Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ତାମିଲନାଡୁ ପରେ ପଶ୍ଚିମବଙ୍ଗରେ ବ୍ୟାନ୍ ହେଲା ‘ଦି କେରଳ ଷ୍ଟୋରୀ’ ଫିଲ୍ମ

କୋଲକାତା: ତାମିଲନାଡୁ ପରେ ପଶ୍ଚିମବଙ୍ଗରେ ବ୍ୟାନ୍ ହେଲା ଫିଲ୍ମ ଦ କରେଳ ଷ୍ଟୋରୀ। ଫିଲ୍ମ ରିଲିଜ୍ ହେବା ଦିନ ଠାରୁ ବିରୋଧ ଜାରି ରହିଛି। ପ୍ରଥମେ ତାମିଲାଡୁ ସରକାର ଏହାର ସ୍କ୍ରିନିଂ ବନ୍ଦ କରିବା ପରେ ପଶ୍ଚିମବଙ୍ଗ ସରକାର ଏହାକୁ ବ୍ୟାନ୍ କରିଛନ୍ତି। ଫିଲ୍ମ ବ୍ୟାନ୍ କରିବା ନେଇ…

ଜୁନ୍ ୧୬ରେ ରିଲିଜ୍ ହେବ ‘ଆଦିପୁରୁଷ’ : ଦିନରାତି ସୁଟିଂ କରୁଛନ୍ତି ଅଭିନେତ୍ରୀ କ୍ରିତି ସାନନ୍‌

ବଲିଉଡ଼: ବଲିଉଡ଼ ଫିଲ୍ମ ‘ଆଦିପୁୁରୁଷ’କୁ ନେଇ ଅଭିନେତ୍ରୀ କ୍ରିତି ସାନନ୍ ଏବେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଜୁନ୍ ୧୬ ତାରିଖରେ ରିଲିଜ୍ ହେବାକୁ ଯାଉଛି, ଯାହାକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି । ଏଥିସହ ସେ ତାଙ୍କର ଆଗାମୀ ଫିଲ୍ମ ‘ଦ କ୍ରିଉ’ର ସୁଟିଂ ମଧ୍ୟ କରୁଛନ୍ତି । କ୍ରିତି ଏବେ…

ପ୍ରିୟଙ୍କା-ଅଙ୍କିତଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା : ମୁହଁ ଖୋଲିଲେ ପ୍ରିୟଙ୍କା, ଏପରି କିଛି କହିଲେ

ମୁମ୍ବାଇ: ଛୋଟ ପରଦାରେ ପ୍ରସାରିତ ‘ଉଡ଼ାରିୟା୍‌' ଧାରାବାହିକର ହିଟ୍ ଦମ୍ପତି ପ୍ରିୟଙ୍କା ଚହର ଚୌଧୁରୀ ଏବଂ ଅଙ୍କିତ ଗୁପ୍ତା ଏବେ ବେଶ୍ ଚର୍ଚ୍ଚାରେ । ବିଗ୍‌ବସ ସିଜିନ୍ ୧୬ରେ ପ୍ରତିଯୋଗୀ ସାଜିଥିଲେ ଏହି ଯୋଡ଼ି । ବିଗ୍‌ବସ ଘରେ ମଧ୍ୟ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ରହିଥିବା ନେଇ ଆଲୋଚନା…

ୱେବ୍ ସିରିଜ୍‌ରେ କାମ କରିବେ ଜାହ୍ମବୀ

ମୁମ୍ବାଇ: ବର୍ତ୍ତମାନ ଡିଜିଟାଲ ପ୍ଲାଟଫର୍ମର ଚାହିଦା ବେଶୀ । ୱେବ୍ ସିରିଜ୍ ଏମିତି ଏକ ମାଧ୍ୟମ, ଯାହାଦ୍ୱାରା ଜଣେ ଅଭିନେତା କିମ୍ବା ଅଭିନେତ୍ରୀ ଦର୍ଶକଙ୍କ ନିକଟତର ହୋଇପାରିବ । ଖୁବ୍‌ଶୀଘ୍ର ଘରେ ଘରେ ସ୍ୱତନ୍ତ୍ର ପରିଚୟ ବି ପାଇପାରିବ । ତେଣୁ ମୁଁ ୱେବ୍ ଦୁନିଆରେ ପାଦ ଦେବାକୁ ନିଷ୍ପତ୍ତି…

‘ଦ କେରଲା ଷ୍ଟୋରି’କୁ ବିରୋଧ, ତାମିଲନାଡୁରେ ସ୍କ୍ରିନିଂ ବନ୍ଦ

ମୁମ୍ବାଇ : ବଲିଉଡ ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ବିରୋଧ କରିବା ଥମୁନି । ଫିଲ୍ମଟି ଅନେକ ରାଜ୍ୟରେ ଭଲ ସମର୍ଥନ ପାଇଥିବା ବେଳେ ତାମିଲନାଡୁରେ କିନ୍ତୁ ଫିଲ୍ମକୁ ଘୋର ବିରୋଧ କରାଯାଉଛି । ଏବେ ତାମିଲନାଡୁରେ ଏହାର ସ୍କ୍ରିନିଂକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ତାମିଲନାଡୁରେ ନାମ ତମିଲର…

ପ୍ରଥମ ଦିନରେ ଭଲ ରୋଜଗାର କରିଛି ‘ଦି କେରଳ ଷ୍ଟୋରି’

ମୁମ୍ବାଇ: ଗତ ୫ ତାରିଖରେ ରିଲିଜ୍ ହୋଇଛି ଫିଲ୍ମ ‘ଦି କେରଳ ଷ୍ଟୋରି’ । ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଧମାକା କରିଛି । ଆତଙ୍କବାଦର ଭୟାବହ ସତ୍ୟତାକୁ ନେଇ ନିର୍ମିତ ହୋଇଥିବା ‘ଦି କେରଳ ଷ୍ଟୋରି’ ବହୁ ବିବାଦ ମଧ୍ୟରେ ରିଲିଜ୍ ହୋଇଛି । ରିଲିଜ ପରେ ଫିଲ୍ମଟିକୁ ଲୋକେ ବହୁ ମାତ୍ରାରେ ପସନ୍ଦ ବି…

ମେ ୨୬ରେ ରିଲିଜ୍ ହେବ ଇର୍‌ଫାନଙ୍କ ଶେଷ ଫିଲ୍ମ ‘ଆପ୍‌ନୋ ସେ ବେୱାଫାଇ’

ମୁମ୍ବାଇ: ଦିବଂଗତ ଅଭିନେତା ଇରଫାନ୍ ଖାନ୍‌ଙ୍କ ଫିଲ୍ମ ‘ଆପ୍‌ନୋ ସେ ବେୱାଫାଇ’ ଖୁବ୍‌ଶୀଘ୍ର ରିଲିଜ୍ ହେବ । ଏହି ଫିଲ୍ମ ଇରଫାନଙ୍କ ଶେଷ ଫିଲ୍ମ । ଫିଲ୍ମଟି ମେ ୨୬ ତାରିଖରେ ରିଲିଜ୍ ହେବ । ଇରଫାନ୍ ହୁଏତ ଏହି ଦୁନିଆରେ ନାହାନ୍ତି ସତ , କିନ୍ତୁ ତାଙ୍କର ଉତ୍କୃଷ୍ଟ ଅଭିନୟ ତାଙ୍କୁ…

‘ଦ କେରଲା ଷ୍ଟୋରି’କୁ ନେଇ କଙ୍ଗନା ଦେଲେ ମନ୍ତବ୍ୟ: କହିଲେ ଫିଲ୍ମ ବ୍ୟାନ ହେବା ଉଚିତ୍ ନୁହେଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସବୁ ପ୍ରସଙ୍ଗକୁ ନେଇ ନିଜର ମନ୍ତବ୍ୟ ଦେବାକୁ ପଛାଇ ନ ଥାଆନ୍ତି । ଏବେ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ନେଇ ବି ନିଜ ମନ୍ତବ୍ୟ ରଖିଛନ୍ତି । ନିକଟରେ କଙ୍ଗନା ଏକ କାର୍ଯ୍ୟକ୍ରମରେଯୋଗ ଦେଇଥିଲେ । ଏହି ସମୟରେ କଙ୍ଗନା…

ଗୌତମ-ଟିନାଙ୍କ ସମ୍ପର୍କ ନେଇ ଚର୍ଚ୍ଚା, ମୁହଁ ଖୋଲିଲେ ଗୌତମ

ମୁମ୍ବାଇ: ‘ବିଗ୍ ବସ୍ ସିଜିନ୍ ୧୬' ପ୍ରତିଯୋଗୀ ସାଜିଥିବା ଅଭିନେତ୍ରୀ ଟିନା ଦତ୍ତା ଓ ଅଭିନେତା ଗୌତମ ବିଗ୍‌ଙ୍କ ମଧ୍ୟରେ ସମ୍ପର୍କକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ତେବେ ଶୋ ଛାଡିବା ଟିନା ଓ ଗୌତମଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ଆଲୋଚନା ଜୋର ଧରିଛି । କାରଣ ଏବେ ଉଭୟଙ୍କୁ ଅନେକ…

ଯବାନ ରିଲିଜ ତାରିଖ ଘୁଂଚିଲା: ଆନିମଲ, ଗଦର ୨ ସହ ହେବନି ମୁହାଁମୁହିଁ

ମୁମ୍ବାଇ: ଶାହାରୁଖ ଖାଁଙ୍କ ଯବାନ ଫିଲ୍ମକୁ ଦେଖିବା ପାଇ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ତେବେ ବଲିଉଡ ହଙ୍ଗାମାରେ ପ୍ରକାଶିତ ତାଜା ରିପୋର୍ଟ ଅନୁସାରେ ଏବେ ଏହା ଜୁନ ୨ ବଦଳରେ ଅଗଷ୍ଟ ୨୫ରେ ରିଲିଜ ହେବ । ମେକର୍ସଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ…