Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସେପ୍ଟେମ୍ବର ୨୮ରେ ରିଲିଜ୍ ହେବ ପ୍ରଭାସଙ୍କ ‘ସାଲାର’ , ଆମେରିକାରେ ପ୍ରି ବୁକିଂରେ କଲା ରେକର୍ଡ଼

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଭିନେତା ପ୍ରଭାସଙ୍କ ଅଭିନିତ ଫିଲ୍ମ ‘ସାଲାର’ ସେପ୍ଟେ୍ଟମ୍ବର ୨୮ ତାରିଖରେ ରିଲିଜ୍ ହେବ । ରିଲିଜ୍ ପୂର୍ବରୁ ଆମେରିକାରେ ଏହାର ଆଡ଼ଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ଇତିମଧ୍ୟରେ ଏହା ବକ୍ସ ଅଫିସରେ ୪୦୦ ହଜାର ଡଲାର ରୋଜଗାର କରିଛି । କୁହାଯାଉଛି ଯେ ଫିଲ୍ମର…

ନିଜର ପାରିଶ୍ରମିକ ବଢ଼େଇବା ନେଇ ଏମିତି ପ୍ରତିକ୍ରିୟା ରଖିଲେ ସନ୍ନି ଦେଓଲ

ମୁମ୍ବାଇ: ତିନି ସପ୍ତାହ ହେଲାଣି ବକ୍ସ ଅଫିସ୍‌ରେ ଦର୍ଶକଙ୍କ ମନୋରଞ୍ଜନ କରି ଚାଲିଛି ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ । ଫିଲ୍ମଟି ବେଶ୍ ଭଲ ରୋଜଗାର ମଧ୍ୟ କରୁଛି । ଇତିମଧ୍ୟରେ ଏହା ୪୫୬.୦୫ କୋଟି ଟଙ୍କା ବ୍ୟବସାୟ କରି ସାରିଲାଣି । ଏବେ ଏହା ୫୦୦ କୋଟି ଅତିକ୍ରମ…

ବିବେକଙ୍କ ଦି ଭ୍ୟାକ୍ସିନ ୱାରକୁ ଭୂୟସୀ ପ୍ରଶଂସା କଲେ ମାଧବନ

ମୁମ୍ବାଇ: ଫିଲ୍ମମେକର ବିବେକ ଅଗ୍ନିହୋତ୍ରୀଙ୍କ ଦି ଭ୍ୟାକ୍ସିନ ୱାର ସେପ୍ଟମ୍ବର ୨୮ରେ ରିଲିଜ ହେବ । ଦି କଶ୍ମୀର ଫାଇଲ୍ସ ପରେ ବିବେକଙ୍କ ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ରହିଛି । ନିକଟରେ ଅଭିନେତା ଆର.ମାଧବନ ଏହି ଫିଲ୍ମର ସ୍କ୍ରିନିଂ ଯୋଗ ଦେଇଥିଲେ । ଫିଲ୍ମ ଦେଖିବା ପରେ ସେ ଏହାର…

ପ୍ରଥମ ଟିକା ସୃଷ୍ଟିକର୍ତ୍ତାଙ୍କ ଅବଦାନକୁ ନେଇ ଆଗକୁ ଆସୁଛି ଫିଲ୍ମ ‘ ଦ ଭ୍ୟାକ୍ସିନ ୱାର’

ମୁମ୍ବାଇ: କରୋନା ମହାମାରୀ ସମୟରେ ଭାରତର ପ୍ରଥମ ଟିକା ସୃଷ୍ଟି କରିଥିବା ଭାରତୀୟ ବୈଜ୍ଞାନିକଙ୍କ ବଳିଦାନ ଏବଂ ସଫଳତାକୁ ନିର୍ମିତ ହୋଇଛି ଫିଲ୍ମ ‘ଦ ଭ୍ୟାକ୍ସିନ ୱାର’ । ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମର ପ୍ରିମିୟର ଶୋ ନିକଟରେ ନ୍ୟୁୟର୍କରେ ଆୟୋଜିତ ହୋଇଯାଇଛି । ଏବେ…

ନିଜର ପ୍ରଥମ ପ୍ରେମ ସମ୍ପର୍କରେ କହିଲେ ଜାହ୍ନବୀ କପୁର

ମୁମ୍ବାଇ: ବଲିଉଡ଼ର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ସେ ତାଙ୍କ ବୟପ୍ରେଣ୍ଡଙ୍କ ବିଷୟରେ ଖୁଲମ୍‌ଖୁଲା ପ୍ରକାଶ କରିଛନ୍ତି । ଏଥିସହିତ ତାଙ୍କର ପ୍ରଥମ ପ୍ରେମ ସମ୍ପର୍କରେ ବି କହିଛନ୍ତି । ନିକଟରେ ଆୟୋଜିତ କୁଶା କପିଳାଙ୍କ…

ବିବାହର ୯ ବର୍ଷ ପରେ ଅଲଗା ହେବେ ମଲ୍‌ହାର-ପ୍ରିୟା

ମୁମ୍ବାଇ: ବିବାହର ୯ ବର୍ଷ ପରେ ଅଲଗା ହେବେ ଅଭିନେତା ମଲ୍‌ହାର ପାଣ୍ଡ୍ୟା ଓ ଗାୟିକା ପ୍ରିୟା ପଟିଦାର । ଉଭୟ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ସେମାନେ ବର୍ଷେ ହେଲାଣି ଅଲଗା ରହୁଥିଲେ । ଏହାକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଛି । ୨୦୧୪ ମସିହାରେ ‘ଇସ୍‌କବାଜ୍‌’ ଫେମ୍ ଅଭିନେତା…

ଦାମିନୀ ପରେ ପୁନର୍ବାର କୋର୍ଟରୂମ ଡ୍ରାମାରେ ଅଭିନୟ କରିବେ ସନୀ ଦେଓଲ

ମୁମ୍ବାଇ: ଗଦର ୨ର ସଫଳତା ପରେ ଏବେ ସନୀ ଦେଓଲଙ୍କ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଗଦର ପରେ ଦାମିନୀରେ ସନୀଙ୍କ ଓକିଲ ଭୂମିକା ପ୍ରତି ଦର୍ଶକଙ୍କ ଆଗ୍ରହ ରହିଛି । ଜନ୍ମଭୂମି ନାମକ ଏକ ଫିଲ୍ମରେ ଉଭୟ ସନୀ ଏବଂ ସଞ୍ଜୟ ଦତ ଏକତ୍ର ଅଭିନୟ କରିବାକୁ…

ବାହା ହେବେ ଅରମାନ୍ ମଲିକ, ଜାଣନ୍ତୁ କିଏ ହେବେ ତାଙ୍କ ଜୀବନ ସାଥୀ?

ମୁମ୍ବାଇ: ସିଙ୍ଗର ଅରମାନ୍ ମଲ୍ଲିକ୍ ଫ୍ୟାନ୍ସ ମାନଙ୍କ ପାଇଁ ଗୁଡ଼ ନ୍ୟୁଜ୍ । ଖୁବଶିଘ୍ର ହାତକୁ ଦି ହାତ ହେବେ ସିଙ୍ଗର ଅରମାନ୍ । ୟୁଟ୍ୟୁବର ଆସନ୍ନା ସ୍ରଫଙ୍କ ସହ ନିର୍ବନ୍ଧ କରିଛନ୍ତି ଅରମାନ୍ । ଏନେଇ ସୋସିଆଲ ମିଡି଼ଆରେ ଗାୟକ ଅରମାନ୍ ଏକ ଖୁସିଭରା ମୂହୁର୍ତ୍ତର ଫଟୋ ମଧ୍ୟ ସେୟାର କରିଛନ୍ତି…

ଆଡଭାନ୍ସ ବୁକିଂରେ ରେକର୍ଡ଼ କଲା ଶାହାରୁଖଙ୍କ ଫିଲ୍ମ ‘ଯବାନ’

ବମ୍ବେ: ଫିଲ୍ମ ଯବାନକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡର କିଙ୍ଗ୍ ଖାନ୍ ଶାହାରୁଖ ଖାନ୍ । ଏହି ଫିଲ୍ମ ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମକୁ ନେଇ ଶାହାରୁଖ ବ୍ୟସ୍ତ ଅଛନ୍ତି । ଏହାର ଆଡ଼ଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ ବିଦେଶରେ ମଧ୍ୟ ଫିଲ୍ମର ଆଡଭାନ୍ସ…

ଗୁଜବ ଦୂର କରିବାକୁ ପୁଣି ଏକାଠି ନଜର ଆସିଲେ ମଲାଇକା-ଅର୍ଜୁନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଓ ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛିି । କିଛିଦିନ ତଳେ ଉଭୟଙ୍କ ବ୍ରେକଅପ ଖବର ବି ଖୁବ ଚର୍ଚ୍ଚା ହେଉଥିଲା । ସୋସିଆଲ ମିଡିଆରେ ବି ବ୍ରେକଅପ ଖବରର ଗୁଜବ ହେଉଛି । ଏହି ଗୁଜବକୁ ଲୋକଙ୍କ ମନରୁ ଦୂର କରିବା…