Latest Odisha News

BREAKING NEWS

Browsing Category

ମନୋରଞ୍ଜନ

“ଅବତାର: ଫାୟାର ଆଣ୍ଡ୍ ଆସ୍”ର ଦମଦାର ଓପନିଂ…

ନୂଆଦିଲ୍ଲୀ: ଜେମ୍ସ କ୍ୟାମେରନଙ୍କ "ଅବତାର" ଏହାର ତୃତୀୟ ଫ୍ରାଞ୍ଚାଇଜ "ଅବତାର: ଫାୟାର ଆଣ୍ଡ୍ ଆସ୍" ସହିତ ଭାରତରେ ଏଣ୍ଟ୍ରି କରିଛି। "ଅବତାର: ଫାୟାର ଆଣ୍ଡ୍ ଆସ୍" ଡିସେମ୍ବର ୧୯ ତାରିଖରେ ଭାରତରେ ବଡ଼ ପରଦାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି କେବଳ ରିଲିଜ୍ ହେବା ପରେ ବିପୁଳ…

ଏଥର ଥ୍ରୀ ନୁହେଁ ୪ ଇଡିଏଟ୍ସ ଆସିବେ ପରଦାକୁ

ମୁମ୍ବାଇ: ଅମୀର ଖାଁ ଅଭିନୀତ ଓ ରାଜକୁମାର ହିରାନୀ ନିର୍ଦ୍ଦେଶିତ ଥ୍ରୀ ଇଡିଏଟ୍ସର ସୀକ୍ୱେଲକୁ ନେଇ ବେଶ କିଛି ଦିନ ହେବ ଖବର ପ୍ରକାଶ ପାଇ ଆସୁଛି । ନୂତନ ରିପୋର୍ଟ ଅନୁସାରେ ଫିଲ୍ମମେକର୍ସ ଏଥର ଥ୍ରୀ ନୁହେଁ ୪ ଇଡିଏଟ୍ସ ପରଦାକୁ ଆଣିବା ପାଇଁ ଉଦ୍ୟମ କରିଛନ୍ତି । ଏହାର ସ୍କ୍ରିପ୍ଟ ଚୂଡାନ୍ତ…

Bharti singh: ପୁଣି ଥରେ ମା’ ହେଲେ କମେଡି କୁଇନ୍ ଭାରତୀ ସିଂହ, ସୁଟିଂ ସେଟରୁ ଗଲେ ହସ୍ପିଟାଲ…

ମୁମ୍ବାଇ: ଘରେ ଘରେ ପରିଚିତ ଥିବା କମେଡି କୁଇନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। କମେଡି କୁଇନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ, ଲେଖକ-ହୋଷ୍ଟ ହର୍ଷ ଲିମ୍ବାଚିୟାଙ୍କ ଦ୍ୱାରଦେଶରେ ପୁଣି ଥରେ ଖୁସି ଆସି ପହଞ୍ଚିଛି। ଏହି ଦମ୍ପତି ସେମାନଙ୍କର…

ଛୋଟ ପରଦାରେ ଧମାଲ୍ କରିବେ ଅକ୍ଷୟ କୁମାର, ଆସୁଛି  ‘Wheel Of Fortune…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ଏବଂ OTT ପ୍ଲାଟଫର୍ମରେ ଆରମ୍ଭ ହେବାକୁ ଯାଉଥିବା ରିଆଲିଟି ଗେମ୍ ଶୋ’ ହ୍ୱିଲ୍ ଅଫ୍ ଫର୍ଚୁନ୍ 'ର ହୋଷ୍ଟିଂ କରିବାକୁ ଯାଉଛନ୍ତି। ଏହା ମାଧ୍ୟମରେ ସେ ଛୋଟ ପରଦାକୁ ଫେରିବା ନେଇ ସୂଚନା ମିଳିଛି। ତେବେ ସୋନି…

ୟୁକେରୁ ଫେରି ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ଭାବପ୍ରବଣ ହେଲେ ଅନୁଷ୍କା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି, ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପୁଣି ଥରେ ବୃନ୍ଦାବନ ଗସ୍ତ କରିଥିଲେ, ଯେଉଁଠାରେ ସେମାନେ ପ୍ରଖ୍ୟାତ ସନ୍ଥ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟି ଆଶୀର୍ବାଦ ଗ୍ରହଣ କରିଥିଲେ। ସାକ୍ଷାତ ସମୟରେ ବିରାଟ କୋହଲି ବେଶ ଖୁସି ନଜର…

କାହିଁକି ବନ୍ଧା ହେଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ଓ ତାଙ୍କ ପତ୍ନୀ…

ମୁମ୍ବାଇ: ୩୦ କୋଟି ଟଙ୍କା ଠକେଇ ମାମଲାରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ଏବଂ ତାଙ୍କ ପତ୍ନୀ ଶ୍ୱେତାମ୍ବରୀ ଭଟ୍ଟଙ୍କୁ କିଛି ଦିନ ପୂର୍ବରୁ କୋର୍ଟ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି। ତେବେ ସେମାନଙ୍କୁ ଉଦୟପୁର ACJM କୋର୍ଟ-୪ ଡିସେମ୍ବର ୯ ତାରିଖ ରେ ହଜାର କରାଯାଇଥିଲା ଓ ଡିସେମ୍ବର…

ଚଳଚ୍ଚିତ୍ର ପ୍ରଯୋଜକ ରବୀନ୍ଦ୍ରନାଥ ସାହୁଙ୍କ ପରଲୋକ, ଓଲିଉଡ ଜଗତ ପ୍ରତି ତାଙ୍କର ଅବଦାନ ଅତୁଳନୀୟ…

ଭୁବନେଶ୍ବର: ପରଲୋକରେ ଓଡ଼ିଶାର ଜଣାଶୁଣା ଚଳଚ୍ଚିତ୍ର ପ୍ରଯୋଜକ ରବୀନ୍ଦ୍ରନାଥ ସାହୁ । ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲ‌ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଚିକିତ୍ସାଧୀନ ଥିଲେ । ତାଙ୍କର ଧର୍ମପତ୍ନୀ, ୫ ପୁଅ ଓ…

‘Border 2’: ବିଜୟ ଦିବସରେ ରିଲିଜ୍ ହେଲା ‘ବର୍ଡର 2’ ଟିଜର

ମୁମ୍ବାଇ: ରିଲିଜ୍ ହେବା ମାତ୍ରେ ହିଟ ହେଲା 'ବର୍ଡର 2' । ରିଲିଜ୍ ହେଲା 'ବର୍ଡର 2'ର ଟିଜର, ଭାବପ୍ରବଣ ହେଲେ ସନି ଦେଓଲ ।ବିଜୟ ଦିବସରେ ଆସିଲା 'ବର୍ଡର 2 ' ଟିଜର । ସନ୍ନି ଦେଓଲଙ୍କ 'ବର୍ଡର ୨' ଟିଜର ରିଲିଜ୍ ହେବା ମାତ୍ରେ ହିଟ୍ ହୋଇଗଲା । ସନ୍ନି ଦେଓଲ ପୁଣିଥରେ ପାକିସ୍ତାନକୁ କଡ଼ା ଜବାବ…

ଖୁସି ଖବର ଦେଲେ ସବ୍ୟସାଚୀ ଓ ଅର୍ଚ୍ଚିତା…

ଭୁବନେଶ୍ୱର: ଓଲିଉଡ ଜଗତର ଚର୍ଚ୍ଚିତ ଷ୍ଟାର ଦମ୍ପତି ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ଖୁବ୍ ଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଗତ ଶନିବାର ଇନଷ୍ଟାଗ୍ରାମରେ ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିର ପରିସରରୁ ଏକ…

୧୩ ବର୍ଷ ସାନ ବାନ୍ଧବୀଙ୍କ ସହ ଅର୍ଜୁନ ରାମପାଲଙ୍କ ନିର୍ବନ୍ଧ

ମୁମ୍ବାଇ: ଧୂରନ୍ଧର ଫିଲ୍ମରେ ଅଭିନୟ ଯୋଗୁ ଅର୍ଜୁନ ରାମନାଲ ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । ଇତି ମଧ୍ୟରେ ଅର୍ଜୁନ ତାଙ୍କ ଦୀର୍ଘ ଦିନର ବାନ୍ଧବୀ ଗେବ୍ରିଆଲା ଡେମୋଟ୍ରଏଡେସଙ୍କ ସହ ନିର୍ବନ୍ଧ କରିଛନ୍ତି । ଉଭୟ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ଜଣାପଡିଛି । ଅର୍ଜୁନଙ୍କଠାରୁ…