Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସ୍ୱାମୀଙ୍କ ପାଇଁ ଟେନସନରେ ଶିଳ୍ପା ସେଟ୍ଟୀ, ପୁଣି ଘାଣ୍ଟିବ କ୍ରାଇମବ୍ରାଞ୍ଚ !

ମୁମ୍ୱାଇ: ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପାଇଁ ଟେନସନରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ହେବେନି ବା କେମିତି ? ସ୍ୱାମୀ ସାଂଘାତିକ ଅଭିଯୋଗରେ ବନ୍ଧା ହୋଇଛନ୍ତି । ଜେଲରେ ଅଛନ୍ତି । ଏପଟେ ତାଙ୍କୁ ପୁଣି ଥରେ ଜେରା କରିପାରେ ମୁମ୍ୱାଇ କ୍ରାଇମବ୍ରାଞ୍ଚ । କିଛି ଦିନ ତଳେ ଘଣ୍ଟାଘଣ୍ଟା…

ଭେଟେରାନ୍‌ ଅଭିନେତ୍ରୀ ଅଭିନାୟା ଜୟନ୍ତୀଙ୍କ ପରଲୋକ

ବେଙ୍ଗାଲୁରୁ: ୫୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବିଶିଷ୍ଟ ବହୁଭାଷୀ ଚଳଚ୍ଚିତ୍ର ଅଭିନେତ୍ରୀ ଅଭିନାୟା ଶାରଦେ ଜୟନ୍ତୀଙ୍କ ସୋମବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ଏ ନେଇ ଜୟନ୍ତୀଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ସେ ପାଞ୍ଚ ଭାଷାରେ…

ସୁପରହିଟ ଫିଲ୍ମ ଚାଲବାଜର ସିକ୍ୱେଲରେ ଶ୍ରୀଦେବୀଙ୍କ ଭୂମିକା କରିବେ ଶ୍ରଦ୍ଧା

ମୁମ୍ବାଇ: ୧୯୮୯ରେ ରିଲିଜ ହୋଇଥିବା ସୁପରହିଟ ଫିଲ୍ମ ଚାଲବାଜର ସିକ୍ୱେଲ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଶ୍ରୀଦେବୀ ଏହି ଫିଲ୍ମରେ ଡବଲ ରୋଲ କରିଥିବା ବେଳେ ସନି ଦେଓଲ ଓ ରଜନୀକାନ୍ତ ତାଙ୍କ ସହ ଅଭିନୟ କରିଥିଲେ । ଚାଲବାଜ ଇନ ଲଣ୍ଡନରେ ଶ୍ରୀଦେବୀଙ୍କ ଭୂମିକା ଶ୍ରଦ୍ଧା କାପୁର କରିବେ ।…

ଆଥିୟାଙ୍କୁ କ୍ଷମା ମାଗିଲେ ସଲ୍‌ମାନ

ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ସଲମାନ ଖାନ ନିକଟରେ ତାଙ୍କ ଭାଇ ଅରବାଜ ଖାନଙ୍କ ଟକ୍ ସୋ - ପିଞ୍ଚ ୨ରେ ଯୋଗାଦେଇଥିଲେ। ଏବଂ ତାଙ୍କ ବିଷୟରେ ପ୍ରଚାର ହେଉଥିବା ଗୁଜବ ବିଷୟରେ କହିଥିଲେ। ଆକର୍ଷଣୀୟ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। ଗୋଟିଏ ପର୍ଯ୍ୟାୟରେ ଅରବାଜ ଖାନ ସଲମାନଙ୍କୁ…

ଡେବ୍ୟୁ ଫିଲ୍ମ ପାଇଁ ପ୍ରସ୍ତୁତ ହରଭଜନ ସିଂ

ମୁମ୍ବାଇ: ପୂର୍ବତନ କ୍ରିକେଟର ହରଭଜନ ସିଂ ପ୍ରଥମ ଥର ପାଇଁ ଫିଲ୍ମ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି। ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ହେଉଛି ‌‘ଫ୍ରେଣ୍ଡସିପ୍’। ଫିଲ୍ମର ସୁଟିଂ ବି ଶେଷ ହୋଇ ସାରିଲାଣି। ଏହି ଚଳଚ୍ଚିତ୍ରର ନିର୍ମାତା କିରଣ ରେଡ୍ଡୀ ମାନ୍ଦାଦି ହରଭଜନଙ୍କ ଫିଲ୍ମ ସୁଟିଂ ଶେଷ…

ହ୍ରିତିକ, ଦୀପିକା ଅଭିନୀତ ରାମାୟଣ ଥ୍ରୀଡି ଫିଲ୍ମରୁ ଓହରିଲେ ମହେଶ ବାବୁ

ମୁମ୍ବାଇ: ରାମାୟଣ ଏବଂ ମହାଭାରତ ଉପରେ ଫିଲ୍ମ କରିବା ଟ୍ରେଣ୍ଡ ସାଜିଛି । ପ୍ରଭାସ, ଦୀପିକା ପାଦୁକୋନ ଓ ସୈଫ ଅଲି ଖାଁ ଅଭିନୀତ ଆଦିପୁରୁଷ ଶୁଟିଂର ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ମଧୁ ମଂଟେନାଙ୍କ ରାମାୟଣ ଥ୍ରୀଡି ଷ୍ଟାର କାଷ୍ଟ ଚୟନରେ ବାରମ୍ବାର ବାଧା ଉପୁଜିଛି । ଏହି ଫିଲ୍ମରେ ହ୍ରିତିକ…

ବାହୁବଳୀ ପ୍ରଭାସ ହେଲେ ଏସିଆର ହ୍ୟାଣ୍ଡସମ ଅଭିନେତା

ମୁମ୍ବାଇ: ବାହୁବଳୀ ଫେମ୍ ପ୍ରଭାସ ଏସିଆର ହ୍ୟାଣ୍ଡସମ ଅଭିନେତା ଆଖ୍ୟା ପାଇଛନ୍ତି । ପାକିସ୍ତାନର ଇମ୍ରାନ ଅବାସ ନକବୀ ଓ ଜାପାନର ଜିନ ଅକାନିଶଙ୍କୁ ସେ ପଛରେ ପକାଇ ଦେଇଥିଲେ । ଉପରୋକ୍ତ ୨ ଅଭିନେତା ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ବାହୁବଳୀ ଫିଲ୍ମ ମାଧ୍ୟମରେ ପ୍ରଭାସ…

ଶିଳ୍ପାଙ୍କ ବାସଭବନରେ କ୍ରାଇମ୍‌ବ୍ରାଞ୍ଚ୍‌ର ଖୋଳତାଡ

ମୁମ୍ବାଇ: ପର୍ଣ୍ଣ ରାକେଟ୍‌ ମାମଲାରେ ରାଜ କୁନ୍ଦ୍ରାଙ୍କ ସମ୍ପୃକ୍ତିକୁ ନେଇ ପୁଙ୍ଖାନୁପୁଙ୍କ ଯାଞ୍ଚ କରିବା ପରେ ଗତ ୧୯ ତାରିଖ ବିଳମ୍ବିତ ରାତିରେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ୍‌ ରାଜଙ୍କୁ ଗିରଫ କରିଥିଲା। ତିନି ଦିନ ପାଇଁ ରାଜ୍‌ଙ୍କୁ ପୋଲିସ ପଠାଯାଇଥିଲା। ଆଜି ବେଲ୍‌ ମିଳିବା ନେଇ ଆଶା…

୨୭ ଯାଏ ପୋଲିସ ହାଜତରେ ରାଜ୍‌

ନୂଆଦିଲ୍ଲୀ: ୨୭ ଯାଏ ପୋଲିସ ହାଜତରେ ରହିବେ ରାଜ କୁନ୍ଦ୍ରା। ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପୋଲିସ୍ ହେପାଜତକୁ ବୃଦ୍ଧି କରାଯାଇଛି। ଜୁଲାଇ ୨୭ ଯାଏ ପୋଲିସ ହାଜତରେ ଦିନ କାଟିବେ ରାଜ କୁନ୍ଦ୍ରା। ଜୁଲାଇ ୧୯ରେ ଅଶ୍ଳୀଳ ଭିଡିଓ ଓ ଫିଲ୍ମ ନିର୍ମାଣ ମାମଲାରେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ…

‘କ୍ୟାପ୍ଟେନ ଇଣ୍ଡିଆ’ର ପ୍ରଥମ ଲୁକ୍‌ ଜାରି

ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ହାନସଲ ମେହେଟ୍ଟାଙ୍କ ଏବଂ ରୋନି ସ୍କ୍ରୁଭାଲା ଏବଂ ହରମାନ ବାୱେଜାଙ୍କ ଦ୍ୱାରା ନିର୍ମିତ 'କ୍ୟାପ୍ଟେନ ଇଣ୍ଡିଆ' ପ୍ରେରଣାଦାୟକ ଆକ୍ସନ୍-ଡ୍ରାମା ମୁଭିରେ କାର୍ତ୍ତିକ ଆର୍ଯ୍ୟନ୍ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ। ଏହି ଚଳଚ୍ଚିତ୍ରରେ…