Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଦର୍ଶକଙ୍କ ମନ ଜିତିଲା’ମନ୍ତ୍ର ମୁଗ୍ଧ’, ପ୍ରଥମ ଦିନରେ କଲା ୨୧.୫୧ ଲକ୍ଷ ରୋଜଗାର

ଭୁବନେଶ୍ବର:ବହୁ ପ୍ରତିକ୍ଷୀତ ଫିଲ୍ମ 'ମନ୍ତ୍ର ମୁଗ୍ଧ'ଫିଲ୍ମ ମେ ୧ ରେ ରିଲିଜ ହୋଇଥିବା ବେଳେ ସିନେମାଘରେ ଭିଡ଼ ଦେଖିବାକୁ ମିଳିଛି । ହରର ସହ କମେଡି ଫିଲ୍ମ ହୋଇଥିବାରୁ ଲୋକଙ୍କୁ ବେଶ ମନୋରଞ୍ଜନ କରୁଛି । ତେବେ ଫିଲ୍ମ ପ୍ରଥମ ଦିନରେ ମଧ୍ୟ ଭଲ ରୋଜଗାର କରିଛି । ନିର୍ମାତା ଫିଲ୍ମର କଲେକ୍ସନ…

Salman Khan in ‘Raja Shivaji’: ‘ରାଜା ଶିବାଜୀ’ରେ ସଲମାନଙ୍କ ଧମାକା

ମୁମ୍ବାଇ: ଥିଏଟରରେ ‘ରାଜା ଶିବାଜୀ’ ପହଞ୍ଚିବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ସଲମାନ ଖାନଙ୍କ ଲୁକ୍। ଏହି ଚଳଚ୍ଚିତ୍ରରେ ସଲମାନ ବୀର ଯୋଦ୍ଧା ଜୀବା ମହାଲେଙ୍କ ଚରିତ୍ରରେ ଏକ ସ୍ପେଶାଲ କ୍ୟାମିଓ କରିଛନ୍ତି। ପାରମ୍ପରିକ ମରାଠା ପୋଷାକ, ନିଶ ଏବଂ ମୁଣ୍ଡରେ ଗେରୁଆ ପଗଡ଼ି…

ଧୂରନ୍ଧର ସ୍କ୍ରିପ୍ଟ ଚୋରି ବିବାଦ ସହିତ ଜଡିତ ୨ଟି ପୃଥକ ମାମଲାରେ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ଆଶ୍ୱସ୍ତି

ମୁମ୍ବାଇ: ଧୂରନ୍ଧର ସ୍କ୍ରିପ୍ଟ ଚୋରି ବିବାଦ ସହିତ ଜଡିତ ଦୁଇଟି ପୃଥକ ମାମଲାରେ ଗୁରୁବାର ପ୍ରଯୋଜକ-ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ଆଶ୍ୱସ୍ତି ମିଳିଛି । ପ୍ରଥମେ, ଧୂରନ୍ଧରଙ୍କୁ ପ୍ରଦାନ କରାଯାଇଥିବା କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC) ପ୍ରମାଣପତ୍ର ବାତିଲ କରିବା ପାଇଁ ପ୍ରଯୋଜକ…

କାହା ଅପେକ୍ଷାରେ ନୀତୁ ଚନ୍ଦ୍ରା ?

ମୁମ୍ବାଇ:"ମୁଁ କୌଣସି ବ୍ରେକ୍ ନେଇନାହିଁ, ମୁଁ କେବଳ ଏକ ଭଲ କାହାଣୀର ଅପେକ୍ଷାରେ ଅଛି" - ଏହା କହିଛନ୍ତି ଅଭିନେତ୍ରୀ ନୀତୁ ଚନ୍ଦ୍ରା। 'ଗରମ ମସଲା', 'ଟ୍ରାଫିକ୍ ସିଗନାଲ୍' ଏବଂ 'ଓଏ ଲକି ! ଲକି ଓଏ !' ପରି ଚଳଚ୍ଚିତ୍ର ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନୀତୁ ଏବେ…

ହୁମାଙ୍କ ‘ଏପ୍ରିଲ୍ ଡମ୍ପ’ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହୁମା କୁରେଶୀ ଏବେ ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚାରେ । ଏପ୍ରିଲ ମାସ ଶେଷ ହେବା ପରେ ହୁମା ଟିକେ ଭାବପ୍ରବଣ ହୋଇ ନିଜ ପ୍ରଶଂସକଙ୍କ ସହ ଗତ ମାସର କିଛି ସ୍ମୃତି ବାଣ୍ଟିଛନ୍ତି। ପଲକ ପକାଉ ପକାଉ ସମୟ କେମିତି ହାତରୁ ଖସିଗଲା, ସେ ନେଇ…

Tumbbad 2:ଏହି ଦିନ ମୁକ୍ତିଲାଭ କରିବ ସୋହମ ଶାହଙ୍କ ବ୍ଲକବଷ୍ଟର ଫିଲ୍ମର ସିକ୍ୱେଲ୍

ନୂଆଦିଲ୍ଲୀ:ହରର-ଥ୍ରିଲର 'ତୁମ୍ବାଡ' ସିକ୍ୱେଲ, 'ତୁମ୍ବାଡ 2' ପରଦାରେ ପୁଣି ଧମାକା କରିବ । "ତୁମ୍ବାଡ 2"ର ନିର୍ମାତା ଫିଲ୍ମର ରିଲିଜ ତାରିଖ ପ୍ରକାଶ କରିଛନ୍ତି । ୨୦୧୮ ମସିହାରେ "ତୁମ୍ବାଡ" ନାମକ ଏକ ହରର-ଥ୍ରିଲର ଚଳଚ୍ଚିତ୍ର ମୁକ୍ତିଲାଭ ହୋଇଥିଲା। ସେହି ସମୟରେ ଏହି ଚଳଚ୍ଚିତ୍ରଟି ବକ୍ସ…

“ଦୃଶ୍ୟମ ୩”ର ଦମଦାର ଟିଜର ରିଲିଜ୍, ଏହି ଦିନ ପରଦାକୁ ଆସିବ ଫିଲ୍ମ…

ମୁମ୍ବାଇ: ରିଲିଜ ହେଲା "ଦୃଶ୍ୟମ ୩"ର ଦମଦାର ଟିଜର । ଏହି ଫିଲ୍ମ ଘୋଷଣା ପର ଠାରୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏଥିସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ କରାଯାଇଛି । ନିର୍ମାତାମାନେ ମାଲାୟଲମ ଫିଲ୍ମ "ଦୃଶ୍ୟମ ୩" ର ଟିଜର ସହିତ ଏକ ନୂତନ ପୋଷ୍ଟର ସୋସିଆଲ ମିଡିଆରେ…

ଆସୁଛି “ଖଲନାୟକ ରିଟର୍ଣ୍ଣସ୍”; କାହିଁକି ନିର୍ଦ୍ଦେଶନା ଦେବେନି ସୁଭାଷ ଘାଇ, କହିଲେ…

ମୁମ୍ବାଇ: ସୁଭାଷ ଘାଇ ବଲିଉଡ୍ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ମଧ୍ୟରୁ ଜଣେ। ପ୍ରାୟ ୩୦ ବର୍ଷ ପୂର୍ବେ ସୁଭାଷ ଘାଇ ସଞ୍ଜୟ ଦତ୍ତଙ୍କ କଲ୍ଟ କ୍ଲାସିକ୍ ଫିଲ୍ମ "ଖଲନାୟକ"ର ନିର୍ଦ୍ଦେଶନା ଦେଇଥିଲେ। ଏବେ ୩୦ ବର୍ଷ ପରେ ସଞ୍ଜୟ ଦତ୍ତ "ଖଲନାୟକ ରିଟର୍ଣ୍ଣସ୍" ନେଇ ଘୋଷଣା…

ଡନ୩ ବିବାଦ: ରଣବୀରଙ୍କୁ ନେଇ ମୁହଁ ଖୋଲିଲେ ଫରହାନ

ମୁମ୍ବାଇ: ଡନ ୩ ଫିଲ୍ମକୁ ନେଇ ଅଭିନେତା ରଣବୀର ସିଂ ଓ ନିର୍ଦ୍ଦେଶକ ଫରହାନ ଅଖତାରଙ୍କ ମଧ୍ୟରେ ବିବାଦ ଉପୁଜିଛି । ଏଥି ଯୋଗୁ ରଣବୀର ଏହି ଫିଲ୍ମରୁ ଓହରି ଯାଇଛନ୍ତି । ଦୀର୍ଘ ଦିନ ନୀରବ ରହିବା ପରେ ଫରହାନ ମୁହଁ ଖୋଲିଛନ୍ତି । ଏହା ମୋ କ୍ୟାରିୟରର ସବୁଠାରୁ ଖରାପ କ୍ଷଣ ଥିଲା ବୋଲି ସେ…

ଅମୀର କହିଲେ ଖୁବ ଶୀଘ୍ର ଆରମ୍ଭ ହେବ ଥ୍ରୀ ଇଡିଏଟ୍ସ ୨

ମୁମ୍ବାଇ: ୩ ବନ୍ଧୁ ରାଜୁ, ରାଂଚୋ ଓ ଫରହାନଙ୍କ କାହାଣୀ ଥ୍ରୀ ଇଡିଏଟ୍ସ ୨୦୦୯ରେ ରିଲିଜ ହୋଇଥିଲା । ଅମୀର ଖାଁ, ଶରମନ ଯୋଶୀ ଓ ଆର.ମାଧବନ ଅଭିନୀତ ଏହି ଫିଲ୍ମକୁ ସମସ୍ତ ବର୍ଗର ଲୋକ ପସନ୍ଦ କରିଥିଲେ । ରାଜୁ ହିରାନୀଙ୍କ ଫିଲ୍ମ ବକ୍ସ ଅଫିସରେ ମଧ୍ୟ ଫିଲ୍ମ ଭଲ ବ୍ୟବସାୟ କରିଥିଲେ । ୫୫ କୋଟି…