Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମୋ କ୍ୟାରିୟରରେ ୨ଥର କାଷ୍ଟିଂ କାଉଚର ଶିକାର ହୋଇଛି ବୋଲି କହିଲେ ଇଶା ଗୁପ୍ତା

ମୁମ୍ବାଇ: ମୁଁ ମୋ କ୍ୟାରିୟର ଭିତରେ ୨ଥର କାଷ୍ଟିଂ କାଉଚର ଶିକାର ହୋଇଛିି । ଏଥିପାଇଁ ମୋ ହାତରୁ ଅନେକ ଫିଲ୍ମ ମଧ୍ୟ ଚାଲିଯାଇଛି । ଏଭଳି କିଛି କହିଛନ୍ତି ବଲିଉଡ଼ ଲୋକପ୍ରିୟ ଅଭିନେତ୍ରୀ ଇଶା ଗୁପ୍ତା । ଇଶାଙ୍କ ଏପରି କଥା ଶୁଣି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ନିକଟରେ…

ସିଦ୍ଧାନ୍ତଙ୍କୁ ଡେଟ କରୁଛନ୍ତି ବିଗ୍ ବିଙ୍କ ନାତୁଣୀ: ନିଜ ବିବାହକୁ ନେଇ ଏମିତି କିଛି କହିଲେ ନବ୍ୟା

ମୁମ୍ବାଇ : ବିଗ ବି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ନାତୁଣୀ ନବ୍ୟା ନନ୍ଦା ନଭେଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ଅଭିନୟ ଦୂନିଆରେ ନ ଥାଇ ବି କୌଣସି ସେଲିବ୍ରିଟିଙ୍କଠାରୁ କମ୍ ନୁହଁନ୍ତି । ସେ ମହିଳା କେନ୍ଦ୍ରିକ ସ୍ୱାସ୍ଥ୍ୟ ବୈଷୟିକ କମ୍ପାନୀ…

୨୦୨୪ ଓସ୍କାର ଦୌଡ଼ରେ ସାମିଲ ହେଲା ଫିଲ୍ମ ‘୨୦୧୮’

ମୁମ୍ବାଇ: ୨୧ ଫିଲ୍ମକୁ ପଛରେ ପକାଇ ୨୦୨୪ ଓସ୍କାର ଦୌଡ଼ରେ ସାମିଲ ହେଲା ମାଲାୟଲୀ ଫିଲ୍ମ ‘୨୦୧୮’ । ଚଳିତ ବର୍ଷର ଓସ୍କାର ଫିଚର ଫିଲ୍ମ ବିଭାଗ ପୁରସ୍କାର ପାଇଁ ଏହି ଫିଲ୍ମକୁ ଭାରତ ପକ୍ଷରୁ ଆନୁଷ୍ଠାନିକ ଭାବେ ପଠାଯାଇଛି । ଗତ ମେ ମାସରେ ଏହି ଫିଲ୍ମଟି ରିଲିଜ୍ ହୋଇଥିଲା । ଉଭୟ ବକ୍ସ ଅଫିସ ଓ…

ବଲିଉଡରେ ୨୦ ବର୍ଷ ପୂରଣ କଲେ କାଟ୍ରିନା, ଶୁଭେଚ୍ଛା ଜଣାଇ ଢେର ପ୍ରଶଂସା କଲେ ବିକ୍କି

ମୁମ୍ବାଇ: ବଲିଉଡରେ ୨୦ ବର୍ଷ ପୂରଣ କରିଛନ୍ତି ଲୋକପ୍ରିୟ ଅଭିନେତ୍ରୀ କାଟ୍ରିନା କୈଫ । ହିନ୍ଦୀ କହି ପାରୁ ନ ଥିବା ଜଣେ ଝିଅ ବଲିଉଡ଼ରେ ଲୋକପ୍ରିୟ ଅଭିନେତ୍ରୀ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା କମ୍ କଥା ନୁହେଁ । ତାଙ୍କର ଏହି ଯାତ୍ରା ବେଶ ପ୍ରେରଣାଦାୟୀ । ସେ ଏହି ୨୦ ବର୍ଷ ଭିତରେ…

ବିବାହ ସମୟରେ ଅତିଥିମାନେ କେତେ ଉପହାର ଅର୍ଥ ରାଶି ଦେବେ ତାହା ସ୍ଥିର କରିଥିଲେ ରାଘବ-ପରିଣୀତି

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ଏବେ ପତି-ପତ୍ନୀ ହୋଇସାରିଛନ୍ତି । ଗତ ୨୪ ତାରିଖରେ ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ…

ଡିସେମ୍ବର ୨୨ରେ ରିଲିଜ ହେବ ସାଲାର, ଡଙ୍କି ସହ ମୁହାଁ ମୁହିଁ ହେବା ନିଶ୍ଚିତ

ମୁମ୍ବାଇ: ପ୍ରଭାସଙ୍କ ଫିଲ୍ମ ସାଲାର ପାର୍ଟ ୧ ଡିସେମ୍ବର ୨୨ରେ ରିଲିଜ ହେବ । ନୂତନ ପୋଷ୍ଟରରେ ମେକର୍ସଙ୍କ ପକ୍ଷରୁ ଏହା ଉଲ୍ଲେଖ କରାଯାଇଛି । ଅପରପକ୍ଷରେ ଶାହାରୁଖ ଖାଁଙ୍କ ଡଙ୍କି ମଧ୍ୟ ସମାନ ତାରିଖରେ ରିଲିଜ ହେବ ବୋଲି ଚୂଡାନ୍ତ ହୋଇଛି । ଫଳରେ ଦୁଇ ସୁପରଷ୍ଟାର ଖ୍ରୀଷ୍ଟମାସରେ ମୁହାଁମୁହିଁ…

ହ୍ୟାରୀ ପୋର୍ଟରର ଚର୍ଚ୍ଚିତ ଡମ୍ବଲଡୋର ଚରିତ୍ର କରିଥିବା ମାଇକେଲ ଗ୍ୟାମ୍ବନ ଆର ପାରିରେ

ନୂଆଦିଲ୍ଲୀ: ହଲିଉଡର ଭେଟେରାନ କଳାକାର ସାର ମାଇକେଲ ଗ୍ୟାମ୍ବନଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । କ୍ରମାଗତ ଭାବେ ନିମୋନିଆରେ ଆକ୍ରାନ୍ତ ହେବା ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି । ହ୍ୟାରୀ ପୋର୍ଟର ଫିଲ୍ମରେ ସେ…

Happy Birthday Ranveer Kapoor: ଜନ୍ମଦିନରେ ଫ୍ୟାନ୍ସଙ୍କୁ ମିଳିଲା ବଡ ଊପହାର

ମୁମ୍ବାଇ: ଆଜି ବଲିଉଡ ଅଭିନେତା ରଣବୀର କପୁରଙ୍କ ଜନ୍ମଦିନ। ୪୧ ବର୍ଷରେ ପଦାର୍ପଣ କରିଛନ୍ତି ଅଭିନେତା । ଏ ଅବସରରେ ତାଙ୍କ ପାଖକୁ ଫ୍ୟାନ୍ସ ଓ ସେଲିବ୍ରେଟିଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି ।  ୧୯୮୨ ମସିହା ୨୮ ସେପ୍ଟେମ୍ବରରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ରଣବୀର ।  ଅଭିନେତା ଋଷି କପୁର ଓ…

Lata Mangeskar Birth Anniversary: ସୁରସାମ୍ରାଜ୍ଞୀ ଲତାଙ୍କୁ ଝୁରୁଛି ଆଜି ପୁରା ଦେଶ

ନୂଆଦିଲ୍ଲୀ: ଆଜି ସୁରସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଜନ୍ମଦିନ । ସୁରସମ୍ରାଜ୍ଞୀ ଲତାଙ୍କ ଦେହାନ୍ତକୁ ଇତି ମଧ୍ୟରେ ଦେଢ ବର୍ଷ ହୋଇଗଲାଣି । ମାତ୍ର ଆଜି ସବୁ ଭାରତୀୟଙ୍କ ମନରେ ବଞ୍ଚି ରହିଛି ତାଙ୍କର ସେଇ ସୁର । ୧୯୨୯ ମସିହା ଆଜିର ଦିନରେ ହିଁ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ…

ରାଜ କୁନ୍ଦ୍ରାଙ୍କ ଉପରେ ହେବ ବାୟୋପିକ୍, ମୁଖ୍ୟ ଭୂମିକାରେ ନଜର ଆସିବେ ଶିଳ୍ପାଙ୍କ ସ୍ୱାମୀ

ମୁମ୍ବାଇ: ବଲିଉଡ ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପାଇଁ ଚର୍ଚ୍ଚାରେ ରହିଛନ୍ତି। ରାଜ କୁନ୍ଦ୍ରାଙ୍କ ନାମରେ ଏକ ଅଶ୍ଳୀଳ ମାମଲାରେ ଜଡ଼ିତ ହୋଇଛି। ଏହି ମାମଲାରେ ତାଙ୍କୁ ଦୁଇ ମାସ ଜେଲରେ ରହିବାକୁ ପଡ଼ିଥିଲା। ତେବେ ପରେ…