Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୧୫ ବର୍ଷ ପରେ ପରସ୍ପରଠୁ ଅଲଗା ହେଲେ ‘ୟେ ରିସ୍ତ କ୍ୟା କେହଲାତା ହେ’ର ଲତା…

ମୁମ୍ବାଇ: ଟିଭି ଧାରାବାହିକ 'ୟେ ରିସ୍ତ କ୍ୟା କେହଲାତା ହେ'ରେ ଅକ୍ଷରାଙ୍କ ମାଆ ଏବଂ ବାପା ଭୂମିକାରେ ଅଭିନୟ କରିଥିବା ଦମ୍ପତି ଲତା ସବରୱାଲ ଏବଂ ସଞ୍ଜିବ ସେଠ୍ ରିଅଲ ଲାଇଫରେ ମଧ୍ୟ ସ୍ୱାମୀ-ସ୍ତ୍ରୀ। କିନ୍ତୁ ଏବେ ସେମାନଙ୍କ ବିବାହରେ ଫାଟ ସୃଷ୍ଟି ହୋଇଛି। ଏହି ଦମ୍ପତି ବିବାହର ୧୫ ବର୍ଷ…

ଭୁଲ୍ ମାଗିବା ପରେ ଦୟାଙ୍କ ଉପରୁ ନିଲମ୍ବନ ଉଠାଇଲା ଯାତ୍ରା ମାଲିକ ସଂଘ

ଭୁବନେଶ୍ବର: ଯାତ୍ରା ହାସ୍ୟ ଅଭିନେତା ଦୟାନିଧି ଉପାଧ୍ୟାୟଙ୍କ ଉପରୁ ଉଠିଲା ନିଲମ୍ବନ । ଯାତ୍ରା ମାଲିକ ସଂଘ ସଭାପତି ଓ ମାଷ୍ଟର ଆସୋସିଏସନଙ୍କୁ ଭୁଲ୍ ମାଗିବା ପରେ ଏହି ନିଲମ୍ବନ ଉଠିଛି । ସୂଚନାଥାଉକି, ଯାତ୍ରା ଗୁରୁମାନଙ୍କୁ ସମାଲୋଚନା କରିବା ପରେ ଦୟାଙ୍କ ଉପରେ ବ୍ୟାନ୍ ଲାଗିଥିଲା ।…

ସପ୍ତାହକରେ ୭କୋଟି ପାର୍ କଲା ‘ବୋଉ ବୁଟୁ ଭୂତ’

ଭୁବନେଶ୍ବର: ଚଳିତ ବର୍ଷ ରଜ ଉପଲକ୍ଷେ ମୁକ୍ତିଲାଭ କରିଥି ବାବୁସାନ ମହାନ୍ତିଙ୍କ 'ବୋଉ ବୁଟୁ ଭୂତ'ର କ୍ରେଜ ଦେଖିବାକୁ ମିଳିଛି । ଏହି ଫିଲ୍ମ ରିଲିଜର ପ୍ରଥମ ସପ୍ତାହରେ ୭କୋଟିରୁ ଅଧିକ ଆୟ କରିଛି । ବାବୁସାନ ବ୍ୟତୀତ ଏଥିରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଅପରାଜିତାଙ୍କୁ ଦେଖିବାକୁ ମିଳିଛି…

 ‘କେସରୀ ଚାପ୍ଟର ୨’କୁ ନେଇ ବିବାଦ; ମାମଲା ରୁଜୁ କଲା ଟିଏମସି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ବୁଧବାର ବଲିଉଡ୍ ଫିଲ୍ମ 'କେସରୀ ଚାପ୍ଟର ୨'ର ନିର୍ମାତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଭାରତର ସ୍ୱାଧୀନତା ସଂଗ୍ରାମରେ ରାଜ୍ୟର ଅବଦାନର ଇତିହାସକୁ ବଦନାମ କରିବା ଏବଂ ବଙ୍ଗାଳୀ କ୍ରାନ୍ତିକାରୀଙ୍କୁ ଅପମାନିତ କରିବାର ଅଭିଯୋଗ…

ଆସନ୍ତାକାଲି ପରଦାକୁ ଆସିବ ଧନୁଷ-ରଶ୍ମିକାଙ୍କ ‘କୁବେର’, ରିଲିଜ୍ ପୂର୍ବରୁ ହଟିଲା ୧୯ ସିନ୍

ନୂଆଦିଲ୍ଲୀ:୨୦ ଜୁନରେ ଭାରତୀୟ ସିନେମା ହଲରେ 'କୁବେର' ମୁକ୍ତିଲାଭ କରିବ । ତେବେ ଧନୁଷଙ୍କ ଫିଲ୍ମ 'କୁବେର' ରିଲିଜ ପୂର୍ବରୁ ସେନ୍ସର ବୋର୍ଡ ଫିଲ୍ମର ୧୯ଟି ସିନ୍ କାଟି ଏହାର ରନ୍‌ ଟାଇମ୍ କିଛି ସେକେଣ୍ଡ ହ୍ରାସ କରିଛି । ଏହି ଫିଲ୍ମକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC)…

ଗୋବିନ୍ଦାଙ୍କ କ୍ୟାରିୟର ନଷ୍ଟ ହେବା ପଛର କାହାଣୀ କହିଲେ ପହଲାଜ

ମୁମ୍ବାଇ: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋବିନ୍ଦା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଜି ବି ଅନେକ ପ୍ରଶଂସକ ବ୍ୟଗ୍ରତା ସହକାରେ ତାଙ୍କର ଫିଲ୍ମକୁ ଅପେକ୍ଷା କରିଥାନ୍ତି । କ୍ରମାଗତ ଭାବେ ବ୍ଲକବଷ୍ଟର ଫିଲ୍ମ ଦେଉଥିବା ଗୋବିନ୍ଦାଙ୍କ କ୍ୟାରିୟର ହଠାତ ବର୍ବାଦ ହୋଇ ଯାଇଥିଲା ।…

କାହିଁକି ହଜିବାକୁ ଚାହାଁନ୍ତି ଅଭିଷେକ ବଚ୍ଚନ…

ନୂଆଦିଲ୍ଲୀ: ଅଭିଷେକ ବଚ୍ଚନ ବର୍ତ୍ତମାନ୍ ତାଙ୍କ ଫିଲ୍ମ ହାଉସଫୁଲ ୫କୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଫିଲ୍ମରେ ତାଙ୍କ ଚରିତ୍ରକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି। ଏହା ମଧ୍ୟରେ ଅଭିଷେକ ନିଜ ସୋସିଆଲ ମିଡ଼ିଆରେ ଏପରି କିଛି ପୋଷ୍ଟ କରିଛନ୍ତି ଯାହା ତାଙ୍କ ପ୍ରଶଂସକ ମାନଙ୍କୁ…

ଯାତ୍ରା ସ୍ୱର୍ଣ୍ଣ ମନ୍ଦିରରୁ ବିଦାୟ ନେଲେ ରାଣୀ ପଣ୍ଡା, ତିଆରି କଲେ ନୂଆ ଯାତ୍ରାପାର୍ଟି

ଭୁବନେଶ୍ୱର: ଅଭିନେତ୍ରୀ ରାଣୀପଣ୍ଡା ତିଆରି କଲେ ନୂଆ ଯାତ୍ରାପାର୍ଟି। ଆଜି ଏନେଇ ପ୍ରେସ୍ ମିଟ୍ କରି କହିଛନ୍ତି ରାଣୀ। ଯାତ୍ରାପାର୍ଟି କରି ରାଣୀପଣ୍ଡା ଅନେକ କଳାକାର ଓ ଟେକ୍ନିସିଆନ୍ସଙ୍କୁ ପୋଷିବ ବୋଲି ରୋକ୍ ଠୋକ୍ ଜଣାଇଛନ୍ତି ରାଣୀ। ଓଡ଼ିଆ ଅଭିନେତ୍ରୀ ରାଣୀ ପଣ୍ଡା କହିଛନ୍ତି,…

ମୋ ଝିଅକୁ ସଞ୍ଜୟଙ୍କ ସମ୍ପତ୍ତି ଦରକାର ନାହିଁ: କରିସ୍ମାଙ୍କ ବାପା 

ନୂଆଦିଲ୍ଲୀ: ମୋ ଝିଅକୁ ସଞ୍ଜୟଙ୍କ ସମ୍ପତ୍ତି ଦରକାର ନାହିଁ ବୋଲି କହିଛନ୍ତି କରିସ୍ମାଙ୍କ ବାପା ରଣଧୀର କପୁର। ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର ୨୦୦୩ ମସିହାରେ ବିଜନେସ ଟାଇକୁନ୍ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। କୌଣସି କାରଣରୁ ୨୦୧୪ ମସିହାରେ ଦମ୍ପତିଙ୍କ ଛାଡପତ୍ର ମଧ୍ୟ ହୋଇଯାଇଥିଲା।…

୭୫ ବର୍ଷରେ ପାଦ ଥାପିଲେ ମିଥୁନ, କିପରି ଥିଲା ନକ୍ସଲରୁ ସୁପରଷ୍ଟାର ଯାତ୍ରା ଆସନ୍ତୁ ଜାଣିବା…

ମୁମ୍ବାଇ: ବୟସର ଆଉ ଏକ ପାହାଚରେ ପାଥ ଥାପିଲେ ବଲିଉଡର ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀ । ୧୯୫୦ ଜୁନ ୧୬ ତାରିଖରେ ଜନ୍ମିତ ମିଥୁନଙ୍କ ଆଜି ୭୫ତମ ଜନ୍ମଦିନ। ବଲିଉଡଠୁ ନେଇ ବଙ୍ଗୀୟ ଫିଲ୍ମରେ ସେ ଦେଖାଇସାରିଛନ୍ତି ନିଜର ଦମଦାର ଅନ୍ଦାଜ। ଶାନଦାର ଅଭିନୟ ସହ ଜବରଦସ୍ତ ଡାନ୍ସରେ…