Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ହଲରେ ରିଲିଜ ହେବ ଇରଫାନଙ୍କ ଶେଷ ଫିଲ୍ମ

ମୁମ୍ବାଇ:ବଲିଉଡର ପ୍ରତିଭାବାନ କଳାକାର ଇରଫାନ ଖାଁଙ୍କ ମୃତ୍ୟୁ ପରେ ଏବେ ତାଙ୍କ କ୍ୟାରିୟରର ଅନ୍ତିମ ଫିଲ୍ମ ରିଲିଜ ହେବାକୁ ଯାଉଛି । ଆପନୋଁ ସେ ବେୱଫାଇ ନାମକ ଏହି ଫିଲ୍ମର ମେକର୍ସ ଅଭିନେତାଙ୍କ ଦ୍ୱିତୀୟ ପୁଣ୍ୟତିଥିରେ ରିଲିଜ ହେବ ବୋଲି ଘୋଷଣା କରିଛନ୍ତି । ଇରଫାନ ଜଣେ ଭଲ ଅଭିନେତା ଥିଲେ…

କେଜିଏଫ ୨: ୧୦୦୦ କୋଟି କ୍ଲବରେ ରକି ଭାଇ

ମୁମ୍ବାଇ: ଟାଇଗର ଶ୍ରଫଙ୍କ ହୀରୋପନ୍ଥୀ ୨ ଏବଂ ଅଜୟ ଦେବଗାନ ଓ ଅମିତାଭ ବଚ୍ଚନ ଅଭିନୀତ ରନୱେ ୩୪ ଫିଲ୍ମ ରିଲିଜ ହେବା ସତ୍ୱେ କେଜିଏଫ ୨ର ବ୍ୟବସାୟ ଉପରେ ବିଶେଷ କିଛି ଫରକ ପଡି ନାହିଁ । ଏହାର ବୀପରିତ ଏହି ଫିଲ୍ମଗୁଡିକ ଆଶାନୁରୂପ ବ୍ୟବସାୟ କରିପାରି ନାହାନ୍ତି । ରିପୋର୍ଟ ମୁତାବକ ୟଶଙ୍କ…

ପୁଣି ବିବାହ କରିପାରନ୍ତି କରିସ୍ମା କପୁର୍

ଭୁବନେଶ୍ୱର: କପୁର୍ ବଂଶର ଚର୍ଚ୍ଚିତ କନ୍ୟା କରିସ୍ମା କପୁର୍ ପୁଣି ବିବାହ କରିବେ। ଖୋଲା ଖୋଲି ବିସଦ୍ ଭାବେ କହି ନାହାନ୍ତି। ହେଲେ ହାଲୁକା ହିଣ୍ଟ ଦେଇଛନ୍ତି କରିସ୍ମା। ୨୦୦୩ ରେ କରିସ୍ମା ପ୍ରଥମ ବିବାହ କରିଥିଲେ। ଦିଲ୍ଲୀ ର ପ୍ରତିଷ୍ଠିତ ବ୍ୟବସାୟୀ ସଂଜୟ କପୁରଙ୍କ ସହ ୧୩ ବର୍ଷ ବୈବାହିକ…

ବରିଷ୍ଠ ସିନେ ଏବଂ ଧାରାବାହିକ ଅଭିନେତା ସଲିମ୍ ଘୋଷଙ୍କ ପରଲୋକ

ନୂଆଦିଲ୍ଲୀ: ହିନ୍ଦୀ ସିନେ ଅଭିନେତା ସଲିମ ଘୋଷ ୭୦ ବର୍ଷ ବୟସରେ ପରଲୋକ ଘଟିଛି । ୮୦ ଦଶକର ଚର୍ଚ୍ଚିତ ଅଭିନେତା ଏକାଧିକ ଧାରାବାହିକ ଓ ସିନେମାରେ ନିଜ ଦକ୍ଷତା ପ୍ରତିପାଦନ କରି ଉଚ୍ଚ ପ୍ରଶଂସା ପାଇଥିଲେ । ଦୂରଦର୍ଶନରେ ପ୍ରସାରିତ ସୁବାହ ରେ ତାଙ୍କୁ ଭଲ ଅଭିନେତାର ପରିଚିତି ମିଳିଥିଲା ।…

ଖୁବ ଶୀଘ୍ର ଅବତାର୨ ର ଟ୍ରେଲର

ନ୍ୟୁୟର୍କ: ଅବତାର ଫିଲ୍ମ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଏହାର ସିକ୍ୱେଲର ଟ୍ରେଲର ଖୁବ ଶୀଘ୍ର ରିଲିଜ ହେବ । ରିପୋର୍ଟ ମୁତାବକ ମାର୍ଭଲ ଷ୍ଟୁଡିଓ ତାର ଆଗାମୀ ଫିଲ୍ମ ଡକ୍ଟର ଷ୍ଟ୍ରେଂଜ ଇନ ଦି ମଲ୍ଟିୱର୍ସ ଅଫ ମ୍ୟାଡନେସ ସହ ସିନେମାହଲରେ ଅବତାର ୨ର ଟ୍ରେଲର ରିଲିଜ କରିବେ । ଏହା କୌଣସି…

୭୫ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ବିଚାରକ ମଣ୍ଡଳୀ ତାଲିକାରେ ଦୀପିକା ସାମିଲ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୋକନ  ଅର୍ନ୍ତଜାତୀୟ ସିନେମା ଫେଷ୍ଟିଭାଲ ‘କାନ୍ସ’ରେ ଦୀପିକା ବିଚାରକ ମଣ୍ଡଳୀ ତାଲିକାରେ ସାମିଲ ହୋଇଛନ୍ତି ।  କାନ୍ସ ଫେଷ୍ଟିଭାଲ ତରଫରୁ ବଲିଉଡ ସୁପରଷ୍ଟାର ଦୀପିକାଙ୍କୁ ଏହି ଅର୍ନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାର ୮ ଜଣ ବିଚାରକ ମଣ୍ଡଳୀ ମଧ୍ୟରେ ସାମିଲ କରାଯାଇଛି…

ପରଦାରେ ଜମିବ ଆକ୍ସନ, ଥ୍ରୀଲରର ଭରପୁର ମଜା :ଭୁଲ୍ ଭୁଲେୟା-୨ର ଟ୍ରେଲର୍ ରିଲିଜ୍

ମୁମ୍ୱାଇ : ବହୁ ପ୍ରତିକ୍ଷାର ଘଟିଛି ଅନ୍ତ । ୧୫ ବର୍ଷ ପରେ ମଞ୍ଜୁଲିକାର କମବ୍ୟାକ୍ । ବର୍ଷର ହରର୍ କମେଡି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । କାର୍ତ୍ତିକ ଆର୍ଯ୍ୟନ୍, କିଆରା ଆଡଭାନୀ ଏବଂ ତବୁ ଅଭିନୀତ ଭୁଲ୍ ଭୁଲେୟା-୨ର ଟ୍ରେଲର୍ ଲଞ୍ଚ କରାଯାଇଛି । ଚଳଚ୍ଚିତ୍ରର ଟ୍ରେଲରରେ ଦେଖିବାକୁ ମିଳିଛି…

ଭାରତ ଛାଡ ଆନ୍ଦୋଳନ ଉପରେ ଆଧାରିତ ଫିଲ୍ମରେ ଅଭିନୟ କରିବେ ସାରା

ମୁମ୍ବାଇ: କୁଲୀ ନମ୍ବର ୱାନ ଓ ଅତରଙ୍ଗୀ ରେ ଫିଲ୍ମ ପରେ ସାରା ଅଲୀ ଖାଁଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା । ଏବେ ସେ ୧୯୪୨ ଭାରତ ଛାଡ ଆନ୍ଦୋଳନ ଉପରେ ଆଧାରିତ ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏକ ଥି ଡାୟନ ନିର୍ଦ୍ଦେଶକ କାନନ ଆୟାର ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । କରନ ଜୋହର…

ଆୟୋଜକଙ୍କୁ ଠକିଦେଲେ ଅମୀଷା, ୪ ଲକ୍ଷ ନେଇ ୩ ମିନିଟ କାର୍ଯ୍ୟକ୍ରମ କରି ଖସିଗଲେ

ଖଣ୍ଡୱା: ବଲିଉଡ ଅଭିନେତ୍ରୀ ଅମୀଷା ପଟେଲଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଛି । ରିପୋର୍ଟ ମୁତାବକ ମାଆ ନବଚଣ୍ଡୀ ଦେବୀଧାମରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିଲା । ଏଥିପାଇଁ ଅମୀଷା ପଟେଲଙ୍କୁ ଡକା ଯାଇଥିଲା । ୧ ଘଂଟାର ମନୋରଞ୍ଜନ କାର୍ଯ୍ୟକ୍ରମ କରିବା ପାଇଁ ଆୟୋଜକଙ୍କ…

ବରୁଣଙ୍କ କାନ୍ଦ ସହି ନ ପାରି ଓମଲେଟ ଖୁଆଇଥିଲେ ଦିବ୍ୟା ଭାରତୀ

ମୁମ୍ବାଇ: ଅଭିନେତା ବରୁଣ ଧାୱନ ୨୪ ଏପ୍ରିଲରେ ତାଙ୍କର ୩୫ତମ ଜନ୍ମଦିନ ପାଳନ କରିଛନ୍ତି । ସେ ଏହି ଅବସରରେ ଏକ ପୁରୁଣା ସ୍ମୃତି ଶେୟାର କରିଛନ୍ତି । ବାପା ଡେଭିଡ ଧାୱନଙ୍କ ସହ ସେ ପ୍ରାୟ ଫିଲ୍ମ ସେଟକୁ ଯାଇଥାନ୍ତି । ଗୋବିନ୍ଦା ଓ ଦିବ୍ୟା ଭାରତୀ ଅଭିନୀତ ଶୋଲା ଔର ଶବନମ ଶୁଟିଂ ବେଳେ ୪…