Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଫିଲ୍ମ ‘ରାମ’ର ଅରିଜିନାଲ ଭିଡିଓକୁ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପକାଇ ଗିରଫ ହେଲେ ଯୁବକ

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ‘ରାମ’ର ଅରିଜିନାଲ ଭିଡିଓକୁ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରିବା ମହଙ୍ଗା ପଡ଼ିଛି । ଏହି ଘଟଣାରେ ପୋଲିସ ଗଂଜାମ ଜିଲ୍ଲାର ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଶିବରାମ ନାହାକ । ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା କରାପଲ୍ଲୀ ଗ୍ରାମର…

ରଶ୍ମିକା ଡିପଫେକ ଭିଡିଓ ମାମଲା: ଦିଲ୍ଲୀ ପୋଲିସକୁ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ ଭିଡିଓ ମାମଲାରେ ଦିଲ୍ଲୀ ପୋଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏହି ଭିଡିଓ ସହ ଜଡିତ ମାମଲାର ତଦନ୍ତରେ ସେମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି । ବୈଷୟିକ ବିଶ୍ଳେଷଣ ମାଧ୍ୟମରେ ଏହାର ଯାଞ୍ଚ କରାଯାଉଛି । ବୈଷୟିକ ବିଶ୍ଳେଷଣର ଏକ…

ଡାକ୍ତରରୁ ହିରୋ ହେବେ ମାଧୁରୀଙ୍କ ସ୍ୱାମୀ ! ଫିଲ୍ମରେ କରିବେ ରୋମାନ୍ସ

ମୁମ୍ବାଇ: ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଏବଂ ତାଙ୍କ ସ୍ୱାମୀ ଡ. ଶ୍ରୀରାମ ନେନେ ବଲିଉଡର ପାୱାର କପଲ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଯେତିକି ଭଲ ସେତିକି ବେମିସାଲ ମଧ୍ୟ। ନିକଟରେ ଗୋଆରେ ଆୟୋଜିତ ଆଇଏଫଏଫଆଇ (IFFI) ୨୦୨୩ରେ ଭାରତୀୟ ଚଳଚ୍ଚିତ୍ରରେ ଅବଦାନ ପାଇଁ ମାଧୁରୀଙ୍କୁ ଏକ ବିଶେଷ…

ବଢିଲା ଅଭିନେତାଙ୍କ ଅଡୁଆ, ପୋଞ୍ଜି ସ୍କିମ୍ ଠକେଇ ମାମଲାରେ ପ୍ରକାଶ ରାଜଙ୍କୁ ଇଡି ସମନ

ନୂଆଦିଲ୍ଲୀ: ବଲିଉଡ ତଥା ଟଲିଉଡ଼ ଅଭିନେତା ପ୍ରକାଶ ରାଜଙ୍କ ଅଡୁଆ ବଢିବାରେ ଲାଗିଛି। ୧୦୦ କୋଟି ଟଙ୍କାର ଚିଟଫଣ୍ଡ ଠକେଇ ମାମଲାରେ ଅଭିନେତା ପ୍ରକାଶ ରାଜଙ୍କୁ ସମନ କରିଛି ଇଡି। ଏହାପରେ ବର୍ତ୍ତମାନ ପୋଞ୍ଜି ସ୍କିମ ପୁଣିଥରେ ଆଲୋଚନା ଘେରକୁ ଆସିଛି। ପୋଞ୍ଜି ସ୍କିମ୍ ମାମଲାରେ, ତାମିଲନାଡୁର…

ସ୍ଵର୍ଣ୍ଣ ମନ୍ଦିରରେ ବିକି କୌଶଲ, ସାଙ୍ଗରେ ନାହାନ୍ତି କ୍ୟାଟ୍…

ପଞ୍ଜାବ: ବଲିଉଡ ଅଭିନେତା ରଣବୀରର କପୁରଙ୍କ ଆଗାମୀ ଚଳଚ୍ଚିତ୍ର 'ଆନିମଲ୍' ଖୁବ୍ ଶିଘ୍ର ରିଲିଜ୍ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ର ସହିତ ବିକି କୌଶଲଙ୍କ ଆଗାମୀ ଚଳଚ୍ଚିତ୍ର 'ସାମ୍ ବାହାଦୂର' ମଧ୍ୟ ରିଲିଜ୍ ହେବ। ଏହି ଚଳଚ୍ଚିତ୍ର ରିଲିଜ୍ ହେବା ପୂର୍ବରୁ ବିକି ଅମୃତସର ଯାଇ ସ୍ଵର୍ଣ୍ଣ ମନ୍ଦିର…

ହୃଦଘାତରେ ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କ ନିଧନ

ମୁମ୍ବାଇ: ବଲିଉଡର ବରିଷ୍ଠ ଫିଲ୍ମମେକର ରାଜକୁମାର କୋହଲିଙ୍କର ଶୁକ୍ରବାର ହାର୍ଟ ଆଟାକରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ଆଜି ସକାଳେ ସେ ବାଥରୁମରେ ହୃଦଘାତର ଶିକାର ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୮ଟାରେ ସେ ବାଥରୁମ ଯାଇଥିଲେ…

ବର୍ଷାଙ୍କ ଆବେଦନକୁ ମଞ୍ଜୁର କଲେ ହାଇକୋର୍ଟ, ୬ରେ ଚୂଡ଼ାନ୍ତ ଶୁଣାଣି

କଟକ: ଓଡ଼ିଶାର ଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡ଼ପତ୍ର ମାମଲା । ଆଜି (ଗୁରୁବାର) ବର୍ଷାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ମାସ ୬ ତାରିଖରେ ହେବ । ପୂର୍ବରୁ ସାଂସଦ ଅନୁଭବ ମହାନ୍ତି କରିଥିବା…

ଡିପଫେକ୍ ଫଟୋ ନେଇ ରାଗିଲେ ସାରା ତେନ୍ଦୁଲକର, କହିଲେ ଟକ୍ନୋଲୋଜିର କରାଯାଉଛି ଦୂରୁପଯୋଗ

ନୂଆଦିଲ୍ଲୀ: ଏବେ ସମଗ୍ର ବିଶ୍ୱ ତଥା ଦେଶରେ ଡିପଫେକ ମାମଲା ଗୁରୁତର ଭାବେ ସମସ୍ୟା ସୃଷ୍ଟି କରିବାରେ ଲାଗିଛି। ଡିପଫେକକୁ ନେଇ ଏବେ ଉଦବେଗ ପ୍ରକାଶ ପାଇଛି। ବର୍ତ୍ତମାନ କ୍ରିକେଟ କମ୍ବଦନ୍ତୀ ସଚିନଙ୍କ ଝିଅ ସାରା ତେନ୍ଦୁଲକର ଡିପଫେକର ଶିକାର ହୋଇଛନ୍ତି। ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ…

ସୁଟିଂ ସେଟରେ ଆହତ ହେଲେ ଅଭିନେତା ଶ୍ରୀତମ ଦାସ, ହସ୍ପିଟାଲରେ ହେଲେ ଭର୍ତ୍ତି

ଭୁବନେଶ୍ଵର: ସୁଟିଂ ସେଟରେ ଆହତ ହେଲେ ଓଲିଉଡ୍ ଅଭିନେତା ଶ୍ରୀତମ ଦାସ । ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭୁବନେଶ୍ଵରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତଙ୍କ ଗୋଡରେ ଓ ଡାହାଣ ହାତରେ ଆଘାତ ଲାଗିଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ, ଆସୁଥିବା ନୂତନ ଓଡିଆ…

ଓଟିଟି ଡେବ୍ୟୁ କରିବେ ଜ୍ୟାକ୍‌ଲିନ

ମୁମ୍ବାଇ: ଆଜିକାଲି ପ୍ରତ୍ୟେକ କଳାକାର ଡିଜିଟାଲ ପ୍ଲାଟଫର୍ମ ଆଡ଼େ ମୁହାଁଉଛନ୍ତି । ଏହି ରେସ୍‌ରେ ଏବେ ସାମିଲ ହୋଇଛନ୍ତି ବଲିଉଡ଼ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍ । ସେ ଖୁବ୍‌ଶୀଘ୍ର ଓଟିଟିରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି । ଓଟିଟିରେ ସେ ନିଜର ଯାଦୁ ଦେଖାଇବେ । ନିର୍ଦ୍ଦେଶକ…