍ତି । ଉର୍ବଶୀ…

ବନ୍ଧୁକ ଦେଖାଇ ବଲିଉଡ ଅଭିନେତ୍ରୀଙ୍କୁ ଲୁଟ୍‌, ନେଇଗଲେ ସୁନା ଅଳଙ୍କାର,ଟଙ୍କା

ମୁମ୍ବାଇ: ବନ୍ଧୁକ ଦେଖାଇ ବଲିଉଡ଼ ଅଭିନେତ୍ରୀ ନିକିତା ରାୱଲଙ୍କୁ ଲୁଟିଲେ ଗୃହ ସହାୟକ । ୨ଦିନ ତଳେ ଏହି ଘଟଣା ଘଟିଥିବା ବେଳେ ଏବେ ତାହା ସାମ୍ନାକୁ ଆସିଛି । ଦୁଇ ଦିନ ପୂର୍ବେ ନିକିତାଙ୍କ ଗୃହ ସହାୟକ ବନ୍ଧୁକ ଦେଖାଇ ଭୟଭୀତ କରି ତାଙ୍କ ଘରୁ କିଛି ଟଙ୍କା ଓ ଅଳଙ୍କାର ଚୋରି କରି ନେଇଛନ୍ତି ।…

୨୬ବର୍ଷ ବୟସରେ ପୂର୍ବତନ ମିସ୍ ଓ୍ବାଲ୍ଡ ପ୍ରତିଯୋଗୀ ଶେରିକା ଡି ଆର୍ମାସଙ୍କ ପରଲୋକ

ମୁମ୍ବାଇ: ପୂର୍ବତନ ବିଶ୍ବ ସୁନ୍ଦରୀ ପ୍ରତିଯୋଗୀ  ଶେରିକା ଡି ଆର୍ମାସଙ୍କ ପରଲୋକ ଘଟିଛି ।  ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନରୁ ସେ ଗର୍ଭାଶୟ କ୍ୟାନସର ରୋଗରେ ପୀଡିତ ଥିଲେ । ୨୦୧୫ ମସିହାରେ  ସେ ମିସ୍ ଓ୍ବାଲ୍ଡ ପ୍ରତିଯୋଗୀତାରେ ଉରୁଗୁଏର…

ହାପି ବାର୍ଥ ଡେ ସୋଲେ ସୁନ୍ଦରୀ, ଜନ୍ମଦିନରେ ହେମା ମାଳିନୀଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ

ମୁମ୍ବାଇ: ବଲିଉଡର ‘ଡ୍ରିମ୍ ଗାର୍ଲ’ ହେମା ମାଳିନୀ ଆଜି ୭୫ ବର୍ଷ ବୟସରେ ପଦାର୍ପଣ କଲେ। ହେମା ୧୬ ଅକ୍ଟୋବର ୧୯୪୮ ରେ ଜନ୍ମଗ୍ରହଣ କରିଥିଲେ। ହେମାଙ୍କ ଜନ୍ମଦିନ ଉପଲକ୍ଷେ ତାଙ୍କର ବହୁ ପ୍ରଶଂସକଙ୍କ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି। ସେ ଉଭୟ ଚଳଚିତ୍ର ଏବଂ ରାଜନୀତି ସହିତ ଜଡିତ…

25@କୁଛ୍ କୁଛ୍ ହୋତା ହୈ: ଶାହାରୁଖ ଖାନ ଓ ରାନୀ ମୁଖାର୍ଜୀଙ୍କ ମଧ୍ୟରେ ନଜର ଆସିଲେନି କାଜୋଲ

ମୁମ୍ବାଇ: ବଲିଉଡର ସୁପରଡୁପର ହିଟ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’କୁ ୨୫ ବର୍ଷ ପୂରା ହୋଇଛି। ହେଲେ ଆଜି ବି ଏହି ଫିଲ୍ମର ଲୋକପ୍ରିୟତା କମିନି। ଏହି ଫିଲ୍ମ ଓ ଏହାର ଗୀତକୁ ଦର୍ଶକ ଏବେବି ପସନ୍ଦ କରନ୍ତି। ଏହି ଫିଲ୍ମରେ ଶାହରୁଖ ଖାନ, କାଜଲ ଓ ରାଣୀ ମୁର୍ଖାଜୀ ଲିଡ୍‌ ରୋଲ୍‌ରେ ଥିଲେ।…

ନୀରବି ଗଲେ ନିରିମାଖୀ କୁଆଁରୀ ବିନୋଦିନୀ ଦେବୀ

କଟକ: ନୀରବି ଗଲେ ନିରିମାଖୀ କୁଆଁରୀ ବିନୋଦିନୀ ଦେବୀ । ଅନୁଗୁଳସ୍ଥିତ ତାଙ୍କ ସାନ ପୁଅଙ୍କ ବାସଭବନରେ ଆଜି ସକାଳୁ ପ୍ରଖ୍ୟାତ ଗୀତିକାର ଶ୍ରୀମତୀ ବିନୋଦିନୀ ଦେବୀଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ମସ୍ତିଷ୍କାଘାତରେ ଦୀର୍ଘ ମାସ ହେବ ଶଯ୍ୟାଶାୟୀ ଥିବା…