Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଜବାନ୍’ ସିନେମାର ସଫଳତା ପାଇଁ ପ୍ରାର୍ଥନା: ଭେଙ୍କଟେଶ୍ୱର ମନ୍ଦିରରେ ପହଞ୍ଚିଲେ ସାହାରୁଖ୍ ଖାନ୍

ଭୁବନେଶ୍ୱର: ବଲିଉଡ୍ ବାଦ୍ସା ଶାହାରୁଖ୍ ଖାନ୍ ନିଜର ଆଗାମୀ ଚଳଚିତ୍ର ‘ଜବାନ’ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି । ରିଲିଜ ଅପେକ୍ଷାରେ ଥିବା ‘ଜବାନ’ ସିନେମାର ସଫଳତା ପାଇଁ ଶାହାରୁଖ୍ ସମ୍ପୁର୍ଣ୍ଣ ଉଦ୍ୟମ ଜାରି ରଖିଛନ୍ତି । ପ୍ରମୋସନ ପାଇଁ ଭିନ୍ନ ଭିନ୍ନ ମନ୍ଦିର ଯାଇ ସିନେମାର ସଫଳତା ପାଇଁ…

ସୁସ୍ମିତାଙ୍କ ପରେ ଉଜ୍ଜ୍ୱଲାଙ୍କ ପ୍ରେମରେ ଲଳିତ ମୋଦୀ

ମୁମ୍ବାଇ: ଆଇପିଏଲର ପ୍ରତିଷ୍ଠାତା ଲଳିତ ମୋଦୀ ପୁନର୍ବାର ପ୍ରେମରେ ପଡିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ୫୯ ବର୍ଷୀୟ ମୋଦୀ ସୁସ୍ମିତା ସେନଙ୍କ ପରେ ଲୋକପ୍ରିୟ ସୁପର ମଡେଲ ଉଜ୍ଜ୍ୱଲା ରାଉତ ଓ ତାଙ୍କୁ ଏକତ୍ର ଦେଖିବାକୁ ମିଳୁଛି । ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ସଲିସିଟର ଜେନେରାଲ ହରିଶ…

ଏକ୍ସ ବୟଫ୍ରେଣ୍ଡଙ୍କୁ ଆଲିଙ୍ଗନ କଲେ ସାରା

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର ୨’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ବକ୍ସ ଅଫିସରେ ନୂଆ ରେକର୍ଡ କରୁଛି । ଏହା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୦୦ କୋଟି ବ୍ୟବସାୟ କରିସାରିଲାଣି । ପ୍ରଶଂସକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଏହି ଫିଲ୍ମକୁ…

୧୦୦ କୋଟି ବ୍ୟବସାୟ କଲା ଆୟୁଷ୍ମାନଙ୍କ ଅଭିନୀତ ଫିଲ୍ମ ‘ଡ୍ରିମ ଗର୍ଲ ୨’

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଯାଇଛି ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଡ୍ରିମ ଗର୍ଲ ୨’ । ଫିଲ୍ମରେ ଆୟୁଷ୍ମାନଙ୍କ ବିପକ୍ଷରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏଥିରେ ଆୟୁଷ୍ମାନ ଖୁରାନାଙ୍କୁ ହଟ ଏବଂ ଗ୍ଲାମରସ ଲୁକରେ ଦେଖିବାକୁ ମିଳିଛି…

ସ୍ୱାମୀଙ୍କ ମୃତ୍ୟୁ ପରେ ଆଦିତ୍ୟଙ୍କ ପ୍ରେମରେ ମନ୍ଦିରା, ରୋମାଣ୍ଟିକ୍ ପୋଜ୍‌ରେ ନଜର ଆସିଲେ

ମୁମ୍ବାଇ: ଅଭିନେତ୍ରୀ ତଥା ଟିଭି ଉପସ୍ଥାପିକା ମନ୍ଦିରା ବେଦୀ ଏବେ ଖୁବ ଚର୍ଚ୍ଚାରେ । ତାଙ୍କ ସ୍ୱାମୀ ରାଜ କୌଶଲଙ୍କ ମୃତ୍ୟୁ ପରେ ଏବେ ସେ ଆଦିତ୍ୟ ମୋଟୱାନୀଙ୍କ ପ୍ରେମରେ ପଡ଼ିଛନ୍ତି । ଉଭୟଙ୍କ କିଛି ରୋମାଣ୍ଟିକ୍ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ…

ମଞ୍ଚରେ ବସିବା ପୂର୍ବରୁ ମୋଡ଼ି ହୋଇଗଲା କିଆରାଙ୍କ ଗୋଡ, ଭିଡିଓ ଭାଇରାଲ

ମୁମ୍ବାଇ: ମଞ୍ଚରେ ବସିବା ପୂର୍ବରୁ ମୋଡ଼ି ହୋଇଗଲା ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଗୋଡ । ସେଠାରେ ଉପସ୍ଥିତ ଥିବା ଅଭିନେତ୍ରୀ କରୀନା କପୁରଙ୍କ ଉପରେ ପଡ଼ୁ ପଡ଼ୁ ଅଳ୍ପକେ ବର୍ତ୍ତିିଗଲେ କିଆରା । ଏବେ ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ନିକଟରେ ଇଶା…

ଗଦର-୨ ସଫଳତାକୁ ନେଇ ପାର୍ଟି ଦେଲେ ସନ୍ନି ଦେଓଲ, ସାମିଲ ହେଲେ ସଲମାନ, ଅମିର, ଶାହାରୁଖ

ମୁମ୍ବାଇ: ବକ୍ସ ଅଫିସ୍‌ରେ ଦର୍ଶକଙ୍କ ମନୋରଞ୍ଜନ କରି ଚାଲିଛି ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ । ଏହି ଫିଲ୍ମ ଅଗଷ୍ଟ ୧୧ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମଟି ବେଶ୍ ଭଲ ରୋଜଗାର ମଧ୍ୟ କରୁଛି । ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତ୍ରୀ ଅମିଷା…

ମୂରଲୀଧରନଙ୍କ ବାୟୋପିକ ୮୦୦ର ଟ୍ରେଲର ଲଂଚ କରିବେ ସଚିନ ତେନ୍ଦୁଲକର

ମାଡ୍ରାସ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସେପ୍ଟମ୍ବର ୫ରେ ଶ୍ରୀଲଙ୍କାର ମହାନ କ୍ରିକେଟର ମୁଥୟା ମୂରଲୀଧରନଙ୍କ ବାୟୋପିକର ଟ୍ରେଲର ଲଂଚ କରିବେ । ଏହି ଫିଲ୍ମର ନାମ ୮୦୦ ରଖାଯାଇଛି । ମୁରଲୀଙ୍କ ଭୂମିକା ମଧୂର ମିତଲ କରୁଛନ୍ତି । ସେ ଓସ୍କାର ବିଜେତା ଫିଲ୍ମ ସ୍ଲମଡଗ ମିଲେନିୟରରେ ସଲିମ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧି ହେଲେ ଦେଶର ନାମୀଦାମୀ ଆଇନଜୀବୀ ହରିଶ ସାଲଭେ

ନୂଆଦିଲ୍ଲୀ: ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦେଶର ଅନ୍ୟତମ ଅଗ୍ରଣୀ ଆଇନଜୀବୀ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ। ସାଲଭେ ୬୮ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ଏହି ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ସାଲଭେ ଲଣ୍ଡନର ଏକ ବିଳାଶପୂର୍ଣ୍ଣ…

ଗଣେଶ ପୂଜାରେ ଆସୁଛି ଓଡ଼ିଆ ଫିଲ୍ମ “ପ୍ରଥା’: ରିଲିଜ୍ ହେଲା ଗୀତ

ଭୁବନେଶ୍ୱର: ଅନେକ ବର୍ଷ ବ୍ୟବଧାନରେ ଏକ ନିଛକ ପାରମ୍ପରିକ ମୌଳିକ କାହାଣୀକୁ ନେଇ ଗଣେଶ ପୂଜାରେ ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ପ୍ରଥା’ । ଏହାର କାହାଣୀ ଆମ ପ୍ରଥା ଓ ପରମ୍ପରା ଉପରେ ଆଧାରିତ । ବିଗ ବଜେଟରେ ନିର୍ମିତ ଏହି ଆକ୍ସନ ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଥିବା ବେଳେ ଏବେ ଏହାର ଗୀତ…