Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବିବାହର ୫ବର୍ଷ ପରେ ମା’ ହେଲେ ରୋଚେଲ

ମୁମ୍ବାଇ: ବିବାହର ୫ ବର୍ଷ ପରେ ମା’ ହେଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ରୋଚେଲ ରାଓ । ସେ ନିକଟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଉଭୟ ମାଆ ଓ ଝିଅ ସୁସ୍ଥ ଅଛନ୍ତି । ଏହି ଖୁସି ଖବର ନିଜେ ରୋଚେଲ ଓ ତାଙ୍କ ସ୍ୱାମୀ କିଟ୍ ସେକିରା ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହା…

‘ରାମାୟଣ’ରେ ରାମ, ସୀତା ଭୂମିକାରେ ନଜର ଆସିବେ ରଣବୀର-ସାଇ ପଲ୍ଲଭି

ମୁମ୍ବାଇ: ନୀତେଶ ତିୱାରୀଙ୍କ ଡ୍ରିମ୍ ଫିଲ୍ମ ‘ରାମାୟଣ’ । ଏହି ଫିଲ୍ମକୁ ନେଇ ସେ ଦେଖିଥିବା ସ୍ୱପ୍ନ ଖୁବ୍‌?ଶୀଘ୍ର ପୂରଣ ହେବାକୁ ଯାଉଛି । ଏହି ଫିଲ୍ମରେ ରାମ ଓ ସୀତା ଭୂମିକାରେ ନଜର ଆସିବେ ବଲିଉଡ଼ ଅଭିନେତା ରଣବୀର କପୁର ଓ ସାଉଥ ଅଭିନେତ୍ରୀ ସାଇ ପଲ୍ଲଭୀ । ଏହି ଫିଲ୍ମ ପାଇଁ ପ୍ରଭୁ ରାମ…

ଭାରତୀୟ ସର୍ଜନ୍ ସଂଘ ବିରୋଧରେ ମାନହାନି ମାମଲା ରୁଜୁ କଲେ ଏ ଆର୍ ରହମାନ

ମୁମ୍ବାଇ: ଭାରତୀୟ ସର୍ଜନ୍ ସଂଘ ବିରୋଧରେ ମାନହାନି ମାମଲା ରୁଜୁ କଲେ ଖ୍ୟାତନାମା ସଙ୍ଗୀତଜ୍ଞ ଏ ଆର୍ ରହମାନ । ଗତ ସପ୍ତାହରେ ସର୍ଜନ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏ ଆର ରହମାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲା । ଏବେ ପାଲଟା ଅଭିଯୋଗ ଆଣି ରହମାନଙ୍କ ପକ୍ଷରୁ ଏକ ମାନହାନି ନୋଟିସ୍ ପଠାଯାଇଛି ।…

ଅନଲାଇନ ବେଟିଂ ଆପ୍ ମାମଲାରେ ରଣବୀର କପୁରଙ୍କୁ ଇଡି ସମନ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ପାଇଁ ବଢିଲା ଅଡୁଆ। ରଣବୀରଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ‘ମହାଦେବ ବୁକ୍‌’ ଅନ୍‌ଲାଇନ୍‌ ବେଟିଂ ଆପ୍‌ ମାମଲାରେ ପଚରାଉଚରା ପାଇଁ ଇଡି ଅଭିନେତାଙ୍କୁ ଡାକିଥିବା ଜଣାପଡ଼ିଛି। ଆସନ୍ତା ୬ ଅକ୍ଟୋବରରେ ଇଡି ଅଫିସରେ ହାଜର ହେବାକୁ…

ୱାର ୨ରେ ହ୍ରିତିକ, ଶାହାରୁଖ, ସଲମାନ !

ମୁମ୍ବାଇ: ୟଶରାଜ ପ୍ରଡକ୍ସନର ୱାର ୨ରେ ହ୍ରିତିକ ରୋଶନ, ଶାହାରୁଖ ଖାଁ ଓ ସଲମାନ ଖାଁ ଏକତ୍ର ଅଭିନୟ କରି ପାରନ୍ତି ବୋଲି ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି । ବ୍ରହ୍ମାସ୍ତ୍ରର ନିର୍ଦ୍ଦେଶକ ଅୟାନ ମୂର୍ଖାଜୀ ଏଥିରେ ନିର୍ଦ୍ଦେଶନା ଦେବେ । ୟଶରାଜ ସ୍ପାଇ ୟୁନିଭର୍ସ ତାର ପୂର୍ବ ଫିଲ୍ମଗୁଡିକ…

ଟାଇଗର-୩ର ଧମାକାଦାର ଟ୍ରେଲର ରିଲିଜ୍‌ ତାରିଖ ଘୋଷଣା, ସିନେପ୍ରେମୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା

ମୁମ୍ବାଇ: ବହୁପ୍ରତୀକ୍ଷିତ ଫିଲ୍ମ ଟାଇଗର-୩ର ଧମାକାଦାର ଟ୍ରେଲର ରିଲିଜ୍‌ ତାରିଖ ଘୋଷଣା ହୋଇଛି। ସଲମାନ ଖାନଙ୍କ ଏହି ଫିଲ୍ମକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଆସନ୍ତା ୧୬ରେ ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ନେଇ ୟସ୍ ରାଜ୍‌ ଫିଲ୍ମ ପକ୍ଷରୁ ସୂଚନା ଦିଆଯାଇଛି। ସୋସିଆଲ ମିଡିଆ…

ସ୍ବଦେଶ ଫିଲ୍ମ ଅଭିନେତ୍ରୀ ଗାୟତ୍ରୀ ଯୋଶୀଙ୍କ କାର ଦୁର୍ଘଟଣା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଅଭିନେତ୍ରୀ ଗାୟତ୍ରୀ ଯୋଶୀ ଇଟାଲୀରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ସ୍ବଦେଶ ଫିଲ୍ମରେ ଡେବ୍ୟୁ କରିଥିଲେ ଗାୟତ୍ରୀ  । ଇଟାଲୀରେ ସେ ଏକ କାର ଦୁର୍ଘଟଣାର ଶିକାର ହୋଇଛନ୍ତି  । ଦୁର୍ଘଟଣା ଘଟିବା ସମୟରେ ଗାୟତ୍ରୀଙ୍କ ସ୍ବାମୀ ବିକାଶ…

ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ୫ ବର୍ଷ ପରେ ମୁହଁ ଖୋଲିଲେ ବୋନି କପୁର

ମୁମ୍ବାଇ:ବଲିଉଡର ଜଣାଶୁଣା ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ କେବଳ ତାଙ୍କ ପରିବାର ନୁହେଁ ସମଗ୍ର ଦେଶକୁ ଚକିତ କରିଦେଇଥିଲା । ତାଙ୍କ ମୃତ୍ୟୁ ପରେ ସ୍ୱାମୀ ବୋନି କପୁର ବହୁତ ଭାଙ୍ଗି ପଡିଥିଲେ । ଏହି ମାମଲାରେ ତାଙ୍କୁ ମଧ୍ୟ ପଚରାଉଚରା…

ଅକ୍ଟୋବର ୮ରେ ଓଟିଟିରେ ରିଲିଜ୍ ହେବ ଓଏମଜି-୨

ମୁମ୍ବାଇ: ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନିତ ଫିଲ୍ମ ଓଏମ୍‌ଜି-୨ ଏବେ ଓଟିଟିରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିବା ସହ ଭଲ ବ୍ୟବସାୟ ବି କରିଥିଲା । ଏହା ଆସନ୍ତା ୮ ତାରିଖରେ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ପାଇଁ ପ୍ରସ୍ତୁତ ହେଉଛି । ଏହି ଖବର ସାମ୍ନାକୁ…

ନିର୍ବନ୍ଧ କଲେ ଉର୍ଫି , ଭାଇରାଲ ହେଲା ଫଟୋ

ମୁମ୍ବାଇ: ନିର୍ବନ୍ଧ କଲେ ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ । ଏହାର ଅନେକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଜଣେ ଯୁବକଙ୍କ ସହ ବସି ପୂଜା କରୁଥିବା ଦେଖିବାକୁ ମିଳିଛି । ଏହି ଫଟୋ ସାମ୍ନାକୁ ଆସିବା ପରେ ଉର୍ଫି ମନ୍ଦିରରେ ନିର୍ବନ୍ଧ କରିଥିବା ନେଇ…