Latest Odisha News

BREAKING NEWS

Browsing Category

ମନୋରଞ୍ଜନ

Bou Buttu Bhuta at INCA 2026: ମୁମ୍ବାଇ ମଞ୍ଚରେ, ଓଡ଼ିଆ ସିନେମାର ଗର୍ଜନ…ଭାବ ବିହ୍ୱଳ ହୋଇପଡ଼ିଲେ…

ମୁମ୍ବାଇ/ଭୁବନେଶ୍ୱର: ଆଗରେ ବସିଥିଲେ ବଲିଉଡ୍ ଟଲିଉଡର ଦିଗଗଜ୍ ଏକାସାଙ୍ଗରେ ୪ ଆୱାର୍ଡ଼ ହାତେଇଲା ଓଡ଼ିଆ ସିନେମା ମାୟାନଗରୀରେ ଓଡ଼ିଆ ସିନେମାର ବଡ଼ ବିଜୟ ସମସ୍ତଙ୍କ ମୁହଁରେ ଥିଲା ଜୟ ଜଗନ୍ନାଥ ନୂଆ ଚମକଦାର ସକାଳ ଦେଖୁଛି ଓଡ଼ିଆ ସିନେମା। ଦମନ ପରେ ପୁଣି ଆଉ ଏକ ସିନେମା…

ଚୁପଚାପ ପିଲାବେଳର ବାନ୍ଧବୀଙ୍କୁ ବିବାହ କଲେ ଜୁବୀନ

ମୁମ୍ବାଇ: ଲୋକପ୍ରିୟ ଗାୟକ ଜୁବୀନ ନୌଟିୟାଲା ତାଙ୍କ ପିଲାବେଳର ବାନ୍ଧବୀଙ୍କୁ ବିବାହ କରିଛନ୍ତି । ଉତରାଖଣ୍ଡରେ ଏହି ବିବାହ ଚୁପଚାପ କରାଯାଇଛି । ଏଥିରେ କେବଳ ପରିବାର ସଦସ୍ୟ ଓ ନିକଟତମ ବନ୍ଧୁ ଉପସ୍ଥିତ ଥିଲେ । ଜୁବୀନ ରାତାଂ ଲମ୍ବିୟା, ଲୁଟ ଗୟେ, ତୁମ ହି ଆନା, ବେବଫା ତେରା ମାସୁମ ଚେହେରା…

ଧୁରନ୍ଧର ଫ୍ରାଞ୍ଚାଇଜ ବକ୍ସ ଅଫିସରେ ରଚିଲା ନୂଆ ଇତିହାସ, ଏହି ସବୁ ଫିଲ୍ମକୁ ପଛରେ ପକାଇଲା…

ମୁମ୍ବାଇ: ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିବା ‘ଧୁରନ୍ଧର’ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବା ସହ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିବାରେ ଲାଗିଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ, ଆଦିତ୍ୟ ଧର୍‌ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମଟି ବିଶ୍ବସ୍ତରରେ ବକ୍ସ ଅଫିସରେ ୧୩୦୦ କୋଟି ଟଙ୍କା ଆୟ…

Asha Bhosle Funeral: ପଞ୍ଚଭୂତରେ ଲୀନ ପ୍ରଖ୍ୟାତ ଗାୟିକା ଆଶା ଭୋଁସଲେ

ମୁମ୍ବାଇ: ପଞ୍ଚଭୂତରେ ଲୀନ ହୋଇଛନ୍ତି ପ୍ରଖ୍ୟାତ ଗାୟିକା ଆଶା ଭୋଁସଲେ। ୯୨ ବର୍ଷୀୟ ଗାୟିକାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବା ପରେ ତାଙ୍କୁ ଏପ୍ରିଲ ୧୧, ୨୦୨୬ରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହାପରେ ତାଙ୍କର ଦେହାନ୍ତ ହୋଇଥିଲା। ପ୍ରାରମ୍ଭରେ ରିପୋର୍ଟ…

କିମ୍ବଦନ୍ତୀ ଗାୟିକା ଆଶା ଭୋସ୍‌ଲେଙ୍କ ପରଲୋକ

ମୁମ୍ବାଇ: କିମ୍ବଦନ୍ତୀ ଗାୟିକା ଆଶା ଭୋସ୍‌ଲେଙ୍କ ପରଲୋକ। ପରଲୋକ ନେଇ ସୂଚନା ଦେଲେ ପୁଅ ଆନନ୍ଦ ଭୋସ୍‌ଲେ। ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ୯୨ ବର୍ଷ ବୟସରେ ଆଖି ବୁଝିଲେ ଆଶା ଭୋସ୍‌ଲେ। ତାଙ୍କ ପରଲୋକ ଭାରତୀୟ ସଙ୍ଗୀତରେ ଏକ ଯୁଗର ଅନ୍ତ…

PM Modi Prays for Asha Bhosle : ହସ୍ପିଟାଲରେ ୯୨ ବର୍ଷୀୟ ଆଶା ଭୋସଲେ, ଚିନ୍ତା ପ୍ରକାଶ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଭାରତୀୟ ସିନେମାର ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ଶନିବାର ରାତିରେ ହୃଦଘାତ ହେବା ପରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନାତୁଣୀ ଜନାଇ ଭୋଁସଲେ ସୋସିଆଲ ମିଡିଆରେ ଏହି ଖବର ସେୟାର କରିଛନ୍ତି। ଏହି ଖବର ପ୍ରସାରିତ ହେବା ମାତ୍ରେ ପ୍ରଶଂସକ…

Asha Bhosle Hospitalised:ଲୋକପ୍ରିୟ ଗାୟିକା ଆଶା ଭୋସଲେ ଅସୁସ୍ଥ;ହସ୍ପିଟାଲରେ ଭର୍ତ୍ତି…

ମୁମ୍ବାଇ: ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଆଜି ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି,ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି । ହୃଦଘାତର ଗୁଜବ ମଧ୍ୟରେ ତାଙ୍କ ନାତୁଣୀ ଜାନାଇ ସୂଚନା ଦେଇଛନ୍ତି ଯେ, ଛାତି ସଂକ୍ରମଣ ହେତୁ ହସ୍ପିଟାଲରେ…

ବିଗ୍ ବି’ଙ୍କ ରହସ୍ୟମୟ ମେସେଜ୍: ସୋସିଆଲ ମିଡିଆରେ ହଟଚମଟ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ, ବରଂ ତାଙ୍କର ଅନୋଖା ଅନ୍ଦାଜ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସୋସିଆଲ ମିଡିଆରେ ସେ ଏଭଳି କିଛି ଲେଖିଛନ୍ତି, ଯାହାକୁ ନେଇ ଏବେ ସାରା ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। ମାତ୍ର ଦୁଇଟି…