Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଧଳା ସୁଟ୍ ସହ ଫେସ୍ ମାସ୍କରେ ନଜର ଆସିଲେ ଅଭିନେତ୍ରୀ

ମୁମ୍ବାଇ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସାମନ୍ତ ରୁଥୁ ପ୍ରଭୁ ଏବେ ବେଶ୍ ଚର୍ଚ୍ଚାରେ । ବର୍ତ୍ତମାନ ସେ ତାଙ୍କର ଆଗାମୀ ଫିଲ୍ମ୍ର ‘ଶକୁନ୍ତଲାମ\'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ସାମନ୍ତ ସୋସିଆଲ ମିଡିଆରେ ଏକ ଫଟୋ ଓ ଭିଡ଼ିଓ ସେୟାର କରିଛନ୍ତି,…

ରିଲିଜ ପୂର୍ବରୁ ବାହୁବଳୀ୨, ଆରଆରଆରକୁ ପଛରେ ପକାଇଲା ପ୍ରଭାସଙ୍କ ସାଲାର

ମାଡ୍ରାସ: ରିଲିଜ ପୂର୍ବରୁ ପ୍ରଭାସଙ୍କ ଫିଲ୍ମ ସାଲାର ବାହୁବଳୀ୨ ଓ ଆରଆରଆରକୁ ପଛରେ ପକାଇ ଦେଇଛି । ରିପୋର୍ଟ ମୁତାବକ ସାଲାରର ଓଭରସିଜ ରାଇଟ୍ସ ୯୦ କୋଟି ଟଙ୍କାରେ ବିକ୍ରୀ ହୋଇଛି । ପ୍ରଥମ ଭାରତୀୟ ଫିଲ୍ମ ଭାବେ ସାଲାରକୁ ଏତେ ଟଙ୍କା ମିଳିଛି । ଏହା ପୂର୍ବରୁ ପ୍ରଭାସ ଅଭିନୀତ ବହୁବଳୀ ୨ ଏବଂ…

ବାପା ହେବେ ସାଉଥ ସୁପରଷ୍ଟାର ରାମଚରଣ, ଦୁବାଇରେ କଲେ ଉପାସନାଙ୍କ ଗୋଦଭରାଇ କାର୍ଯ୍ୟକ୍ରମ

ମୁମ୍ବାଇ: ସାଉଥ ସୁପରଷ୍ଟାର ରାମ ଚରଣ ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି । ନିକଟରେ ଦୁବାଇରେ ତାଙ୍କ ପତ୍ନୀ ଉପାସନାଙ୍କ ଗୋଦ ଭରାଇ କାର୍ଯ୍ୟକ୍ରମ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ବିବାହର ୧୦ ବର୍ଷ ପରେ ରାମଚରଣ ବାପା ହେବାକୁ ଯାଉଥିବାରୁ ଉଭୟ ଖୁସି ଥିବା ଦେଖିବାକୁ ମିଳିଛି ।…

ଶାହାରୁଖ ଖାନଙ୍କ ଫିଲ୍ମ ‘ଜୱାନ’ରେ ଦୀପିକାଙ୍କ ଏଣ୍ଟ୍ରି

ମୁମ୍ବାଇ:ବଲିଉଡ଼ର ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ରେକର୍ଡ଼ କରିଥିଲା । ଏବେ ପ୍ରଶଂସକମାନେ କିଙ୍ଗ ଖାନଙ୍କ ଆଗାମୀ ଫିଲ୍ମ ‘ଜୱାନ' କୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ବର୍ତ୍ତମାନ ‘ଜୱାନ'ର ଗୀତ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି, ଯାହା ପ୍ରଶଂସକଙ୍କୁ ଆହୁରି…

ଶ୍ରୀଦେବୀଙ୍କ ଭଉଣୀ ରୂପରେ ବଲିଉଡର ପ୍ରତିଷ୍ଠିତ କଳାକାର

ମୁମ୍ବାଇ: ଶ୍ରୀଦେବୀଙ୍କ ଭଉଣୀ ରୂପରେ ବଲିଉଡର ଜଣେ ପ୍ରତିଷ୍ଠିତ କଳାକାରଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଉକ୍ତ କଳାକାରଜଣଙ୍କ ଶ୍ରୀଦେବୀଙ୍କ ପରି ଦେଖାଯାଉଛନ୍ତି । ଆଉ ସେ କଳାକାରଜଣଙ୍କ ହେଲେ ଅନୁପମ ଖେର । ବିଶ୍ୱାସ ନ ହେଲେ ବି ଏହା ସତ । ଆପଣମାନେ ମଧ୍ୟ ଫଟୋକୁ ଦେଖି…

ମାଷ୍ଟରସେଫ୍ ସିଜିନ-୭ ବିଜେତା ହେଲେ ଆସାମର ନୟନଜ୍ୟୋତି

ମୁମ୍ବାଇ: ଭାରତର ଲୋକପ୍ରିୟ କୁକିଂ ରିଆଲିଟି ଶୋ’ ମାଷ୍ଟରସେଫ୍ ଇଣ୍ଡିଆ -୭ ଶେଷ ହୋଇଛି । ଏହି ଶୋ ରେ ନିଜର କମାଲ ଦେଖାଇ ଆସାମର ନୟନଜ୍ୟୋତି ସାଇକିଆ ଟ୍ରଫି ଜିତିଛନ୍ତି । ଏଥିସହ ୨୫ ଲକ୍ଷ ଟଙ୍କାର ଅର୍ଥରାଶି ବି ମିଳିିଛି । ଅନେକ କଷ୍ଟଦାୟକ ଚ୍ୟାଲେଞ୍ଜ ସାମ୍ନା କରି ନୟନଜ୍ୟୋତି ଏବେ…

ଫିଲ୍ମ ‘ଆଶିକ୍ ୪’ ରେ ନଜର ଆସିବେ ବିଗ୍ ବସର ହିଟ୍ ଯୋଡି

ମୁମ୍ବାଇ: ଫିଲ୍ମ ‘ଆଶିକ୍ ୪’କୁ ନେଇ ନିର୍ମାତା ସାଜିଦ୍ ଖାନ୍ ଏବେ ଚର୍ଚ୍ଚାରେ । ଏହି ଫିଲ୍ମରେ ସେ ବିଗ୍ ବସ୍ ସିଜିନ୍ ୧୬ର ହିଟ୍ ଯୋଡ଼ି ଅଙ୍କିତ ଗୁପ୍ତା ଓ ପ୍ରିୟଙ୍କା ଚହର ଚୌଧୁରୀ ନଜର ଆସିବେ ବୋଲି ଆଲୋଚନା ହେଉଛି । ନିକଟରେ ଅଙ୍କିତ୍‌ଙ୍କ ଧାରାବାହିକ ଜୁନୋନିୟତ ସୁଟିଂ ସେଟ୍‌ରେ…

ଫ୍ଲପ୍ ହେଲା ଫିଲ୍ମ ଭିଡ଼୍ : ଟିମ୍ ସଦସ୍ୟଙ୍କୁ କ୍ଷମା ମାଗିଲେ ନିର୍ଦ୍ଦେଶକ ଅନୁଭବ ସିହ୍ନା

ମୁମ୍ବାଇ: କରୋନା ମହାମାରିର ପ୍ରଭାବକୁ ନେଇ ନିର୍ମିତ ଫିଲ୍ମ ‘ଭିଡ଼୍‌’ ବକ୍ସ ଅଫିସରେ ଏତେଟା ସଫଳତା ପାଇଲା ନାହିଁ । ସେହିପରି ଫିଲ୍ମ ‘ଉନ୍‌କେ’ ବି ଫ୍ଲପ୍ ହୋଇଛି । ଏହାକୁ ନେଇ ନିର୍ଦ୍ଦେଶକ ଅନୁଭବ ସିହ୍ନା ନିଜର ପ୍ରତିକ୍ରିୟା ଦେଇଛନ୍ତି । ନିର୍ଦ୍ଦେଶକ ଫିଲ୍ମର ଟିମ୍ ମେମ୍ବରମାନଙ୍କୁ…

୬ ବର୍ଷ ପରେ ଛୋଟ ପରଦାକୁ ଫେରିବେ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର

ମୁମ୍ବାଇ: ବଲିଉଡ଼ ତଥା ଛୋଟପରଦାର ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଦୀର୍ଘ ୬ ବର୍ଷ ପରେ ସେ ଛୋଟପରଦାକୁ ଫେରିବାକୁ ଯାଉଛନ୍ତି । ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଦ କପିଲ ଶର୍ମା ଶୋ’ର ଗୁଥୀ ଚରିତ୍ରରେ ଅଭିନୟ କରି ଲୋକଙ୍କୁ ହସାଇ ହସାଇ…

ଝିଅଙ୍କୁ ଧରି ପ୍ରଥମ ଥର ଭାରତ ଆସିଲେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଶୁକ୍ରବାର ତାଙ୍କ କୁନି ଝିଅ ମାଲ୍‌ତୀ ମ୍ୟାରୀଙ୍କୁ ଧରି ଭାରତ ଆସିଛନ୍ତି । ତାଙ୍କ ସ୍ୱାମୀ ନିକ୍ ଜୋନାସ୍ ବି ଆସିଛନ୍ତି । ମାଲ୍‌ତୀ ମ୍ୟାରିଙ୍କର ଏହା ହେଉଛନ୍ତି ପ୍ରଥମ ଭାରତ ଗସ୍ତ । ପ୍ର୍ରିୟଙ୍କା ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ…