Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅନୁରାଗ ବାସୁଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ କାର୍ତିକ ଆର୍ଯ୍ୟନ

ମୁମ୍ବାଇ: ଭୁଲ ଭୁଲୈୟା ୨ଫିଲ୍ମର ସଫଳତା ପରେ ଅନେକ ନିର୍ମାତାଙ୍କ ନଜର କାର୍ତିକ ଆର୍ଯ୍ୟନଙ୍କ ଉପରେ ରହିଛି । ସେ ମଧ୍ୟ କିଛି ଦିନ ତଳେ ଏକ ସାକ୍ଷାତକାରରେ କହିଥିଲେ ମୋର ସାମାନ୍ୟ ଭୁଲ ଫିଲ୍ମ ଚୟନ ମୋ କ୍ୟାରିୟରକୁ ବର୍ବାଦ କରିଦେଇପାରେ । ରିପୋର୍ଟ ମୁତାବକ ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ…

ସୁକେଶ ମାମଲାରେ ନୋରା ଫତେହିଙ୍କୁ ୬ ଘଂଟା ଧରି ଜେରା

ମୁମ୍ବାଇ: ଦିଲ୍ଲୀ ପୋଲିସର ଅପରାଧ ଶାଖା ତଥା ଇଓଡବ୍ଲ୍ୟୁ ଅଭିନେତ୍ରୀ ନୋରା ଫତେହିଙ୍କୁ ୬ ଘଂଟା ଧରି ଜେରା କରିଛି । ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଜାଲିଆତି ମାମଲାରେ ଏହି ଜେରା କରାଯାଇଛି । ପୂର୍ବରୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପୋଲିସ ଜେରା କରିଥିଲା । ଇଡି ନୋରା ଏବଂ ସୁକେଶଙ୍କୁ…

ରାଷ୍ଟ୍ରୀୟ ସିନେମା ଦିବସରେ ୭୫ ଟଙ୍କାରେ ଉପଲବ୍ଧ ହେବ ଟିକେଟ

ମୁମ୍ବାଇ: ସେପ୍ଟମ୍ବର ୧୬ରେ ସାରା ଦେଶରେ ରାଷ୍ଟ୍ରୀୟ ସିନେମା ଦିବସ ପାଳିତ ହେବ । ଏହି ଅବସରରେ ଭାରତୀୟ ଜନତାଙ୍କ ପାଇଁ ଏକ ସ୍ପେଶାଲ ଅଫର ରଖାଯାଇଛି । ମଲଟିପ୍ଲେକ୍ସ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ଜାରୀ କରାଯାଇଥିବା ଏହି ଅଫରରେ ସମଗ୍ର ଦେଶରେ ସମସ୍ତ ହଲର ଟିକେଟ ମୂଲ୍ୟ ୭୫ ଟଙ୍କା…

ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ସିନେମା; ୮ଟି ପୁରସ୍କାର ପାଇଁ ମନୋନୀତ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ‘ରାତି ସରି ସରି ଯାଉଛି' ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ଆଠଟି ବିଭାଗରେ ପୁରସ୍କାର ପାଇଁ ମନୋନୀତ ହୋଇଛି। ନିର୍ମାତା ଅନୁପମ ପଟ୍ଟନାୟକ ଏନେଇ ଟ୍ବିଟ୍ କରି ଏକ ସୂଚନା ଦେଇଛନ୍ତି । Now that’s a surprise! 8 Nominations for our film Raati…

କାର ଦୁର୍ଘଟଣାରେ ପଂଜାବୀ ଗାୟକ ନିରଭରଙ୍କ ପରଲୋକ

ଚଣ୍ଡୀଗଡ: ପଞ୍ଜାବର ଆଉ ଜଣେ ଲୋକପ୍ରିୟ ଗାୟକ ନିରଭର ସିଂଙ୍କ ସଡକ ଦୁର୍ଘଟଣାରେ ପରଲୋକ ହୋଇଯାଇଛି । ସିଦ୍ଧୁ ମୁସେୱାଲଙ୍କ ହତ୍ୟା ପରେ ନିରଭରଙ୍କ ମୃତ୍ୟୁ ପଞ୍ଜାବୀ ଶ୍ରୋତାଙ୍କ ମହଲରେ ଶୋକର ଲହରୀ ଖେଳିଯାଇଛି । ଦର୍ଦେ ଏ ଦିଲ, ଫେରାର ଡ୍ରିମ ଓ ହିକ ଠୋକ ପରି ଗୀତ ଗାଇ ସେ ଚର୍ଚ୍ଚାକୁ ଆସିଥିଲେ…

ଦକ୍ଷିଣ ଭାରତ ପ୍ରଡ୍ୟୁସର ଚନ୍ଦ୍ରସେକରନଙ୍କୁ ବିବାହ କଲେ ମହାଲକ୍ଷ୍ମୀ

ମାଡ୍ରାସ: ପ୍ରେମ ଭଲପାଇବା ଛଡା ଆଉ କିଛି ଖୋଜେନି । ପୁନର୍ବାର ଏ ଭଳି ଆଉ ଏକ ଘଟଣା ସମ୍ମୁଖକୁ ଆସିଛି । ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ପ୍ରଡ୍ୟୁସର ରବିନ୍ଦର ଚନ୍ଦ୍ରସେକରନ ଗୁରୁବାର ଲୋକପ୍ରିୟ ଟିଭି ଅଭିନେତ୍ରୀ ମହାଲକ୍ଷ୍ମୀଙ୍କୁ ବିବାହ କରିଛନ୍ତି । ୨ଜଣ ପରସ୍ପରକୁ ଭଲ…

ଜ୍ୟାକଲିନଙ୍କ ଅଡୁଆ ବଢ଼ିଲା, ସମନ ଜାରୀ କଲା ପଟିୟାଲା ହାଉସ କୋର୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢ଼ିଛି । ବୁଧବାର ପଟିୟାଲା ହାଉସ କୋର୍ଟ ସମନ ଜାରୀ କରିବା ସହ ସେପ୍ଟମ୍ବର ୧୨ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ପ୍ରବର୍ତନ ନିର୍ଦ୍ଦେଶାଳୟ ୨୧୫ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ଏହି ନିର୍ଦ୍ଦେଶାନାମା ଦେଇଛନ୍ତି ।…

ଅକ୍ଷୟଙ୍କ ସହ ଫିଲ୍ମ କରିବେ ରାଜକୁମାର ହିରାନୀ

ମୁମ୍ବାଇ: କ୍ରମାଗତ ଫ୍ଲପ ଫିଲ୍ମ ଯୋଗୁ ଚିନ୍ତାରେ ପଡିଥିବା ଅକ୍ଷୟ କୁମାରଙ୍କୁ ବଡ ଆଶ୍ୱସ୍ତି ମିଳିଛି । ପ୍ରତିଷ୍ଠିତ ଫିଲ୍ମମେକର ରାଜକୁମାର ହିରାନୀ ତାଙ୍କୁ ନେଇ ଫିଲ୍ମ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଅକ୍ଷୟଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ…

ମାସକ ଭିତରେ ଶାଶୂଘର ଛାଡ଼ିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ: ଅଭିନେତ୍ରୀ ବର୍ଷା ଛାଡ଼ିବେ ଶାଶୂଘର । ମାସକ ମଧ୍ୟରେ ଶାଶୂଘର ଛାଡ଼ି ବାହାରେ ଭଡ଼ା ଘରେ ରହିବେ ବର୍ଷା । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି । ଜିଲ୍ଲା ଦୌରାଜଜ୍ କୋର୍ଟରେ ଶୁଣାଣି ବେଳେ ବର୍ଷା ଶାଶୂଘର…

ଶାହାରୁଖଙ୍କ ଜୱାନ ପାଇଁ ବିଜୟ ସେତୁପତି ନେଇଛନ୍ତି ୨୧ କୋଟି !

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ଅଗାମୀ ଫିଲ୍ମ ଜୱାନ ନେଇ ନୂତନ ତଥ୍ୟ ସମ୍ମୁଖକୁ ଆସିଛି । ରିପୋର୍ଟ ମୁତାବକ ଏହି ଫିଲ୍ମ ପାଇଁ ଦକ୍ଷିଣ ଭାରତର ଲୋକପ୍ରିୟ କଳାକାର ବିଜୟ ସେତୁପତି ୨୧କୋଟି ନେଇଛନ୍ତି । ଏହା ପୂର୍ବରୁ ସେ ଗୋଟିଏ ଫିଲ୍ମ ପାଇଁ ୧୫ କୋର୍ଟ ଚାର୍ଜ କରୁଥିଲେ । ଏଥିରେ…