Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଖୁବ୍‌ଶୀଘ୍ର ଆସୁଛି ‘କୌନ ବନେଗା କରୋଡ଼ପତି ୧୫’, ପରିବର୍ତ୍ତନ ହେବ କେବିସିର କିଛି ନିୟମ

ମୁମ୍ବାଇ: ବହୁ ଚର୍ଚ୍ଚିତ ତଥା ଲୋକ ପ୍ରିୟ ରିୟଲିଟି ସୋ କୌନ ବନେଗା କରୋଡ଼ପତି ଏବେ ପୁଣି ଏକ ନୂଆ ସଂସ୍କରଣ ନେଇ ଆସୁଛି। ଖୁବ୍‌ଶୀଘ୍ର କୌନ ବନେଗା କରୋଡ଼ପତିର ନୂଆ ସିଜିନ ଆରମ୍ଭ ହେବାକୁ ଯାଉଛି। ସୋନି ଟିଭିର କୁଇଜ୍ ରିଆଲିଟି ସୋ 'କୌନ ବନେଗା କରୋଡ଼ପତି ୧୫'ର ପ୍ରଥମ ପ୍ରୋମୋ ସୋନି ଟିଭିର…

ରିଲିଜ ହେଲା ‘ଗଦର ୨’ର ପ୍ରଥମ ସଙ୍ଗୀତ ‘ଉଡ଼ ଜା କାଲେ କାୱା’

ମୁମ୍ବାଇ: ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଫିଲ୍ମ 'ଗଦର ୨' ରିଲିଜ ହେବା ପୂର୍ବରୁ ଦର୍ଶକଙ୍କ ମଧ୍ୟରେ ଅନେକ କ୍ରେଜ ଦେଖିବାକୁ ମିଳିଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ନିର୍ମାତା ଫିଲ୍ମ 'ଗଦର' ର ଏଭର ଗ୍ରୀନ ସଙ୍ଗୀତ 'ଉଡ଼ ଜା କାଲେ କାୱା' 'ଗଦର ୨' ପାଇଁ ନିର୍ମାଣ କରିଛନ୍ତି। ଏହା ସଙ୍ଗୀତ…

ନୂଆ ‘ସୁପରମ୍ୟାନ’ ହେବେ ଡେଭିଡ୍ କାରେନସ୍ୱେଟ୍ , ହେନରୀ କାଭିଲଙ୍କ ସ୍ଥାନରେ ନଜର ଆସିବେ

ମୁମ୍ବାଇ: ନୂଆ ‘ସୁପରମ୍ୟାନ’ ହେବେ ଡେଭିଡ୍ କାରେନସ୍ୱେଟ୍ । ଏବେ ସେ ସୁପରମ୍ୟାନ ହେନରୀ କାଭିଲଙ୍କ ସ୍ଥାନରେ ନଜର ଆସିବେ । ଫିଲ୍ମ ସୁପରମ୍ୟାନ୍‌-ଲିଗେସିରେ ହଲିଉଡ୍ ଅଭିନେତା ଡେଭିଡ୍ କାରେନସ୍ୱେଟ୍‌ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହା ପୂର୍ବରୁ ହେନରୀ କାଭିଲଙ୍କୁ ସୁପରମ୍ୟାନ୍…

ସ୍ୱାମୀଙ୍କଠାରୁ ଅଲଗା ହେବେ କି ଅସିନ୍ : ନିଜର ପ୍ରତିକ୍ରିୟା ରଖିଲେ

ମୁମ୍ବାଇ: ଅଭିନେତ୍ରୀ ଅସିନ୍ ତାଙ୍କ ସ୍ୱାମୀ ରାହୁଲଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି । ଏହାକୁ ନେଇ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚା । ବିବାହ ପରେ ଅସିନ୍ ଅଭିନୟ ଦୁନିଆରୁ ନିଜକୁ ଦୂରେଇ ରଖିଥିଲେ ।  ଏନେଇ ସୋସିଆଲ ମିଡ଼ିଆରେ ନିଜେ ଅସିନ୍ ନିଜର ପ୍ରତିକିୟା ରଖିଛନ୍ତି ।  ସେ…

ବଡ ବଜେଟ ଫିଲ୍ମ ପାଇଁ ସନ୍ଦୀପଙ୍କ ସହ ହାତ ମିଳାଇଲେ କଙ୍ଗନା

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ ଏବେ ତାଙ୍କର ଆଗାମୀ ଫିଲ୍ମ ଏର୍ମଜେନ୍ସି ନେଇ ଚର୍ଚ୍ଚାରେ ଅଛନ୍ତି । ସେ ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭୂମିକାରେ ଅବତୀର୍ଣ୍ଣ ହେବେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ସେ ଫିଲ୍ମମେକର ସନ୍ଦୀପ ସିଂଙ୍କ ସହ ଏକ…

କାମାକ୍ଷ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କଲେ କଙ୍ଗନା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ ଯେକୌଣସି ପ୍ରସଙ୍ଗରେ ନିଜ ସ୍ପଷ୍ଟ ମତ ଦେବା ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି । କଙ୍ଗନା ବୁଧବାର ଗୁଆହାଟୀସ୍ଥିତ କାମାକ୍ଷ ଦେବୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । କିଛି ଦିନ ହେବ ସେ ବିଭିନ୍ନ ଧାର୍ମିକ ସ୍ଥାନ ଦର୍ଶନ…

ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ର ପ୍ରଥମ ସଙ୍ଗୀତ ‘ତୁମ୍ କୟା ମିଲେ’ ରିଲିଜ୍

ମୁମ୍ବାଇ: ଚଳିତ ବର୍ଷ କରନ ଜୋହରଙ୍କ ଚଳଚ୍ଚିତ୍ର ମଧ୍ୟରୁ 'ରକି ଔର ରାନୀ କି ପ୍ରେମ କାହାନୀ' ଚର୍ଚ୍ଚାର ଶୀର୍ଷରେ ରହିଛି। କିଛି ସମୟ ପୂର୍ବରୁ ଏହି ଚଳଚ୍ଚିତ୍ରର ଟିଜର ରିଲିଜ ହୋଇଥିଲା। ଯାହାକୁ ଦେଖିଲା ପରେ ପ୍ରଶଂସକଙ୍କୁ ୯୦ ଦଶକର କଥା ମନେ ପକାଇଦେଇଥିଲା। କରନ ଜୋହର ତାଙ୍କର ୨୫ ବର୍ଷର…

ସିବିଏଫସିର ରିଜେକ୍ସନ୍ ପରେ ବି ରିଲିଜ ହେଲା ଫିଲ୍ମ ‘୭୨ ହୁରେଂ’ !

ମୁମ୍ବାଇ: 'ଦି କେରଳ ଷ୍ଟୋରି' ପରେ ଫିଲ୍ମ ' ୭୨ ହୁରେଂ'କୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ଫିଲ୍ମର ଟ୍ରେଲରକୁ ସେନ୍ସର ବୋର୍ଡ (ସିବିଏଫସି) ପ୍ରତ୍ୟାଖ୍ୟାନ କରିଥିଲା। ଯାହା ପରେ ଫିଲ୍ମର ଟ୍ରେଲର ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହୋଇଛି। ଟ୍ରେଲର ରିଲିଜ ହେବା…

ଦରଗାକୁ ଯାଇ ଟ୍ରୋଲ ହେଲେ ଅମିଶା ପଟେଲ, ୟୁଜର୍ସ କହିଲେ ଫ୍ଲପ୍ ହେବ ଗଦର-୨

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଗଦ୍ଦର-୨ ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। କିଛି ଦିନ ପୂର୍ବରୁ ଫିଲ୍ମର ଟିଜର ରିଲିଜ ହୋଇଛି, ଯାହା ପରେ ପ୍ରଶଂସକମାନେ ଗଦର-୨ ରିଲିଜକୁ ଅପେକ୍ଷା କରିଛନ୍ତି। ସନ୍ନି ଦେଓଲ ଏବଂ ଅମିଶା…

‘ଦ କେରଲା ଷ୍ଟୋରି’କୁ କିଣିବାକୁ ରାଜି ହେଉନି ଓଟିଟି

ମୁମ୍ବାଇ: ଗତ ମେ ମାସରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଦ କେରଲା ଷ୍ଟୋରି’ । ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ପରଠୁ ବିବାଦ ଦେଖାଦେଇଥିଲା । ଏହି ଫିଲ୍ମକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯିବା ସହ କେତେକ ସ୍ଥାନରେ ନିଷେଧ ମଧ୍ୟ କରାଯାଇଥିଲା । ହେଲେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ ଏହାକୁ…