Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସୁପ୍ରିମକୋର୍ଟ ଗଲେ ‘ଆଦିପୁରୁଷ’ ନିର୍ମାତା

ମୁମ୍ବାଇ: ରାମାୟଣ କାହାଣୀକୁ ନେଇ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ହେଉ ହେଉ ଦେଖାଦେଇଥିଲା ବିବାଦ । ଫିଲ୍ମର କାହାଣୀ ଓ ସଂଳାପକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ଫିଲ୍ମର ବହୁ ସିନ୍ ହଲିଉଡ଼ରୁ କପି ହୋଇଥିବା…

ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇଲା ନନ୍ଦିତା ଦାସଙ୍କ ‘ଜ୍ୱିଗାଟୋ’

ମୁମ୍ବାଇ: ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇଲା କମେଡି କିଙ୍ଗ୍ କପିଲ ଶର୍ମାଙ୍କ ଫିଲ୍ମ ଜ୍ୱିଗାଟୋ । ଓସ୍କାର(ମୋସନ ପିକ୍ଚର ଆର୍ଟ ଆଣ୍ଡ ସାଇନ୍ସ ଏକାଡେମୀ)ରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଥିବାରୁ ଫିଲ୍ମର ନିର୍ଦ୍ଦେଶିକା ତଥା ଅଭିନେତ୍ରୀ ନନ୍ଦିତା ଦାସ ସୋସିଆଲ ମିଡ଼ିଆରେ ନିଜର ଖୁସି ଜାହିର…

୧୦୦ କୋଟି କ୍ଲବରେ ସାମିଲ ହେଲା ସତ୍ୟପ୍ରେମ କି କଥା

ମୁମ୍ବାଇ: ଗତ ୨୯ ତାରିଖରେ ରିଲିଜ୍ ହୋଇଥିବା ବଲିଉଡ ଅଭିନେତା କାର୍ତ୍ତିକ ଆରୟନ୍ ଏବଂ କିଆରା ଆଡଭାନୀଙ୍କ ଅଭିନିତ ଫିଲ୍ମ ‘ସତ୍ୟପ୍ରେମ କି କଥା’ ବକ୍ସ ଅଫିସରେ ସୁପରହିଟ୍ ହୋଇଛି । ଏହି ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ରିଲିଜ୍ ପରଠାରୁ ଏହି ଫିଲ୍ମ ଭଲ ବ୍ୟବସାୟ କରିଛି । ଏବେ ଏହି…

ହାତରେ ସିଗାରେଟ୍ ଧରି ଶୋ’ ହୋଷ୍ଟ କଲେ ସଲମାନ

ବମ୍ବେ: ବଲିଉଡ଼ର ଭାଇଜାନ୍ ତଥା ସଲମାନ ଖାନ୍ ଏବେ ଖୁବ୍ ଚର୍ଚ୍ଚାରେ । ବିଗ୍‌ବସ୍ ଓଟିଟି ସିଜିନ ୨ ଶୋକୁ ସଲମାନ ହାତରେ ସିଗାରେଟ୍ ଧରି ହୋଷ୍ଟ କରିଥିବା ନଜର ଆସିଛନ୍ତି । ଏହାର ଅନେକ ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡ଼ିଓ ଓ ଫଟୋ ଦେଖିବା ପରେ ଭାଇଜାନଙ୍କ ଏପରି…

ମନାଲିରେ ବନ୍ୟାଜଳରେ ଫସିଲେ ଅଭିନେତା ରୁସଲାନ: କଲେ ଭିଡିଓ ସେୟାର

ମୁମ୍ବାଇ: ପ୍ରବଳବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଲୋକ ଜଳବନ୍ଦୀରେ ରହିଛନ୍ତି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ମନାଲିରେ ବନ୍ୟାଜଳରେ ଫସି ରହିଛନ୍ତି ଛୋଟ ପରଦାର ଲୋକପ୍ରିୟ ଅଭିନେତା ରୁସଲାନ ମୁମତାଜ । ସେ…

ଏମଟିଭି ରୋଡିଜ୍-୧୯: ଗ୍ୟାଙ୍ଗ୍ ଲିଡର୍ସଙ୍କୁ ମିଳିଲା ଦମଦାର ରୋଡିଜ୍, ଆରମ୍ଭ ହେଲା ଖେଳ

ମୁମ୍ବାଇ: ଲୋକପ୍ରିୟ ରିଆଲିଟି ସୋ’ 'ଏମଟିଭି ରୋଡିଜ୍ ୧୯ - କର୍ମ୍‌ ୟା କାଣ୍ଡ୍‌' ଆଜିକାଲି ବହୁ ଚର୍ଚ୍ଚାରେ ରହିଛି। କାରଣ ଗ୍ୟାଙ୍ଗ ଲିଡର୍ସ ଏବଂ ମନୋନୀତ ରୋଡିଜ ଏହି ସୋ’ର ଚର୍ଚ୍ଚାବିନ୍ଦୁ ପାଲଟିଛନ୍ତି। ଟିଭିର ଲୋକପ୍ରିୟ ଷ୍ଟଣ୍ଟ୍ ବେସ୍‌ଡ ରିଆଲିଟି ସୋ 'ଏମଟିଭି ରୋଡିଜ୍ ୧୯ - କର୍ମ୍‌ ୟା…

ଆରପାରିରେ ଲୋକପ୍ରିୟ ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳ

ଭୁବନେଶ୍ୱର: ଆରପାରିରେ ଓଡ଼ିଆ ଫିଲ୍ମ, ଯାତ୍ରା ଓ ଧାରାବାହିକର ଲୋକପ୍ରିୟ ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳ । ରବିବାର ଏକ ମୋଟର ସାଇକେଲ ଦୁର୍ଘଟଣାର ଶିକାର ହୋଇ କଟକସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ପରଲୋକ ଘଟିଛି । ତୃପ୍ତି…

ରାଞ୍ଚି କୋର୍ଟରେ ହାଜର ହେଲେ ଅମିଷା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ଫିଲ୍ମ ‘ଗଦର-୨’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ବହୁ ବର୍ଷ ହେଲାଣି ତାଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳି ନ ଥିଲା । ଆଗକୁ ସେ ଫିଲ୍ମ ‘ଗଦର-୨’ରେ ନଜର ଆସିବେ । କିନ୍ତୁ ଅମିଷାଙ୍କ ବିରୋଧରେ ଚେକ ବାଉନ୍ସ ମାମଲା ଚାଲିଛି । ଯାହାକୁ ନେଇ ସେ…

ବାହୁବଳୀ, ଆରଆରଆରଠାରୁ ଆହୁରି ଭବ୍ୟ ହେବ ରାଜମୌଲୀଙ୍କ ପରବର୍ତୀ ଫିଲ୍ମ

ମାଡ୍ରାସ: ଲୋକପ୍ରିୟ ଫିଲ୍ମ ନିର୍ମାତା ଏସଏସ ରାଜମୌଲୀ ଓ ମହେଶ ବାବୁଙ୍କ ଆଗାମୀ ପ୍ୟାନ ଇଣ୍ଡିଆ ପ୍ରୋଜେକ୍ଟ ଏବେଠାରୁ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଲାଣି । ସ୍କ୍ରିପ୍ଟ ରାଇଟର କେଭି ବିଜୟେନ୍ଦ୍ର ପ୍ରସାଦ କହିଛନ୍ତି ଏହି ପ୍ରୋଜେକ୍ଟ ବାହୁବଳୀ ଓ ଆରଆରଆରଠାରୁ ଆହୁରି ଭବ୍ୟ ହେବ ।…

ଝିଅ ସହ ପ୍ରଥମଥର ବିମାନ ଯାତ୍ରା କଲେ ବିପାଶା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ବିପାଶା ବସୁ ବିବାହର ୬ ବର୍ଷ ପରେ ମାଆ ହୋଇଛନ୍ତି । ତେଣୁ ଅଭିନୟ ଦୁନିଆରୁ ଦୂରେଇ ରହି ନିଜ ଝିଅ ଦେବୀକୁ ସମୟ ଦେଉଛନ୍ତି । ଏବେ ସେ ତାଙ୍କ ଝିଅକୁ ନେଇ ପ୍ରଥମଥର ବିମାନ ଯାତ୍ରା କରିଛନ୍ତି । ଏହାକୁ ନେଇ ଉଭୟ ବିପାଶା ଓ କରଣ ସିଂ ଗ୍ରୋଭର ବହୁତ ଖୁସି ଥିବା ନଜର…