Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଜେଏନୟୁରେ ସ୍କ୍ରିନିଂ କରାଯିବ ବିବାଦୀୟ ଫିଲ୍ମ ୭୨ ହୁଁରେ

ନୂଆଦିଲ୍ଲୀ: ପାଂଚ ବର୍ଷ ତଳେ ଭାରତର ଆନ୍ତର୍ଜାତୀୟ ଫିଲ୍ମ ସମାରୋହରେ ୭୨ ହୁଁରେ ଫିଲ୍ମ ଦେଖା ଯାଇଥିଲା । ଏହି ଫିଲ୍ମ ଏବେ ୭ ଜୁଲାଇରେ ଫିଲ୍ମ ହଲରେ ରିଲିଜ ହେବାକୁ ଯାଉଛି । ଫିଲ୍ମକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏବେ ଏହାକୁ ଜେଏନୟୁରେ ସ୍କ୍ରିନିଂ ପାଇଁ ଯୋଜନା…

‘ଗଦର ୨’କୁ ଭାରତୀୟ ସେନାର ସବୁଜ ସଙ୍କେତ, ଫିଲ୍ମକୁ ମିଳିଲା ଏନଓସି

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଚଳଚ୍ଚିତ୍ର 'ଗଦର ୨'କୁ ନେଇ ନୂଆ ସୂଚନା ସାମ୍ନାକୁ ଆସୁଛି। 'ଗଦର ୨' ରିଲିଜ ହେବା ପୂର୍ବରୁ ଏହାକୁ ନେଇ ବିବାଦ ହୋଇସାରିଛି। ଅନ୍ୟପଟେ ପ୍ରଶଂସକମାନେ ଫିଲ୍ମର ଟିଜର ଦେଖି ବହୁତ ଖୁସି ମଧ୍ୟ ହୋଇଛନ୍ତି। ଅଗଷ୍ଟ ୧୧ ରେ…

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଲେ ଅଭିନେତା ବିବେକ ଓବରୋଏ

ମୁମ୍ବାଇ: ବଲିଉଡ଼ ଅଭିନେତା ବିବେକ ଓବରୋଏ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ଏବେ ସେ ଫିଲ୍ମ ଦୁନିଆରୁ ଦୂରେଇ ରହିଛନ୍ତି । ନିକଟରେ ବିବେକ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କୁ ଭେଟିଛନ୍ତି । ଏହାର ଏକ ଫଟୋ ସେ ସୋସିଆଲ ମିଡ଼ିଆରେ ନିଜେ ସେୟାର କରିଛନ୍ତି । ଇଂଲଣ୍ଡରେ…

ଫିଲ୍ମ ‘ଗଦର-୨’ ନିର୍ମାତାଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅମିଶା

ମୁମ୍ବାଇ: ଆଗକୁ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ଗଦର-୨ । ଏହି ଫିଲ୍ମର ପ୍ରମୋସନକୁ ନେଇ ଅଭିନେତା ସନ୍ନି ଦେଓଲ ଏବଂ ଅଭିନେତ୍ରୀ ଅମିଶା ପଟେଲ ଖୁବ୍ ବ୍ୟସ୍ତ ଅଛନ୍ତି । କିନ୍ତୁ ଏସବୁ ଭିତରେ ଫିଲ୍ମର ନିର୍ମାତାଙ୍କ ବିରୋଧରେ ଗୁରୁତର ଅଭିଯାଗ ଆଣିଛନ୍ତି ଅଭିନେତ୍ରୀ ଅମିଶା । ଅମିଶା ସୋସିଆଲ…

ରାମ ଚରଣଙ୍କ ଝିଅକୁ ସୁନାର ଝୁଲଣା ଉପହାର ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ଦୀର୍ଘ ୧୧ ବର୍ଷ ପରେ ତେଲୁଗୁ ସୁପରଷ୍ଟାର ରାମ ଚରଣ ବାପା ହୋଇଛନ୍ତି । ଜୁନ୍ ୨୦ ତାରିଖରେ ତାଙ୍କ ସ୍ତ୍ରୀ ଉପାସନା କୋନିଡେଲା ହାଇଦ୍ରାବାଦର ଏକ ଘରୋଇ ହସପଟାଲରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଏନେଇ ଉଭୟଙ୍କ ଘରେ ଖୁସିର ଲହରି ଖେଳିଯାଇଛି । ଶୁକ୍ରବାର ରାମଚରଣ ଏବଂ ଉପାସନାଙ୍କ…

ଗୋଲଡ଼େନ୍ ଟେମ୍ପଲ୍‌ରେ ରାଘବ-ପରିଣୀତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଢ଼ା ଦୀର୍ଘ ଦିନ ହେଲାଣି ଚର୍ଚ୍ଚାରେ ରହିଛନ୍ତି । ଆଗକୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଏହି ପ୍ରେମୀଯୁଗଳ ନିକଟରେ ଅମୃତସରର ଗୋଲ୍‌ଡେନ୍ ଟେମ୍ପଲ୍‌ରେ ନଜର ଆସିଛନ୍ତି । ଏହାର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ…

ଆଦିପୁରୁଷ ପରେ ଅଶ୍ୱଥାମାରୁ ଓହରି ଯିବେ କି ଆଲ୍ଲୁ ଅର୍ଜୁନ

ମୁମ୍ବାଇ: ପୁଷ୍ପା ଫିଲ୍ମର ସଫଳତା ପରେ ହିନ୍ଦୀ ଭାଷାଭାଷୀ ଅଂଚଳରେ ମଧ୍ୟ ଆଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଅନ୍ୟ ସାଉଥ ଅଭିନେତାଙ୍କ ପରି ସେ ମଧ୍ୟ ହିନ୍ଦୀ ଫିଲ୍ମ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ମାତ୍ର ପ୍ରଭାସଙ୍କ ଆଦିପୁରୁଷ ଫିଲ୍ମ ଫ୍ଲପ ହେବା ପରେ ସେ ଚିନ୍ତିତ…

ରିଲିଜ୍ ହେଲା ‘ପ୍ରିୟେ ତୁମୋ ସିଏ’: ପ୍ରଥମ ଥର ନଜର ଆସିଲେ ଅମ୍ଲାନ ଏଲିନା ଯୋଡି

ଭୁବନେଶ୍ୱର: ପ୍ରେମ କେଉଁଠି, କେମିତି, କେତେବେଳେ.. ହୋଇଯାଏ କେହି ଜାଣନ୍ତି ନାହିଁ । ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ । ଗରୀବ ପୁଅକୁ ମନରେ ଜାଗା ଦେଇଛି ଜମିଦାରର ଝିଅ । ଏମିତି କାହିଁକି ହେଲା, କେମିତି ହେଲା । କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ…

ରିଲିଜ୍ ପରେ ଦର୍ଶକଙ୍କ ମନ କିଣିଲା ଫିଲ୍ମ ‘ସତ୍ୟପ୍ରେମ କି କଥା’

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆରୟନ ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଫିଲ୍ମ ‘ସତ୍ୟପ୍ରେମ କି କଥା’ ଗୁରୁବାର ରିଲିଜ୍ ହୋଇଛି । ରିଲିଜ୍‌ର ପ୍ରଥମ ଦିନରେ ଫିଲ୍ମଟି ଦର୍ଶକଙ୍କ ମନ କିଣିଥିବା ଦେଖିବାକୁ ମିଳିଛିି । ଏହି ଫିଲ୍ମଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ । ‘ଭୁଲ ଭୁଲେଆ…

୩୬ କୋଟିରେ ବିକ୍ରୀ ହେଲା ଯବାନର ମ୍ୟୁଜିକ ରାଇଟ୍ସ

ମୁମ୍ବାଇ: ପଠାନ ଫିଲ୍ମ ସୁପରହିଟ ହେବା ପରେ ଏବେ ସମସ୍ତଙ୍କ ନଜର ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଯବାନ ଉପରେ ରହିଛି । ଇତି ମଧ୍ୟରେ ଯବାନ ମ୍ୟୁଜିକ ରାଇଟ୍ସ ରେକର୍ଡ ଦରରେ ବିକ୍ରୀ ହୋଇଛି । ଟି ସିରିଜ ଅନ୍ୟ ସମସ୍ତ କମ୍ପାନୀକୁ ପଛରେ ପକାଇ ୩୬ କୋଟି ଟଙ୍କାରେ ଏହାକୁ କ୍ରୟ କରିଛି ।…