Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୧୧ ବର୍ଷ ପରେ ବାପା ହେଲେ ରାମଚରଣ

ହାଇଦ୍ରାବାଦ: ଦକ୍ଷିଣ ଭାରତ ଫିଲ୍ମର ଲୋକପ୍ରିୟ କଳାକାର ରାମଚରଣଙ୍କ ପତ୍ନୀ ଉପାସାନା ୧୧ ବର୍ଷ ପରେ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆପୋଲୋ ଡାକ୍ତରଖାନା ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । କନ୍ୟା ସନ୍ତାନର ପିତା ହେବା ନେଇ ରାମଚରଣ ବେଶ ଖୁସି ଅଛନ୍ତି । ରାମଚରଣ-ଉପାସାନାଙ୍କ…

ଫିଲ୍ମ ‘ଆଦିପୁରୁଷ’ ବ୍ୟାନ ନେଇ ଦାବି କଲେ ଅଯୋଧ୍ୟା ସନ୍ଥମାନେ

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଗତ ୧୮ ତାରିଖରେ ରିଲିଜ ହୋଇଯାଇଛି । ରିଲିଜ୍ ହେବା ଦିନଠାରୁ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଫିଲ୍ମର କାହାଣୀ ଏବଂ ସଂଳାପକୁ ନେଇ ସାରା ଦେଶରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି । ଏସବୁ ଭିତରେ ଅଯୋଧ୍ୟା ସନ୍ଥମାନେ ଫିଲ୍ମ…

ବିରୋଧସତ୍ତ୍ୱେ ୩୦୦ କୋଟି ବ୍ୟବସାୟ କଲାଣି ଫିଲ୍ମ ‘ଆଦିପୁରୁଷ’

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଯାଇଛି । ରିଲିଜ୍ ହେଉ ହେଉ ଏହାର ସଂଳାପ ଓ କାହାଣୀକୁ ନେଇ ବିବାଦ ଦେଖାଦେଇଛି । ଏସବୁ ବିବାଦସତ୍ତ୍ୱେ ଫିଲ୍ମ ଭଲ ବ୍ୟବସାୟ କରୁଛି । ରିଲିଜ୍ ହେବାର ମାତ୍ର ୩ ଦିନରେ…

କରଣଙ୍କ ବିବାହରେ ସାମିଲ ହେଲେନି ଜେଜେମାଆ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଗତ ୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କ ପ୍ରେମିକା ଦ୍ରିଶା ଆଚାର୍ଯ୍ୟଙ୍କୁ ବିବାହ କରିଛନ୍ତି । ମୁମ୍ବାଇର ତାଜ ଲ୍ୟାଣ୍ଡସ ଆଣ୍ଡ ହୋଟେଲରେ ଧୁମ୍‌ଧାମ୍‌ରେ ଏହି ବିବାହ ଆୟୋଜିତ ହୋଇଛି । କିନ୍ତୁ…

ଅଜୟ ଦେବଗାନଙ୍କ ମୈଦାନଙ୍କୁ ମିଳୁନି ରିଲିଜ ତାରିଖ

ମୁମ୍ବାଇ: ନିର୍ମାତା ବୋନୀ କାପୁର ଓ ଜି ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ମୈଦାନ ଫିଲ୍ମ ଅଢ଼େଇ ବର୍ଷ ହେବ ରିଲିଜ ପାଇଁ ଅପେକ୍ଷା କରି ବସିଛି । ଅଜୟ ଦେବଗାନ ଅଭିନୀତ ଏହି ସ୍ପୋର୍ଟ୍ସ ଡ୍ରାମା ଏବେ ସିଧା ଓଟିଟିରେ ରିଲିଜ ହେବ ବୋଲି ଖବର ପ୍ରକାଶ ପାଇଛି । ୨୭ ନଭେମ୍ବର ୨୦୨୦ରୁ ଏହାର ରିଲିଜ ତାରିଖ…

ସୁରକ୍ଷା ଲୋଡ଼ିିଲେ ‘ଆଦିପୁରୁଷ’ର ଲେଖକ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଏବେ ବିବାଦ ଲାଗିରହିଛି । ଫିଲ୍ମର କାହାଣୀ ଏବଂ ସଂଳାପକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । ଏହି ସମୟରେ ଫିଲ୍ମର ଲେଖକ ମନୋଜ ମୁନ୍ତାଶିର ମୁମ୍ବାଇ ପୋଲିସର ସୁରକ୍ଷା ଲୋଡିଛନ୍ତି । ନିଜ ଜୀବନ ଉପରେ ବିପଦ…

‘ପୁଷ୍ପା ୨’ରେ ଶ୍ରୀବଲ୍ଲୀ ଭୂମିକାରେ ନଜର ଆସିବା ଅଭିନେତ୍ରୀଙ୍କୁ ୮୦ ଲକ୍ଷ ଟଙ୍କାର ଠକେଇ

ମୁମ୍ବାଇ: ନିକଟରେ ଚଳଚ୍ଚିତ୍ର 'ପୁଷ୍ପା ୨' ରେ ଶ୍ରୀବଲ୍ଲୀ ଭୂମିକାରେ ଅଭିନୟ କରୁଥିବା ରଶ୍ମିକା ମନ୍ଦନା ଠକାମୀର ଶିକାର ହୋଇଛନ୍ତି। ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କୁ ୮୦ ଲକ୍ଷ ଟଙ୍କାର ଠକେଇ କରାଯାଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ମ୍ୟାନେଜର ତାଙ୍କ ସହ ଏହି ଜାଲିଆତି କରିଛନ୍ତି। ଏହା ପରେ…

କୋରିଓଗ୍ରାଫର ରାକେଶ ମାଷ୍ଟରଙ୍କ ଦେହାନ୍ତ, ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକାକୁଳ ପରିବେଶ

ହାଇଦ୍ରାବାଦ: ତେଲୁଗୁ ଇଣ୍ଡଷ୍ଟ୍ରିର ଅନ୍ୟତମ ଜଣାଶୁଣା କୋରିଓଗ୍ରାଫର ରାକେଶ ମାଷ୍ଟରଙ୍କ ଦେହାନ୍ତ ହୋଇଛି। ଦେହାନ୍ତ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ରାକେଶ ମାଷ୍ଟର କିଛି ଦିନ ପୂର୍ବରୁ ବିଶାଖାପାଟନମରେ ସୁଟିଂ କରୁଥିଲେ ଏବଂ ନିକଟରେ ହାଇଦ୍ରାବାଦ ଫେରିଥିଲେ। ସେ ହାଇଦ୍ରାବାଦକୁ…

ଆଲିଆଙ୍କ ପ୍ରଥମ ହଲିଉଡ ଫିଲ୍ମ ‘ହାର୍ଟ ଅଫ ଷ୍ଟୋନ’ର ଟ୍ରେଲର ରିଲିଜ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ତାଙ୍କ ହଲିଉଡ଼ ଫିଲ୍ମକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ବଲିଉଡ଼ ପରେ ଏବେ ସେ ହଲିଉଡ଼ରେ ପ୍ରଥମ ଥର ପାଇଁ ଅଭିନୟ କରିଛନ୍ତି । ଆଲିଆଙ୍କ ପ୍ରଥମ ହଲିଉଡ ଫିଲ୍ମ ‘ହାର୍ଟ ଅଫ ଷ୍ଟୋନ’ର ଟ୍ରେଲର ରିଲିଜ ହୋଇଯାଇଛି । ଏହି ଫିଲ୍ମରେ ସେ ଖଳନାୟିକା…

‘ଆଦିପୁରୁଷ’ର ସୀତା ଭୂମିକାକୁ ପ୍ରତ୍ୟାଖାନ କରିଥିଲେ ଅନୁଷ୍କା

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଯାଇଛି । ଏହି ଫିଲ୍ମ ରିଲିଜ୍ ହେଉ ହେଉ ଦେଖାଦେଇଛି ବିବାଦ । ଏଥିରେ ସାଉଥ ସୁପରଷ୍ଟାର ପ୍ରଭାସ ରାମ ଭୂମିକାରେ ଅଭିନୟ କରିଥିବା ବେଳେ ସୀତା ଭୂମିକାରେ ଅଭିନେତ୍ରୀ କ୍ରିତି ସାନନ ନଜର ଆସିଛନ୍ତି । କ୍ରିତି…