Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଦେଶର ଏହି ସମସ୍ତ ସ୍ଥାନର ହୋଲି ନିଆରା, ବଲିଉଡ ଫିଲ୍ମରେ ବି ଦେଖିବାକୁ ମିଳେ ଏହାର ଝଲକ୍

ନୂଆଦିଲ୍ଲୀ: ଆଜି ରଙ୍ଗର ପର୍ବ ହୋଲି । ଧୂମଧଡକାରେ ଉଠୁଛି ପଡୁଛି ସାରା ଦେଶ । ରାଜ୍ଯରେ ମଧ୍ଯ ଲାଗି ଉତ୍ସବର ମାହୋଲ ରହିଛି । ତେବେ ସାରା ଦେଶରେ ହୋଲିର ମାହୋଲ ଥିବା ବେଳେ ଆମେ ଆପଣଙ୍କୁ କିଛି ଏପରି ସ୍ଥାନ ବିଷୟରେ କହିବାକୁ ଯାଉଛି ଯେଉଁଠି ହୋଲି ବେଶ୍ ଧୁମାଧାମରେ ପାଳନ କରାଯାଏ । ଦେଶର…

ରବିନହୁଡ୍ ଫିଲ୍ମ; ଆସିଲା ଡେଭିଡ୍ ୱାର୍ଣ୍ଣରଙ୍କ ଫାଷ୍ଟ ଲୁକ୍

ଚେନ୍ନାଇ: ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଡେଭିଡ୍ ୱାର୍ଣ୍ଣରଙ୍କର ଭାରତୀୟ ଗୀତ ପ୍ରତି ବିଶେଷ ଆଗ୍ରହ ରହିଛି। ସେ ପ୍ରାୟତଃ ସୋସିଆଲ ମିଡିଆରେ ଭାରତୀୟ ଗୀତର ରିଲ୍ସ ତିଆରି କରି ସେୟାର କରିଥାନ୍ତି। ରିଲ୍ସ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରୁଥିବା ୱାର୍ଣ୍ଣର ଏବେ ବଡ଼ ପରଦାରେ ନଜର…

ବ୍ରେକଅପ୍ ଗୁଜବ ମଧ୍ୟରେ ଏକାଠି ନଜର ଆସିଲେ ତମନ୍ନା- ବିଜୟ 

ମୁମ୍ବାଇ: ବ୍ରେକଅପ୍ ଗୁଜବ ମଧ୍ୟରେ ହୋଲି ସେଲିବ୍ରେସନରେ ଏକାଠି ନଜର ଆସିଲେ ତମନ୍ନା- ବିଜୟ। ଏହି କିଛି ଦିନ ହେବ ବିଜୟ ବର୍ମା ଏବଂ ତମନ୍ନା ଭାଟିଆଙ୍କ ବ୍ରେକଅପ୍ ଗୁଜବ ସାମ୍ନାକୁ ଆସୁଥିବା ବେଳେ ହୋଲି ପାଳନ କରିବାକୁ ମୁମ୍ବାଇର ରବିନା ଟଣ୍ଡନଙ୍କ ଘରେ ପହଞ୍ଚିଥିବାର ନଜର ଆସିଛନ୍ତି ଏହି…

ସୁନା ଚୋରା ଚାଲାଣ ମାମଲାରେ ଜାମିନ ଆବେଦନକୁ ଖାରଜ କଲେ କୋର୍ଟ, ଜେଲରେ ରହିବେ ରାନ୍ୟା ରାଓ

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଯିବାକୁ ପଡିବ ଜେଲ। ଶୁକ୍ରବାର (ମାର୍ଚ୍ଚ ୧୪, ୨୦୨୫) ଦିନ, ଅର୍ଥନୈତିକ ଅପରାଧ ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ୩୪ ବର୍ଷୀୟ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ…

ଭାରତୀୟ ସିନେମାରେ ହୋଲିର ଛାପ… 

ନୂଆଦିଲ୍ଲୀ: ଆଜି ରଙ୍ଗର ପର୍ବ ହୋଲି। ଗାଁ ଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଉଛନ୍ତି ସମସ୍ତେ। ଛୋଟଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ସମସ୍ତଙ୍କୁ ରଙ୍ଗବୋଳି ହୋଲିରେ ଶୁଭେଚ୍ଛା ଜଣାଉଛନ୍ତି। ହୋଲିକୁ ନେଇ ତିଆରି ବହୁ ଗୀତ ଭାରତୀୟ…

ବୃନ୍ଦାବନ ମହୋତ୍ସବରେ ଆକର୍ଷଣ ସାଜିଲା ହେମାମାଳିନୀଙ୍କ ଦ୍ୱାରା ପରିବେଷିତ ଭାରତନାଟ୍ୟମ୍ ନୃତ୍ୟ

ଭୁବନେଶ୍ୱର: ରାଜଧାନୀର ରବୀନ୍ଦ୍ର ମଣ୍ଡପ ଠାରେ ଆଜି ବୃନ୍ଦାବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲିଉଡ ଅଭିନେତ୍ରୀ ତଥା ସାଂସଦ ହେମାମାଳିନୀ ଭାରତନାଟ୍ୟମ୍ ନୃତ୍ୟ ପରିବେଶଣ କରିଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ “ଆଜି ବଡ଼ଦାଣ୍ଡ ଭିଡ଼ ଭାରି, ଗୁଣ୍ଡିଚା ଯାତରା କରି” ଭଜନରେ…

ହାରିବେନି ହିନା: ମାଷ୍ଟରସେଫରେ କହିଲେ, କେମିତି ମିଳିଥିଲା ଚିରନ୍ତନ ପ୍ରେମ..

ମୁମ୍ବାଇ: ହାରିବେନି ହିନା ଖାନ୍ । ମୃତ୍ୟୁ ସହ ପ୍ରତିଦିନ ଲଢୁଥିବା ହିନା ଖାନ୍ ଏବେ ଆଗ ଅପେକ୍ଷା ସୁସ୍ଥ ଜଣାପଡୁଛନ୍ତି । କେବେ ବି ନିଜକୁ ଦୁର୍ବଳ ଭାବିନାହାନ୍ତି ହିନା । ସବୁବେଳେ ସବୁ ପରିସ୍ଥିତିରେ ମୁହଁରେ ବଡ ହସ ରଖି, ନଜର ଆସିଛନ୍ତି ହିନା । ଯେଉଁଥିରେ ତାଙ୍କର ସବୁବେଳେ ବଡ ସମର୍ଥକ…

‘ଦିୱାନୀୟତ୍‌’ରେ ସୋନମଙ୍କ ଏଣ୍ଟ୍ରି, ହର୍ଷବର୍ଦ୍ଧନଙ୍କ ସହ କରିବେ ରୋମାନ୍ସ

ମୁମ୍ବାଇ: ଫିଲ୍ମ‘ଦିୱାନୀୟତ୍‌’ରେ ଏଣ୍ଟ୍ରି ମାରିଲେ ସୋନମ। ପ୍ରଥମଥର ପରଦାରେ ହର୍ଷବର୍ଦ୍ଧନଙ୍କ ସହ କରିବେ ରୋମାନ୍ସ। ହର୍ଷବର୍ଦ୍ଧନ ରାଣେଙ୍କ ପରେ ଅଭିନେତ୍ରୀ ସୋନମ ବାଜୱାଙ୍କ ନାଁ ମିଲାପ ମିଲନ ଜାଭେରୀଙ୍କ ଫିଲ୍ମ ‘ଦିୱାନୀୟତ୍‌’ରେ ଯୋଡ଼ି ହୋଇଛି। ଏହା ଏକ ଭାବପ୍ରବଣ ପ୍ରେମ କାହାଣୀ ହେବ।…

ଗାୟକ କୈଳାସ ଖେରଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗାୟକ କୈଳାସ ଖେରଙ୍କୁ ବମ୍ବେ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଭଗବାନ ଶିବଙ୍କ ଉପରେ 'ବାବମ୍ ବମ୍' ଗୀତ ଗାଇ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଗାୟକଙ୍କ ବିରୋଧରେ ଏକ ଫୌଜଦାରୀ ଅଭିଯୋଗ ଦାୟର କରାଯାଇଥିଲା । ଏହି ଗୀତଟି କୈଳାସ ଖେରଙ୍କ…

ଗୌରୀଙ୍କ ପ୍ରେମରେ ଆମିର ଖାନ; ରିଲେସନସିପକୁ ନେଇ କନଫର୍ମ କଲେ 

ମୁମ୍ବାଇ: ଆମିର ଖାନ ମାର୍ଚ୍ଚ ୧୪ ରେ ତାଙ୍କର ୬୦ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଗଣମାଧ୍ୟମ ସମ୍ମୁଖରେ ଦୀର୍ଘ ଦିନର ପ୍ରେମ ସମ୍ପର୍କ ବିଷୟରେ ସ୍ପଷ୍ଟ କରିଛନ୍ତି। ୨୫ ବର୍ଷର ପୁରୁଣା ବନ୍ଧୁ ଗୌରୀଙ୍କ ସହ ସମ୍ପର୍କ ଥିବା ନେଇ ସମସ୍ତଙ୍କ ସାମ୍ନାରେ ଖୁଲାସା…