Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବଲିଉଡରେ ୩୫ ବର୍ଷ ପୂରଣ କଲେ ସଲମାନ, ସ୍ୱତନ୍ତ୍ର ଭିଡ଼ିଓ ସେୟାର କରି ଦେଲେ ଧନ୍ୟବାଦ

ମୁମ୍ବାଇ: ବଲିଉଡରେ ୩୫ ବର୍ଷ ପୂରଣ କଲେ ଅଭିନେତା ସଲମାନ ଖାଁ । ଏନେଇ ସେ ଏକ ଭିଡ଼ିଓ ସେୟାର କରି ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଭିଡ଼ିଓରେ ତାଙ୍କ ଫିଲ୍ମର କିଛି ଦୃଶ୍ୟ ରହିଥିବା ବେଳେ କିଛି ପ୍ରସିଦ୍ଧ ସଂଳାପ ଏବଂ ଗୀତ ଷ୍ଟେପ୍ ରହିଛି । ଆଉ କ୍ୟାପସନରେ ଲେଖିଛନ୍ତି- ୩୫…

ରଜନୀକାନ୍ତ କେବେ ବି କୌଣସି ବ୍ରାଣ୍ଡ୍ ପାଇଁ କରିନାହାନ୍ତି ପ୍ରମୋଶନ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ଜେଲରକୁ ନେଇ ସାଉଥ ସୁପରଷ୍ଟାର ରଜନୀକାନ୍ତ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ୭୨ ବର୍ଷ ବୟସରେ ମଧ୍ୟ ସେ ତାଙ୍କର କମାଲ ଦେଖାଇଛନ୍ତି । ଏବେ ବି ସେ ଏ ବୟସରେ ଫିଲ୍ମରେ କେବଳ ହିରୋ ଭୂମିକାରେ ନଜର ଆସୁଛନ୍ତି । ବଲିଉଡ୍‌ରେ ଏପରି ଅନେକ ଅଭିନେତା ଅଛନ୍ତି,…

ଡିଡିଏଲଜେର ରିମେକରେ ନଜର ଆସିବେ ଶାହରୁଖଙ୍କ ପୁଅ ଓ କାଜୋଲଙ୍କ ଝିଅ

ମୁମ୍ବାଇ: ବଲିଉଡ଼ର ସୁପରହିଟ ଫିଲ୍ମ ‘ଦିଲ୍ ବାଲେ ଦୁଲହନିଆ ଲେ ଜାଏଙ୍ଗେ’ ବା ‘ଡିଡିଏଲଜେ’କୁ ବଲିଉଡର ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିରେ ଅଭିନେତ୍ରୀ କାଜୋଲ ଓ ଅଭିନେତା ଶାହାରୁଖ ଖାନ୍‌ଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ଏବେ ବି ରହିଛି । ଇତିମଧ୍ୟରେ ଏହି ଫିଲ୍ମକୁ ୨୮ବର୍ଷ…

ଅଲଗା ହେଲେ ଅର୍ଜୁନ-ମଲାଇକା, ଅର୍ଜୁନଙ୍କୁ ମିଳିଯାଇଛି ନୂଆ ସାଥୀ

ମୁମ୍ବାଇ: ଅଲଗା ହେଲେ ଦୀର୍ଘ ବର୍ଷ ଧରି ପ୍ରେମ ସଂପର୍କରେ ଥିବା ଅର୍ଜୁନ କପୁର ଓ ଅଭିନେତ୍ରୀ ମଲାଇକା ଅରୋରା । ଦୁହିଁଙ୍କ ବ୍ରେକ୍‌ଅପ୍ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ମଲାଇକାଙ୍କଠାରୁ ଅଲଗା ହେବା ପରେ ଏବେ ଅର୍ଜୁନଙ୍କୁ ମିଳିଯାଇଛି ନୂଆ ସାଥୀ । କିଛି ଦିନ ହେବ ଅର୍ଜୁନ ଅଭିନେତ୍ରୀ…

୫୦୦ କୋଟି ଟପିଲା ରଜନିକାନ୍ତଙ୍କ ‘ଜେଲର’

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଗତ ୧୦ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମଟିକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ବକ୍ସ ଅଫିସରେ ବି ହଇଚଇ ସୃଷ୍ଟି କରୁଛି । ତେବେ ଫିଲ୍ମର ସଫଳତାକୁ ନେଇ ରଜନୀକାନ୍ତ ବେଶ୍ ଖୁସି ଅଛନ୍ତି । ଏହି ଫିଲ୍ମ ସାରା ବିଶ୍ୱରେ…

ଜବାନ ଫିଲ୍ମକୁ ନେଇ ଶାହାରୁଖଙ୍କ ଘର ଆଗରେ ପୋଲିସ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମୁମ୍ବାଇ: ଫିଲ୍ମ ଯବାନକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡର କିଙ୍ଗ୍ ଖାନ୍ ଶାହାରୁଖ ଖାନ୍ । ଏହି ଫିଲ୍ମ ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମକୁ ନେଇ ଶାହାରୁଖ ବ୍ୟସ୍ତ ଥିବା ବେଳେ ତାଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶନିବାର ସକାଳେ…

ବଲିଉଡର ପୁରୁଣା ଦିନ ଫେରୁଛି, ୬ ଫିଲ୍ମ କଲେଣି ୧୧୦୦କୋଟି ଟଙ୍କାର କାରୋବାର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଓ କରୋନା ମହାମାରୀ ବଲିଉଡର ଆର୍ଥୀକ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ଅନେକ ସିନେମା ଘର ବନ୍ଦ ହୋଇଯାଇଥିଲା । ଏହି ସମୟରେ ସାଉଥ ଫିଲ୍ମର ସଫଳତା ବଲିଉଡ ମେକର୍ସଙ୍କ ମୁଣ୍ଡ ବ୍ୟଥାର କାରଣ ଏବେ ସ୍ଥିତି ସୁଧୁରିବାରେ…

ବିକ୍ରି ହେବ ସୁଶାନ୍ତ ସିଂ ରାଜପୁତ ରହୁଥିବା ଫ୍ଲାଟ; ବଲିଉଡର ଏହି ଅଭିନେତ୍ରୀ କିଣିବେ ଘର

ମୁମ୍ବାଇ:ଯଦିଓ ବଲିଉଡକୁ ଆସିବା ତାଙ୍କର ଅନେକ ଦିନ ହୋଇଗଲାଣି ତେବେ ନିକଟରେ ରିଲିଜ ହୋଇଥିବା ‘ଦ କେରଳ ଷ୍ଟୋରି’ ତାଙ୍କୁ ଦେଇଥିଲା ପ୍ରକୃତ ପରିଚୟ । ହଁ, ଆମେ ଅଦା ଶର୍ମାଙ୍କ କଥା କହୁଛୁ । ସେଇ ଅଦା ଶର୍ମା ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏଥର କୌଣସି ଫିଲ୍ମ ପାଇଁ ନୁହେଁ, ବରଂ ତାଙ୍କର…

ଉଜ୍ଜୟିନୀରେ ମହାକାଳଙ୍କ ଦର୍ଶନ କଲେ ପରିଣିତି-ରାଘବ

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ପରିଣିତି ନୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି (ଏଏପି) ଏମପି ରାଘବ ଚଢା ବିବାହ ପୂର୍ବରୁ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେମାନଙ୍କ ନିର୍ବନ୍ଧ ପରେ ଉଭୟ ବାରମ୍ବାର ଏକାଠି ନଜର ଆସୁଛନ୍ତି । ଶନିବାର ପରିଣିତି ଓ ରାଘବ ଉଜ୍ଜୟିନୀରେ…

୧୭ ବର୍ଷ ପରେ ପୁନର୍ବାର ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି ଅଭିତାଭ, ଶାହାରୁଖ

ମୁମ୍ବାଇ: ଦୀର୍ଘ ୧୭ ବର୍ଷରେ ବଲିଉଡର ଦୁଇ ମେଗା ଷ୍ଟାର ଅମିତାଭ ବଚ୍ଚନ ଓ ଶାହାରୁଖ ଖାଁ ପୁନର୍ବାର ଏକତ୍ର ଅଭିନୟ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଦୁଇ ମେଗା ଷ୍ଟାରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର ହେବା ପରେ ଏହି ଆଲୋଚନା ଜୋର ଧରିଛି । ଏହି ଦୁଇ ହୀରୋ ପୋଷ୍ଟରରେ ଏକତ୍ର…