Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଭାରତୀୟ ସିନେମାରେ ହୋଲିର ଛାପ… 

ନୂଆଦିଲ୍ଲୀ: ଆଜି ରଙ୍ଗର ପର୍ବ ହୋଲି। ଗାଁ ଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଉଛନ୍ତି ସମସ୍ତେ। ଛୋଟଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ସମସ୍ତଙ୍କୁ ରଙ୍ଗବୋଳି ହୋଲିରେ ଶୁଭେଚ୍ଛା ଜଣାଉଛନ୍ତି। ହୋଲିକୁ ନେଇ ତିଆରି ବହୁ ଗୀତ ଭାରତୀୟ…

ବୃନ୍ଦାବନ ମହୋତ୍ସବରେ ଆକର୍ଷଣ ସାଜିଲା ହେମାମାଳିନୀଙ୍କ ଦ୍ୱାରା ପରିବେଷିତ ଭାରତନାଟ୍ୟମ୍ ନୃତ୍ୟ

ଭୁବନେଶ୍ୱର: ରାଜଧାନୀର ରବୀନ୍ଦ୍ର ମଣ୍ଡପ ଠାରେ ଆଜି ବୃନ୍ଦାବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲିଉଡ ଅଭିନେତ୍ରୀ ତଥା ସାଂସଦ ହେମାମାଳିନୀ ଭାରତନାଟ୍ୟମ୍ ନୃତ୍ୟ ପରିବେଶଣ କରିଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ “ଆଜି ବଡ଼ଦାଣ୍ଡ ଭିଡ଼ ଭାରି, ଗୁଣ୍ଡିଚା ଯାତରା କରି” ଭଜନରେ…

ହାରିବେନି ହିନା: ମାଷ୍ଟରସେଫରେ କହିଲେ, କେମିତି ମିଳିଥିଲା ଚିରନ୍ତନ ପ୍ରେମ..

ମୁମ୍ବାଇ: ହାରିବେନି ହିନା ଖାନ୍ । ମୃତ୍ୟୁ ସହ ପ୍ରତିଦିନ ଲଢୁଥିବା ହିନା ଖାନ୍ ଏବେ ଆଗ ଅପେକ୍ଷା ସୁସ୍ଥ ଜଣାପଡୁଛନ୍ତି । କେବେ ବି ନିଜକୁ ଦୁର୍ବଳ ଭାବିନାହାନ୍ତି ହିନା । ସବୁବେଳେ ସବୁ ପରିସ୍ଥିତିରେ ମୁହଁରେ ବଡ ହସ ରଖି, ନଜର ଆସିଛନ୍ତି ହିନା । ଯେଉଁଥିରେ ତାଙ୍କର ସବୁବେଳେ ବଡ ସମର୍ଥକ…

‘ଦିୱାନୀୟତ୍‌’ରେ ସୋନମଙ୍କ ଏଣ୍ଟ୍ରି, ହର୍ଷବର୍ଦ୍ଧନଙ୍କ ସହ କରିବେ ରୋମାନ୍ସ

ମୁମ୍ବାଇ: ଫିଲ୍ମ‘ଦିୱାନୀୟତ୍‌’ରେ ଏଣ୍ଟ୍ରି ମାରିଲେ ସୋନମ। ପ୍ରଥମଥର ପରଦାରେ ହର୍ଷବର୍ଦ୍ଧନଙ୍କ ସହ କରିବେ ରୋମାନ୍ସ। ହର୍ଷବର୍ଦ୍ଧନ ରାଣେଙ୍କ ପରେ ଅଭିନେତ୍ରୀ ସୋନମ ବାଜୱାଙ୍କ ନାଁ ମିଲାପ ମିଲନ ଜାଭେରୀଙ୍କ ଫିଲ୍ମ ‘ଦିୱାନୀୟତ୍‌’ରେ ଯୋଡ଼ି ହୋଇଛି। ଏହା ଏକ ଭାବପ୍ରବଣ ପ୍ରେମ କାହାଣୀ ହେବ।…

ଗାୟକ କୈଳାସ ଖେରଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗାୟକ କୈଳାସ ଖେରଙ୍କୁ ବମ୍ବେ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଭଗବାନ ଶିବଙ୍କ ଉପରେ 'ବାବମ୍ ବମ୍' ଗୀତ ଗାଇ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଗାୟକଙ୍କ ବିରୋଧରେ ଏକ ଫୌଜଦାରୀ ଅଭିଯୋଗ ଦାୟର କରାଯାଇଥିଲା । ଏହି ଗୀତଟି କୈଳାସ ଖେରଙ୍କ…

ଗୌରୀଙ୍କ ପ୍ରେମରେ ଆମିର ଖାନ; ରିଲେସନସିପକୁ ନେଇ କନଫର୍ମ କଲେ 

ମୁମ୍ବାଇ: ଆମିର ଖାନ ମାର୍ଚ୍ଚ ୧୪ ରେ ତାଙ୍କର ୬୦ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଗଣମାଧ୍ୟମ ସମ୍ମୁଖରେ ଦୀର୍ଘ ଦିନର ପ୍ରେମ ସମ୍ପର୍କ ବିଷୟରେ ସ୍ପଷ୍ଟ କରିଛନ୍ତି। ୨୫ ବର୍ଷର ପୁରୁଣା ବନ୍ଧୁ ଗୌରୀଙ୍କ ସହ ସମ୍ପର୍କ ଥିବା ନେଇ ସମସ୍ତଙ୍କ ସାମ୍ନାରେ ଖୁଲାସା…

ଧୋନୀ,ଯୁବରାଜଙ୍କୁ ସାଇନ କରି ବର୍ବାଦ ହୋଇ ଯାଇଥିଲେ ଏହି ହୀରୋ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଯୁବରାଜ ସିଂଙ୍କ ସହ ଏକତ୍ର ବ୍ୟବସାୟ କରି ସେ ସମୟରେ ଜଣେ ଯୁବ ମଡେଲର ତଥା ହୀରୋ ବର୍ବାଦ ହୋଇ ଯାଇଥିଲେ । ଆପଣମାନଙ୍କ ମନରେ ନିଶ୍ଚିତ ଭାବେ ଉତ୍କଣ୍ଠା ଜାତ ହେଉଥିବ ଏହି ହୀରୋ ଜଣଙ୍କ କିଏ ? ବଲିଉଡରେ ୧୯୯୯ରେ…

କ୍ୟାଟ୍ରିନା କଲେ ନାଗ ଦେବତାଙ୍କ ନିକଟରେ ପ୍ରାୟଶ୍ଚିତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ପ୍ରାୟଶ୍ଚିତ ପାଇଁ ନାଗ ଦେବତାଙ୍କ ନିକଟରେ ପୂଜା କରିଛନ୍ତି । କର୍ଣ୍ଣାଟକର ସାଉଥ କନ୍ନଡ ଜିଲ୍ଲାରେ ଥିବା କୁକ୍କେ ଶ୍ରୀ ସୁବ୍ରମଣ୍ୟମ ମନ୍ଦିରରେ କ୍ୟାଟ୍ରିନା ଏହି ପୂଜାର୍ଚ୍ଚନା କରିଥିଲେ । ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ପୂଜା ବୁଧବାର…

ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ପଛରେ ଅଭିନେତା ମୋହନ ବାବୁଙ୍କ ହାତ! 

ହାଇଦ୍ରାବାଦ: କନ୍ନଡ ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ପଛରେ ପ୍ରସିଦ୍ଧ ତେଲୁଗୁ ସିନେମା ଅଭିନେତା ମୋହନ ବାବୁଙ୍କ ହାତଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଜଣେ ସମାଜସେବୀ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଚିତୀମଲୁ ଏସିପି ଏବଂ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଛନ୍ତି।…

ବିବାହ ବନ୍ଧନରେ ବାନ୍ଧି ହେଲେ ଅନୁଭବ-ଜାଗୃତି, ଦେଖନ୍ତୁ ଫଟୋ…

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହେଲେ ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲା। ସାମ୍ନାକୁ ଆସିଲା ସେମାନଙ୍କ ବିବାହର ଫଟୋ। ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୨୦୧୯ରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା…