Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ ପାଇଁ ଦି କେରଳ ଷ୍ଟୋରୀକୁ ମିଳୁନି ଓଟିଟି ପ୍ଲାଟଫର୍ମ

ମୁମ୍ବାଇ: ସୁଦୀପ୍ତୋ ସେନ ନିର୍ଦ୍ଦେଶିତ ଦି କେରଳ ଷ୍ଟୋରୀ ବକ୍ସ ଅଫିସରେ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଛି । ଅଦା ଶର୍ମାଙ୍କ ଅଭିନୟ ଏବଂ ଫିଲ୍ମର କାହାଣୀ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଥିଏଟରରେ ଝଡ ସୃଷ୍ଟି କରିବା ପରେ ଏହି ଫିଲ୍ମ ଓଟିଟିରେ ରିଲିଜ କରିବା ପାଇଁ ମେକର୍ସଙ୍କ ପକ୍ଷରୁ ଉଦ୍ୟମ…

କିଆରାଙ୍କ ମିନି ସ୍କଟ୍‌କୁ ନେଇ ଚର୍ଚ୍ଚା: ଦାମ ଜାଣିଲେ ହେବେ ତାଜୁବ

ମୁମ୍ବାଇ: ବଲିଉଡ କୁଇନ କିଆରା ଆଡଭାନୀ ଏବେ ଚର୍ଚ୍ଚାରେ । ତାଙ୍କର ଆଗାମୀ ଫିଲ୍ମ ‘ସତ୍ୟପ୍ରେମ କି କଥା’ର ପ୍ରମୋଶନକୁ ନେଇ ସେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ସହିତ କାର୍ତ୍ତର୍ିକ ଆର୍ଯ୍ୟନ ଅଭିନୟ କରିଛନ୍ତି । ଫିଲ୍ମର ପ୍ରମୋଶନରେ କିଆରା ପ୍ରତିଦିନ ନୂଆ ନୂଆ ଲୁକରେ ନଜର…

ରେଡ ୨ରେ ପୁନର୍ବରେ ଏକତ୍ର ହେବେ ଅଜୟ ଓ ରାଜକୁମାର

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେବଗାନ ଓ ନିର୍ଦ୍ଦେଶକ ରାଜକୁମାର ଗୁପ୍ତା ରେଡ ୨ ଉପରେ କାମ ଆରମ୍ଭ କରି ଦେଇଛନ୍ତି । ଦୃଶ୍ୟମ ସିକ୍ୱେଲର ସଫଳତା ପରେ ଅଜୟ ଏହି ଫିଲ୍ମ ନେଇ ଆଗ୍ରହ ପ୍ରକାଶ କରିଥିଲେ । ଏହା ବାସ୍ତବିକ ଜୀବନର ଘଟଣା ଉପରେ ଆଧାରିତ ହେବ । ପ୍ରସ୍ତୁତ ସ୍କ୍ରିପ୍ଟ ନେଇ ମଧ୍ୟ…

ହଲିଉଡରୁ କପି ହୋଇଛି ‘ଆଦିପୁରୁଷ’ର ସିନ୍‌

ମୁମ୍ବାଇ: ‘ରାମାୟଣ’ କାହାଣୀକୁ ନେଇ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଫିଲ୍ମ ରିଲିଜ୍ ହେଉ ହେଉ ଦେଖାଦେଇଥିବା ବିବାଦ ପିଛା ଛାଡ଼ୁନି । ଫିଲ୍ମର କାହାଣୀ ଓ ସଂଳାପକୁ ନେଇ ବିବାଦ ମୁଣ୍ଡ…

ବନ୍ଦ ହେଇଗଲା ଆଲିୟା, କ୍ୟାଟ୍ରିନା, ପ୍ରିୟଙ୍କାଙ୍କ ଜୀ ଲେ ଜରା ଫିଲ୍ମ

ମୁମ୍ବାଇ: ଫରଆନ ଅଖତାରଙ୍କ ଜୀ ଲେ ଜରା ଫିଲ୍ମର ଶୁଟିଂ ହେବାରେ ବିଳମ୍ବ ହେବାରୁ ଶେଷରେ ଏହାକୁ ବନ୍ଦ କରି ଦିଆଯାଇଛି । ବଲିଉଡର ୩ ପ୍ରତିଷ୍ଠିତ ଅଭିନେତ୍ରୀ ଆଲିୟା ଭଟ୍ଟ, କ୍ୟାଟ୍ରିନା କୈଫ ଓ ପ୍ରିୟଙ୍କା ଚୋପ୍ରା ଅଭିନୀତ ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ବେଶ ଆଗ୍ରହ ଥିଲା । ମାତ୍ର ବ୍ୟସ୍ତବହୂଳ…

ଓଟିଟିରେ ନଜର ଆସିଲେ ଐଶ୍ୱର୍ଯ୍ୟା: ରିଲିଜ୍ ହେଲା ପିଏସ-୨

ମୁମ୍ବାଇ: ଏବେ ବଲିଉଡ଼ର ଅନେକ ବଡ଼ ବଡ଼ ଅଭିନେତା ଅଭିନେତ୍ରୀ ଓଟିଟିରେ କାମ କରିବାକୁ ପସନ୍ଦ କରୁଛନ୍ତି ।  ଅନେକ କଳାକାର ଓଟିିଟିରେ କାମ କରିଥିବା ବେଳେ ଏବେ ଐଶ୍ୱର୍ଯ୍ୟା ରାୟ ମଧ୍ୟ ଓଟିଟିରେ ନଜର ଆସିଛନ୍ତି । ନିକଟରେ ଓଟିଟି ପ୍ଲାଟଫର୍ମରେ ତାଙ୍କର ଏକ ଫିଲ୍ମ ପିଏସ-୨ ରିଲିଜ୍ ହୋଇଯାଇଛି ।…

‘ଆଦିପୁରୁଷ’ ନିର୍ମାତା ମାଗିଲେ କ୍ଷମା: ନେପାଳ ସରକାରଙ୍କୁ ଲେଖିଲେ ଚିଠି

ମୁମ୍ବାଇ:‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ହେଲେ ଫିଲ୍ମ ରିଲିଜ୍ ହେଉ ହେଉ ବିବାଦ…

ବନ୍ଦ ହେବ ‘ଦ କପିଲ ଶର୍ମା ସୋ’, ସୁଟ ହେଲା ଚଳିତ ସିଜିନର ଶେଷ ଏପିସୋଡ୍

ମୁମ୍ବାଇ: 'ଦ କପିଲ ଶର୍ମା ସୋ' ଲୋକଙ୍କୁ ବହୁତ ହସାଇଛି। ଏବେ କିନ୍ତୁ ଏହି ସୋ ଶେଷ ହେବାର ସମୟ ଆସିଯାଇଛି। ସୋ’ର ଟିମ୍ ଗୁରୁବାର ଚଳିତ ସିଜିନର ଶେଷ ଏପିସୋଡ୍ ସୁଟ୍ କରିଛି। 'ଦି କପିଲ ଶର୍ମା ସୋ'ରେ ବିନ୍ଦୁ ଭୂମିକାରେ ଅଭିନୟ କରୁଥିବା ସୁମୋନା ଚକ୍ରବର୍ତ୍ତୀ ତାଙ୍କ ଇନଷ୍ଟାଗ୍ରାମ…

ଇତିହାସ ରଚିବ ଫିଲ୍ମ ‘ବୱାଲ’, ଏଫିଲ ଟାୱାରରେ ହେବ ୱାର୍ଲ୍ଡ ପ୍ରିମିୟର

ମୁମ୍ବାଇ: ଅଭିନେତା ବରୁଣ ଧୱନ ଏବଂ ଜାହ୍ନବୀ କପୁର ପ୍ରଥମ ଥର ପାଇଁ 'ବୱାଲ' ଫିଲ୍ମରେ ଏକାଠି ନଜର ଆସିବେ। ସାଜିଦ ନାଡିଆଜୱାଲାଙ୍କ ପ୍ରଡକ୍ସନ୍ ହାଉସ୍ ଅଧୀନରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନୀତେଶ ତିୱାରୀ। ନିର୍ମାତା ଏହି ଚଳଚ୍ଚିତ୍ରକୁ ସର୍ବଭାରତୀୟ ସ୍ତରରେ…

୨୯ରେ ରିଲିଜ୍ ହେବ ‘ପ୍ରିୟେ ତୁ ମୋ ସିଏ’ : ପ୍ରଥମଥର ଏକାଠି ନଜର ଆସିବେ ଅମ୍ଳାନ-ଏଲିନା

ଭୁବନେଶ୍ୱର: ପ୍ରେମ ହେଇଯାଏ କେଉଁଠି, କେମିତି, କେତେବେଳେ.. । ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ । ବେଫିକର ଗରୀବ ପୁଅକୁ ମନରେ ଜାଗା ଦେଇଛି ଜମିଦାରର ଝିଅ । ଏମିତି କାହିଁକି ହେଲା, କେମିତି ହେଲା । କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ ପ୍ରେମିକ ରୂପେ…