Latest Odisha News

BREAKING NEWS

Browsing Category

ମନୋରଞ୍ଜନ

Happy Birthday Ranveer Kapoor: ଜନ୍ମଦିନରେ ଫ୍ୟାନ୍ସଙ୍କୁ ମିଳିଲା ବଡ ଊପହାର

ମୁମ୍ବାଇ: ଆଜି ବଲିଉଡ ଅଭିନେତା ରଣବୀର କପୁରଙ୍କ ଜନ୍ମଦିନ। ୪୧ ବର୍ଷରେ ପଦାର୍ପଣ କରିଛନ୍ତି ଅଭିନେତା । ଏ ଅବସରରେ ତାଙ୍କ ପାଖକୁ ଫ୍ୟାନ୍ସ ଓ ସେଲିବ୍ରେଟିଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି ।  ୧୯୮୨ ମସିହା ୨୮ ସେପ୍ଟେମ୍ବରରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ରଣବୀର ।  ଅଭିନେତା ଋଷି କପୁର ଓ…

Lata Mangeskar Birth Anniversary: ସୁରସାମ୍ରାଜ୍ଞୀ ଲତାଙ୍କୁ ଝୁରୁଛି ଆଜି ପୁରା ଦେଶ

ନୂଆଦିଲ୍ଲୀ: ଆଜି ସୁରସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଜନ୍ମଦିନ । ସୁରସମ୍ରାଜ୍ଞୀ ଲତାଙ୍କ ଦେହାନ୍ତକୁ ଇତି ମଧ୍ୟରେ ଦେଢ ବର୍ଷ ହୋଇଗଲାଣି । ମାତ୍ର ଆଜି ସବୁ ଭାରତୀୟଙ୍କ ମନରେ ବଞ୍ଚି ରହିଛି ତାଙ୍କର ସେଇ ସୁର । ୧୯୨୯ ମସିହା ଆଜିର ଦିନରେ ହିଁ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ…

ରାଜ କୁନ୍ଦ୍ରାଙ୍କ ଉପରେ ହେବ ବାୟୋପିକ୍, ମୁଖ୍ୟ ଭୂମିକାରେ ନଜର ଆସିବେ ଶିଳ୍ପାଙ୍କ ସ୍ୱାମୀ

ମୁମ୍ବାଇ: ବଲିଉଡ ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପାଇଁ ଚର୍ଚ୍ଚାରେ ରହିଛନ୍ତି। ରାଜ କୁନ୍ଦ୍ରାଙ୍କ ନାମରେ ଏକ ଅଶ୍ଳୀଳ ମାମଲାରେ ଜଡ଼ିତ ହୋଇଛି। ଏହି ମାମଲାରେ ତାଙ୍କୁ ଦୁଇ ମାସ ଜେଲରେ ରହିବାକୁ ପଡ଼ିଥିଲା। ତେବେ ପରେ…

ମୁଁ ବଞ୍ଚିଛି, ମିଥ୍ୟା ଖବର କହିବା ବନ୍ଦ କରନ୍ତୁ: ଜିଜ୍ଞାସା

ମୁମ୍ବାଇ: ନିକଟରେ ଦୁର୍ଘଟଣାରେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଜିଜ୍ଞାସା ସିଂହଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଏକ ଗୁଜବ ଖବର ପ୍ରସାରିତ ହୋଇଥିଲା । ତାଙ୍କର ଏଭଳି ମୃତ୍ୟୁ ଖବରକୁ ଶୁଣି ତାଙ୍କ ପ୍ରଶଂସକ ଓ ପରିବାରଲୋକ ସ୍ତବ୍ଧ ହୋଇଯାଇଥିଲେ । ଏନେଇ ଅନେକ ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା ।…

ବଡ଼ିଗାର୍ଡ଼ ନ ଥିବାରୁ ଘେରିଗଲେ ପ୍ରଶଂସକ, ଡ଼ରିଗଲେ ଫରାହ

ମୁମ୍ବାଇ: ସାରା ଦେଶରେ ପାଳିତ ହୋଇଯାଇଛି ଗଣେଶ ପୂଜା । ସେହିପରି ମହାରାଷ୍ଟ୍ରରେ ବି ଧୁମ୍‌ଧାମ୍‌ରେ ଗଣେଶପୂଜା ଅନୁଷ୍ଠିତ ହୋଇଯାଇଛି । ଆଉ ଏହି ପୂଜାରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ନେତା ଓ କଳାକାରମାନେ ସାମିଲ ହୋଇଥିଲେ । କଳାକାରମାନେ ବି ବିଭିନ୍ନ ସ୍ଥାନରେ ଗଣେଶ ମଣ୍ଡପ ପରିଦର୍ଶନ…

ବିବାହ ଲେହେଙ୍ଗାରେ କାରୁକାର୍ଯ୍ୟ କରି ଜେଜେମାଆଙ୍କୁ ମନେ ପକାଇଲେ ପରିଣୀତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ଏବେ ପତି-ପତ୍ନୀ ହୋଇଛନ୍ତି । ଜନ୍ମ ଜନ୍ମ ପାଇଁ ରାଘବଙ୍କ ଜୀବନସାଥୀ ପାଲଟିଛନ୍ତି ପରିଣୀତି । ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଗତ ୨୪ ତାରିଖରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି ।…

ଦୁଇ ଭଉଣୀ କ୍ରିତି-ନୁପୂରଙ୍କ ମଧ୍ୟରେ ବଡ଼ ପରଦାରେ ହେବ ଟକ୍କର

ମୁମ୍ବାଇ: ବଡ଼ ପରଦାରେ ଦୁଇ ଭଉଣୀ ଅଭିନେତ୍ରୀ କ୍ରିତି ସାନନ୍ ଓ ନୁପୂର ସାନନଙ୍କ ମଧ୍ୟରେ କଡ଼ା ଟକ୍କର ହେବ । । ଫିଲ୍ମ ‘ମିମି’ ଜାତୀୟ ପୁରସ୍କାର ଜିତିବା ପରେ ଅଭିନେତ୍ରୀ କ୍ରିତି ବହୁତ ଖୁସି ଅଛନ୍ତି । ଏହାସହିତ ତାଙ୍କ ହାତରେ ଗୋଟିଏ ପରେ ଗୋଟିଏ ଫିଲ୍ମ ଅଫର ବି ରହିଛି । ଆଉ ଆସନ୍ତା ମାସରେ…

‘ଖତରୋ କି ଖିଲାଡି’ରେ ଆହତ ହେବା ଫଟୋ ସେୟାର କଲେ ଦିବ୍ୟାଙ୍କା

ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ରିଅଲିଟି ସୋ ‘ଖତରୋ କି ଖିଲାଡି’ରେ ଆହତ ହୋଇଥିଲେ ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ । ଶରୀରରେ ଆଘାତ ଲାଗିବାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କ ଶରୀରରେ ଆଘାତ…

ରଶ୍ମିକାଙ୍କ ଖୁବ୍ ପ୍ରଶଂସା କଲେ ତାଙ୍କ ପୂର୍ବତନ ପ୍ରେମିକ

ମୁମ୍ବାଇ: ସାଉଥ୍‌ର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବେ ତାଙ୍କର ଆଗାମୀ ଫିଲ୍ମ ‘ଆନିମଲ’ କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହାଭିତରେ ତାଙ୍କର ପୂର୍ବ ପ୍ରେମିକ ରକସିତ୍ ସେଟ୍ଟୀ ଦେଇଥିବା ବୟାନକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଆରମ୍ଭ ହୋଇଛି । ରଶ୍ମିକାଙ୍କ ଖୁବ୍ ପ୍ରଶଂସା କରିବା…

ତିନୋଟି ସ୍ଥାନରେ ରିସେପ୍ସନ ପାର୍ଟି ଦେବେ ପରିଣୀତି-ରାଘବ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା । ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଗତ ୨୪ ତାରିଖରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ଏବେ ପ୍ରଶଂସକଙ୍କ ନଜର ସେମାନଙ୍କ ରିସେପ୍ସନ ପାର୍ଟି ଉପରେ…