Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶିଳ୍ପାଙ୍କ ବାସଭବନରେ କ୍ରାଇମ୍‌ବ୍ରାଞ୍ଚ୍‌ର ଖୋଳତାଡ

ମୁମ୍ବାଇ: ପର୍ଣ୍ଣ ରାକେଟ୍‌ ମାମଲାରେ ରାଜ କୁନ୍ଦ୍ରାଙ୍କ ସମ୍ପୃକ୍ତିକୁ ନେଇ ପୁଙ୍ଖାନୁପୁଙ୍କ ଯାଞ୍ଚ କରିବା ପରେ ଗତ ୧୯ ତାରିଖ ବିଳମ୍ବିତ ରାତିରେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ୍‌ ରାଜଙ୍କୁ ଗିରଫ କରିଥିଲା। ତିନି ଦିନ ପାଇଁ ରାଜ୍‌ଙ୍କୁ ପୋଲିସ ପଠାଯାଇଥିଲା। ଆଜି ବେଲ୍‌ ମିଳିବା ନେଇ ଆଶା…

୨୭ ଯାଏ ପୋଲିସ ହାଜତରେ ରାଜ୍‌

ନୂଆଦିଲ୍ଲୀ: ୨୭ ଯାଏ ପୋଲିସ ହାଜତରେ ରହିବେ ରାଜ କୁନ୍ଦ୍ରା। ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପୋଲିସ୍ ହେପାଜତକୁ ବୃଦ୍ଧି କରାଯାଇଛି। ଜୁଲାଇ ୨୭ ଯାଏ ପୋଲିସ ହାଜତରେ ଦିନ କାଟିବେ ରାଜ କୁନ୍ଦ୍ରା। ଜୁଲାଇ ୧୯ରେ ଅଶ୍ଳୀଳ ଭିଡିଓ ଓ ଫିଲ୍ମ ନିର୍ମାଣ ମାମଲାରେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ…

‘କ୍ୟାପ୍ଟେନ ଇଣ୍ଡିଆ’ର ପ୍ରଥମ ଲୁକ୍‌ ଜାରି

ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ହାନସଲ ମେହେଟ୍ଟାଙ୍କ ଏବଂ ରୋନି ସ୍କ୍ରୁଭାଲା ଏବଂ ହରମାନ ବାୱେଜାଙ୍କ ଦ୍ୱାରା ନିର୍ମିତ 'କ୍ୟାପ୍ଟେନ ଇଣ୍ଡିଆ' ପ୍ରେରଣାଦାୟକ ଆକ୍ସନ୍-ଡ୍ରାମା ମୁଭିରେ କାର୍ତ୍ତିକ ଆର୍ଯ୍ୟନ୍ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ। ଏହି ଚଳଚ୍ଚିତ୍ରରେ…

ତଦନ୍ତରେ ସହଯୋଗ କରୁନାହାନ୍ତି ରାଜ୍‌; ବଢିପାରେ ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ପର୍ଣ୍ଣ ରାକେଟ୍‌ ମାମଲାରେ ପୋଲିସ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀଙ୍କୁ ହେପାଜତ ରଖିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରାଜଙ୍କ ରିମାଣ୍ଡ ଅବଧି ପୁଣି ବଢିପାରେ ବୋଲି ଆଶଙ୍କା କରାଯାଉଛି। କାରଣ ପୋଲିସ ତଦନ୍ତରେ ରାଜ ଆଦୌ ସହଯୋଗ କରୁ…

ଏଟଲୀଙ୍କ ଫିଲ୍ମ ସାଇନ କଲେ ଶାହାରୁଖ, ନୟନତାରାଙ୍କ ସହ କରିବେ ରୋମାନ୍ସ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଦକ୍ଷିଣ ଭାରତର ସଫଳ ଫିଲ୍ମମେକର ଏଟଲୀଙ୍କ ଫିଲ୍ମ ସାଇନ କରିଛନ୍ତି । ପ୍ୟାନ ଇଣ୍ଡିଆ ଓ ରେଡ ଚିଲିଜର ଏହି ଫିଲ୍ମରେ ଶାହାରୁଖ ଡବଲ ରୋଲ କରିବେ । ପିଙ୍କଭିଲା ରିପୋର୍ଟ ଅନୁସାରେ ନୟନତାରାଙ୍କ ସହ ଶାହରୁଖ ଏହି ଫିଲ୍ମରେ ରୋମାନ୍ସ କରିବେ । ୨୦୧୮…

ବାହା ହେବେ କାଟ୍ରିନା!

ମୁମ୍ବ‌ାଇ: ଖୁବ୍‌ଶୀଘ୍ର ବାଜିବ ଅଭିନେତ୍ରୀ କାଟ୍ରିନାଙ୍କ ସାହାନାଇ! ସଦ୍ୟ ଖବର ଅନୁଯାୟୀ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବଲିଉଡ୍‌ର ଚୁଲ୍‌ବୁଲି ନାୟିକା କାଟ୍ରିନା କୈଫ୍‌। ସେ ପୁଣି ତାଙ୍କ ରୁମ୍‌ର ବଏ୍‌ଫ୍ରେଣ୍ଡ୍‌ ଭିକି କୌଶଲଙ୍କୁ ବାହା ହେବେ ବୋଲି ଶୁଣିବାକୁ…

ପୁଣି ଏକାଠି ନଜର ଆସିବେ ସିଡ୍‌ନାଜ୍‌ଙ୍କ ଯୋଡି

ମୁମ୍ବାଇ: ବିଗ୍‌ ବସ୍‌ ୧୩ର ଫେମସ୍‌ ଯୋଡି ସିଦ୍ଧାର୍ଥ ଶୁକ୍ଲା ଓ ଶେହେନାଜ ଗିଲ୍‌ଙ୍କ ଫିଲ୍ମ ସିଲସିଲା ସିଡନାଜ କା ଆସନ୍ତାକାଲି ଭୁଟ୍‌ରେ ରିଲିଜ ହେବ। ଏନେଇ ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହନାଜ ଗିଲଙ୍କ ପ୍ରଶଂସକମାନେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି। ତାଙ୍କର ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର…

କାର୍ତିକଙ୍କୁ ନେଇ ଫିଲ୍ମ କରିବେ ସଞ୍ଜୟ ଭଁସାଲୀ

ମୁମ୍ବାଇ: ସଞ୍ଜୟ ଭଁସାଲୀ ତାଙ୍କ ଆଗାମୀ ଫିଲ୍ମ ପାଇଁ ବଲିଉଡର ଉଦୀୟମାନ କଳାକାର କାତିର୍କ ଆର୍ଯ୍ୟନଙ୍କୁ ସାଇନ କରିଛନ୍ତି । ରିପୋର୍ଟ ମୁତାବକ ଏହି ଫିଲ୍ମରେ ଦୀପିକା ପାଦୁକୋନ ହିରୋଇନଙ୍କ ଭୂମିକା କରିବେ । ଫିଲ୍ମର ନାମ ଘୋଷଣା କରାଯାଇ ନାହିଁ । ସୂଚନାଯୋଗୃ, କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ…

ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଟିପ୍‌ସ ଦେବେ ଦୀପିକା

ମୁମ୍ବାଇ: ମାନସିକ ସ୍ବାସ୍ଥ୍ୟ ସମସ୍ୟା ସହ ସଂଗ୍ରାମ ବିଷୟରେ ଦୀପିକା ପାଦୁକୋନ୍ ସର୍ବଦା ସ୍ୱର ଉତ୍ତୋଳନ କରିଆସୁଛନ୍ତି। ଅନେକ ଲୋକଙ୍କୁ ସେ ମାନସିକ ସ୍ବାସ୍ଥ୍ୟ ଉପରେ କାର୍ଯ୍ୟ କରିବାକୁ ପ୍ରେରଣା ମଧ୍ୟ ଦେଇଛନ୍ତି। ତେବେ ସେ ଏନେଇ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ଏହାକୁ ନେଇ ସେ ଏକ…

୨୩ ଯାଏ ପୋଲିସ ହେପାଜତରେ ରାଜ୍‌

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଆପ୍ ମାଧ୍ୟମରେ ପ୍ରକାଶନ ମାମଲାରେ ବଲିଉଡ ଅଭିନେତୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଏବଂ ରିୟାନ ଥରପ୍‌ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ପଠାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଜୁଲାଇ ୨୩…