Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପେଟରେ ସଂକ୍ରମଣ କାରଣରୁ ଜସ୍ମିନ ଅସୁସ୍ଥ, ଡ଼ାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଜସ୍ମିନ ଭସିନ ଅସୁସ୍ଥ । ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଥିବା ନେଇ ଜସ୍ମିନ୍ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏଥିସହିତ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋରେ ତାଙ୍କ ହାତରେ ସାଲାଇନ୍…

ଶ୍ରୀରାମଙ୍କ ଭୂମିକା କରିବା ପାଇଁ ନିଶା, ନନଭେଜ ଛାଡିବେ ରଣବୀର

ମୁମ୍ବାଇ: ରଣବୀର କାପୁର ତାଙ୍କର ଆଗାମୀ ଫିଲ୍ମ ରାମାୟଣ ନେଇ ଏକ ବଡ ଘୋଷଣା କରିଛନ୍ତି । ଶ୍ରୀରାମଙ୍କ ଭୂମିକା କରିବା ପର୍ଯ୍ୟନ୍ତ ସେ ନିଶା କିମ୍ବା ନନଭେଜ ଖାଇବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । କୌଣସି ପ୍ରକାରର ଚାପର ବଶୀଭୂତ କିମ୍ବା ପ୍ରଚାର, ପ୍ରସାର ଉଦ୍ଦେଶ୍ୟରେ ଏ ଭଳି ଘୋଷଣା କରି…

ବର୍ଷାଙ୍କ ଉଦ୍ଦେଶ୍ୟରେ ଭିଡିଓ ସୁଟ କଲେ ଅନୁଭବ; ଛାଡ଼ପତ୍ର ସ୍ୱୀକାର କରିବାକୁ ହାତଯୋଡି ଅନୁରୋଧ କଲେ

ଭୁବନେଶ୍ୱର: ପୁଣି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କଲେ ସାଂସଦ ଅନୁଭବ ମହାନ୍ତି । ଭିଡିଓ କରି ବର୍ଷାଙ୍କ ଉଦ୍ଦେଶ୍ୟରେ ହାତଯୋଡି ଛାଡପତ୍ର ସ୍ୱୀକାର କରବା ପାଇଁ ଅନୁରୋଧ କଲେ । ନିଜ ବାପା-ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିବା ସହ ସେମାନଙ୍କୁ ଆଉ ଦୁଃଖ ନ ଦେବା…

ଶାହାରୁଖଙ୍କୁ ହତ୍ୟା ଧମକ : ଓ୍ବାଇ ପ୍ଲସ୍ ସୁରକ୍ଷା ପ୍ରଦାନ କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ବଢିଲା ଶାହାରୁଖଙ୍କ ସୁରକ୍ଷା  । ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କୁ ଓ୍ବାଇ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଛି । ସୁରକ୍ଷା ବୃଦ୍ଧି କରି ଓ୍ବାଇ ପ୍ଲସ୍ ଦେଲେ ମହାରାଷ୍ଟ୍ର ସରକାର  । ହତ୍ୟା ଧମକ ମିଳିବା ନେଇ ଶାହାରୁଖ ସରକାରଙ୍କୁ ଜଣାଇଥିଲେ । ପଠାନ୍, ଜଓ୍ବାନ ଫିଲ୍ମରେ ଅଭିନୟ…

ବାୟୁସେନା ଦିବସରେ ରିଲିଜ ହେଲା ‘ତେଜସ’ର ଟ୍ରେଲର

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାୱତ ତାଙ୍କର ଆଗାମୀ ଫିଲ୍ମ ‘ତେଜସ’କୁ ନେଇ ଖୁବ୍ ବ୍ୟସ୍ତ । ବାୟୁସେନା ଦିବସ ଅବସରରେ ତାଙ୍କ ଫିଲ୍ମ ତେଜସ୍‌ର ଟ୍ରେଲର ରିଲିଜ ହୋଇଯାଇଛି । ଝିଜର ବଡ ପରଦାରେ ଆସିବା ପାଇଁ ଆକ୍ସନ ଏବଂ ରୋମାଞ୍ଚକର ଝଲକ ଦେଖାଇଛି । ଏହା ସମଗ୍ର ଦେଶରେ ଦର୍ଶକଙ୍କ ଉତ୍ସାହ…

ମିଷ୍ଟ୍ରି ଗର୍ଲଙ୍କ ସହ ସଲମାନ, ଫଟୋ କଲେ ସେୟାର

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାଁଙ୍କ ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଏହି ଫଟୋରେ ସେ ଜଣେ ମିଷ୍ଟ୍ରି ଗର୍ଲଙ୍କ ସହ ନଜର ଆସିଛନ୍ତି । ନିକଟରେ ସଲମାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ…

ବିଗ୍ ବିଙ୍କୁ ପ୍ରଶଂସା କଲା ତାଲିବାନ, ସୋସିଆଲ ମିଡିଆରେ କଲା ସେୟାର

ମୁମ୍ବାଇ: ବଲିଉଡ୍‌ର ବିଗ୍ ବି ଅମିତାଭ ବଚ୍ଚନଙ୍କର ବିଦେଶରେ ମଧ୍ୟରେ ଅନେକ ପ୍ରଶଂସକ ରହିଛନ୍ତି । ଦୁନିଆର ପ୍ରତ୍ୟେକ କୋଣ ଅନୁକୋଣରେ ଅମିତାଭଙ୍କ ପାଇଁ ଭାରତୀୟ ପ୍ରଶଂସକଙ୍କ ଭଳି ସମାନ କ୍ରେଜ୍ ଦେଖିବାକୁ ମିଳିଛି । ସେଥିମଧ୍ୟରେ ତାଲିବାନ ମଧ୍ୟ ଅମିତାଭ ବଚ୍ଚନଙ୍କର ଜଣେ ବଡ଼ ପ୍ରଶଂସକ ।…

ପ୍ଲାଷ୍ଟିକ ସର୍ଜରୀ ଯୋଗୁ ଅଭିନେତ୍ରୀଙ୍କ ଜୀବନ ଗଲା

ମୁମ୍ବାଇ: ଆରପାରିରେ ଆର୍ଜେଣ୍ଟିନାର ପୂର୍ବତନ ସୌନ୍ଦର୍ଯ୍ୟ ରାଣୀ ତଥା ଅଭିନେତ୍ରୀ ଜ୍ୟାକଲିନ କାରିଅରି । କସମେଟିକ ସର୍ଜରୀ ହେତୁ ୪୮ ବର୍ଷ ବୟସରେ କାଲିଫର୍ନିଆର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଥିବା ଜଣାଯାଇଛି । ତାଙ୍କ ଦେହାନ୍ତରେ ଜ୍ୟାକଲିନଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି…

ପିନାକୀ ଶ୍ରୀଚନ୍ଦନଙ୍କ ଉଦ୍ୟମରେ ପୁରୀରେ ପୁନର୍ବାର ସ୍କ୍ରିନିଂ ହେବ ଫିଲ୍ମ ‘ପୁଷ୍କରା’

ପୁରୀ: ଓଡ଼ିଆ ଫିଲ୍ମ ଦେଖିବାକୁ ସମସ୍ତଙ୍କର ଇଚ୍ଛା ରହିଥିବା ବେଳେ ଏହାକୁ ନଜରରେ ରଖି ଯୁବ ସିନେ ଅଭିନେତା ପୁରୀର ପିନାକୀ ଶ୍ରୀଚନ୍ଦନଙ୍କ ଉଦ୍ୟମରେ ପୁନର୍ବାର ପୁରୀରେ ପୁଷ୍କରା ଚଳଚ୍ଚିତ୍ର ସ୍କ୍ରିନିଂ କରାଯିବ। ପୁରୀରେ ସିନେମା ହଲ ନଥିବା ବେଳେ ଭୁବନେଶ୍ୱର ଯିବା ବ୍ୟୟ ବହୁଳ ହୋଇଥାଏ।…

ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଫିଲ୍ମରେ ଦେଖିଲେ ଦର୍ଶକ

ଭୁବନେଶ୍ୱର: ଓଡ଼ିଶାର ବଲାଙ୍ଗୀର ଜିଲା ପାଟଣାଗଡ଼ରେ ଘଟିଥିବା ଚାଞ୍ଚଲ୍ୟକର ପାର୍ସଲ ବୋମା ବିସ୍ଫୋରଣ ଘଟଣା ଆଜି ପର୍ଯ୍ୟନ୍ତ କାହା ମନରୁ ପାଶୋରି ନାହିଁ । ସେଦିନର ସେଇ ବହୁ ଚର୍ଚ୍ଚିତ ଘଟଣାକୁ ନେଇ ଫିଲ୍ମ ମାଧ୍ୟମରେ ଲୋକମାନଙ୍କ ପାଖରେପହଞ୍ଚାଇଛନ୍ତି ନିର୍ମାତା । ଏହି ସତ୍ୟ ଘଟଣାକୁୁ ନେଇ…