Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ହାଉସଫୁଲ ୫ରେ ଅକ୍ଷୟଙ୍କ ସହ ଅଭିନୟ କରିବେ ରିତେଶ

ମୁମ୍ବାଇ: ବଲିଉଡର ସଫଳ କମେଡି ଫ୍ରାଂଚାଇଜ ହାଉସଫୁଲର ୫ମ ସଂସ୍କରଣକୁ ଶୁକ୍ରବାର ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଅକ୍ଷୟ କୁମାର ପ୍ରଶଂସକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆସନ୍ତା ବର୍ଷ ଦୀପାବଳୀରେ ଏହା ରିଲିଜ ହେବ ବୋଲି ଅକ୍ଷୟ କହିଛନ୍ତି । ଏଥର ଖିଲାଡତି କୁମାରଙ୍କ ସହ ରିତେଶ…

ସେପ୍ଟମ୍ବର ୧୯ରେ ରିଲିଜ ହେବ କଙ୍ଗନାଙ୍କ ଚନ୍ଦ୍ରମୂଖୀ ୨

ମୁମ୍ବାଇ: କଙ୍ଗନା ରାନାୱତ ଅଭିନୀତ ବହୁ ଚର୍ଚ୍ଚିତ ଚନ୍ଦ୍ରମୂଖୀ ୨ଫିଲ୍ମ ସେପ୍ଟମ୍ବର ୧୯ରେ ଗଣେଶ ପୂଜା ଅବସରରେ ରିଲିଜ ହେବ । କଙ୍ଗନା ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିସହ ସେ ଫିଲ୍ମର ଫାଷ୍ଟ ଲୁକ ମଧ୍ୟ ଶେୟାର କରିଛନ୍ତି । ରାଘବ ଲରେନ୍ସକୁ ଲୁକକୁ ଦର୍ଶକ ବେଶ ପସନ୍ଦ…

ବିବାହ ବନ୍ଧନରେ ବାନ୍ଧି ହେଲେ ସାଉଥ ଖଳନାୟକ କବୀର ଦୁହାନ୍‌

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ସାଉଥ ଖଳନାୟକ କବୀର ଦୁହାନ୍‌ । ସେ ହରିୟାଣାର ଜଣେ ଶିକ୍ଷୟତ୍ରୀଙ୍କୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ଏହି ବିବାହ ଉତ୍ସବରେ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ର ବହୁ କଳାକାରଙ୍କ ସମେତ, ନିର୍ମାତା,ନିର୍ଦ୍ଦେଶକ, ବନ୍ଧୁବାନ୍ଧବ ଓ ସମ୍ପର୍କୀୟ ସାମିଲ…

ରାମଚରଣ ଧୁମ୍‌ଧାମ୍‌ରେ ପାଳିଲେ ଝିଅର ନାମକରଣ ସମାରୋହ

ମୁମ୍ବାଇ: ଦୀର୍ଘ ୧୧ ବର୍ଷ ପରେ ତେଲୁଗୁ ସୁପରଷ୍ଟାର ରାମ ଚରଣ ବାପା ହୋଇଛନ୍ତି । ଜୁନ୍ ୨୦ ତାରିଖରେ ତାଙ୍କ ସ୍ତ୍ରୀ ଉପାସନା କୋନିଡେଲା ହାଇଦ୍ରାବାଦର ଏକ ଘରୋଇ ହସପଟାଲରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଏହା ହେଉଛି ସେମାନଙ୍କର ପ୍ରଥମ ସନ୍ତାନ । ଏନେଇ ଉଭୟଙ୍କ ଘରେ ଖୁସିର ଲହରି…

ଏକାଡେମୀ ପୁରସ୍କାର ସଦସ୍ୟ ତାଲିକାରେ ନାହିଁ ରାଜାମୌଲୀଙ୍କ ନାଁ, ଫ୍ୟାନ୍ସ ହେଲେ ନିରାଶ

ମୁମ୍ବାଇ: ଦକ୍ଷିଣରୁ ଆରମ୍ଭ କରି ହଲିଉଡ଼ ଯାଏ ସବୁଠି ନିଜର ଚଳଚ୍ଚିତ୍ର ସହିତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନିର୍ଦ୍ଦେଶକ ଏସ୍ଏସ୍‌ ରାଜାମୌଲୀ। ଆଜି ବିଶ୍ୱର ଶୀର୍ଷ ନିର୍ଦ୍ଦେଶକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ସେ। ରାଜାମୌଲୀଙ୍କ ଚଳଚ୍ଚିତ୍ର ଆର୍‌ଆର୍‌ଆର୍‌ (RRR) ଏବଂ ବାହୁବଲୀ…

ଖୁବ୍‌ଶୀଘ୍ର ଆସୁଛି ‘କୌନ ବନେଗା କରୋଡ଼ପତି ୧୫’, ପରିବର୍ତ୍ତନ ହେବ କେବିସିର କିଛି ନିୟମ

ମୁମ୍ବାଇ: ବହୁ ଚର୍ଚ୍ଚିତ ତଥା ଲୋକ ପ୍ରିୟ ରିୟଲିଟି ସୋ କୌନ ବନେଗା କରୋଡ଼ପତି ଏବେ ପୁଣି ଏକ ନୂଆ ସଂସ୍କରଣ ନେଇ ଆସୁଛି। ଖୁବ୍‌ଶୀଘ୍ର କୌନ ବନେଗା କରୋଡ଼ପତିର ନୂଆ ସିଜିନ ଆରମ୍ଭ ହେବାକୁ ଯାଉଛି। ସୋନି ଟିଭିର କୁଇଜ୍ ରିଆଲିଟି ସୋ 'କୌନ ବନେଗା କରୋଡ଼ପତି ୧୫'ର ପ୍ରଥମ ପ୍ରୋମୋ ସୋନି ଟିଭିର…

ରିଲିଜ ହେଲା ‘ଗଦର ୨’ର ପ୍ରଥମ ସଙ୍ଗୀତ ‘ଉଡ଼ ଜା କାଲେ କାୱା’

ମୁମ୍ବାଇ: ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଫିଲ୍ମ 'ଗଦର ୨' ରିଲିଜ ହେବା ପୂର୍ବରୁ ଦର୍ଶକଙ୍କ ମଧ୍ୟରେ ଅନେକ କ୍ରେଜ ଦେଖିବାକୁ ମିଳିଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ନିର୍ମାତା ଫିଲ୍ମ 'ଗଦର' ର ଏଭର ଗ୍ରୀନ ସଙ୍ଗୀତ 'ଉଡ଼ ଜା କାଲେ କାୱା' 'ଗଦର ୨' ପାଇଁ ନିର୍ମାଣ କରିଛନ୍ତି। ଏହା ସଙ୍ଗୀତ…

ନୂଆ ‘ସୁପରମ୍ୟାନ’ ହେବେ ଡେଭିଡ୍ କାରେନସ୍ୱେଟ୍ , ହେନରୀ କାଭିଲଙ୍କ ସ୍ଥାନରେ ନଜର ଆସିବେ

ମୁମ୍ବାଇ: ନୂଆ ‘ସୁପରମ୍ୟାନ’ ହେବେ ଡେଭିଡ୍ କାରେନସ୍ୱେଟ୍ । ଏବେ ସେ ସୁପରମ୍ୟାନ ହେନରୀ କାଭିଲଙ୍କ ସ୍ଥାନରେ ନଜର ଆସିବେ । ଫିଲ୍ମ ସୁପରମ୍ୟାନ୍‌-ଲିଗେସିରେ ହଲିଉଡ୍ ଅଭିନେତା ଡେଭିଡ୍ କାରେନସ୍ୱେଟ୍‌ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହା ପୂର୍ବରୁ ହେନରୀ କାଭିଲଙ୍କୁ ସୁପରମ୍ୟାନ୍…

ସ୍ୱାମୀଙ୍କଠାରୁ ଅଲଗା ହେବେ କି ଅସିନ୍ : ନିଜର ପ୍ରତିକ୍ରିୟା ରଖିଲେ

ମୁମ୍ବାଇ: ଅଭିନେତ୍ରୀ ଅସିନ୍ ତାଙ୍କ ସ୍ୱାମୀ ରାହୁଲଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି । ଏହାକୁ ନେଇ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚା । ବିବାହ ପରେ ଅସିନ୍ ଅଭିନୟ ଦୁନିଆରୁ ନିଜକୁ ଦୂରେଇ ରଖିଥିଲେ ।  ଏନେଇ ସୋସିଆଲ ମିଡ଼ିଆରେ ନିଜେ ଅସିନ୍ ନିଜର ପ୍ରତିକିୟା ରଖିଛନ୍ତି ।  ସେ…

ବଡ ବଜେଟ ଫିଲ୍ମ ପାଇଁ ସନ୍ଦୀପଙ୍କ ସହ ହାତ ମିଳାଇଲେ କଙ୍ଗନା

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ ଏବେ ତାଙ୍କର ଆଗାମୀ ଫିଲ୍ମ ଏର୍ମଜେନ୍ସି ନେଇ ଚର୍ଚ୍ଚାରେ ଅଛନ୍ତି । ସେ ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭୂମିକାରେ ଅବତୀର୍ଣ୍ଣ ହେବେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ସେ ଫିଲ୍ମମେକର ସନ୍ଦୀପ ସିଂଙ୍କ ସହ ଏକ…