Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରାହୁଲ ଗାନ୍ଧିଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବଲିଉଡ ଅଭିନେତ୍ରୀ; ରଖିଲେ ଏଭଳି ସର୍ତ୍ତ

ନୂଆଦିଲ୍ଲୀ:ନିକଟରେ ସୋନିଆ ଗାନ୍ଧି ରାହୁଲଙ୍କ ପାଇଁ ଝିଅ ଖୋଜିବାକୁ ହରିଆନାରୁ ଆସିଥିବା ମହିଳାଙ୍କୁ କହିଥିଲେ । ଏହାପରେ ରାହୁଲଙ୍କୁ ବିବାହ ଲାଗି ରାଜି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ।   ଅଭିନେତ୍ରୀ ସର୍ଲିନ୍ ଚୋପ୍ରା  ରାହୁଲଙ୍କୁ ବିବାହ କରିବା ପାଇଁ ରାଜି ଅଛନ୍ତି ବୋଲି କହିଛନ୍ତି…

ଓସ୍କାର ବିଜେତା ନିର୍ଦ୍ଦେଶକ ୱିଲିୟମ୍ ଫ୍ରିଡକିନ୍‌ଙ୍କ ପରଲୋକ

ମୁମ୍ବାଇ: 'ଦ ଏକ୍ସୋର୍ସିଷ୍ଟ' ଏବଂ 'ଫ୍ରେଞ୍ଚ କନେକ୍ସନ୍'ର ଆମେରିକୀୟ ନିର୍ଦ୍ଦେଶକ ୱିଲିୟମ୍ ଫ୍ରିଡକିନ୍‌ଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ପୂର୍ବତନ ହଲିଉଡ୍ ରିପୋର୍ଟରର ଷ୍ଟିଫେନ୍ ଗାଲୋୱାଇ ତାଙ୍କର ମୃତ୍ୟୁ ସୂଚନା ଦେଇଛନ୍ତି। ୱିଲିୟମଙ୍କର ଦୀର୍ଘଦିନ…

୨୫ ବର୍ଷ ପରେ ଏକତ୍ର ହେବେ କି ସଲମାନ-କରଣ

ମୁମ୍ବାଇ: ୨୫ ବର୍ଷ ପରେ ସଲମାନ ଖାଁ ଓ କରଣ ଜୌହର ପୁନର୍ବାର ଏକତ୍ର ଫିଲ୍ମ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । ୧୯୯୮ରେ ରିଲିଜ କୁଛ କୁଛ ହୋତା ହୈରେ ଉଭୟ ଏକାଠି କାମ କରିଥିଲେ । ଶେରଶାହା ଫିଲ୍ମର ନିର୍ଦ୍ଦେଶକ ବିଷ୍ଣୁବର୍ଦ୍ଧନ ଏହାର ନିର୍ଦ୍ଦେଶନା ଦେବାକୁ ଯାଉଥିବା ବେଳେ କରଣ…

ଫିଲ୍ମ ‘ଜେଲର’ ପାଇଁ ଛୁଟି ରହିବ ସବୁ ଅଫିସ୍, ଜାଣନ୍ତୁ କେଉଁ ରାଜ୍ୟରେ ହେଲା ଛୁଟି ଘୋଷଣା

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଅଗଷ୍ଟ ୧୦ ତାରିଖରେ ରିଲିଜ ହେବାକୁ ଯାଉଛି ରଜନୀକାନ୍ତଙ୍କ ଫିଲ୍ମ 'ଜେଲର' । ଏହି ଫିଲ୍ମ ରିଲଜ୍ ହେବା ପୂର୍ବରୁ ହିଁ ଏହାର କ୍ରେଜ୍ ଜବରଦସ୍ତ ରହିଛି ।ତେଣୁ ଫିଲ୍ମ 'ଜେଲର' ସମଗ୍ର ଦେଶରେ ବକ୍ସ ଅଫିସରେ ଧମାଲ କରିବ ବୋଲି…

ଫେରି ଆସିଲେ କି ସୁଶାନ୍ତ ସିଂ ରାଜପୁତ..ସୋସିଆଲ ମିଡିଆରେ ଭାବବିହ୍ୱଳ କଲା ଏଇ ଫଟୋ

ନୂଆଦିଲ୍ଲୀ: ସେଇ ଆଖି… ସେଇ ଓଠ.. ସେଇ ଚାହାଣୀ..ସେଇ ସୁଶାନ୍ତ ସିଂ ରାଜପୁତ.. । ସେମିତି  ହସୁଛନ୍ତି । ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ଆଖିରେ ଆଖିରେ ଅନେକ କିଛି କହି ଯାଉଛନ୍ତି.. । ସତରେ କ’ଣ ଫ୍ୟାନ୍ସଙ୍କ ଦୁଃଖ ଆଉ ସହି ପାରିଲେନି, ଆରପାରିରୁ ଜୀବନ୍ୟାସ ନେଇ   ଫେରି ଆସିଲେ ସୁଶାନ୍ତ ? ନା…

‘ପଠାନ୍‌’ର ରେକର୍ଡ ଭାଙ୍ଗିବ ‘ଗଦର-୨’: ୪ କୋଟି ଟପିିଲାଣି ଆଡ଼ଭାନ୍ସ ଟିକେଟ୍ ବୁକିଂ

ମୁମ୍ବାଇ: ଆଉ ମାତ୍ର ୪ ଦିନ ପରେ ରିଲିଜ୍ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ । ଦର୍ଶକ ମଧ୍ୟ ଏହି ଫିଲ୍ମର ରିଲିଜକୁ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଏହାପୂର୍ବରୁ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି । ଏହାର ପ୍ରଥମ ଦିନରେ ପ୍ରାୟ ୩୦ ହଜାରରୁ ଅଧିକ ଟିକେଟ ବିକ୍ରି…

ଚିକିତ୍ସାରେ ଅବହେଳା ଯୋଗୁ ତାମିଲ ଅଭିନେତ୍ରୀଙ୍କ ମୃତ୍ୟୁ

ମୁମ୍ବାଇ: ଚିକିତ୍ସା ଅବହେଳାରୁ ତାମିଲ ଅଭିନେତ୍ରୀ ସିନ୍ଧୁଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା । ଦୀର୍ଘ ଦିନ ହେବ ସେ ସ୍ତନ କର୍କଟରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ନିକଟରେ ସିନ୍ଧୁଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଚେନ୍ନାଇର…

ଗଙ୍ଗାରେ ବୁଡ ପକାଇଲେ ତନୁଶ୍ରୀ, ସମାଲୋଚନାର ଶୀକାର ହେଲେ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଏବେ ପୁଣି ଚର୍ଚ୍ଚାରେ । ନିକଟରେ ସେ ବାରାଣସିର ପବିିତ୍ର ଗଙ୍ଗାରେ ବୁଡ ପକାଇଥିଲେ । ଏହି ସମୟର ଏକ ଭିଡିଓ ଓ ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଏହି ଭିଡ଼ିଓ ଦେଖିବା ପରେ ଲୋକମାନେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି ।…

ହଲରେ ଆଲିଆ ରଣବୀରଙ୍କ ଯାଦୁ, ନବମ ଦିନରେ କଲା ବମ୍ପର କଲେକ୍ସନ

ମୁମ୍ବାଇ: କରଣ ଜୋହରଙ୍କ ନିର୍ଦ୍ଦେଶିତ ରଣବୀର ଓ ଆଲିଆଙ୍କ ଅଭିନୀତ ରୋମାଣ୍ଟିକ ଡ୍ରାମା ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀ ବକ୍ସ ଅଫିସରେ ଧମାକା କରୁଛି । ରକି ଏବଂ ରାନୀଙ୍କ ଲଭଷ୍ଟୋରୀ ଫିଲ୍ମ ରିଲିଜ୍ ହେବାର ୯ ଦିନ ବିତିଗଲାଣି । ତଥାପି କମିନି ଫିଲ୍ମର କ୍ରେଜ । ଦ୍ଵିତୀୟ ସପ୍ତାହର…

ଧର୍ମେନ୍ଦ୍ର ଓ ଶବାନାଙ୍କ ଚୁମ୍ବନ ଦୃଶ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ ହେମାମାଳିନୀ

ମୁମ୍ବାଇ: ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ ନିକଟରେ ମୁକ୍ତିଲାଭ କରିଛି । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ଶବାନା ଆଜମୀ ଏକ ଚୁମ୍ବନ ଦୃଶ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।…