Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମନ୍ନତ ଆଗରେ ଏକାଠି ହେଲେ ପ୍ରଶଂସକ, ଶାହରୁଖଙ୍କ ଷ୍ଟାଇଲ ନକଲ କରି କଲେ ରେକର୍ଡ

ମୁମ୍ବାଇ: ବଲିଉଡ୍‌ର ସବୁ ସୁପରଷ୍ଟାରଙ୍କ ଭିତରୁ କିଙ୍ଗ ଖାନ ଶାହରୁଖ ଖାଁଙ୍କ ଲୋକପ୍ରିୟତା ସବୁଠୁ ଅଧିକ । ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବି ବହୁତ ଅଧିକ । ନିକଟରେ ପ୍ରଶଂସକମାନେ ତାଙ୍କ ବାସଭବନ ‘ମନ୍ନତ’କୁ ଯାଇ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି । ଏହାକୁ ଦେଖି ନିଜେ ଶାହରୁଖ ବିମୁଗ୍ଧ…

ସଞ୍ଜୟ ଦତ୍ତଙ୍କ ପ୍ରଥମ ସ୍ତ୍ରୀ ରିଚା ଶର୍ମା ଥିଲେ ବହୁତ ସୁନ୍ଦର, ଫଟୋ ସେୟାର କଲେ ଝିଅ

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶଲା ଦତ୍ତ ସ୍ୱର୍ଗତ ଅଭିନେତ୍ରୀ ମାତା ରିଚା ଶର୍ମାଙ୍କ ଏକ ଚିତ୍ର ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାକୁ ଦେଖି ପ୍ରଶଂସକ ମଧ୍ୟ ଭାବପ୍ରବଣ ହୋଇଗଲେ। ତେବେ ଏହା ପ୍ରଥମଥର ନିହେଁ ଯେ ତ୍ରିଶଲା ତାଙ୍କ ମା’ଙ୍କ ଫଟୋ ସେୟାର କରିଛନ୍ତି। ଏହା ପୂର୍ବରୁ…

ଫିଲ୍ମ ‘ଆଦିପୁରୁଷ’ କ୍ରିତିଙ୍କୁ କଲା ଲୋକପ୍ରିୟ, ଏବେ ତାଙ୍କ ହାତରେ ଅନେକ ପ୍ରୋଜେକ୍ଟ

ମୁମ୍ବାଇ: ଫିଲ୍ମ ‘ଆଦିପୁରୁଷ’କୁ ନେଇ ଏବେ ବଲିଉଡ ଅଭିନେତ୍ରୀ କ୍ରିତି ସାନନ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଆସନ୍ତା ୧୬ ତାରିଖରେ ରିଲିଜ୍ ହେବ । ଏଥିରେ କ୍ରିିତି ସୀତା ଭୂମିକାରେ ଅଭିନୟ କରିଥିବା ବେଳେ ସାଉଥ ସୁପରଷ୍ଟାର ପ୍ରଭାସ ରାମ ଓ ଶୈଫ ଅଲ୍ଲି ଖାନ୍ ରାବଣ ଭୂମିକାରେ ଅଭିନୟ କରିଛନ୍ତି…

୧୦ ଦିନରେ ୫୦ କୋଟିରୁ ଅଧିକ ରୋଜଗାର କଲା ଫିଲ୍ମ ‘ଜରା ହଟକେ ଜରା ବଚକେ’

ମୁମ୍ବାଇ: ଗତ ୨ ତାରିଖରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଜରା ହଟକେ ଜରା ବଚକେ’ । ଏଥିରେ ଅଭିନେତା ଭିକି କୌଶଲ ଏବଂ ସାରା ଅଲୀ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଦୁଇ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହି ଫିଲ୍ମ ‘ଜରା ହଟକେ ଜରା ବଚକେ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି ।…

ରଜରେ ରିଲିଜ୍ ହେଲା ଅନୁଭବଙ୍କ ନୂଆ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’

ଭୁବନେଶ୍ୱର: ରଜ ଅବସରରେ ରିଲିଜ୍ ହେଲା ଅନୁଭବଙ୍କ ନୂଆ ଓଡ଼ିଆ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ । ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରେମ, ରୋମାନ୍ସ, ସସପେନ୍ସ ଓ ଫାଇଟ୍ ରହିଛି, ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି । ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି…

ଖତରୋଁ କେ ଖିଲାଡ଼ିରେ ଗୁରୁତର ହେଲେ ନାଇରା ବାନାର୍ଜୀ

ମୁମ୍ବାଇ: ଛୋଟପରଦାର ସବୁଠୁ ଅଧିକ ଲୋକପ୍ରିୟ ଶୋ ହେଉଛି ‘ଖତରୋଁ କେ ଖିଲାଡ଼ି’ । ଏହାର ସୁଟିଂ ଏବେ ଦକ୍ଷିଣ ଆଫ୍ରିକାର କେପଡ଼ାଉନ୍‌ରେ ଜୋରସୋରରେ ଚାଲିଛି । ସୁଟିଂ ସମୟରେ ଅନେକ ପ୍ରତିଯୋଗୀ ଆହତ ମଧ୍ୟ ହେଉଛନ୍ତି । ଏସବୁ ମଧ୍ୟରେ ଶୋ’ର ପ୍ରତିଯୋଗୀମାନେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ…

ଓଟିଟିରେ ଧମାଲ କରିବେ କାଜୋଲ

ମୁମ୍ବାଇ: ଓଟିଟିରେ ଧମାଲ କରିବେ ବଲିଉଡ ଅଭିନେତ୍ରୀ କାଜୋଲ । ଏନେଇ ସେ ଏବେ ପୁରା ପ୍ରସ୍ତୁତ । ଖୁବ୍ ଶୀଘ୍ର ସେ ୱେବ ସିରିଜ୍ ‘ଦ ଟ୍ରାଏଲ’ରେ ଡ଼େବ୍ୟୁ କରିବେ । ସୋମବାର ଏହି ସିରିଜ୍‌ର ଟ୍ରେଲର ରିଲିଜ୍ ହୋଇଯାଇଛି । ଟ୍ରେଲରରେ ଦେଖିବାକୁ ମିଳିଛି ଯେ, କାଜୋଲ ଜଣେ ଓକିଲ ଭୂମିକାରେ ଅଭିନୟ…

ନୀତେଶଙ୍କ ରାମାୟଣରେ ରାବଣଙ୍କ ଭୂମିକା କରିବାକୁ ମନା କଲେ ୟଶ

ମୁମ୍ବାଇ: ଫିଲ୍ମ ପ୍ରଡ୍ୟୁସର ମଧୁ ମଂଟେନା ଓ ନୀତେଶ ତିୱାରୀଙ୍କୁ ଶକ୍ତ ଧକ୍କା ଲାଗିଛି । ରାମାୟଣର କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ କେଜିଏଫ ଫେମ ୟଶଙ୍କୁ ରାବଣ ଭୂମିକା ପ୍ରଦାନ କରାଯାଇଥିଲା । ପ୍ରଶଂସକମାନେ ୟଶଙ୍କୁ ରାବଣ ଭାବେ ଦେଖିବାକୁ ଚାହୁଁ ନାହାନ୍ତି ବୋଲି ଅନୁଭବ କରିବା ପରେ ସେ…

ଓଲିଉଡରେ ପୁଣି କାଷ୍ଟିଂକାଉଚ ଅଭିଯୋଗ ଆଣିଲେ ରୂପଶ୍ରୀ ପଣ୍ଡା

ଭୁବନେଶ୍ୱର:ଓଲିଉଡରେ ପୁଣି ସାମ୍ନାକୁ ଆସିଲା କାଷ୍ଟିଂକାଉଚ ଅଭିଯୋଗ । ଅଳ୍ପଦିନ ତଳେ ଅଭିନେତ୍ରୀ ଯସ୍ମିନ ରଥ ଏମିତି ଅଭିଯୋଗ ଆଣିଥିବାବେଳେ ତାଙ୍କ ସମର୍ଥନ କରିଥିଲେ ପ୍ରକୃତି ମିଶ୍ର । ଏବେ ଆଉଜଣେ ଅଭିନେତ୍ରୀ ସମାନ ଅଭିଯୋଗ ଆଣିଛନ୍ତି । ଏଇ ଅଭିନେତ୍ରୀ ଜଣକ ହେଉଛନ୍ତି ରପଶ୍ରୀ ପଣ୍ଡା।…

କରଣ ଦେଓଲଙ୍କ ପ୍ରିୱେଡିଂ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ଧର୍ମେନ୍ଦ୍ର

ମୁମ୍ବାଇ: ଆଜିକାଲି ଅଭିନେତା ଧର୍ମେନ୍ଦ୍ର ବହୁତ ଖୁସି ଅଛନ୍ତି। କାରଣ ଧର୍ମେନ୍ଦ୍ରଙ୍କ ଘରେ ବାଜିବ ଶାହାନାଇ। ଧର୍ମେନ୍ଦ୍ରଙ୍କ ନାତି କରଣ ଦେଓଲ ବର ହେବାକୁ ଯାଉଛନ୍ତି। ଖବର ଅନୁଯାୟୀ, ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଜୁନ୍ ୧୮ ତାରିଖରେ ଦିଶା ଆଚାର୍ଯ୍ୟଙ୍କୁ ବିବାହ କରିବାକୁ ଯାଉଛନ୍ତି।…