Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସିଂହବାହିନୀରେ ଯାତ୍ରା କରିବେ ପିୟୂଷ

କଟକ : କିଛି ଦିନର ନିରବତା ପରେ ପୁଣିଥରେ ବଡ ବୟାନ ଦେଇଛନ୍ତି ଯାତ୍ରାଜଗତର ଚର୍ଚ୍ଚିତ ଖଳନାୟକ ପୀୟୂଷ । ଆସନ୍ତା ଦଶହରାରୁ ପୁଣିଥରେ ମଞ୍ଚକୁ ଓହ୍ଲାଇବେ ବୋଲି ସ୍ପଷ୍ଟ କରିଛନ୍ତି । ଗଣମାଧ୍ୟମ ଆଗରେ ସିଂହବାହିନୀରେ କାମ କରିବେ ବୋଲି ନିଜେ ସ୍ପଷ୍ଟ କରିଛନ୍ତି । ବର୍ଷେ ବିଶ୍ରାମ ପାଇଁ ଆଗରୁ ସେ…

ବିମୋହିତ କରିଛନ୍ତି ଆହାନ-ଅନୀତ: ୫୦ ବର୍ଷ ମଧ୍ୟରେ ନମ୍ବର ୧ ବନିଲା ‘ସୈୟାରା’….

ମୁମ୍ବାଇ: ସୈୟାରା ଏବେ ପୂରା ଦେଶକୁ ବିଭୋର କରିଛି । ସୈୟାରା ଗୀତରେ ଛୁମୁଛି ସାରା ବିଶ୍ବ । ମୋହିତ ସୁରିଙ୍କ ଫିଲ୍ମ 'ସୈୟାରା' ୫ମ ଦିନରେ ୧୩୨ କୋଟି ପାର୍ କରିଛି । ଯାହା ବୋଧେ ବଲିଉଡରେ କୌଣସି ଡେବ୍ୟୁଡାଣ୍ଟ ଫିଲ୍ଣରେ ପ୍ରଥମ । ଆଉ ପ୍ରଥମ ସପ୍ତାହର ୪ ଦିନରେ ହିଁ ୧୦୦ କୋଟି…

ନାଣ୍ଡୁ ବାବୁଙ୍କ ଯାତ୍ରାମଞ୍ଚରେ ଅଜଗର ସାପ

ପୁଣିଥରେ ଅଡୁଆରେ ଫସିଛନ୍ତି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ । ଯାତ୍ରା ପାର୍ଟିରେ ସେ ବିବାଦୀୟ ମାଲିକ ଭାବେ ବେସ ପରିଚିତ । କୌଣସି ନା କୌଣସି କାରଣକୁ ନେଇ ସେ ସବୁବେଳେ ଭିନ୍ନ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣିଥରେ ବିବାଦ ଘେର ଭିତରକୁ ଫସିଯାଇଛନ୍ତି ନାଣ୍ଡୁବାବୁ ।…

ଏକାଠି ନଜର ଆସିବେ ଅକ୍ଷୟ ଏବଂ ଅଜୟଙ୍କ ପତ୍ନୀ, ଏହି ଶୋରେ କରିବେ ଧମାଲ….

ମୁମ୍ବାଇ: ନିଜର ସ୍ପଷ୍ଟଭାଷା ଏବଂ ବେବାକ୍ କଥା ପାଇଁ ବେଶ୍ ପରିଚିତ୍ ଏହି ବଲିଉଡ ଆକ୍ସନ ହିରୋଙ୍କ ପତ୍ନୀ । ଟକ୍ ଶୋ ହେଉକି ଇଣ୍ଟରଭି୍ୟୁ, ସବୁଥିରେ ନିଜର ଅନ୍ଦାଜ୍ ପାଇଁ ବେଶ୍ ଚର୍ଚ୍ଚାରେ ଥାଆନ୍ତି ଏହି ଦୁଇ ଜଣ । ଆଉ ଯଦି ଏହି ଦୁଇ ଜଣ ଏକାଠି ହେବେ, ତେବେ ଧମାକା ତ ନିଶ୍ଚିତ । ଆମେ…

ତେଲୁଗୁ ସିନେମାକୁ ପୁଣି ଫେରୁଛନ୍ତି ଅଭିନେତ୍ରୀ ସାମନ୍ଥା

ଚେନ୍ନାଇ: ସାଉଥ୍ ହିରୋଇନ୍ ସାମନ୍ଥା ହରର କମେଡି ଫିଲ୍ମ 'ଶୁଭମ' ଜରିଆରେ ପ୍ରଯୋଜକ ଭାବରେ ଡେବ୍ୟୁ କରିଥିଲେ ଓ ଏଥିରେ ସେ ଏକ କ୍ୟାମିଓ ଭୂମିକାରେ ନଜର ମଧ୍ୟ ଆସିଥିଲେ।ଆଉ ଏବେ ସେ ଏକ ଟଲିଉଡ୍ ଫିଲ୍ମ ପ୍ରଯୋଜନା କରିବାକୁ ଯାଉଛନ୍ତି। ଯେଉଁଥିରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ। ୨୦୧୯ରେ…

‘ସୈୟାରା’ର ରେକର୍ଡ ବ୍ରେକିଂ କେଲକ୍ସନ: ଯିଏ ଦେଖିଲା ସେ ତାଳି ମାରିଲା.. କିନ୍ତୁ କପି ହୋଇଥିବା ଅଭିଯୋଗ

ଭୁବନେଶ୍ୱର: ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ସୈୟାରା ଜୁଲାଇ ୧୮ରେ ମୁକ୍ତିଲାଭ କରି ମାତ୍ର ତିନି ଦିନରେ ୮୩ କୋଟି ଟଙ୍କା ଆୟ କରି ବକ୍ସ ଅଫିସରେ ଇତିହାସ ରଚିଛି। ନୂଆ ମୁହଁ ଅହାନ ପାଣ୍ଡେ ଓ ଅନୀତ ପଡ୍ଡାଙ୍କ ଅଭିନୀତ ଏହି ରୋମାଣ୍ଟିକ କାହାଣୀ ୨୦୨୫ର ଶ୍ରେଷ୍ଠ ପାଞ୍ଚଟି…

କପିଲ ଶର୍ମା ଶୋ ଅଧାରୁ କାହିଁକି ପଳାଇଲେ ପରିଣୀତି ଚୋପ୍ରା ଓ ରାଘବ ଚଡ୍ଡା

ମୁମ୍ବାଇ: କପିଲ ଶର୍ମା ବର୍ତ୍ତମାନ୍ ନିଜର କମେଡି ଶୋ ପାଇଁ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ୍ ସେ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ର ତୃତୀୟ ସିଜିନ୍ ର ସୁଟିଂ ଆରମ୍ଭ କରିସାରିଛନ୍ତି। ତାଙ୍କ ଶୋକୁ ଅନେକ ସେଲେବ୍ରିଟୀ ମଧ୍ୟ ଆସୁଛନ୍ତି। ନିକଟରେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା…

ଫିଲ୍ମ ‘ଡନ୍’ର ନିର୍ଦ୍ଦେଶକ ଚନ୍ଦ୍ର ବାରୋଟଙ୍କ ଦେହାନ୍ତ, ଶୋକରେ ବଲିଉଡ ଇଣ୍ଡଷ୍ଟ୍ରୀ

ମୁମ୍ବାଇ: ପରଲୋକରେ ବଲିଉଡକୁ ପ୍ରଥମ ‘ଡନ୍’ ଫିଲ୍ମ ଭେଟି ଦେଇଥିବା ନିର୍ଦ୍ଦେଶକ ଚନ୍ଦ୍ର ବାରୋଟଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ୧୯୭୮ ମସିହାରେ ‘ଡନ୍’ ଫିଲ୍ମ ତିଆରି କରିଥିଲେ । ଆଉ ଏହି ଗୋଟିଏ ଫିଲ୍ମ ତାଙ୍କର ଯାହା ସୁପର ଡୁପର ହିଟ୍ ହୋଇଥିଲା । ନିର୍ଦ୍ଦେଶକଙ୍କ ନିଧନ ପରେ…

ଷ୍ଟେରିଓଟାଇପ୍ସକୁ ଭାଙ୍ଗିଲେ ମୋହନଲାଲ୍: ଅଳଙ୍କାର ବିଜ୍ଞାପନରେ ନାରୀତ୍ୱକୁ ଦେଲେ ସୁନ୍ଦର ସ୍ପର୍ଶ….

ମୁମ୍ବାଇ: ପୁଣି ଥରେ ମୋହନଲାଲ ପ୍ରମାଣ କରି ଦେଖେଇଛନ୍ତି ଯେ ତାଙ୍କୁ କାହିଁକି ଭାରତୀୟ ସିନେମାର ସର୍ବୋତ୍ତମ ବ୍ୟକ୍ତିତ୍ୱ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ । ସଦ୍ୟ ପ୍ରକାଶିତ ଏକ ଅଳଙ୍କାର ବିଜ୍ଞାପନରେ, କିମ୍ବଦନ୍ତୀ ଅଭିନେତା ଏକ ଚୋରି ଦୃଶ୍ୟ ଅଭିନୟ କରି ପୂରା ଇଣ୍ଟରନେଟର ମନ…

ସ୍ୱାମୀ ସିନ୍ଦୁରକୁ ଭରଷା ନାହିଁ

ଆଉ କିଛି ଦିନ ପରେ ଖୋଲା ମଞ୍ଚରେ ଅଭିନୟ କରିବେ କଳାକାର । ସେଥିପାଇଁ ଏବେ ବିଭିନ୍ନ ଯାତ୍ରାପାର୍ଟିରେ ଚାଲିଛି ରିହଲସେଲ । କଳାକାରମାନେ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଯଥା ସମ୍ଭବ ସେମାନଙ୍କର ଚେଷ୍ଟା ଚଳାଇଛନ୍ତି । ଯାତ୍ରା ଲେଖକ ଦର୍ଶକଙ୍କ ମନପସନ୍ଦ କାହାଣୀ ଲେଖିଥିବା ବେଳେ ନିର୍ଦ୍ଦେଶକ…