Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପତ୍ନୀଙ୍କ ଫିଲ୍ମରେ ଅଭିନୟ କରିବେ କି ଧୋନୀ !

ମୁମ୍ବାଇ: କ୍ୟାପଟେନ କୁଲ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀ ପତ୍ନୀ ସାକ୍ଷୀଙ୍କ ସହ ଏକ ପ୍ରଡକ୍ସନ କମ୍ପାନୀ ଖୋଲିଛନ୍ତି । ଧୋନୀ ଏଂଟରଟେନମେଂଟସ ନାମକ ଏହି କମ୍ପାନୀ ତାମିଲ ଭାଷାରେ ଲେଟସ ଗେଟ ମ୍ୟାରେଡ ନାମକ ଏକ ଫିଲ୍ମ ନିର୍ମାଣ କରୁଛନ୍ତି । ରମେଶ ଥାମିଲମାନୀ ଏହାର ନିର୍ଦ୍ଦେଶନ ଦେଇଛନ୍ତି…

୪୦ ବର୍ଷ ବୟସରେ ୩ ସନ୍ତାନ: ଆଉ ମାଆ ହେବାକୁ ଚାହୁଁ ନାହାନ୍ତି ଦଲଜିତ୍

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦଲଜିତ୍ କୌର ଗତ ମାର୍ଚ୍ଚରେ ଦ୍ୱିତୀୟ ବିବାହ କରିଥିଲେ । ଲଣ୍ଡନରେ ରହୁଥିବା ବ୍ୟବସାୟୀ ନିଖିଲ ପଟେଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଏବେ ସେ ତାଙ୍କ ଜୀବନକୁ ଉପଭୋଗ କରୁଛନ୍ତି । ୪୦ ବର୍ଷ ବୟସରେ ମୋର ୩ଟି ପିଲା ଅଛନ୍ତି । ଆଉ ମାଆ ହେବାକୁ…

ହସ୍‌ପିଟାଲରୁ ୯ଦିନ ପରେ ଘରକୁ ଫେରିଲେ ମୌନି

ମୁମ୍ବାଇ: ହସ୍‌ପିଟାଲରୁ ୯ଦିନ ପରେ ଚିକିତ୍ସିତ ହୋଇ ଘରକୁ ଫେରିଲେ ଜଣାଶୁଣା ଅଭିନେତ୍ରୀ ମୌନି ରଏ । ଅସୁସ୍ଥତା କାରଣରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏବେ ସୁସ୍ଥ ଅଛନ୍ତି, ଘରକୁ ଫେରିଛନ୍ତି ବୋଲି ସେ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ସେୟାର କରିଛନ୍ତି । ଏହା ଜାଣିବା ପରେ…

ଅନୀସଙ୍କ ‘ଏକ ସାଥ ଦୋ ଦୋ’ରେ ଅଭିନୟ କରିବେ ଶାହୀଦ

ମୁମ୍ବାଇ: ଶାହୀଦ କାପୁର ନିକଟରେ ଫର୍ଜି ୱେବ ସିରିଜ ମାଧ୍ୟମରେ ଓଟିଟି ଡେବ୍ୟୁ କରିଛନ୍ତି । ଦର୍ଶକ ମଧ୍ୟ ଏହାକୁ ବେଶ ପସନ୍ଦ କରିବାରେ ଲାଗିଛନ୍ତି । ଏବେ ସେ ଅନୀସ ବଜମୀଙ୍କ ନୂତନ ଫିଲ୍ମରେ କାମ କରିବା ନେଇ ଚୂଡାନ୍ତ ହୋଇଛି । ଫିଲ୍ମର ନାମ ଏକ ସାଥ ଦୋ ଦୋ ରଖାଯାଇଛି । ଏହାକୁ ୧,୭, ୨୨ ରୂପେ…

ଗୀତା କହିବାକୁ ନେଇ ବିବାଦ ଘେରରେ ଫିଲ୍ମ ‘ଓପେନହାଇମର’: ଦର୍ଶକ କହିଲେ-‘ଏହା ହିନ୍ଦୁ ଧର୍ମର ଅସମ୍ମାନ’

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ହଲିଉଡ଼ ଚଳଚ୍ଚିତ୍ର ଓପେନହାଇମର । ଦୁନିଆର ସବୁଠୁ ବଡ ନିର୍ଦ୍ଦେଶକ କ୍ରିଷ୍ଟୋଫର ନୋଲନ ଫିଲ୍ମ ‘ଓପେନହାଇମର’ ସହିତ ବକ୍ସ ଅଫିସରେ ଧମାଲ କରିଛନ୍ତି। ରିଲିଜ ହେବା ପରେ ୨୦୨୩ର ଏହା ସବୁଠୁ ବଡ଼ ଫିଲ୍ମ କୁହାଯାଉଥିବା ବେଳେ ଏହାର କ୍ରେଜ ସାରା ଭାରତରେ…

ଆଜି ଜାତୀୟ ପ୍ରସାରଣ ଦିବସ: ଜାଣନ୍ତୁ କଣ ଅଛି ଏବର୍ଷର ଥିମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜୁଲାଇ ୨୩ କୁ ଭାରତରେ ଜାତୀୟ ପ୍ରସାରଣ ଦିବସ ବାର୍ଷିକ ଉତ୍ସବ ଭାବେ ପାଳନ କରାଯାଇଥାଏ । ଏହି ଦିନଟି ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଭାରତୀୟ ନାଗରିକମାନଙ୍କ ଜୀବନରେ ରେଡିଓର ପ୍ରଭାବ ବିଷୟରେ ମନେ ପକାଇବା । ଭାରତରେ ରେଡିଓ ପ୍ରସାରଣ ୮୭ ବର୍ଷରୁ ଅଧିକ ସମୟ ହୋଇଛି।…

ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ ‘ନିୟତି’ : ସମସାମୟିକ ଘଟଣା ଉପରେ ଆଧାରିତ

ଭୁବନେଶ୍ୱର : ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ ‘ନିୟତି' । ଏସ୍ ଥ୍ରୀ ମୁଭିଜ ସହିତ ରିସା ଫିଲ୍ମସର ପ୍ରଯୋଜନା ଏବଂ ସମରେଶ ରାଉତରାୟଙ୍କ ପ୍ରସ୍ତୁତି ରେ ନିର୍ମିତ ହୋଇଥିବା ଓଡ଼ିଆ ଫିଲ୍ମ ନିୟତି ଶୁକ୍ରବାର ସାରା ଓଡିଶାର କୋଡିଏଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଫିଲ୍ମରେ ସାନୁ ମୁଖ୍ୟ…

କମେଡିଆନ ଚାର୍ଲି ଚାପଲିନଙ୍କ ଝିଅଙ୍କ ପରଲୋକ

ନୂଆଦିଲ୍ଲୀ:ବିଶ୍ୱବିଖ୍ୟାତ କମେଡିଆନ ଚାର୍ଲି ଚାପଲିନଙ୍କ ଝିଅ ତଥା ଅଭିନେତ୍ରୀ ଜୋସେଫିନ ଚାପଲିନଙ୍କର ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ପ୍ୟାରିସରେ ରହୁଥିବା ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ, ଜୋସେଫିନଙ୍କର ମୃତ୍ୟୁ ଜୁଲାଇ ୧୩ ତାରିଖରୁ…

ପ୍ରଭାସଙ୍କ ଫିଲ୍ମ ‘ପ୍ରୋଜେକ୍ଟ କେ’ ବଦଳି ଏବେ ହେଲା ‘କଲ୍‌କି ୨୮୯୮ ଏଡି’

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ତାଙ୍କ ଆଗାମୀ ଫିଲ୍ମ ‘ପ୍ରୋଜେକ୍ଟ କେ’କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ବିଗ୍ ବି ଅମିତାଭ ବଚ୍ଚନ, ଅଭିନେତ୍ରୀ ଦୀପିକା ପାଦୁକୋନ ଓ ସୁପରଷ୍ଟାର କମଲ ହସନ ମୁଖ୍ୟ ଭୂମିକାରେ ନଜର ଆସିବେ । ହେଲେ ରିଲିଜ୍ ପୂର୍ବରୁ ଏହି…

୬ ମାସ ପାଇଁ କାମରୁ ବିରତି ନେଲେ ସାମନ୍ଥା

ମୁମ୍ବାଇ: ୬ ମାସ ପାଇଁ କାମରୁ ବିରତି ନେଲେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ସମାନ୍ଥା ରୁଥ ପ୍ରଭୁ । ନିଜ ସ୍ୱାସ୍ଥ୍ୟକୁ ନଜରରେ ରଖି ତାଙ୍କର ସବୁ କାମ ଶେଷ କରି ପ୍ରାୟ ୬ ମାସ ସେ କାମରୁ ବିରତି ନେଇଛନ୍ତି । ଏହି ସମୟ ମଧ୍ୟରେ ସେ ସମ୍ପୂର୍ଣ୍ଣ ବିଶ୍ରାମ ନେବା ସହ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ…