Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆଧୁନିକ ପୋଷାକରେ ପରିଣୀତିଙ୍କ ସିନ୍ଦୂର, ଚୂଡ଼ି ପ୍ରଶଂସକଙ୍କ ହୃଦୟ ଛୁଇଁଲା

ମୁମ୍ବାଇ:  ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ଏବେ ପତି-ପତ୍ନୀ ହୋଇସାରିଛନ୍ତି । ଗତ ୨୪ ତାରିଖରେ ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ  ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି ।  ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ ଫଟୋ…

ରିଲିଜ୍ ହେଲା ସାଇକୋ କିଲରର କାହାଣୀକୁ ନେଇ ନିର୍ମିତ ଫିଲ୍ମ ‘ଡଟ୍‌ପେନ୍‌’

ଭୁବନେଶ୍ୱର: ଜଣେ ସାଇକୋ କିଲରର କାହାଣୀକୁ ନେଇ ନିର୍ମିତ ଫିଲ୍ମ ‘ଡଟ୍‌ପେନ୍‌’ ଶୁକ୍ରବାର ରିଲିଜ୍ ହୋଇଯାଇଛି । କେଶରୀ ଟକିଜଠାରେ ଫିଲ୍ମ ର ପ୍ରିମିୟର ଶୋ' ଆୟୋଜିତ ହୋଇଥିଲା । ଏହି ପ୍ରିମିୟର ଶୋ' ରେ ହାଉସ ଫୁଲ୍ ଥିବା ବେଳେ ଓଡ଼ିଆ ସିନେ ଜଗତର ପ୍ରଯୋଜକଙ୍କ ସମେତ ଅନେକ କଳାକାର ଏକାଠି ବସି…

ପ୍ରେମିକଙ୍କ ଘରୁ ବାହାରିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ମୁହଁ ଲୁଚାଇଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁର ଓ ତାଙ୍କ ପ୍ରେମିକ ଶିଖର ପହରିୟାଙ୍କ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଛି । ଅନେକ ବର୍ଷ ହେବ ଏହି ଦୁଇ ଜଣଙ୍କୁ ଅନେକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳୁଛି । ଗୁରୁବାର ରାତିରେ ଜାହ୍ନବୀଙ୍କୁ ଶିଖରଙ୍କ ଘରୁ ବାହାରୁଥିବାର…

ରିଲିଜ ହେଲା ‘ସାମ ବାହାଦୂର’ର ଟିଜର, ଏକାଠି ନଜର ଆସିବେ ଭିକ୍କି-ସାନ୍ୟା

ମୁମ୍ବାଇ: ବଲିଉଡର ଆଗଧାଡିର ନାୟକ ଭିକ୍କି କୌଶଲଙ୍କ ଫିଲ୍ମ ‘ସାମ ବାହାଦୂର’ର ଟିଜର ଶୁକ୍ରବାର ରିଲିଜ ହୋଇଯାଇଛି । ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକଶଁଙ୍କ ଭୂମିକାରେ ଅଭିନୟ କରିବେ ଭିକ୍କି । ଏହି ଚରିତ୍ରରେ ସେ ଖୁବ ସୁନ୍ଦର ଲାଗୁଛନ୍ତି । ଲୁକ, ଏକ୍ସପ୍ରେସନ, ଫୌଜି ଆଟିଚ୍ୟୁଡରୁ ନେଇ…

ପାରାମିଲିଟାରୀ ଅଫିସର ଭୂମିକାରେ ନଜର ଆସିବେ ସଲମାନ, କରୁଛନ୍ତି ବହୁତ ପରିଶ୍ରମ

ମୁମ୍ବାଇ: ପାରାମିଲିଟାରୀ ଅଫିସର ଭୂମିକାରେ ନଜର ଆସିବେ ବଲିଉଡ଼ର ଭାଇଜାନ ସଲମାନ ଖାନ୍ । ଏହି ଚରିତ୍ରରେ ତାଙ୍କୁ ଏକ ନୂଆ ଲୁକ୍‌ରେ ଦେଖିବାକୁ ମିଳିବ । ଏଥିପାଇଁ ପ୍ରସ୍ତୁତ ଚଳାଇଛନ୍ତି । ଯେଉଁଥିରେ ସେ ପାରାମିଲିଟାରୀ ଅଫିସର ଭୂମିକାରେ ଅଭିନୟ କରିବେ ।ଦୀର୍ଘ ସମୟ ପରେ ସଲମାନ ଏକ ଫିଲ୍ମ…

ଐଶ୍ୱର୍ଯ୍ୟାଙ୍କ ଏହି ଗୁଣକୁ ଭଲ ପାଆନ୍ତିନି ନଣନ୍ଦ ଶ୍ୱେତା: ସମସ୍ତଙ୍କ ସାମ୍ନାରେ କଲେ ଖୁଲାସା

ମୁମ୍ବାଇ:ପାରିବାରିକ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚାରେ ଐଶ୍ୱର୍ଯ୍ୟା ରାୟ । ଐଶ୍ୱର୍ଯ୍ୟା ଏବଂ ଶାଶୂ ଜୟ ବଚ୍ଚନଙ୍କ ମଧ୍ୟରେ ସମ୍ପର୍କ ଏତେ ଭଲ ନାହିଁ । ଏପରିକି ନଣନ୍ଦ ଶ୍ୱେତାଙ୍କ ସହ ମଧ୍ୟ ସମ୍ପର୍କରେ ମଧୁରତା ନ ଥିବା ଶୁଣିବାକୁ ମିଳୁଛି । ନିକଟରେ ବିଗ ବିଙ୍କ ଜନ୍ମ ଦିନରେ ଐଶ୍ୱର୍ଯ୍ୟା…

ସାମ୍ନାକୁ ଆସିଲା ପ୍ରଭାସ-ଅନୁଷ୍କାଙ୍କ ସୁନ୍ଦର ଫଟୋ, ବିବାହ ଠାରୁ ପିତା-ମାତା ହେବା ପର୍ଯ୍ୟନ୍ତ ସମସ୍ତ ଫଟୋ ଭାଇରାଲ

ମୁମ୍ବାଇ: ସୁପରହିଟ ସିନେମା ‘ବାହୁବଳୀ’ର ଅଭିନେତା ଓ ଅଭିନେତ୍ରୀ ପ୍ରଭାସ ଓ ଅନୁଷ୍କା ସେଟ୍ଟୀଙ୍କ ଯୋଡ଼ି ପ୍ରାୟ ସମସ୍ତଙ୍କର ପସନ୍ଦ । ଦିନେ ଏହି ଯୋଡିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଯୋଡିଙ୍କ ଫ୍ୟାନ୍ସମାନେ ମଧ୍ୟ ପ୍ରଭାସ ଓ ଅନୁଷ୍କା ବିବାହ କରନ୍ତୁ…

ଡଙ୍କିର ରିଲିଜ ଘୁଂଚିପାରେ, ସାଲାର ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବଢ଼ୁଛି

ମୁମ୍ବାଇ: ଚଳିତ ବର୍ଷ ଖ୍ରୀଷ୍ଟମାସରେ ଶାହାରୁଖ ଖାଁଙ୍କ ଡଙ୍କି ଓ ପ୍ରଭାସଙ୍କ ସାଲାର ମଧ୍ୟରେ ବକ୍ସ ଅଫିସ ମୁକାବିଲା ହେବ ବୋଲି ସ୍ଥିର ହୋଇଛି । ନବଭାରତ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଡଙ୍କି ଏବେ ଏହି ମୁକାବିଲାରୁ ଓହରିଯିବା ପାଇଁ ନିଷ୍ପତି ନେଇଛି । ରାଜକୁମାର ହୀରାନୀ ଓ…

ଶ୍ରୀଜିଉଙ୍କ ଦର୍ଶନ କଲେ ଅଭିନେତା କିରଣ କୁମାର, ଭଗବାନଙ୍କ ନିକଟରେ ଆମେ ସାଧାରଣ ମନୁଷ୍ୟ ବୋଲି କହିଲେ କିରଣ

ପୁରୀ: ଓଡିଶା ଗସ୍ତରେ ଆସିଛନ୍ତି ବଲିଉଡ ଅଭିନେତା କିରଣ କୁମାର । ଗତକାଲି ରାତିରେ ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି ଅଭିନେତା କିରଣ । ପ୍ରଥମେ ପତିତପାବନ ଓ ପରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ…