Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଦ କେରଲା ଷ୍ଟୋରି’କୁ କିଣିବାକୁ ରାଜି ହେଉନି ଓଟିଟି

ମୁମ୍ବାଇ: ଗତ ମେ ମାସରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଦ କେରଲା ଷ୍ଟୋରି’ । ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ପରଠୁ ବିବାଦ ଦେଖାଦେଇଥିଲା । ଏହି ଫିଲ୍ମକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯିବା ସହ କେତେକ ସ୍ଥାନରେ ନିଷେଧ ମଧ୍ୟ କରାଯାଇଥିଲା । ହେଲେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ ଏହାକୁ…

ବିବାଦୀୟ ସଂଳାପ ଲେଖିଥିବାରୁ ମନୋଜଙ୍କୁ ନୋଟିସ: ସପ୍ତାହକ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ହେଲେ ଫିଲ୍ମ ରିଲିଜ୍ ହେଉ ହେଉ ବିବାଦ…

୭୨ ହୁରେଁର ଟ୍ରେଲର ଥିଏଟରରେ ଦେଖାଇବା ଉପରେ କଟକଣା ଲଗାଇଲା ସିବିଏଫସି

ମୁମ୍ବାଇ: ସେନ୍ସର ବୋର୍ଡ ମଙ୍ଗଳବାର ୭୨ ହୁରେଁ ଫିଲ୍ମର ଟ୍ରେଲର ଥିଏଟରରେ ଦେଖାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି । ଏହାର ଟ୍ରେଲର ଆପତିଜନକ ହୋଇଥିବାରୁ ବୋର୍ଡ ଏହି ନିଷ୍ପତି ନେଇଛି । ମେକର୍ସ ଏହାକୁ କେବଳ ଡିଜିଟାଲ ପ୍ଲାଟଫର୍ମରେ ଦେଖାଇ ପାରିବେ । ପୂର୍ବରୁ ସେନ୍ସର ବୋର୍ଡ…

ପ୍ରଶଂସକଙ୍କ ହାତରେ ତମନ୍ନାଙ୍କ ଟାଟୁ, ଭାବବିହ୍ୱଳ ହୋଇପଡ଼ିଲେ ଅଭିନେତ୍ରୀ

ମୁମ୍ବାଇ: କିଛିଦିନ ହେଲା ଅଭିନେତ୍ରୀ ତମନ୍ନା ଭାଟିଆ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ବିଜୟ ବର୍ମାଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ସେ ସ୍ୱୀକାର କରିଛନ୍ତି । ସେବେଠାରୁ ଉଭୟଙ୍କୁ ନେଇ ବଲିଉଡ଼ରେ ଖୁବ୍ ଚର୍ଚ୍ଚା ଚାଲିଛି । ଏସବୁ ଭିତରେ ସୋମବାର ରାତିରେ ମୁମ୍ବାଇ ବିମାନ ବନ୍ଦରରେ ତାଙ୍କୁ…

କିଛି ବର୍ଷର ବ୍ରେକ୍ ପରେ ପୁଣି ଅଭିନୟ ଦୁନିଆକୁ ଫେରିଲେ ସୋନମ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ଏବେ ଖୁବ୍ ଚର୍ଚ୍ଚାରେ । ଏବେ କିଛି ବର୍ଷର ବ୍ରେକ୍ ପରେ ସେ ପୁଣି ଅଭିନୟ ଦୁନିଆକୁ ଫେରିଛନ୍ତି । ବଲିଉଡ଼ର ଅନେକ ବଡ଼ ବଡ଼ ଅଭିନେତା ଅଭିନେତ୍ରୀ ଓଟିଟିରେ କାମ କରିବାକୁ ପସନ୍ଦ କରୁଛନ୍ତି । ଅନେକ କଳାକାର ଓଟିିଟିରେ କାମ କରିଥିବା ବେଳେ ଏବେ ଅଭିନେତ୍ରୀ ସୋନମ…

ଖୁବଶୀଘ୍ର ରିଲିଜ ହେବ ‘ଦ ନାଇଟ୍ ମ୍ୟାନେଜର୍ ୨’, ଉତ୍ସାହର ସହିତ ଅପେକ୍ଷାରେ ଅଛନ୍ତି ଦର୍ଶକ

ମୁମ୍ବାଇ: ଆଦିତ୍ୟ ରୟ କପୁର ଏବଂ ଅନିଲ କପୁରଙ୍କ ୱେବ୍ ସିରିଜ୍ 'ଦ ନାଇଟ୍ ମ୍ୟାନେଜର୍' ଦର୍ଶକଙ୍କଠାରୁ ବହୁ ପ୍ରଶଂସା ଲାଭ କରିଥିଲା। ବର୍ତ୍ତମାନ ଦର୍ଶକ ଏହାର ଦ୍ୱିତୀୟ ଭାଗକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଡିଜନି ପ୍ଲସ୍ ହଟଷ୍ଟାରରେ ଜୁନ୍ ୨୩ ତାରିଖରେ ୟୁଟ୍ୟୁବରେ 'ଦ ନାଇଟ୍…

ସୁଖୀ ଦାମ୍ପତ୍ୟ ଜୀବନ ପାଇଁ କଣ କରିବା ଉଚିତ ! ସିକ୍ରେଟ୍ ସେୟାର କଲେ ଭିକି କୌଶଲ

ମୁମ୍ବାଇ: ବଲିଉଡ ଅଭିନେତା ଭିକି କୌଶଲ ବର୍ତ୍ତମାନ ତାଙ୍କ ଫିଲ୍ମ 'ଜରା ହଟକେ ଜରା ବଚକେ'ର ସଫଳତାକୁ ଉପଭୋଗ କରୁଛନ୍ତି। ତାଙ୍କର ଯୋଡି ପ୍ରଥମ ଥର ପାଇଁ ସାରା ଅଲି ଖାନଙ୍କ ସହିତ କରାଯାଇଥିଲା ଏବଂ ଲୋକମାନେ ଏହି ଯୋଡିକୁ ବହୁତ ପସନ୍ଦ କରିଛନ୍ତି। ଲକ୍ଷ୍ମଣ ଉତେକରଙ୍କ ଏହି ଚଳଚ୍ଚିତ୍ର ଜୁନ୍…

ଟେଲିଭିଜନରେ ପୁଣି ପ୍ରସାରଣ ହେବ ରାମାନନ୍ଦ ସାଗରଙ୍କ ‘ରାମାୟଣ’

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ଏବଂ କ୍ରିତି ସାନନ୍‌ଙ୍କ ଚଳଚ୍ଚିତ୍ର 'ଆଦିପୁରୁଷ'କୁ ନେଇ ବିବାଦ ଜାରି ରହିଛି। ନିର୍ମାତାଙ୍କୁ ଫିଲ୍ମର ଭିଏଫଏକ୍ସକୁ ନେଇ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ଫିଲ୍ମର ସଂଳାପ ଏବଂ ତାରକାଙ୍କ ପୋଷାକ ମଧ୍ୟ ବିବାଦରେ ରହିଥିଲା। ରାବଣର ଲୁକ୍…

ଏନ୍‌ଆଇସିୟୁରେ ଦୀପିକାଙ୍କ ନବଜାତ ପୁଅ

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କର ନିକଟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏହାକୁ ନେଇ ଦୀପିକା ଓ ତାଙ୍କ ସ୍ୱାମୀ ସୋଏବ ଖୁସି ହେବା ସହ ଉଭୟଙ୍କ ପରିବାରରେ ଆନନ୍ଦ ଦେଖାଦେଇଥିଲା । କିନ୍ତୁ ଏବେ ତାଙ୍କ ପୁଅଙ୍କ ଅବସ୍ଥା ଗୁରୁତର ରହିଛି । ଫଳରେ ସେ…

ଆଦିପୁରୁଷ ଫିଲ୍ମକୁ ନେଇ ବିବାଦ: ସେନ୍ସର ବୋର୍ଡ, ମେକର୍ସଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

ମୁମ୍ବାଇ: ଆଦିପୁରୁଷ ଫିଲ୍ମକୁ ନେଇ ଏକ ଯାଚିକା ଉପରେ ଶୁଣାଣୀ କରି ଲକ୍ଷ୍ନୌ ହାଇକୋର୍ଟ ଏହାର ମେକର୍ସ ଓ ସେନ୍ସରବୋର୍ଡଙ୍କୁ ଭର୍ତ୍ସନା କରିଛନ୍ତି । ଆପଣମାନେ ଆଗାମୀ ପିଢ଼ୀଙ୍କୁ କଣ ବାର୍ତା ଦେବାକୁ ଚାହୁଁଛନ୍ତି । ରାମାୟଣ, କୁରାନ, ଗୁରୁ ଗ୍ରନ୍ଥ ସାହିବ ଏବଂ ଗୀତା ପରି ପୌରାଣିତ ଗ୍ରନ୍ଥକୁ…