Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପରଲୋକରେ ଜୁନୁନ ଓ ବୁନିଆଦ ଆକ୍ଟର ମଙ୍ଗଲ ଧୀଲନ

ମୁମ୍ବାଇ: ଆଉ ନାହାନ୍ତି ଲୋକପ୍ରିୟ ଟିଭି ଓ ବଲିଉଡ୍ ଦୁନିଆର ଲୋକପ୍ରିୟ ଅଭିନେତା ମଙ୍ଗଲ ଧୀଲନ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି ।  ମଙ୍ଗଲ ଦୀର୍ଘଦିନ ଧରି କ୍ୟାନ୍ସର ଆକ୍ରାନ୍ତ ହୋଇଥିଲେ । ତାଙ୍କୁ  ଲୁଧିଆନା ହସ୍ପିଟାଲରେ ଚିକିତ୍ସିତ କରାଯାଉଥିଲା । ସେଠାର ଆଜି …

୩୨ ବର୍ଷ ପରେ ଏକାଠି ନଜର ଆସିବେ ଅମିତାଭ-ରଜନୀକାନ୍ତ

ମୁମ୍ବାଇ: ଲମ୍ବା ସମୟ ବ୍ୟବଧାନରେ ପୁଣିଥରେ ସିଲିଭର ସ୍କ୍ରିନ୍ ଏକାଠି ନଜରକୁ ଆସୁଛନ୍ତି ବିଗ୍ ବି ଅମିତାଭ ବଚ୍ଚନ ଏବଂ ସାଉଥ ସୁପରଷ୍ଟାର ରଜନୀକାନ୍ତ । ଏହି ଉଭୟ ଭେଟରାନ ଅଭିନେତା ବଲିଉଡ ହେଉ ଅବା ସାଉଥ୍ ଫିଲ୍ମରେ ଏ ପର୍ଯ୍ୟନ୍ତ ଫ୍ୟାନ୍ ପପୁଲାର ହୋଇ ରହିଛନ୍ତି । ଅନେକ ନୂଆ ନୂଆ ଅଭିନେତା…

ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ମୁମ୍ବାଇରେ ଏତଲା ଦେଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର: କାଷ୍ଟିଂ କାଉଚକୁ ନେଇ ବିବାଦ ଘେରରେ ଫସିଥିବା ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ୍ ଟୁଟୁ ନାୟକଙ୍କ ଲାଗି ଅଡ଼ୁଆ ବଢ଼ିଛି । ମୁମ୍ବାଇରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ସଞ୍ଜୟ ନାୟକଙ୍କ ବିରୋଧରେ ପୋଲିସରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ, ଅଭିନେତ୍ରୀ ପ୍ରକୃତି…

ରଣବୀର ଅବହେଳିତ ପିଲାଙ୍କୁ ଦେଖାଇବେ ଫିଲ୍ମ ‘ଆଦିପୁରୁଷ’

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଜୁନ୍ ୧୬ ତାରିଖରେ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ…

ଆସନ୍ତୁ ଜାଣିବା କାହାକୁ ଟାର୍ଗେଟ କରି କଙ୍ଗନା କହିଲେ, ଗୋଟେ ନିଶାଖୋର ହେବ ଭଗବାନ ଶ୍ରୀରାମ

ମୁମ୍ବାଇ: ବଲିଉଡର ବିବାଦୀୟ କୁଇନ କଙ୍ଗନା ରାନାୱତଙ୍କ ଆଜିର ବୟାନ ସମସ୍ତଙ୍କୁ ଚକିତ କରିଦେଇଛି । ସେ ଜଣେ ପ୍ରତିଷ୍ଠିତ ହୀରୋଙ୍କୁ ଟାର୍ଗେଟ କରି କହିଛନ୍ତି, ଜଣେ ନିଶାଖୋର ବ୍ୟକ୍ତି ଯିଏ କି ଝିଅଙ୍କ ବିନା ରହିପାରିବ ନାହିଁ ତାଙ୍କୁ ଭଗବାନ ଶ୍ରୀରାମ ଭୂମିକା ଦିଆଯାଉଛି । ଏହା ଆଦୌ ଗ୍ରହଣୀୟ…

ରିଲିଜ ହେଲା ଫିଲ୍ମ ‘ସତ୍ୟପ୍ରେମ କି କଥା’ର ନୂଆ ଗୀତ ‘ଆଜ କେ ବାଦ୍’

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର 'ସତ୍ୟପ୍ରେମ କି କଥା'ର ନୂଆ ଗୀତ 'ଆଜ କେ ବାଦ୍' ସୋସିଆଲ ମିଡିଆରେ ମୁକ୍ତିଲାଭ କରିଛି। ଏହି ଗୀତରେ କାର୍ତ୍ତିକ ଏବଂ କିଆରାଙ୍କ ବିବାହ ଦେଖିବାକୁ ମିଳୁଛି। ରିଲିଜ ହୋଇଥିବା ଏହି ସଙ୍ଗୀତ…

ଭଞ୍ଜକଳା ମଣ୍ଡପରେ ଟଳି ପଡିଲେ ମାଲେସିଆର ପ୍ରଖ୍ୟାତ ଭାରତନାଟ୍ୟମ ଗୁରୁ ଶ୍ରୀଗଣେଶନ

ଭୁବନେଶ୍ୱର: ଭଞ୍ଜକଳା ମଣ୍ଡପରେ ଆୟୋଜିତ ନୃତ୍ୟ କାର୍ଯ୍ୟକ୍ରମରେ ମାଲେସିଆର ପ୍ରଖ୍ୟାତ ଭାରତନାଟ୍ୟମ ଗୁରୁ ଶ୍ରୀଗଣେଶନଙ୍କ ପରଲୋକରେ ରାଜଧାନୀ ଭୁବନେଶ୍ୱର ସ୍ତବ୍ଧ ହୋଇଯାଇଛି। ତିନି ଦିନ ଧରି ଦର୍ଶକଙ୍କୁ ବାନ୍ଧି ରଖିଥିବା ଏହି କାର୍ଯ୍ୟକ୍ରମ ଶେଷ ହେବା ବେଳକୁ ମଞ୍ଚ ଉପରେ ହୃଦୟ ବିଦାରକ ଘଟଣା…

ସଲମାନଙ୍କୁ ପସନ୍ଦ ଆସିଲାନି ଦବଙ୍ଗ ୪ର ସ୍କ୍ରିପ୍ଟ

ମୁମ୍ବାଇ: ଦବଙ୍ଗ ୪ ପାଇଁ ପ୍ରଶଂସକଙ୍କୁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡିବ । ରିପୋର୍ଟ ମୁତାବକ ଦବଙ୍ଗ ୪ ପାଇଁ ପ୍ରସ୍ତୁତ କରାଯାଇଥିବା ସ୍କ୍ରିପ୍ଟ ସଲମାନ ଖାଁଙ୍କୁ ପସନ୍ଦ ଆସି ନାହିଁ । ଲେଖକ ତଥା ନିର୍ଦ୍ଦେଶକ ତିଗମାଂଶୁ ଧୂଲିଆ ଯେଉଁ ସ୍କ୍ରିପ୍ଟ ପସନ୍ଦ କରିଥିଲେ ତାହାକୁ…

ଲଣ୍ଡନରେ ଜନ୍ମ ଦିନ ପାଳିବେ ଶିଳ୍ପା

ମୁମ୍ବାଇ: ଲଣ୍ଡନରେ ଜନ୍ମଦିନ ପାଳିବେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟି । ଏନେଇ ଏବେ ସେ ପୁରା ପରିବାର ସହ ଲଣ୍ଡନରେ ଅଛନ୍ତି । ଦୀର୍ଘ ସମୟ ପରେ ଶିଳ୍ପା ସ୍ୱାମୀ ରାଜ କୁନ୍ଦ୍ରା ଏବଂ ପିଲା ଭିଆନ ଏବଂ ସମିଶାଙ୍କ ସହ ସମୟ କାଟୁଛନ୍ତି । ନିଜ ଜନ୍ମଦିନ କିପରି ପାଳନ କରିବେ ସେ ନେଇ ସୋସିଆଲ…

‘ଆଦିପୁରୁଷ’ର ୧୦ ହଜାର ଟିକେଟ ମାଗଣାରେ ବାଣ୍ଟିବେ ‘ଦ କଶ୍ମୀର ଫାଇଲ୍ସ’ର ପ୍ରଡ୍ୟୁସର

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛି । ଏହି ଫିଲ୍ମ ଆସନ୍ତା ୧୬ ତାରିଖରେ ରିଲିଜ୍ ହେବ । ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ର ପ୍ରଡ୍ୟୁସର ଅଭିଷେକ ଅଗ୍ରୱାଲ ଫିଲ୍ମ ଆଦିପୁରୁଷର ୧୦ ହଜାର ଟିକେଟ ମାଗଣାରେ ବଣ୍ଟନ କରିବେ । ଏହି ଟିକେଟସବୁ ତେଲେଙ୍ଗାନାରେ…