Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆଗାମୀ ଫିଲ୍ମର ପ୍ରଥମ ଲୁକ୍‌ ଜାରି କଲେ ଐଶ୍‌

ନୂଆଦିଲ୍ଲୀ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସୋସିଆଲ ମିଡିଆରେ ତାଙ୍କ ଆଗାମୀ ଫିଲ୍ମ ମଣି ରତ୍ନାମ ପିରିୟଡ ଡ୍ରାମା 'ପୋନିୟିନ ସେଲଭାନ'ର ପ୍ରଥମ ଲୁକ ଜାରି କରିଛନ୍ତି। ଏହି ଚଳଚ୍ଚିତ୍ରରେ ଐଶ୍‌ଙ୍କ ସହ ବଡ଼ ପରଦାରେ ନଜର ଆସିବେ ସାଉଥ୍‌ ଅଭିନେତା କାର୍ଥି। ପୋନିୟିନ୍ ସେଲଭାନ୍ ହେଉଛି…

ହ୍ୱାଟ୍‌ସଆପ୍‌ ଚାଟ୍‌ ଖୋଲିଲା ରାଜ୍‌ଙ୍କ ଗୁମର

ମୁମ୍ବାଇ: ଅଶ୍ଳୀଳ ଭିଡିଓ ଓ ଫିଲ୍ମ ନିର୍ମାଣ କରୁଥିବା ଓ ଏଥିପାଇଁ ଆକ୍ଟରମାନଙ୍କୁ ବଳପୂର୍ବକ ଭାବେ ବାଧ୍ୟ କରୁଥିବା ଅଭିଯୋଗରେ ଗତକାଲି ବିଳମ୍ବତ ରାତିରେ ପ୍ରତିଷ୍ଠିତ ବ୍ୟବସାୟୀ ରାଜକୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସର କ୍ରାଇମ୍‌ ବ୍ରାଞ୍ଚ ଶାଖା ଗିରଫ କରିଛି। ଆଜି କ୍ରାଇମ୍‌ ବ୍ରାଞ୍ଚ…

ପୁଣି ଫେରୁଛନ୍ତି କ୍ରାଇମ୍‌ ମାଷ୍ଟର ଗୋଗୋ!

ମୁମ୍ବାଇ: ଅଭିନେତା ଶକ୍ତି କପୁରଙ୍କ ନିଆରା ଅଭିନୟ ଶୈଳୀକୁ ଅନେକ ଲୋକ ପସନ୍ଦ କରନ୍ତି। ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଭିନ୍ନ ଭିନ୍ନ ଭୂମିକାରେ ସେ ଦର୍ଶକଙ୍କ ମନ ଜିଣିପାରିଛନ୍ତି। ତେବେ, ଅନ୍ଦାଜ୍‌ ଆପ୍‌ନା ଆପ୍‌ନା ଫିଲ୍ମରେ କ୍ରାଇମ ମାଷ୍ଟର ଗୋଗୋଙ୍କ ଚିତ୍ରଣ ସବୁଠାରୁ ଲୋକପ୍ରିୟ ହୋଇଥିଲା।…

ଅଶ୍ଳୀଳ ଭିଡିଓ ମାମଲା; ରାଜ୍‌ଙ୍କ ପରେ ଆଉ ଜଣେ ଷଡଯନ୍ତ୍ରକାରୀ ଗିରଫ

ମୁମ୍ବାଇ: ଗତକାଲି ବିଳମ୍ବିତ ରାତିରେ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବୀମୀଙ୍କୁ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ୍‌ ଗିରଫ କରିଛି। ତେବେ ମୁମ୍ବାଇରେ ଅଶ୍ଳୀଳ ଭିଡିଓ ନିର୍ମାଣ ପାଇଁ ଆଜି ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ରିଆନ୍…

ଶିଳ୍ପ ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ବାନ୍ଧିଲା ମୁମ୍ୱାଇ ପୋଲିସ, ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗ

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ । ତାଙ୍କୁ ଏକ ସଙ୍ଗୀନ ମାମଲାରେ ଗତକାଲି ରାତିରେ ଗିରଫ କରିଛି ମୁମ୍ୱାଇ ପୋଲିସ । ଅଶ୍ଳୀଳ ଫିଲ୍ମ ନିର୍ମାଣ କରିବା ଓ ସେଗୁଡ଼ିକୁ ଆପ୍ ଜରିଆରେ ରିଲିଜ କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ରାଜ କୁନ୍ଦ୍ରା । ଏହି…

ଆୟୁଷ୍ମାନ ଖୁରାନଙ୍କ ଡକ୍ଟର ଜୀ ଫିଲ୍ମର ଫାର୍ଷ୍ଟ ଲୁକ୍ ଜାରୀ

ମୁମ୍ବାଇ: ବଲିଉଡର ଉଦୀୟମାନ ଅଭିନେତା ଆୟୁଷ୍ମାନ ଖୁରାନଙ୍କ ଡକ୍ଟର ଜୀ ଫିଲ୍ମର ଫାଷ୍ଟ ଲୁକ୍ ଆଜି ଜାରୀ ହୋଇଛି । ଆୟୁଷ୍ମାନ ସୋସିଆଲ ସାଇଟରେ ପ୍ରଶଂସକଙ୍କ ପାଇଁ ଏହି ଫଟୋ ଶେୟାର କରିଛନ୍ତି । ଏହା ସହିତ ସେ ଲେଖିଛନ୍ତି ଡକ୍ଟର ଜୀ ତୈୟାର ହୋ କର ନିକଲେ, ଅବ ହୋଗୀ ଶୁଟିଂ । ହାତରେ…

କାହିଁକି ମାଧୁରୀଙ୍କୁ ଡରୁଥିଲେ କରିସ୍ମା

ମୁମ୍ବାଇ: କରିସ୍ମା କପୁରଙ୍କୁ ଏହି ସପ୍ତାହ ଶେଷରେ ଇଣ୍ଡିଆନ୍ ଆଇଡଲ୍ ୧୨ରେ ବିଶେଷ ଅତିଥି ଭାବରେ ଦେଖିବାକୁ ମିଳିଥିଲା। ତେବେ ଫିଲ୍ମ ଦିଲ୍‌ ତୋ ପାଗଲ୍‌ ହୈକୁ ନେଇ ସେ ଏକ ମଜାଦାର ରହସ୍ୟ ଖୋଲିଥିଲେ। ୧୯୯୭ରେ ଫିଲ୍ମ ଦିଲ୍ ତୋ ପାଗଲ ର୍ହେ ମୁକ୍ତିଲାଭ କରିଥିଲା। ଏଥିରେ ପ୍ରମୁଖ…

ନେହାଙ୍କ ଘରକୁ ଆସିବ କୁନି ଅତିଥି

ମୁମ୍ବାଇ: ପୁଣି ଥରେ ମା ହେବେ ଅଭିନେତ୍ରୀ ନେହା ଧୁପିଆ। ନେହା ଏବଂ ପତି ଅଙ୍ଗଦ ବେଦୀ ପୁଣି ଥରେ ପିତାମାତା ହେବାର ସୌଭାଗ୍ୟ ଲାଭ କରିବାକୁ ଯାଉଛନ୍ତି। ସେମାନେ ତାଙ୍କ ଦ୍ୱିତୀୟ ସନ୍ତାନକୁ ଖୁବ୍‌ ଶୀଘ୍ର ସ୍ୱାଗତ କରିବେ। ଏହି ଦମ୍ପତିଙ୍କର ପୂର୍ବରୁ ଏକ ଝିଅ ମେହେର ମଧ୍ୟ ଅଛି। ଉଭୟ…

ଅଭିନେତାରୁ ପ୍ରଡ୍ୟୁସର ହେଲେ ବିଦ୍ୟୁତ ଜାମୱାଲ, ପ୍ରଥମ ଫିଲ୍ମର ନାମ ଆଇବି-୭୧

ମୁମ୍ବାଇ: ଆକ୍ସନ ଷ୍ଟାର ବିଦ୍ୟୁତ ଜାମୱାଲ ଅଭିନେତାରୁ ପ୍ରଡ୍ୟୁସର ହୋଇଛନ୍ତି । ସେ ନିଜର ପ୍ରଡକ୍ସନ ହାଉସ ଆକ୍ସନ ହୀରୋ ଫିଲ୍ମ ବ୍ୟାନର ତଳେ ଆଇବି-୭୧ ନାମକ ଫିଲ୍ମର ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଟିସିରିଜ ଓ ରିଲାୟନ୍ସ ଏଂଟରଟେନମେଂଟ ତାଙ୍କ ପାର୍ଟନର ରହିଛନ୍ତି । ଏହି ଥ୍ରୀଲର ଫିଲ୍ମକୁ…

ବଲିଉଡ୍‌ରେ ଏଣ୍ଟ୍ରି କରିବେ ରୁବିନା

ମୁମ୍ବାଇ: ବଲିଉଡ୍‌ରେ ଏଣ୍ଟ୍ରି କରିବେ ଛୋଟ ପରଦାର ଛୋଟି ବୋହୁ ତଥା ଅଭିନେତ୍ରୀ ରୁବିନା ଡିଲାଇକ୍‌। ଛୋଟ ପରଦାରେ ବିଭିନ୍ନ ଚରିତ୍ରରେ ବେଶ୍‌ ନିଖୁଣ ଭାବେ ନିଭେଇପାରିଛନ୍ତି ରୁବିନା। ଏହାସହିତ ସେ ବିଗ୍‌ ବସ୍‌ ୧୪ର ବିଜେତା ମଧ୍ୟ ରହିଛନ୍ତି। ତେବେ ସେ ଖୁବ୍‌ଶୀଘ୍ର ବଲିଉଡ୍‌ରେ ପ୍ରବେଶ…