Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଖୁବ୍ ଶିଘ୍ର ବନ୍ଦ ହେବ ‘ତାରକ୍ ମେହେତା କି ଉଲଟା ଚଷମା’, କାରଣ ଜାଣି ଫ୍ୟାନ୍ସଙ୍କ ଉଡିଗଲା ହୋସ୍…

ମୁମ୍ବାଇ: ଖୁବ୍ ଶିଘ୍ର ବନ୍ଦ ହେବ ଟେଲିଭିଜନର ସବୁଠାରୁ ଲୋକପ୍ରିୟ ସିରିଏଲ ‘ତାରକ୍ ମେହେତା କି ଉଲଟା ଚଷମା’ । ଦୀର୍ଘଦିନ ଧରି ଦର୍ଶକଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଯୋଗାଇଆସୁଥିବା ଏହି ସୋ କୁ ନେଇ ଗତ କିଛି ଦିନ ଧରି ବିବାଦ ଲାଗିରହିଛି । କିଛି ଦର୍ଶକ ଦୟାବେନଙ୍କ ନଫେରିବା କାରଣରୁ ଏହି…

ରିଲିଜ ହେଲା କିଙ୍ଗ୍ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଡଙ୍କି’ର ଟ୍ରେଲର୍

ମୁମ୍ବାଇ: ଚଳିତବର୍ଷ ଦୁଇ ଦୁଇଟି ବଡ ବ୍ଲକବଷ୍ଟର ଚଳଚ୍ଚିତ୍ର ରିଲିଜ ପରେ ଏବେ ତୃତୀୟ ଚଳଚ୍ଚିତ୍ରକୁ ନେଇ ଧମାଲ କରିବାକୁ କିଙ୍ଗ୍ ଖାନ ପ୍ରସ୍ତୁତ । କାରଣ ଖୁବ ଶିଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଡଙ୍କି । ଏହାରି ଭିତରେ ରିଲିଜ ହୋଇଛି ଡଙ୍କିର…

ଅକ୍ଷୟ କୁମାରଙ୍କ ହାଉସଫୁଲ ୫ର ଘୁଂଚିଲା ରିଲିଜ ତାରିଖ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ହାଉସଫୁଲ ୫ର ରିଲିଜ ତାରିଖ ପୁନର୍ବାର ଘୁଂଚିଛି । ଏବେ ଏହା ୬ ଜୁନ ୨୦୨୫ରେ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତରୁଣ ମନସୁଖାନୀଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ନିର୍ମିତ ହେଉଛି । ଅତ୍ୟଧିକ ଭିଏଫଏକ୍ସ କାର୍ଯ୍ୟ ଥିବା ଫିଲ୍ମର ରିଲିଜ…

ଇତିହାସ ରଚିଲେ ଦୀପିକା, ପୁଣି ଥରେ ଦେଶକୁ ଗୌରବାନ୍ୱିତ କଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମ ବ୍ରେନ୍ ଓ୍ବିଥ୍ ବ୍ୟୁଟି ସୁନ୍ଦରୀ ମାନଙ୍କ ତାଲିକାରେ ଅନ୍ତର୍ଭୁକ୍ତ । ଦୀପିକା କେବଳ ସୁନ୍ଦର ଏବଂ ଜଣେ ମହାନ ଅଭିନେତ୍ରୀ ନୁହନ୍ତି, ସେ ମଧ୍ୟ ବହୁତ ପ୍ରତିଭାଶାଳୀ ଅଟନ୍ତି । ତାଙ୍କର ଅଭିନୟ ଦକ୍ଷତା ଏବଂ ସୁନ୍ଦର ଚେହେରା ହେତୁ ଦୀପିକା…

ଚର୍ଚ୍ଚିତ ଫିଲ୍ମ ହକୀକତ ୨ର ନିର୍ମାଣ କରିବେ କେତନ ଆନନ୍ଦ

ମୁମ୍ବାଇ: ନିର୍ମାତା-ନିର୍ଦ୍ଦେଶକ ଚେତନ ଆନନ୍ଦଙ୍କ ହକୀକତ ଫିଲ୍ମ ୫୮ ବର୍ଷ ତଳେ ସାରା ଭାରତରେ ଆଲୋଡନ ସୃଷ୍ଟି କରିଥିଲା । ୧୯୬୨ ଭାରତ-ଚୀନ ଯୁଦ୍ଧ ଉପରେ ଆଧାରିତ ଏହି ଫିଲ୍ମ ୧୯୬୪ରେ ରିଲିଜ ହୋଇଥିଲା । ଧର୍ମେନ୍ଦ୍ର, ବଲରାଜ ସାହାନୀ, ପ୍ରିୟା ରାଜବଂଶ, ସଞ୍ଜାୟ ଖାଁ ଓ ବିଜୟ ଆନନ୍ଦ ଏଥିରେ…

କାହିଁକି ଶୁକ୍ରବାରରେ ହିଁ ରିଲିଜ ହୁଏ ବଲିଉଡ ଫିଲ୍ମ, ଜାଣନ୍ତୁ ଏହାର କାରଣ…

ଭୁବନେଶ୍ଵର: ପ୍ରାୟତଃ ବଲିଉଡ ଚଳଚ୍ଚିତ୍ର କେବଳ ଶୁକ୍ରବାରରେ ହିଁ ରିଲିଜ ହୋଇଥାଏ । ଚଳିତ ମାସ ଆରମ୍ଭରୁ ରଣବୀର କପୁରଙ୍କ ଅଭିନୀତ ଆନିମଲ ଓ ବିକି କୌଶଲଙ୍କ ଅଭିନୀତ ସାମ ବାହାଦୂର ମଧ୍ୟ ଶୁକ୍ରବାର ରିଲିଜ ହୋଇଛି । ତେବେ କଣ ଆପଣ କେବେ ଭାବିଛନ୍ତି ଏପରି କାହିଁକି ହୁଏ । କାହିଁକି କେବଳ…

କାଙ୍ଗାଳ ହେଲେ ଉର୍ଫି, ନିୟମ ଉଲଙ୍ଘନ କାରଣରୁ ସସପେଣ୍ଡ ହେଲା ଇନଷ୍ଟା ଆକାଉଣ୍ଟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ଫି ଜାଭେଦ କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବିଶେଷକରି ସେ ତାଙ୍କର ପୋଷାକ ପରିଚ୍ଛଦକୁ ନେଇ ଅଧିକ ଚର୍ଚ୍ଚାରେ ଥାନ୍ତି । କେବେ ଅଖାରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ରହିଥାନ୍ତି ତ ଆଉ କେତେବେଳେ ମୋବାଇଲ ବ୍ୟାଟେରି,…

ଲୋକପ୍ରିୟ ସିରିଅଲ CID ର ଫ୍ରେଡ୍ରିକ୍ସଙ୍କୁ ହାର୍ଟ ଆଟାକ୍ , ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ଲୋକପ୍ରିୟ କ୍ରାଇମ ସୋ CID ରେ ଇନ୍ସପେକ୍ଟର ଫ୍ରେଡେରିକ୍ସ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଦୀନେଶ ଫଡନିସଙ୍କ ପ୍ରଶସକଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।  ସେ ହୃଦଘାତରେ ପୀଡିତ ହୋଇଛନ୍ତି ।  ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

ପୁଷ୍ପା-୨ ସୁଟିଂ ବେଳେ ଅଲ୍ଲୁ ଅର୍ଜୁନ୍ ଆହତ: କିଛି ଦିନ ପାଇଁ ସୁଟିଂ ସ୍ଥଗିତ

ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଷ୍ଟାଇଲିସ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନ୍ । ଯିଏକି ତାଙ୍କର  ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା -୨ ର ସୁଟିଂରେ ବ୍ୟସ୍ତ ରହିଛନ୍ତି । ହେଲେ ଏହାରି ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯାହାକି ଅଲ୍ଲୁ ଙ୍କ ଫ୍ୟାନ୍ସ ମାନଙ୍କୁ ଏକ ଶକ୍ତ ଝଟକା ଦେଇଛି ।…

ଅରବାଜଙ୍କ ସହ ବ୍ରେକ ଅପ ନେଇ ମୁହଁ ଖୋଲିଲେ ଜର୍ଜିୟା

ମୁମ୍ବାଇ: ବଲିଉଡ ଅଭିନେତା ତଥା ସଲମାନ ଖାଁଙ୍କ ଭାଇ ଅରବାଜ ଖାଁଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ଚର୍ଚ୍ଚାରେ ରହି ଆସିଛି । ୧୯୯୮ରେ ସେ ମଲାଇକା ଆରୋରାକୁ ବିବାହ କରିଥିଲେ । ୧୯ ବର୍ଷ ପରେ ଉଭୟ ଅଲଗା ହୋଇଥିଲେ । ମଲାଇକା ଜୀବନରେ ଅର୍ଜୁନ କାପୁରଙ୍କ ଏଂଟ୍ରି କରିଥିବା ବେଳେ ଅରବାଜଙ୍କ ଜର୍ଜିୟା…