Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଯୁବତୀ ଜଣଙ୍କ ଦୀପିକା ପାଦୁକୋନ ନୁହନ୍ତି, କିନ୍ତୁ ତାଙ୍କ ଭଳି ଦେଖାଯାଉଛନ୍ତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋଶିଆଲ ମିଡିଆ ଏବେ ଅନେକ ହଜିଯାଇଥିବା ଜିନିଷକୁ ଖୋଜିବାରେ ଯେମିତି ସହଯୋଗ କରେ ସେପରେ ଅନେକ ଲୁକାୟତ ପ୍ରତିଭାକୁ ମଧ୍ୟ ଚିହ୍ନଟ କରିବାରେ ସହଯୋଗ କରେ। ଇଣ୍ଟରନେଟରେ ସୁନ୍ଦର ପଶୁ ପକ୍ଷୀଙ୍କ ଭିଡିଓ, ଡ୍ୟାନ୍ସ ଭିଡିଓ ହେଉ ଅବା ସେଲିବ୍ରିଟିଙ୍କ ଫଟୋ ଓ ଭିଡିଓ…

ଆଇଏମଡିବି ଲୋକପ୍ରିୟ ଫିଲ୍ମ: କେଜିଏଫ, ଆରଆରଆର, ଦି କଶ୍ମୀର ଫାଇଲ୍ସକୁ ପଛରେ ପକାଇଲା ବିକ୍ରମ

ମୁମ୍ବାଇ:ଚଳିତ ବର୍ଷ ଅନେକ ଫିଲ୍ମ ବକ୍ସ ଅଫିସରେ କମାଲ କରିଛନ୍ତି । ତେବେ କେଜିଏଫ ୨, ଆରଆରଆର, ଭୁଲ ଭୁଳେୟା ଓ ଦି କଶ୍ମୀର ଫାଇଲ୍ସକୁ ପଛରେ ପକାଇ କମଳା ହାସନଙ୍କ ବିକ୍ରମ ଆଇଏମଡିବି ମୋଷ୍ଟ ୱାଚ ଫିଲ୍ମ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି । ବଲିଉଡର ୬ ଫିଲ୍ମ ଏହି ତାଲିକାରେ ଥିଲେ ମଧ୍ୟ…

ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଚାର୍ଜସିଟ ଦାୟର କଲା NCB

ମୁମ୍ବାଇ: ଅଡ଼ୁଆରେ ଫସିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ଆଜି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ ଦାୟର କରିଛି ଏନସିବି ।ପରଲୋକଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଲାଗି ସେ ବେଆଇନ ସାମଗ୍ରୀ ଯୋଗାଇବା ସହ ସୁଶାନ୍ତଙ୍କୁ ଅତ୍ୟଧିକ ନିଶାସକ୍ତ କରାଇବା ଲାଗି ସେ ଚେଷ୍ଟା…

୩୫୦ କୋଟି ବଜେଟରେ ନିର୍ମିତ ହେବ ପୁଷ୍ପା ଦି ରୁଲ !

ମାଡ୍ରାସ: ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ପୁଷ୍ପା ଦି ରାଇଜ ଫିଲ୍ମ ସାରା ଦେଶରେ ସୁପରହିଟ ହୋଇଥିଲା । ରିପୋର୍ଟ ମୁତାବକ ଏହାର ଲୋକପ୍ରିୟତାକୁ ଦେଖି ମେକର୍ସ ଏହାର ପରବର୍ତୀ ପାର୍ଟକୁ ବିଗ ବଜେଟରେ ନିର୍ମାଣ କରିବେ । ପ୍ରଥମ ପାର୍ଟରେ ୧୯୫ କୋଟି ବଜେଟ ଥିବା ବେଳେ ଏବେ ଏହାକୁ ୩୫୦…

ରକେଟ୍ରି: ଦି ନାମ୍ବି ଇଫେକ୍ଟ: ମାଧବନ ଫିଲ୍ମକୁ ଯୋଜନାବଦ୍ଧ ଭାବେ ଫ୍ଲପ କରିବା ପାଇଁ ଉଦ୍ୟମ ହୋଇଥିଲା କି ?

ମୁମ୍ବାଇ: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କିଛି ଲୋକ ନିଜ ହାତ ମୁଠାରେ ଏହାକୁ ରଖିଛନ୍ତି କହିଲେ ଭୁଲ ହେବନି । ସେମାନଙ୍କ ଅନୁମତି ବିନା ପତ୍ରଟିଏ ବି ହଲେନି । ଆର.ମାଧବନଙ୍କ ରକେଟ୍ରି:ଦି ନାମ୍ବି ଇଫେକ୍ଟ ଫିଲ୍ମରେ ଏହା ପ୍ରମାଣିତ ହୋଇଛି । ଗୋଟିଏ ଅଦୃଶ୍ୟ ଟିମ ଏହି ଫିଲ୍ମ ପଛରେ ପଡି…

ରିଲିଜ ପୂର୍ବରୁ ପୁନର୍ବାର ଚର୍ଚ୍ଚାରେ ଧନୁଷ ଅଭିନୀତ ହଲିଉଡ ଫିଲ୍ମ ଦି ଗ୍ରେ ମ୍ୟାନ

ମୁମ୍ବାଇ: ରିଲିଜ ପୂର୍ବରୁ ପୁନର୍ବାର ଚର୍ଚ୍ଚାରେ ରହିଛି ଦକ୍ଷିଣ ଭାରତ ସୁପରଷ୍ଟାର ଧନୁଷ ଅଭିନୀତ ହଲିଉଡ ଫିଲ୍ମ ଦି ଗ୍ରେ ମ୍ୟାନ । ଏହି ଫିଲ୍ମରେ କ୍ରିସ ଇଭାନ୍ସ ଓ ର‌୍ୟାନ ଗୋସଲିଂ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଦି ଗ୍ରେ ମ୍ୟାନ ୨୨ ଜୁଲାଇରେ ନେଟଫ୍ଲିକ୍ସରେ ବଡ ଆକାରରେ ରିଲିଜ…

ଭୁଲ ବୁଝିଲେ ଅଭିଜିତ ମଜୁମଦାର, ଡିଲିଟ କଲେ ଟୁଙ୍ଗୁର ଭୋଳ ଗୀତ

ଭୁବନେଶ୍ୱର: ଟୁଙ୍ଗୁର ଭୋଳ ଏହି ବ୍ୟକ୍ତିର ପରିଚୟ ଏବେ କୌଣସି ଓଡିଆଙ୍କ ପାଖରେ ଆଉ ବୋଧହୁଏ ଅଛପା ନଥିବ । ଏହି ବ୍ୟକ୍ତିକୁ ନେଇ ଅନେକ ଆଲବମ ମଧ୍ୟ ହୋଇସାରିଲାଣି । ଆଉ ଟୁଙ୍ଗୁର ମଧ୍ୟ ଅଟୋ ଛାଡି ସଙ୍ଗୀତ ଷ୍ଟୁଡିଓରେ ବ୍ୟସ୍ତ । କିନ୍ତୁ ବାରମ୍ବାର ଟୁଙ୍ଗୁରୁ ଭଳି ଚରିତ୍ରକୁ ବିରୋଧ କରୁଥିବା…

ସାଉଥ ସୁପରଷ୍ଟାର ରାମଚରଣଙ୍କ ପତ୍ନୀ ଚାହୁଁ ନାହାନ୍ତି ସନ୍ତାନ

ମାଡ୍ରାସ: ବିବାହର ୧୦ ବର୍ଷ ପୂରଣ ହୋଇ ଯାଇଥିଲେ ମଧ୍ୟ ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ରାମଚରଣଙ୍କ ପତ୍ନୀ ଉପାସନା ଏବେ ବି ମାଆ ହେବାକୁ ଚାହୁଁ ନାହାନ୍ତି । ମୁଁ ମୋ ବାହାଘର ନେଇ ବେଶ ଖୁସି ଅଛି ଓ ଏହି ଜୀବନକୁ ଭରପୂର ଉପଭୋଗ କରୁଛି । ଜନସଂଖ୍ୟା ନିୟନ୍ତ୍ରଣ ପ୍ରତି ସଚେତନ…

ରଣବୀରଙ୍କ ପୋଷାକ ଫିଙ୍ଗିଦେଉଥିଲେ ଦୀପିକା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ୍ ପତି ରଣବୀର ସିଂଙ୍କ ପୋଷାକ ଫିଙ୍ଗିଦିଅନ୍ତି । ତାଙ୍କୁ ଯେଉଁ ପୋଷାକ ପସନ୍ଦ ଆସେନି, ଏଣୁ ତେଣୁ କହି ଫିଙ୍ଗିଦିଅନ୍ତି । ହେଲେ ଏବେ ଆଉ ଏମିତି କରୁନାହାନ୍ତି । ନୂଆନୂଆ ହେଉଥିଲା । ବିବାହ ପରେ ରଣବୀର-ଦୀପିକା ଯେବେଠୁ ଏକାଠି ରହୁଥିଲେ ।…

ସଲମାନଙ୍କ ଦବଙ୍ଗ ୪ର ନିର୍ଦ୍ଦେଶନା ଦେବେ ତିଙ୍ଗମାଂସୁ !

ମୁମ୍ବାଇ: ସଲମାନ ଖାଁଙ୍କ ଦବଙ୍ଗ ୪ର ନିର୍ଦ୍ଦେଶନା ଦେବେ ତିଙ୍ଗମାଂସୁ ଧୂଲିଆ । ନିକଟରେ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ଖବର ଅନୁସାରେ ତିଙ୍ଗମାଂସୁ ଏହାର କାହାଣୀ ମଧ୍ୟ ଲେଖିଛନ୍ତି । ୨୦୨୨ ଡିସେମ୍ବରରେ ଏହାର ଶୁଟିଂ ଆରମ୍ଭ ହେବ । ଚୁଲବୁଲ ପାଣ୍ଡେର କାହାଣୀର ଥ୍ରୀଲ ଆଉ ଆଡଭେନଚର…