Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଲୋକପ୍ରିୟ ମାଲାୟାଲମ ସିନେମା ଅଭିନେତା କଜାନ ଖାନଙ୍କର ହୃଦ୍‌ଘାତରେ ପରଲୋକ

ଥିରୁଭନନ୍ତୁପୁରମ: ଲୋକପ୍ରିୟ ମାଲାୟାଲମ ସିନେମାରେ ଖଳନାୟକ ଚରିତ୍ରରେ ଅଭିନୟ କରି ଖୁବ୍‌ ଲୋକପ୍ରିୟ ହୋଇଥିବା ଅଭିନେତା କଜାନ ଖାନଙ୍କ ପରଲୋକ ହୋଇଛି। ସୋମବାର ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ପ୍ରଡକ୍ସନ୍ କଣ୍ଟ୍ରୋଲର୍ ତଥା ନିର୍ମାତା ଏନଏମ୍ ବାଦୁଶା ସୋସିଆଲ ମିଡିଆ…

ନେହାଙ୍କ ଜନ୍ମ ଦିନକୁ ଆସିଲେନି ରୋହନପ୍ରିତ

ମୁମ୍ବାଇ: ବଲିଉଡ ଗାୟିକା ନେହା କକ୍କର ଏବେ ଖୁବ୍ ଚର୍ଚ୍ଚାରେ । କାରଣ ନିକଟରେ ତାଙ୍କର ୩୫ତମ ଜନ୍ମଦିନ ଧୁମଧାମରେ ପାଳନ କରିଛନ୍ତି । ହେଲେ ଜନ୍ମଦିନରେ ତାଙ୍କ ସ୍ୱାମୀ ରୋହନପ୍ରିତ ଅନୁପସ୍ଥିତ ଥିଲେ । ଏହାକୁ ନେଇ ପ୍ରଶଂସକମାନେ ଅନେକ ପ୍ରଶ୍ନ କରିଛନ୍ତି । କିନ୍ତୁ ନେହା ଏ ସମ୍ପର୍କରେ କିଛି…

ଓଡ଼ିଆ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ ର ପ୍ରି-ରଜ ସେଲିବ୍ରେସନ

ଭୁବନେଶ୍ୱର: ରଜ ଅବସରରେ ତଥା ଜୁନ୍ ୧୩ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଫିଲ୍ମ "ଲଭ ଇନ ଲଣ୍ଡନ’ । ଏଥିରେ ଅଭିନେତା ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ସ୍ୱପ୍ନା ପ୍ରିୟଦର୍ଶିନୀ ଓ ସୌମ୍ୟା ସଚ୍ଚଦେବା । ଏଥିରେ…

୪ର୍ଥ ଥର ପାଇଁ ବାପା ହେଲେ ପ୍ରଭୂ ଦେବା

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ଲୋକପ୍ରିୟ କଳାକାର ପ୍ରଭୂ ଦେବା ୪ର୍ଥ ଥର ପାଇଁ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ୨୦୨୦ରେ ହିମାନୀଙ୍କ ସହ ପ୍ରଭୂଦେବା ଦ୍ୱିତୀୟ ବିବାହ କରିଥିଲେ । ଏବେ ସେମାନଙ୍କ କନ୍ୟା ସନ୍ତାନ ହୋଇଛି । ପ୍ରଥମ ପତ୍ନୀଙ୍କ ଆଡୁ ତାଙ୍କର ୩ଟି ସନ୍ତାନ ଅଛନ୍ତି । ୧୯୯୫ରେ…

ଝିଅର ‘ମୁଖେ ଭାତ୍‌’ ପାଳିଲେ ବିପାଶା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ବିପାଶା ବସୁ ବିବାହର ୬ ବର୍ଷ ପରେ ମାଆ ହୋଇଛନ୍ତି । ତେଣୁ ଅଭିନୟ ଦୁନିଆରୁ ଦୂରେଇ ରହି ନିଜ ଝିଅକୁ ସମୟ ଦେଉଛନ୍ତି । ଏଭଳି ପରିସ୍ଥିତିରେ ସେ ନିଜ ଝିଅ ଦେବୀର ପ୍ରତ୍ୟେକ ସମାରୋହକୁ ଏକ ବିଶେଷ ଉତ୍ସବରେ ପାଳନ କରୁଛନ୍ତି । ନିକଟରେ ଝିଅର ‘ମୁଖେ ଭାତ୍‌’ ତଥା…

୪୮ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ପ୍ରଯୋଜକ ମଧୁ ମଣ୍ଟେନା

ମୁମ୍ବାଇ: ୪୮ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ପ୍ରଯୋଜକ ମଧୁ ମଣ୍ଟେନା । ତାଙ୍କଠାରୁ ୯ ବର୍ଷର ଈରା ତ୍ରିବେଦୀଙ୍କୁ ବିବାହ କରିଛନ୍ତି । ମୁମ୍ବାଇରେ ଆୟୋଜିତ ଏହି ବିବାହ ଉତ୍ସବରେ ଅନେକ ଅଭିନେତା,ଅଭିନେତ୍ରୀ, ପ୍ରଯୋଜକ, ଡ଼ାଇରେକ୍ଟରଙ୍କ ସହ ବହୁ ସମ୍ପର୍କୀୟ ଯୋଗ ଦେଇଥିଲେ । ଏହି…

ଓଟିଟିରେ ରିଲିଜ ହେବ ନୱାଜୁଦ୍ଦିନ ସିଦ୍ଦିକି ଓ ଅବନୀତ୍ କୌରଙ୍କ ଫିଲ୍ମ ‘ଟିକୁ ୱେଡ୍ସ ଶେରୁ’

ମୁମ୍ବାଇ: ବଲିଉଡର ନିର୍ଭୀକ ଅଭିନେତ୍ରୀ କଙ୍ଗନା ରଣାୱତ ନିଜର ବୟାନବାଜି ଯୋଗୁଁ ସର୍ବଦା ଲାଇମଲାଇଟର ଶୀର୍ଷରେ ଥାନ୍ତି। ଏଥି ସହିତ କଙ୍ଗନାଙ୍କ ନାମ ଏବେ ଆଲିଆ ଭଟ୍ଟ, ଦୀପିକା ପାଦୁକୋନ, ତାପସୀ ପନ୍ନୁ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଭଳି କିଛି ଭାରତୀୟ ଅଭିନେତ୍ରୀଙ୍କ ସହ ମଧ୍ୟ ଜଡିତ…

ଫିଲ୍ମ ‘ଦି ଆର୍ଚିଜ୍’ ର ନୂଆ ପୋଷ୍ଟର ରିଲିଜ, ନଜର ଆସୁଛନ୍ତି ଅନେକ ଷ୍ଟାର କିଡ୍ସ

ମୁମ୍ବାଇ: ବଲିଉଡ ତାରକାଙ୍କ ପ୍ରଶଂସକମାନେ ଷ୍ଟାର କିଡ୍ସଙ୍କ ଫିଲ୍ମ ଦେଖିବା ପାଇଁ ବହୁତ ଅପେକ୍ଷା କରନ୍ତି। ଷ୍ଟାର୍ କିଡ୍ସଙ୍କ ଫିଲ୍ମରୁ ପ୍ରଶଂସକମାନେ ଅନୁମାନ କରନ୍ତି ଯେ ନିଜ ପିତାମାତାଙ୍କ ପରି ଅଭିନୟ ଜଗତରେ ସେମାନେ ମଧ୍ୟ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିବେ। ଗତ କିଛି ବର୍ଷ ଧରି…

ଶାଢିରେ କ୍ରିତି,ସୋସିଆଲ ମିଡ଼ିଆରେ ସେୟାର କଲେ ଫଟୋ

ମୁମ୍ବାଇ: ଫିଲ୍ମ ‘ଆଦିପୁରୁଷ’କୁ ନେଇ ଅଭିନେତ୍ରୀ କ୍ରିତି ସାନନ ଏବେ ଖୁବ୍ ଚର୍ଚ୍ଚାରେ । ଏବେ ସେ ଫିଲ୍ମର ପ୍ରମୋଶନକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ନିକଟରେ ସେ ତାଙ୍କର ଏକ ଲାଟେଷ୍ଟ ଫଟୋ ସୋସିଆଲ ମିଡ଼ିଆରେ ସେଶୟାର କରିଛନ୍ତି, ଯାହାକୁ ତାଙ୍କର ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି ।…

ଧର୍ମେନ୍ଦ୍ରଙ୍କ ନାତି କରଣଙ୍କ ବିବାହ ୧୮ରେ, ପ୍ରସ୍ତୁତି ଚାଲିଛି ଜୋରସୋରରେ

ମୁମ୍ବାଇ: ବଲିଉଡର ଭେଟରାନ ଅଭିନେତା ଧର୍ମେନ୍ଦ୍ରଙ୍କ ନାତି ତଥା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲଙ୍କ ବିବାହ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ । ବିବାହ ଖୁବ୍ କମ ଦିନ ଥିବାରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏନେଇ ଧର୍ମେନ୍ଦ୍ରଙ୍କ ଜୁହୁସ୍ଥିତ ଘରକୁ ସୁନ୍ଦର ଭାବେ ସଜ୍ଜାଯାଉଛି ।…