Latest Odisha News
Browsing Category

ମନୋରଞ୍ଜନ

ଓଟିଟି ପ୍ଲାଟଫର୍ମରେ ଆସୁଛି ‘ଦସ୍ୟୁ ରଞ୍ଜନ’ ଡ଼ିଟେ଼କ୍ଟିିଭ୍ ସିରିଜ୍‌

ଭୁବନେଶ୍ୱର: ଉଭୟ ଅଶି ଓ ନବେ ଦଶକରେ ପୁସ୍ତକପ୍ରିୟ ଲୋକଙ୍କ ଭିତରେ ଛାଇ ଯାଇଥିବା ଚର୍ଚ୍ଚିତ ଡ଼ିଟେକ୍ଟିଭ୍ ସିରିଜ୍ ‘ଦସ୍ୟୁ ରଞ୍ଜନ’ ପୁଣି ଥରେ ପାଠକଙ୍କ ପାଖକୁ ଫେରୁଛି । ତେବେ ବହି ଆକାରରେ ନୁହେଁ ବରଂ ଟେଲିଭିଜନ ସିରିଜ୍ ଆକାରରେ ଏହା ଦର୍ଶକଙ୍କ ପାଖରେ ପହଞ୍ôଚବ । ନୂଆ ଓଡ଼ିଆ ଓଟିଟି…

ଆରପାରିରେ ବରିଷ୍ଠ ପ୍ରଯୋଜକ ମୁକେଶ ଉଦେଶୀ

ମୁମ୍ବାଇ: କିଛିଦିନ ହେବ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ କଳାକାର, ନିର୍ମାତାଙ୍କ ପରଲୋକ ହୋଇଥିବା ହୋଇଥିôବା ବେଳେ ସୋମବାର ରାତିରେ ଆଉ ଜଣେ ବରିଷ୍ଠ ପ୍ରଯୋଜକ ଆରପାରିକୁ ଚାଲିଯାଇଛନ୍ତିି । ‘ଗୋ ଗୋଆ ଗୋନ’,‘ଦ ଭିଲେନ’ର ବରିଷ୍ଠ ନିର୍ମାତା ମୁକେଶ ଉଦେଶୀଙ୍କ ପରଲୋକ ହୋଇଯାଇଛି । ଏହି ଖବର ପ୍ରଚାର…

ଫିଲ୍ମ ‘ଯବାନ’ ଦେଖିବା ପରେ ନୟନତାରାଙ୍କୁ ପ୍ରଶଂସା କଲେ ଅର୍ଜୁନ

ମୁମ୍ବାଇ: ବଲିଉଡ଼ର କିଙ୍ଗ୍ ଖାନ ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ଯବାନ’ ଏବେ ସାରା ବିଶ୍ୱରେ ଧମାଲ କରୁଛି । ଏହା ଗତ ୭ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଫିଲ୍ମ ଯବାନର କ୍ରେଜ ଦେଖିବାକୁ ମିଳିଛି । ଆଡଭାନ୍ସ…

ରିଲିଜ ହେଲା ‘ଦ ଗ୍ରେଟ ଇଣ୍ଡିଆନ ଫ୍ୟାମିଲି’ ର ଟ୍ରେଲର, ଏଥର ଦର୍ଶକଙ୍କୁ ହସାଇବେ ଭିକି

ମୁମ୍ବାଇ : ବଲିଉଡ ଅଭିନେତା ଭିକି କୌଶଲ ତାଙ୍କର ଆଗାମୀ ଫିଲ୍ମ ‘ଦ ଗ୍ରେଟ ଇଣ୍ଡିଆନ ଫ୍ୟାମିଲି’ ନେଇ ଚର୍ଚ୍ଚାରେ ଅଛନ୍ତି । ମଙ୍ଗଳବାର ଏହି ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଯାଇଛି । ଏହାକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଏହା ଏକ ଜବରଦସ୍ତ କମେଡି ଫିଲ୍ମ ଏହାର ଟ୍ରେଲରକୁ ଦେଖିବା ପରେ…

୮ଟି ଫିଲ୍ମରେ ଡବଲ ରୋଲ୍ କରିଛନ୍ତି ଶାହାରୁଖ

ମୁମ୍ବାଇ: ବଲିଉଡ଼ର କିଙ୍ଗ୍‌ଖାନ ଶାହାରୁଖ ଏବେ ତାଙ୍କ ଫିଲ୍ମ ଯବାନଙ୍କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ ଏବେ ସାରା ବିଶ୍ୱରେ ଧମାଲ କରୁଛି । ଏହା ଗତ ୭ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଆଡଭାନ୍ସ ବୁକିଂରେ ଭଲ ଆୟ କରିବା ପରେ ରିଲିଜ୍‌ର…

କାଲିଫର୍ଣ୍ଣିଆରେ ସାଙ୍ଗ ସହ ମନ ଖୁସିରେ ନାଚିଲେ ମାଧୁରୀ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ତାଙ୍କ ରେନେସାଁ ଟୁରରେ କାଲିଫର୍ଣ୍ଣିଆ ଯାଇଛନ୍ତି । ସେଠାରେ ସେ ସଂଗୀତଜ୍ଞ ବେୟୋନ୍ସଙ୍କ କନସର୍ଟରେ ଭାଗ ନେଇଥିଲେ । ତାଙ୍କ ସହ ସ୍ୱାମୀ ଡ ଶ୍ରୀରାମ ନେନେ ଓ ଜଣେ ସାଙ୍ଗ ବି ଯାଇଥିଲେ । ସେଠାରେ ସେ ତାଙ୍କ ସାଙ୍ଗଙ୍କ ସହ ମନଖୁସିରେ ଧୁମ୍…

ୱେଲକମ ଟୁ ଜଙ୍ଗଲର ବନ୍ଦ ହୋଇପାରେ ଶୁଟିଂ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ୱେଲକମ ଟୁ ଜଙ୍ଗଲର ଶୁଟିଂ ବନ୍ଦ ହୋଇପାରେ । ସୋମବାର ଫେଡେରେଶନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲାଇଜ ଭାୟାକମ ୧୮ର ସିଇଓ ଜ୍ୟୋତି ଦେଶପାଣ୍ଡେ ଓ ୱେଲକମ ୩ର କଳାକାର ଏବଂ ଟେକ୍ନିସିଆନଙ୍କୁ ପତ୍ର ଲେଖିଛନ୍ତି । ଏଥିରେ ଉଲ୍ଲେଖ ରହିଛି ଯେ, ଫିଲ୍ମର…

କନସର୍ଟରେ ଅସମ୍ଭାଳ ଭିଡ : ଶୋ ଦେଖି ପାରି ନ ଥିବା ଦର୍ଶକଙ୍କ ଟିକେଟ ଫି ଫେରାଇବେ ଏଆର ରେହମାନ

ମୁମ୍ବାଇ: ଚେନ୍ନାଇରେ ମରାକକୁମା ନେନଜାମ ନାମରେ ଏକ ମ୍ୟୁଜିକ କନସର୍ଟ ରବିବାର ରାତିରେ ଆୟୋଜିତ ହୋଇଥିଲା । ଏହି କନସର୍ଟରେ ଚର୍ଚ୍ଚିତ କଣ୍ଠଶିଳ୍ପୀ ଏଆର ରେହମାନ ଯୋଗ ଦେଇଥିଲେ । ଏଆର ରେହମାନ ଆସିବା ଶୁଣି ଲୋକଙ୍କ ଉତ୍ସାହ ବଢିବାକୁ ଲାଗିଥିଲା । ଏହି କାର୍ଯ୍ୟକ୍ରମରେ ୪୫ ହଜାର ଦର୍ଶକ…

ଚିକିତ୍ସା ପାଇଁ ଧର୍ମେନ୍ଦ୍ରଙ୍କୁ ଆମେରିକା ନେଲେ ସନୀ ଦେଓଲ

ମୁମ୍ବାଇ: ଗଦର ୨ ଫିଲ୍ମ ମାଧ୍ୟମରେ ପ୍ରଶଂସକଙ୍କ ମନ ଜିଣିଥିବା ସନୀ ଦେଓଲ କିନ୍ତୁ ଏବେ ଚିନ୍ତାରେ ଅଛନ୍ତି । ତାଙ୍କ ବାପା ଧର୍ମେନ୍ଦ୍ର ଅସୁସ୍ଥ ହୋଇ ପଡିଛନ୍ତି । ଚିକିତ୍ସା ପାଇଁ ସନୀ ଦେଓଲ ତାଙ୍କୁ ଆମେରିକା ନେଇ ଯାଇଛନ୍ତି । ରିପୋର୍ଟ ମୁତାବକ ଧର୍ମେନ୍ଦ୍ର ସେଠାରେ ୧୫ରୁ ୨୦ ଦିନ ରହି…

ଏଥର ବକ୍ସ ଅଫିସରେ ମୁହାଁମୁହିଁ ହେବେ ପୁଷ୍ପା ୨ ଓ ସିଂଘମ ଏଗେନ

ମୁମ୍ବାଇ: ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ୨ର ରିଲିଜ ତାରିଖ ସୋମବାର ଘୋଷଣା କରାଯାଇଛି । ପୁଷ୍ପାର ସଫଳତା ପରେ ଦର୍ଶକମାନେ ଏହାକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ । ମେକର୍ସଙ୍କ ଅନୁସାରେ ପୁଷ୍ପା ୨ ଫିଲ୍ମ ୧୫ ଅଗଷ୍ଟ ୨୦୨୪ରେ ରିଲିଜ ହେବ । ୨୦୨୧ ପୁଷ୍ପା ଦି ରାଇଜର ଏହା ସିକ୍ୱେଲ । ଏହି…