Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଫରେନ୍‌ସିକ୍‌ରେ ଏକାଠି ନଜର ଆସିବେ ବିକ୍ରାନ୍ତ ଓ ରାଧିକା 

ନୂଆଦିଲ୍ଲୀ: ଫିଲ୍ମ ଫରେନସିକ୍‌ର ନିର୍ମାତା ଆଜି ସେମାନଙ୍କର ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି। ବିଶାଲ ଫୁରିଆଙ୍କ ନିର୍ଦ୍ଦେଶିତ ତଥା ମାନସୀ ବାଗଲାଙ୍କ ଦ୍ୱାରା ନିର୍ମିତ ଫରେନ୍‌ସିକ୍‌ର ମାଲାୟାଲମ୍‌ର ହିନ୍ଦୀ ରିମେକ୍‌ରେ ଏକାଠି ନଜର ଆସିବେ ବଲିଉଡ୍‌ କଳାକାର ବିକ୍ରାନ୍ତ ମାସେ…

ବଢିଲା ଅଡୁଆ; ଆଉ ୧୪ ଦିନ ଜେଲ୍‌ରେ ରହିବେ ରାଜ୍‌

ନୂଆଦିଲ୍ଲୀ: ବଢୁଛି ରାଜଙ୍କ ଅଡୁଆ। ଆଜି ଶେଷ ହେବାକୁ ଥିବା ନ୍ୟାୟିକ ହେପାଜତକୁ ମୁମ୍ବାଇ କୋର୍ଟ ଆହୁରି ୧୪ ଦିନ ଯାଏ ବଢାଇ ଦେଇଛନ୍ତି। ମଙ୍ଗଳବାର ଦିନ ଅଶ୍ଳୀଳ ଭିଡିଓ ଓ ଚଳଚ୍ଚିତ୍ର ନିର୍ମାଣ ମାମଲାରେ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ୧୪ ଦିନ ପାଇଁ ପୋଲିସ ହାଜତରେ ରହିବାକୁ…

ବିଗ୍‌ ବସ୍‌ ୧୫ର ପ୍ରତିଯୋଗୀ ହେବେ ଆଦିତ୍ୟ!

ନୂଆଦିଲ୍ଲୀ: ବିଗ୍‌ ବସ୍‌ ସିଜିନ ୧୫ରେ ପ୍ରତିଯୋଗୀ ଭାବେ ନଜର ଆସିପାରନ୍ତି ଗାୟକ ଆଦିତ୍ୟ ନାରାୟଣ। ଏଥରର ସଂସ୍କରଣ ହୋଷ୍ଟ କରିବେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର। ତେବେ ବିଗ୍ ବସ୍ ସିଜନ ୧୫ର ଓଟିଟି ସଂସ୍କରଣର ପ୍ରତିଯୋଗୀ ହେବେ ଗାୟକ ତଥା ଟେଲିଭିଜନ ଉପସ୍ଥାପିକା ଆଦିତ୍ୟ ନାରାୟଣ। ଏନେଇ…

ରାଜଧାନୀରେ ଖୋଲିବ ସିନେମା ହଲ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ସ୍ବାଭାବିକ ସ୍ଥିତିକୁ ଆସିଲାଣି। ଏପରିକି ଦିଲ୍ଲୀରେ ସଂକ୍ରମଣ ହାର କମିବା ସହ କେବେ କେବେ ଦୈନିକ ମୃତ୍ୟୁ ମାମଲା ମଧ୍ୟ ଶୁନ୍ୟ ଆସୁିଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ସମସ୍ତ କୋଭିଡ୍‌ କଟକଣାକୁ ଧୀରେ ଧୀରେ କୋହଳ…

ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଆଜି

ମୁମ୍ବାଇ: ଅଶ୍ଲୀଳ ଭିଡିଓ ଓ ଚଳଚ୍ଚିତ୍ର ନିର୍ମାଣ ମାମଲାରେ ଗତ ୨୩ ତାରିଖରେ ବିଶିଷ୍ଟ ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି ବୃଦ୍ଧି କରିଥିଲେ ବମ୍ବେ ହାଇକୋର୍ଟ। ଏହାକୁ ବଢାଯାଇ ଜୁଲାଇ ୨୭ ଯାଏ କରାଯାଇଥିଲା। ଆଜି ରାଜ୍‌ଙ୍କ ରିମାଣ୍ଡ ଶେଷ ହେବାକୁ ଯାଉଛି। ଆଜି ରାଜ୍‌…

ଅଭିନୟ ଦୁନିଆରେ ପାଦ ଦେବେ ଗୁରୁ

ନୂଆଦିଲ୍ଲୀ: ନିଆରା ଗୀତ ଶୈଳୀରେ ଲୋକଙ୍କୁ ମତୁଆଲା କରୁଥିବା ବଲିଉଡ୍‌ ସିଙ୍ଗର୍‌ ଗୁରୁ ରାନ୍ଧୱା ଏବେ ଫିଲ୍ମି ଦୁନିଆରେ ପଦାର୍ପଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତାଙ୍କ ଗୀତ ଶୈଳୀରେ ଦର୍ଶକଙ୍କୁ ଆକର୍ଷିତ କରିବା ପରେ ସେ ଏବେ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି। ଏକ ବିବୃତ୍ତି…

ହରଭଜନ, ଗୀତା ସୋସିଆଲ ସାଇଟରେ ଶେୟାର କଲେ ପୁଅର ଫଟୋ

ମୁମ୍ବାଇ: ପୂର୍ବତନ କ୍ରିକେଟର ହରଭଜନ ସିଂ ଏବଂ ଅଭିନେତ୍ରୀ ଗୀତା ବାସ୍ରା ଆଜି ପୁଅର ନାମ ଦୁନିଆର ସାମ୍ନାକୁ ଆଣିଛନ୍ତି । ସୋସିଆଲ ସାଇଟରେ ଝିଅ ହିନାୟା ହୀର ପ୍ଲାହାଙ୍କ ସହ ପୁଅର ଫଟୋ ଶେୟାର କରିଛନ୍ତି । ପୁଅର ନାମ ଜୋଭାନ ଭୀର ସିଂ ପ୍ଲାହା ରଖିଛନ୍ତି । ହିନାୟା ଭାଇକୁ କୋଳରେ ଧରି କପାଳକୁ…

ରାଜ୍‌ କୁନ୍ଦ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟ ସିଜ୍‌ କଲା କ୍ରାଇମବ୍ରାଞ୍ଚ

କାନପୁର: ଅଶ୍ଳୀଳ ରାକେଟ୍‌ ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ରବିବାର ଦିନ କାନପୁରରେ ବ୍ୟବସାୟୀ ତଥା ଅଭିନେତା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଦୁଇଟି ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅଧିକାରୀ କହିଛନ୍ତି।…

ଧୋନି ‘ମାଏ ଜାନ୍‌’….

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂ ଏବଂ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବ୍ରୋମାନ୍ସ ଇଣ୍ଟରନେଟରେ ହିଟ୍‌ କରିଛି। ଇଣ୍ଟରନେଟ୍‌ ବ୍ୟବହାରୀଙ୍କ ହୃଦୟ ଜିତୁଛି ରଣବୀର ଓ ଧୋନିଙ୍କ ଏପିକ୍‌ ବ୍ରୋମାନ୍ସ। ନିକଟରେ ମୁମ୍ବାଇରେ ଚାଲିଥିବା ଅଲ୍ ଷ୍ଟାର୍ସ ଫୁଟବଲ୍…

କଙ୍ଗନାଙ୍କ ଆବେଦନ ଶୁଣୁନାହାନ୍ତି କୋର୍ଟ

ମୁମ୍ବାଇ: ଗୀତିକାର ଜାଭେଦ୍ ଅଖତରଙ୍କ ଓକିଲ ବମ୍ବେ ହାଇକୋର୍ଟଙ୍କୁ ସୂଚାଇ ଦେବା ପରେ ଅଭିନେତା କଙ୍ଗନା ରାନାୱତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଜାଭେଦ ଅଖତରଙ୍କ ମାନହାନି ମାମଲାର ସମସ୍ତ ପ୍ରକ୍ରିୟା ବନ୍ଦ କରିବାକୁ କଙ୍ଗନା ବମ୍ବେ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ଅଖତରଙ୍କ ପାଇଁ ହାଜର…