Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅଭିନୟ ଦୁନିଆରୁ ବିଦାୟ ନେବେ ଦୀପିକା : ପରିବାରକୁ ଦେବେ ପୁରା ସମୟ

ମୁମ୍ବାଇ: ଅଭିନୟ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେବି । ମୋ ପରିବାର ଓ ଆଗକୁ ଆସୁଥିବା ମୋ ବେବିକୁ ପୁରା ସମୟ ଦେବି । ମୁଁ ବହୁତ କମ୍ ବୟସରେ ଅଭିନୟ ଦୁନିଆକୁ ଆସିଛି । ୧୫ବର୍ଷ ହେଲା ନିରନ୍ତର କାମ ବି କଲି । ଏବେ ଅଭିନୟ ନୁହେଁ,ପରିବାରକୁ ଧ୍ୟାନ ଦେବି । ଏମିତି କିଛି କହିଛନ୍ତି ଛୋଟପରଦାର…

ଆଇଏମ୍‌ଡିବିର ଟପ୍ ୧୦ ଲିଷ୍ଟରେ ଓଡ଼ିଆ ଫିଲ୍ମ ‘ଦମନ’

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ଜଗତ ପାଇଁ ଫିଲ୍ମ ‘ଦମନ’କୁ ନେଇ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ଏହି ଫିଲ୍ମ ଏବେ ଇଣ୍ଟରନେଟ୍ ମୁଭି ଡ଼ାଟାବେସ୍‌(ଆଇଏମଡ଼ିବି)ର ଫିଲ୍ମ ଟପ୍ ୧୦ ଲିଷ୍ଟରେ ୯ମ ସ୍ଥାନରେ ରହିଛି । ସେହିପରି ରେଟିଂରେ ମଧ୍ୟ ୧୦ରୁ ୯ ରହିଛି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ…

ଅକ୍ଷୟଙ୍କ ଚାରିଧାମ ଯାତ୍ରା: କେଦାରନାଥ ପରେ ବଦ୍ରିନାଥରେ ପୂଜାର୍ଚ୍ଚନା କଲେ

ମୁମ୍ବାଇ: ବଲିଉଡର ଖିଲାଡ଼ି ତଥା ଅଭିନେତା ଅକ୍ଷୟ କୁମାରଙ୍କ ଚାରିଧାମ ଯାତ୍ରା ନେଇ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ତଳେ କେଦାରନାଥ ଦର୍ଶନ କରିଥିବା ବେଳେ ରବିବାର ବଦ୍ରିନାଥ ମନ୍ଦିରରେ ପହଞ୍ଚିଛନ୍ତି । ଅକ୍ଷୟ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମୁଣ୍ଡିଆ ମାରି ଭଗବାନ ଶିବଙ୍କ ଆଶୀର୍ବାଦ…

ରିଲିଜ୍ ହେଲା ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ ଫିଲ୍ମ ‘ପ୍ରୀତିବନ୍ଧନ’

ଭୁବନେଶ୍ୱର: ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଫିଲ୍ମ ‘ପ୍ରୀତିବନ୍ଧନ’ ନିକଟରେ ରିଲିଜ୍ ହୋଇଯାଇଛି । ନେକ୍ସଟ୍ ଡୋର ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ରହିଛି ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ଝଲକ । ଏଥିରେ ମୁଖ୍ୟ ଭୂମିକାରେ ଅଭିନେତା ସମ୍ବିତ, ଅଭିନେତ୍ରୀ…

ଆଇଫା ୨୦୨୩ରେ ହ୍ରିତିକ୍‌ଙ୍କୁ ମିଳିଲା ବେଷ୍ଟ ଆକ୍ଟର ଆୱାର୍ଡ

ମୁମ୍ବାଇ: ବଲିଉଡ଼ର ସୁପରଷ୍ଟାର ଅଭିନେତା ହ୍ରିତିକ ରୋଶନଙ୍କୁ ଆଇଫା ଆୱାର୍ଡ ୨୦୨୩ରେ ବେଷ୍ଟ ଆକ୍ଟର ଆୱାର୍ଡ଼ ପ୍ରଦାନ କରାଯାଇଛି । ସେ ଫିଲ୍ମ ‘ବିକ୍ରମ ବେଧା’ ପାଇଁ ଏହି ପୁରସ୍କାର ପାଇଛନ୍ତି । ଏହି ଫିଲ୍ମରେ ହ୍ରିତିକ୍‌ଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହି ଆୱାର୍ଡ଼ ପାଇବା ପରେ…

ଲୋକଙ୍କ ଆଗରେ ସଲ୍‌ମାନଙ୍କୁ ବିବାହ ପ୍ରସ୍ତାବ ଦେଲେ ରିପୋର୍ଟର

ମୁମ୍ବାଇ: ବଲିଉଡ଼ର ଭାଇଜାନ୍ ତଥା ସୁପରଷ୍ଟାର ସଲମାନ ଖାନଙ୍କୁ ରିପୋର୍ଟର ଦେଲେ ବିବାହ ପ୍ରସ୍ତାବ । ତାହାପୁଣି ସମସ୍ତଙ୍କ ସାମ୍ନାରେ । ଏହାର ଉତ୍ତର ମଧ୍ୟ ମଜାଳିଆ ଢଙ୍ଗରେ ଦେଇଥିଲେ ସଲମାନ । ରିପୋର୍ଟର ତାଙ୍କୁ ସିଧାସଳଖ ବିବାହ ପ୍ରସ୍ତାବ ଦେଇଥିବା ସମୟର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ…

ଉଦୟପୁରରେ ହେବ ପରିଣୀତି-ରାଘବଙ୍କ ବିବାହ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଡ୍ଡା ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେମାନଙ୍କ ବିବାହ ରାଜସ୍ଥାନର ଉଦୟପୁରରେ ହେବ । ଏଥିଲାଗି ପରିଣୀତି ଶନିବାର ଉଦୟପୁରରେ ପହଞ୍ଚିଛନ୍ତି । ସକାଳ ପ୍ରାୟ ସାଢେ ୯ଟାରେ ସେ ମହାରଣା ପ୍ରତାପ ବିମାନବନ୍ଦରରେ…

ଦ କଶ୍ମୀର ଫାଇଲ୍ସ, କେରଳ ଷ୍ଟାରୀ ପରେ ଏବେ ଚର୍ଚ୍ଚାରେ ଦ ଡାଏରୀ ଅଫ ୱେଷ୍ଟବେଙ୍ଗଲ

କୋଲକାତା: ଦି କଶ୍ମୀର ଫାଇଲ୍ସ ଓ କେରଳ ଷ୍ଟୋରୀ ଫିଲ୍ମର ଅଦ୍ଭୁତପୂର୍ବ ସଫଳତା ପରେ ଦି ଡାଏରୀ ଅଫ ୱେଷ୍ଟବେଙ୍ଗଲକୁ ନେଇ ଚର୍ଚ୍ଚା ଜୋର ଧରିଛି । ସନୋଜ ମିଶ୍ର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏବେଠାରୁ ତାଙ୍କୁ ଫିଲ୍ମ ରିଲିଜ ନ କରାଇଦେବା ପାଇଁ ଚାପ ପକାଗଲାଣି । ସେ ମଧ୍ୟ ଭୟରେ…

ଜୁନ ୧୧ ରେ ବିବାହ ବନ୍ଧନରେ ବାନ୍ଧିହେବେ କୃଷ୍ଣା ଭଟ୍ଟ

ମୁମ୍ବାଇ: ବଲିଉଡ଼ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟଙ୍କ ଝିଅ ତଥା ନିର୍ଦ୍ଦେଶିକା କୃଷ୍ଣା ଭଟ୍ଟ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେ ତାଙ୍କର ବୟ ଫ୍ରେଣ୍ଡ ବେଦାନ୍ତ ସାରଦାଙ୍କୁ ବିବାହ କରିବାକୁ ଯାଉଛନ୍ତି । ସେମାନଙ୍କ ବିବାହ ଜୁନ୍ ୧୧ ତାରିଖରେ ଅନୁଷ୍ଠିତ ହେବ । ୨୭ ବର୍ଷିୟା…

ଜୱାନରେ ଅଲ୍ଲୁ ଅର୍ଜୁନଙ୍କ କୌଣସି ଭୂମିକା ନାହିଁ, ସଞ୍ଜୟଙ୍କ କରିବେ କାମିଓ

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଏଟଲୀ କୁମାର ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହାରୁଖଙ୍କ ସହ ବିଜୟ ସେତୁପତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିବେ । ଏହା ବ୍ୟତୀତ ପୁଷ୍ପା ଫେମ ଅଲ୍ଲୁ ଅର୍ଜୁନଙ୍କ କାମିଓ ଥିବା ଖବର…