Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଲୋକାର୍ପିତ ହେଲା “ଏଇ ଆମ ପ୍ରେମ କାହାଣୀ’ର ଫାଷ୍ଟ ଲୁକ୍

ଭୁବନେଶ୍ୱର: ଲୋକାର୍ପିତ ହେଲା ଓଡ଼ିଆ ଫିଲ୍ମ"ଏଇ ଆମ ପ୍ରେମ କାହାଣୀ’ର ଫାଷ୍ଟ ଲୁକ୍ । ଉଦୟ ସେଠୀ ଫିଲ୍ମସ ଓ ସନ୍ ମ୍ୟୁଜିକର ମିଳିତ ପ୍ରଯୋଜନାରେ ନିର୍ମିତ ହେଉଥିବା ଏହି ଫିଲ୍ମ ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏଥିରେ ନାୟକ ଭୂମିକାରେ ଅଭିଷେକ ରଥ ଏବଂ ନାୟିକା…

ବ୍ୟବସାୟୀଙ୍କଠାରୁ ୧୫.୮୩ କୋଟି ଟଙ୍କା ଠକି ନେବା ଘଟଣାରେ ଫିଲ୍ମ ନିର୍ମାତା ଗିରଫ

ମୁମ୍ବାଇ: ବ୍ୟବସାୟୀଙ୍କଠାରୁ ଟଙ୍କା ଠକି ନେବା ଘଟଣାରେ ପୋଲିସ ସାଉଥ ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ ନିର୍ମାତା ରବିନ୍ଦ୍ର ଚନ୍ଦ୍ରଶେଖରନଙ୍କୁ ଗିରଫ କରିଛି । ସେ ବ୍ୟବସାୟୀଙ୍କ ଠାରୁ ୧୫.୮୩ କୋଟି ଟଙ୍କା ଠକି ନେଇଥିବା ଜଣାଯାଇଛି । ଏନେଇ ଅଭିଯୋଗ ହେବାପରେ ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ…

ଟ୍ରାକ୍ଟର, ଶଗଡ ଗାଡି ଓ ଜେସିବିରେ ବସି ‘ଜବାନ୍’ ଦେଖିବାକୁ  ଆସିଲେ ପ୍ରଶଂସକମାନେ

ମୁମ୍ବାଇ: ବଲିଉଡ୍ ବାଦ୍ସା ସାହାରୁଖ୍ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା 'ଜବାନ୍'କୁ ଦର୍ଶକମାନଙ୍କ ଠାରୁ ଖୁବ୍ ଭଲପାଇବା ମିଳୁଛି । ସିନେମାଟି ବେଶ୍ ମନଛୁଆଁ ହୋଇଥିବାବେଳେ 'ଜବାନ୍' ପାଇଁ ଲୋକଙ୍କ କ୍ରେଜ୍ ବଢିବାରେ ଲାଗିଛି । ଏନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ହେଉଥିବା ବେଳେ…

ପୂର୍ବତନ ପ୍ରେମିକାଙ୍କ ଅଫିସ ନିକଟରେ ‘ଅଫିସ୍ ସ୍ପେସ୍‌’ କିଣିଲେ କାର୍ତ୍ତିକ

ମୁମ୍ବାଇ: ପୂର୍ବତନ ପ୍ରେମିକାଙ୍କ ଅଫିସ ନିକଟରେ ‘ଅଫିସ୍ ସ୍ପେସ୍‌’ କିଣିଲେ ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ସେ ମୁମ୍ବାଇରେ ୧୦ କୋଟି ଟଙ୍କାର ଏକ ‘ଅଫିସ୍ ସ୍ପେସ୍‌’ କିଣି ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । କାର୍ତ୍ତିକ ତାଙ୍କ ପୂର୍ବତନ ପ୍ରେମିକା ସାରା ଅଲ୍ଲୀ ଖାନ୍‌ଙ୍କ ଅଫିସ୍‌କୁ…

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଶାହାରୁଖଙ୍କ ‘ଯବାନ’

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବଲିଉଡ଼ର କିଙ୍ଗ୍ ଖାନ ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ଯବାନ । ଏହି ଫିଲ୍ମ ଏବେ ସାରା ବିଶ୍ୱରେ ଧମାଲ କରୁଛି । ଏହା ଗତ ୭ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଆଡଭାନ୍ସ ବୁକିଂରେ ଭଲ ଆୟ କରିବା ପରେ ରିଲିଜ୍‌ର…

ବାହୁବଲୀ-୨କୁ ପଛରେ ପକାଇଲା ସନ୍ନି ପାଜିଙ୍କ ‘ଗଦର-୨’:ଏବେ ମଧ୍ୟ ପ୍ରେକ୍ଷାଳୟରେ ଦ୍ରୁତ ଗତିରେ ଆଗେଇ…

ଭୁବନେଶ୍ୱର: ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ 'ଗଦର ୨' ସାମ୍ନାରେ ସବୁ ସିନେମା ଫିକା ପଡ଼ିଯାଇଛି । କେବଳ ଗୋଟିଏ ମାସ ଭିତରେ ଏହି ସିନେମା ଅନେକ ରେକର୍ଡ ଭାଙ୍ଗି ସାରିଛି ।  ଏହା ରିଲିଜ୍ ହେବାର ୨୯ତମ ଦିନରେ ପ୍ରଭାସଙ୍କ ଅଭିନୀତ 'ବାହୁବଲୀ-୨' କୁ ପଛରେ ପକାଇ ବର୍ତ୍ତମାନ…

ଘୁଞ୍ଚିପାରେ ଚନ୍ଦ୍ରମୁଖୀ -୨ର ରିଲିଜ୍ ତାରିଖ, ‘ଜୱାନ’ର କ୍ରେଜ ଦେଖି ଦ୍ଵନ୍ଦରେ ନିର୍ଦ୍ଦେଶକ

ମୁମ୍ବାଇ: ଜୱାନ'ର ସଫଳତା ଦେଖି ଅନ୍ୟାନ୍ୟ ଫିଲ୍ମ ନିର୍ମାତା ମାନେ ନିଜ ଫିଲ୍ମର ରିଲିଜକୁ ନେଇ ପଛଘୁଞ୍ଚା ଦେଉଥିବାର ଦେଖା ଯାଇଛି । ପ୍ରେକ୍ଷାଳୟ ଗୁଡ଼ିକରେ ଫିଲ୍ମ 'ଜୱାନ' ଚାଲିଥିବା ବେଳେ କାଳେ ତାଙ୍କର ଫିଲ୍ମଟି ବକ୍ସ ଅଫିସ୍ ରେ ଭଲ ବ୍ୟବସାୟ ନକରିବ ଏହାକୁ ନେଇ ଦ୍ଵନ୍ଦରେ ପଡିଛନ୍ତି ଅନେକ…

ଅକ୍ଷୟ କୁମାର @ 56 : ଜନ୍ମଦିନରେ ମହାକାଳଙ୍କ ଦର୍ଶନ କରି ଭସ୍ମ ଆଳତୀରେ ହେଲେ ସାମିଲ

ମୁମ୍ବାଇ : ବଲିଉଡରେ ଖିଲାଡି କହିଲେ ତାଙ୍କୁ ସମସ୍ତେ ଜାଣନ୍ତି  । ହଁ ଆଜ୍ଞା ଆମେ କହୁଛୁ ଅକ୍ଷୟ କୁମାରଙ୍କ କଥା  । ଆଜି ସେ ତାଙ୍କ ୫୬ତମ ଜନ୍ମଦିନ ପାଳନ କରୁଛନ୍ତି  । ଏ ନେଇ ଆଜି ସକାଳୁ ସେ ମହାକାଳ ମନ୍ଦିରରେ ପହଞ୍ଚି ପ୍ରଭୂଙ୍କୁ ଦର୍ଶନ କରିଛନ୍ତି  । ଅକ୍ଷୟ ତାଙ୍କ ପରିବାର ସହ ଆସି…

ଦକ୍ଷ ଅଭିନେତ୍ରୀଙ୍କ ମଧ୍ୟରୁ କଙ୍ଗନା ଅନ୍ୟତମ: ପ୍ରଶଂସା କଲେ ଜ୍ୟୋତିକା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏଥର ବଲିଉଡର ବିବାଦୀୟ ରାଣୀ ତାଙ୍କ ଆଗାମୀ କମେଡି ଫିଲ୍ମ ‘ଚନ୍ଦ୍ରମୁଖୀ ୨'କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ ରିଲିଜ୍ ପୂର୍ବରୁ ଏବେ ସେ ଏହାର ପ୍ରଚାର…

ବାଂଲାଦେଶରେ ରିଲିଜ ହେଲାନି ‘ଯବାନ’, ନିରାଶ ହେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡର କିଙ୍ଗଖାନ ଶାହାରୁଖ ଖାଁଙ୍କ ଅଭିନୀତ ଫିଲ୍ମ ‘ଯବାନ’ ଏବେ ସାରା ବିଶ୍ୱରେ ଧମାଲ କରୁଛି । ଏହି ଫିଲ୍ମ ଗତ ୭ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ରିଲିଜ୍‌ର ପ୍ରଥମ ଦିନରେ ଫିଲ୍ମ ବ୍ୟବସାୟରେ ବକ୍ସ ଅଫିସରେ ରେକର୍ଡ଼ ଭାଙ୍ଗିଛି । କେବଳ…