Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୫ ମାସର ଗର୍ଭବତୀ ଥିବା ବେଳେ ନଷ୍ଟ ହୋଇଗଲା ମୋର ପିଲା: ଏମିତି କିଛି କହିଲେ ରାଣୀ ମୁଖାର୍ଜୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚମକାଇ ଦେଲା ଭଳି କଥା କହିଛନ୍ତି । ନିକଟରେ ମେଲବର୍ନରେ ଆୟୋଜିତ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ଅବସରରେ ରାଣୀ ଏମିତି କିଛି କହିଛନ୍ତି,ଯାହାକୁ ଶୁଣି ସେଠାରେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ…

ପ୍ରଥମ ଦିନରେ ୪୦ କୋଟି ବ୍ୟବସାୟ କଲା ‘ଗଦର-୨’ , ପ୍ରଶଂସା କଲେ ସଲମାନ

ମୁମ୍ବାଇ: ଅଭିନେତା ସନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ ଶୁକ୍ରବାର ରିଲିଜ୍ ହୋଇଯାଇଛି । ଏଥିରେ ଅଭିନେତା ସନ୍ନି ଦେଓଲ, ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମକୁ ଲୋକେ ବହୁତ ପସନ୍ଦ କରିଛନ୍ତି । ଏହି ଫିଲ୍ମ ରିଲିଜ୍‌ର ପ୍ରଥମ ଦିନରେ…

ଜୱାନର କ୍ଲିପ ଲିକ୍‌, ଏଫଆଇଆର ରୁଜୁ କଲେ ମେକର୍ସ

ମୁମ୍ବାଇ: ପଠାନ ଫିଲ୍ମ ସୁପରହିଟ ହେବା ପରେ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଜୱାନକୁ ନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ତେବେ ଫିଲ୍ମ ରିଲିଜ ହେବାକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ଏହାର କ୍ଲିପ ଲିକ ହୋଇଯାଇଛି । ଯାହାକୁ ନେଇ ମେକର୍ସ ଅସନ୍ତୋଷ ବ୍ୟକ୍ତ କରିବା ସହ ଏ ନେଇ…

ସାରେଗାମାପା ଲିଟିଲ ଚାମ୍ପ: ଶନିବାରରୁ ଆରମ୍ଭ ହେବ ମେଗା ଅଡିସନ୍ , ଗାଲା ରାଉଣ୍ଡ

ଭୁବନେଶ୍ୱର: ଜୀ-ସାର୍ଥକରେ ଆରମ୍ଭ ହୋଇଯାଇଛି ଓଡିଶାର ସବୁଠାରୁ ବଡ ସିିଙ୍ଗିଂ ରିୟଲିଟି ଶୋ ‘ସାରେଗାମାପା ଲିଟିଲ ଚାମ୍ପସ - ଆଜି ଛୋଟ କାଲି ଉସ୍ତାଦ’ । ଶନିବାରରୁ ଆରମ୍ଭ ହେବାକୁ ଯାଉଛି ଏହାର ମେଗା ଅଡିସନ ଏବଂ ଗାଲା ରାଉଣ୍ଡ । ପ୍ରତିଭାର ଏହି ମଞ୍ଚରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା…

କଞ୍ଚା ଲଙ୍କା ସିନେମା ହଲ୍ : ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆ ପ୍ରୟାସ, ରିଲିଜ ହେଲା ‘ଟି’

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆ ପ୍ରୟାସ । ଶୁଭାରମ୍ଭ ହେଲା କଞ୍ଚାଲଙ୍କା ସିନେମା ହଲ । ଓଡ଼ିଶାର ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ‘କଞ୍ଚା ଲଙ୍କା’ ପାରମ୍ପରିକ ସିନେମା ହଲ୍‌ରୁ ଆଉ ପାଦେ ଆଗେଇ ନିଜର ନୂଆ ଟିଭିଓଡି ସର୍ଭିସ୍ ‘କଞ୍ଚା ଲଙ୍କା ସିନେମା ହଲ୍‌’ ଶୁଭାରମ୍ଭ କରିଛି । ପ୍ରଥମ…

ସ୍ୱାମୀଙ୍କୁ ଡନ୍ ଭୂମିକାରେ ଦେଖି ଖୁସିବ୍ୟକ୍ତ କରିଛନ୍ତି ଦୀପିକା

ମୁମ୍ବାଇ: ଫିଲ୍ମ ‘ଡନ୍‌-୩’କୁ ନେଇ ଅଭିନେତା ରଣବୀର ସିଂ ଖୁବ୍ ଚର୍ଚ୍ଚାରେ ଫିଲ୍ମର ଅଫିସିଆଲ ଟିଜର ରିଲିଜ ହୋଇଛି । ଏଥିରେ ରଣବୀର ଡନ୍‌? ଭୂମିକାରେ ନଜର ଆସିଛନ୍ତି । ‘ଡନ୍‌-୩’ରେ ରଣବୀରଙ୍କୁ ଦେଖି ଦୀପିକା ପାଦୁକୋନ ଖୁସି ବ୍ୟକ୍ତ କରିବା ସହ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା…

୧୪ରୁ ଆରମ୍ଭ ହେବ କେବିସି ସିଜିନ୍ ୧୫: ବଦଳିବ ଅମିତାଭଙ୍କ ଲୁକ

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ସବୁଠୁ ଅଧିକ ଲୋକପ୍ରିୟ କୁଇଜ୍ ଶୋ କୌନ ବନେଗା କରୋଡପତି ସିଜିନ୍ ୧୫ ଆସନ୍ତା ୧୪ ତାରିଖରେ ଆରମ୍ଭ ହେବ । ଏଥର କେବିସିରେ ବହୁତ କିଛି ପରିବର୍ତ୍ତନ କରାଯାଇଛି । ସେଟ୍ ଡିଜାଇନଠାରୁ ଆରମ୍ଭ କରି ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ଲୁକ ପର୍ଯ୍ୟନ୍ତ…

ପୁଣି ଚର୍ଚ୍ଚାରେ ଶାବାନା ଆଜ୍‌ମୀ: ଧର୍ମେନ୍ଦ୍ରଙ୍କ ସହ ପୁରୁଣା ଫଟୋ କଲେ ସେୟାର

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’ । ଏହି ଫିଲ୍ମରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ଶାବାନା ଆଜମୀ ଏକ ଚୁମ୍ବନ ଦୃଶ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ପ୍ରାୟ ୧୬ବର୍ଷ ପରେ ପରଦାରେ ଧର୍ମେନ୍ଦ୍ରଙ୍କୁ ଏଭଳି ଦୃଶ୍ୟ କରୁଥିବାର ଦେଖିବାକୁ…

Gadar-2 vs OMG-2: ସୁପର ଫ୍ରାଇଡେରେ ସୁପର ଧମାକା, ରିଲିଜ ହୋଇଛି ଦୁଇ ଦୁଇଟି ଫିଲ୍ମ

ମୁମ୍ବାଇ: ପରଦାକୁ ଆସିଛି ବହୁ ପ୍ରତୀକ୍ଷିତ ଫିଲ୍ମ ଗଦର-୨ ଏବଂ ଓଏମଜି-୨ । ସୁପର ଫ୍ରାଇଡେରେ ସୁପର ଧମାକା କରିବେ ସନ୍ନି ଦେଓଲ୍ ଓ ଅକ୍ଷୟ କୁମାର । ୨୧ ବର୍ଷ ପରେ ଗଦରର ସିକ୍ୱେଲରେ ନଜର ଆସିଛନ୍ତି ସନ୍ନି ଦେଓଲ । ସେହିପରି ଅକ୍ଷୟ କୁମାରଙ୍କ ମହାଦେବ ଅବତାରକୁ OMG 2ରେ ଦେଖିବେ ଦର୍ଶକ ।…

ଖୁବ୍ ଶୀଘ୍ର ବିବାହ କରିବେ ବିଜୟ ଦେବରକୋଣ୍ଡା ! ଇଭେଣ୍ଟରେ କଲେ ଖୁଲାସା କେବେ କରିବେ ବିବାହ

ମୁମ୍ବାଇ : ପାନ୍  ଇଣ୍ଡିଆର ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ଖୁବ୍ ଶୀଘ୍ର ସେ ବିବାହ କରିବାକୁ ଯାଉଛନ୍ତି  ।   ଆମେ ଏକଥା କହୁନୁ , ସେ ନିଜେ ଏକ ଇଭେଣ୍ଟରେ ଖୁଲାସା କରିଛନ୍ତି  । ବତ୍ତର୍ମାନ ସାମନ୍ଥାଙ୍କ ସହ ଏକ ଫିଲ୍ମ ଆସିବାକୁ ଯାଉଛି  । ଯାହାର ନାମ ହେଉଛି ଖୁସି । କେବଳ ତେଲୁଗୁ ଭାଷା…