Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଝିଅର ଡେବ୍ୟୁ ଫିଲ୍ମ ଦେଖିଥିଲେ ଶ୍ୱେତା, ଖୁସିରେ କହିଲେ ମୁଁ ଗର୍ବିତ

ମୁମ୍ବାଇ: ଶ୍ୱେତା ତିୱାରୀ ଟିଭି ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ସେ ପ୍ରାୟତଃ ତାଙ୍କ ଚେହେରା ଏବଂ ଅଭିନୟକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ତାଙ୍କ ଝିଅ ପଲକ ତିୱାରୀ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି । ଆଜି ରିଲିଜ୍ ହେଇଥିବା ଫିଲ୍ମ ‘କିସି କା ଭାଇ ଭାଇ…

କରନ ଜୋହରଙ୍କ ଫିଲ୍ମରେ ଅଭିନୟ କରିବେ ସଲମାନ

ମୁମ୍ବାଇ: ସଲମାନ ଖାଁଙ୍କ କିସି କା ଭାଇ କିସି କା ଜାନ ଫିଲ୍ମ ରିଲିଜ ହୋଇଯାଇଛି । ୪ ବର୍ଷ ପରେ ଇଦରେ ଏହି ଫିଲ୍ମ ରିଲିଜ ହୋଇଥିବାରୁ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇଛି । ଏହା ମଧ୍ୟରେ ଆଉ ଏକ ଖବର ମଧ୍ୟ ସେମାନଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର…

ଆଇଏମଡିବି ୨୦୨୩ ତାଲିକା: ଜବାନ ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କ ଅଧିକ ଉତ୍କଣ୍ଠା

ମୁମ୍ବାଇ: ଆଇଏମଡିବି ୨୦୨୩ରେ କେଉଁ ଫିଲ୍ମ ଦେଖିବା ପାଇଁ ଦର୍ଶକ ବ୍ୟଗ୍ର ଅଛନ୍ତି ସେ ନେଇ ଏକ ସୂଚୀ ଜାରୀ କରିଛି । ଏହି ତାଲିକାରେ ଶାହାରୁଖ ଖାଁଙ୍କ ଜବାନ ସବୁଠାରେ ଆଗରେ ରହିଛି । ପଠାନ ପରେ କିଙ୍ଗ ଖାଁଙ୍କ ଫିଲ୍ମର ଚାହିଦା ବୃଦ୍ଧି ପାଇଛି । ଏହା ୨ ଜୁନ ୨୩ରେ ରିଲିଜ ହେବ । ରଣବୀର…

ବିବାହ ବନ୍ଧନରେ ଆବଦ୍ଧ ହେବେ ରାଘବ ଓ ପରିଣୀତି, ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ବାଜିବ ଶାହାନାଇ । ବିବାହ କରିବେ ଆମ୍ ଆଦମୀ ପାର୍ଟି ନେତା ତଥା ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା । ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିବା ଖବର ପ୍ରଚାର ହେଉଥିବା ବେଳେ ଅକ୍ଟୋବରରେ ବିବାହ କରିବାକୁ ଯାଉଛନ୍ତି । ସୋମବାର ପରିଣୀତି ସେଲିବ୍ରିଟି…

ୟୁଟ୍ୟୁବ୍‌ ଚାନେଲ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଆରାଧ୍ୟା

ନୂଆଦିଲ୍ଲୀ : ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପରିବାରର ଲାଡଲି ହେଉଛନ୍ତି ଆରାଧ୍ୟା । ଅମିତାଭଙ୍କ ନାତୁଣୀ ଆରାଧ୍ୟା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଆରାଧ୍ୟା ବଚ୍ଚନ ଗୋଟିଏ ୟୁଟ୍ୟବ୍‌ ଚ୍ୟାନେଲ୍‌ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି । ଆଜି ଦିଲ୍ଲୀ ହାଇକୋର୍ଟଙ୍କ…

ୟସ୍‌ ଚୋପ୍ରାଙ୍କ ପତ୍ନୀ ପାମେଲାଙ୍କ ପରଲୋକ; ପ୍ରଯୋଜନା ସହ ଏକାଧିକ ଫିଲ୍ମରେ ଗାଇଛନ୍ତି ଗୀତ

ମୁମ୍ବାଇ: ପ୍ରଖ୍ୟାତ ସିନେମା ନିର୍ଦ୍ଦେଶକ ଓ ପ୍ରଯୋଜକ ଦିମ୍ବଗତ ୟଶ ଚୋପ୍ରାଙ୍କ ପତ୍ନୀ ତଥା ଗାୟିକା ଓ ଫିଲ୍ମ ଲେଖିକା ପାମେଲା ଚୋପ୍ରାଙ୍କ ପରଲୋକ ହୋଇଛି। ୮୫ ବର୍ଷ ବୟସରେ ଆଜି (ଏପ୍ରିଲ ୨୦) ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ପାମେଲା ଏକାଧିକ ଫିଲ୍ମରେ ଗୀତ ଗାଇବା ସହ ପ୍ରଯୋଜନା କରିବା ଓ…

ପୋଲିସ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ସୂର୍ଯ୍ୟମୟୀ

ଭୁବନେଶ୍ୱର: ଓଲିଉଡ଼ର ଜଣାଶୁଣା ଅଭିନେତ୍ରୀ ସୂର୍ଯ୍ୟମୟୀ ପ୍ରଥମ ଥର ପାଇଁ ପୋଲିସ ଭୂମିକାରେ ନଜର ଆସିବେ । ‘ଆଇପିଏସ୍ ଦୁର୍ଗା’ ଫିଲ୍ମରେ ସେ ଆଇପିଏସ୍ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି । ଅପରାଧୀ ଗ୍ୟାଙ୍ଗର ମୂଳୋତ୍ପାଟନ ପାଇଁ ଜୋରଦାର ଅପରେସନ କରିଛନ୍ତି ଜଣେ ନିର୍ଭୀକ ମହିଳା ପୋଲିସ…

ବିବାହକୁ ନେଇ ପାପାରାଜିଙ୍କ ପ୍ରଶ୍ନରେ ପରିଣୀତିଙ୍କ ପ୍ରତିକ୍ରିୟା ହେଲା ଭାଇରାଲ

ମୁମ୍ବାଇ: ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢାଙ୍କ ସହ ସମ୍ପର୍କ ନେଇ ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରା ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି । ଗତ କିଛି ଦିନ ମଧ୍ୟରେ ଦୁହେଁ ଏକାଠି ଅନେକ ଥର ନଜର ଆସିଛନ୍ତି, ଯାହା ପରେ ଉଭୟଙ୍କ ବିବାହ ଗୁଜବ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ନିକଟରେ…

‘ପଠାନ’ ଫିଲ୍ମ ପାଇଁ ଶାହରୁଖ ଖାନ ନେଇ ନ ଥିଲେ ଫି : କଲେ ୨୦୦ କୋଟି ଟଙ୍କା ରୋଜଗାର

ମୁମ୍ବାଇ: ଅଭିନେତା ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ରେକର୍ଡ଼ କରିଥିଲା । ଘରୋଇ ଟିକେଟ୍ ୱିଣ୍ଡୋରେ ଏହି ଫିଲ୍ମ ୫୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା । ଏଥି ସହିତ ସର୍ବଭାରତୀୟ ସ୍ତରରେ ଏହି ଫିଲ୍ମ ମୋଟ ୧୦୫୦.୩ କୋଟି ରୋଜଗାର କରିଥିଲା । ବିଶେଷ କଥା ହେଉଛି ଶାହାରୁଖ…

ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ପୁଷ୍ପା-୨ର ସୁଟିଂ

ମାଲକାନଗିରି: ସ୍ଵାଭିମାନ ଅଞ୍ଚଳରେ ପୁଷ୍ଟା ଟିମ୍ । ଆରମ୍ଭ ହେଲା ସୁଟିଂ ।   ସାଉଥ ଫିଲ୍ମ ପୁଷ୍ପା ପାର୍ଟ୍ -୨ ର ସୁଟିଂ ମାଲକାନଗିରିରେ ଆରମ୍ଭ ହୋଇଛି ।   ଆନ୍ଧ୍ର ଓଡିଶା ସୀମାନ୍ତ ତରାବୁ ଜଳପ୍ରପାତ ନିକଟରେ ପୁଷ୍ପାର ଏକ ଟିମ ଗତକାଲି  ପହଞ୍ଚି ଏକ ଜଙ୍ଗଲି ସେଟ୍ ଅପ୍ ତିଆରି କରିବା ପରେ…