Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶବାନା ଆଜମୀଙ୍କ ନାଁରେ ଅନ୍‌ଲାଇନ୍ ଠକେଇ: ଥାନାରେ ମାମଲା ରୁଜୁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶବାନା ଆଜମୀଙ୍କ ଅଭିନିତ ଫିଲ୍ମ ରକି ଔର ରାନୀ କୀ ପ୍ରେମ କାହାଣୀ ନିକଟରେ ରିଲିଜ୍ ହୋଇଯାଇଛି । ଏହି ଫିଲ୍ମକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ଥିବା ବେଳେ ତାଙ୍କ ନାଁ ନେଇ ଅନ୍‌ଲାଇନ୍ ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଶବାନା ଥାନାରେ ଅଭିଯୋଗ କରିବା ପରେ…

ଜୱାନକୁ ମିଳିଲା ୟୁ/ଏ ସାର୍ଟିଫିକେଟ

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ଶାହାରୁଖ ଖାଁଙ୍କ ଜୱାନକୁ ସମସ୍ତେ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ବୁଧବାର ସିବିଏଫସି ଏହାକୁ ୟୁ/ଏ ସାର୍ଟିଫିକେଟ ପ୍ରଦାନ କରିଛି । ଏହାର ମାନେ ସମସ୍ତ ବୟସ ଗ୍ରୁପ ଏହାକୁ ଦେଖିପାରିବେ । ତେବେ ସିବିଏଫସି ଏଥିରେ ୭ଟି ପରିବର୍ତନ କରିବାକୁ…

ଆରପାରିରେ ଷାଠିଏ ଦଶକର ନାୟିକା ଡକ୍ଟର ସୁଧାରାଣୀ ଜେନା

ଭୁବନେଶ୍ଵର: ଆରପାରିରେ ନାୟିକା ଡକ୍ଟର ସୁଧାରାଣୀ ଜେନା । ଷାଠିଏ ଦଶକର ଆଦ୍ୟ ଭାଗରେ ଓଡ଼ିଆ ଚଳଚ୍ଚିତ୍ରକୁ ନାୟିକା ଭାବରେ ପ୍ରବେଶ କରିଥିଲେ ସୁଧାରାଣୀ । ଅନେକ ଚଳଚ୍ଚିତ୍ରରେ ପାର୍ଶ୍ଵ ଚରିତ୍ର ଭାବରେ ଅଭିନୟ କରିଛନ୍ତି ସୁଧାରାଣୀ । ପରେ ୧୯୬୧ ମସିହାରେ କବିରାଜ କଷ୍ଣଚନ୍ଦ୍ର ତ୍ରିପାଠୀ…

ମୋସନ ପିକ୍ଚର ପରେ ଆସିଲା ‘ପୁଷ୍କରା’ର ନୂଆ ପୋଷ୍ଟର, ନଜରରେ ଆସିଲେ ପୁଷ୍କରାର ବାପା ଘନ ନନା

ଭୁବନେଶ୍ଵର: ନୂଆ ଓଡିଆ ଚଳଚ୍ଚିତ୍ର ‘ପୁଷ୍କରା’ର ମୋସନ ପୋଷ୍ଟର ପରେ ଏବେ ଏହାର ନୂଆ ପୋଷ୍ଟର ରିଲିଜ ହୋଇଛି । ପରେ ସେପ୍ଟେମ୍ୱର ୧ ତାରିଖରେ ରିଲିଜ ହେବ ଏହି ଚଳଚ୍ଚିତ୍ରର ଟ୍ରେଲର । ଓଡିଶା ମାଟିର ଗାଥା କହିବ ‘ପୁଷ୍କରା’। ତରଙ୍ଗ ସିନେ ପ୍ରଡକ୍ସନ୍ସ ଓ ଆର୍.ଆର୍. ଇଭେଣ୍ଟ୍ସ ଆଣ୍ଡ ପ୍ରମୋସନସର…

ଫିଲ୍ମରୁ ବିରତି ନେଇ ପ୍ରଯୋଜନା କରିବେ ଅମିର

ମୁମ୍ବାଇ: ପ୍ରଯୋଜନା କରିବେ ବଲିଉଡର ଚକୋଲେଟ୍ ହିରୋ ଅମିର ଖାଁ । ଏହାକୁ ନେଇ ଏବେ ସେ ଚର୍ଚ୍ଚାରେ । ଆଗକୁ ସେ ଅଧିକରୁ ଅଧିକ ଫିଲ୍ମ ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି । ଅମିର ଖାନ୍‌ଙ୍କୁ ଫିଲ୍ମ ଲାଲ ସିଂ ଚଢାରେ ଶେଷ ଥର ଦେଖିବାକୁ ମିଳିଥିଲା । ଏହା ପରେ ସେ ଅଭିନୟ ଦୁନିଆରୁ ବିରତି…

‘ଗଦର ୨’କୁ ପ୍ରଶଂସା କଲେ ପ୍ରିୟଙ୍କା-ନିକ୍ , ନିର୍ଦ୍ଦେଶକଙ୍କ ପାଖକୁ ପଠାଇଲେ ଉପହାର

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଷା ପଟେଲଙ୍କ ଅଭିନିତ ଫିଲ୍ମ ‘ଗଦର ୨’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମ ୩୦୦ କୋଟିରୁ ଅଧିକ ଆୟ କରି…

ପୁଣି ଚର୍ଚ୍ଚାରେ ଉର୍ଫି: ପିନ୍ଧିଲେ ପାନିଆରେ ତିଆରି ପୋଷାକ

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ଏବେ ପୁଣି ସେମିତି ଅଜବ ପୋଷାକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଏହିସବୁ ଅଜବ ଷ୍ଟାଇଲକୁ ଅନେକ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ନାପସନ୍ଦ ବି କରନ୍ତି । ଏବେ ସେ ପାନିଆରେ…

ଖଳନାୟକର ସିକ୍ୱେଲ ଖୁବ ଶୀଘ୍ର

ମୁମ୍ବାଇ: ସନୀ ଦେଓଲ ଅଭିନୀତ ଗଦର ୨ ସଫଳତା ପରେ ଏବେ ଅନେକ ପୁରୁଣା ସୁପରହିଟ ଫିଲ୍ମର ସିକ୍ୱେଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ନବଭାରତ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ସୁଭାଷ ଘାଇ ଏବେ ଖଳନାୟକ ସିକ୍ୱେଲ ନେଇ ଅଂଟା ଭିଡିଛନ୍ତି । ନିର୍ଦ୍ଦେଶକ ସୁଭାଷ ମଧ୍ୟ ଏ ନେଇ ନିଶ୍ଚିତ କରିଛନ୍ତି…

ଲଗାତାର ୬ଟି ଫ୍ଲପ ଫିଲ୍ମ ଦେଲେ ବି ରଜନୀ ସାରଙ୍କ କ୍ରେଜ୍ କମିବ ନାହିଁ; ଏଭଳି କିଛି କହିଲେ ବିଜୟ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଗତ ୧୦ ତାରିଖରେ ରିଲିଜ୍ ହୋଇଯାଇଛି । ଫିଲ୍ମଟିକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ବକ୍ସ ଅଫିସରେ ବି ଭଲ ବ୍ୟବସାୟ କରୁଛି । ତେବେ ଫିଲ୍ମର ସଫଳତାକୁ ନେଇ ରଜନୀକାନ୍ତ ବେଶ୍ ଖୁସି ଅଛନ୍ତି । ଏଭଳି ସ୍ଥିତିରେ ସାଉଥ ସୁପରଷ୍ଟାର…

ବଢ଼ୁଛି ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଡ୍ରିମ୍ ଗାର୍ଲ ୨’ର କ୍ରେଜ୍, ଚାଲିଛି ଫିଲ୍ମର ଆଡଭାନ୍ସ ବୁକିଂ

ମୁମ୍ବାଇ: ଗଦର୍-୨, ଓଃ ମାଇଁ ଗଡ୍-୨ ଓ ଜେଲର୍ ସିନେମା ପରେ ପୁଣି ଜୋରଦାର ଚର୍ଚ୍ଚା ଭିତରେ ରହିଛି ସେମିତି ଆଉ ଏକ ସିନେମା ‘ଡ୍ରିମ୍ ଗାର୍ଲ ୨’। ବହୁ ପ୍ରତୀକ୍ଷିତ ହାସ୍ୟରସାତ୍ମକ ହିନ୍ଦୀ ସିନେମା ‘ଡ୍ରିମ୍ ଗାର୍ଲ ୨’ ଆସନ୍ତା ୨୫ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ପୂର୍ବରୁ ଏହାର…