Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୧ ଲକ୍ଷ ଫାଇନ୍‌ ଦେବେ ସାଉଥ୍‌ ଆକ୍ଟର ବିଜୟ

ଚେନ୍ନାଇ: ତାମିଲ ଅଭିନେତା ସି ଜୋସେଫ ବିଜୟଙ୍କ ଉପରେ ଇଂଲଣ୍ଡରୁ ଏକ ବିଳାସପୂର୍ଣ୍ଣ କାର ରୋଲ ରଏସ ଘୋଷ୍ଟ ଆମଦାନୀ କରିବା ଏବଂ ଏଥିରେ ଟିକସ ଦେବାକୁ ମନା କରିବା ଅଭିଯୋଗରେ ମାଡ୍ରାସ ହାଇକୋର୍ଟ ତାଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କରିଛନ୍ତି। ତାଙ୍କୁ ଦୁଇ ସପ୍ତାହ ମଧ୍ୟରେ…

ସୌରଭଙ୍କ ବାୟୋପିକ୍‌ରେ ଦାଦାଙ୍କ ସ୍ଥାନ ନେବେ ରଣବୀର!

ନୂଆଦିଲ୍ଲୀ: ଅନେକ ବଡ ବଡ କ୍ରିକେଟ୍‌ କିମ୍ବଦନ୍ତୀଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ ହେଇଛି। ସେଥିମଧ୍ୟରୁ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଏବଂ ମହମ୍ମଦ ଅଜହରୁଦ୍ଦିନ ଅନ୍ୟତମ। ଏବେ ପାଳି ପଡ଼ିଛି ଭାରତୀୟ ପୂର୍ବତନ କ୍ରିକେଟ୍ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର। ଦାଦାଙ୍କ ଜୀବନୀକୁ ନେଇ…

‘ଲଷ୍ଟ୍‌’ରେ ନଜର ଆସିବେ ୟାମି

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମ ତାଙକ ଆଗାମୀ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି। ସେ ନିର୍ଦ୍ଦେଶକ ଅନିରୁଦ୍ଧ ରୟ ଚୌଧୁରୀଙ୍କ ସହ ତାଙ୍କର ପରବର୍ତ୍ତୀ ଫିଲ୍ମ କରିବାକୁ ଯାଉଛନ୍ତି। ଏ ନେଇ ୟାମି ଆଜି ସୋସିଆଲ ମିଡିଆରେ ଏହି ଖବର ପ୍ରଶଂସକଙ୍କ ସହ ସେୟାର୍‌ କରିଛନ୍ତି। ଫିଲ୍ମର…

କେମିତି ଥିଲା ତବୁଙ୍କ ୩୦ ବର୍ଷର ଫିଲ୍ମି ସଫର୍‌

ମୁମ୍ବାଇ: ବଲିଉଡ୍‌ର ଚଲ୍‌ବୁଲି ନାୟିକା ତବୁ। ଚୁଲ୍‌ବୁଲି ମିଜାଜ୍‌ ଯୋଗୁ ସେ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ। ୧୯୯୧ ମସିହାରେ ତେଲୁଗୁ ଚଳଚ୍ଚିତ୍ର କୁଲି ନଂ ୧ ଜରିଆରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ୯୦ ଦଶକର ଜଣେ ଚର୍ଚ୍ଚିତ ନାଁ ଥିଲେ ତବୁ। ଏହା ଭିତରେ ତିନି…

ଫିଲ୍ମ ନିର୍ମାତା ହେବେ ଇଶା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଇଶା ଦେଓଲ ପ୍ରଥମ ଥର ପାଇଁ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଏକ ଦୁଆ'ର ନିର୍ମାତା ହେବା ସହିତ ସେଥିରେ ପ୍ରମୁଖ ଭୂମିକାରେ ମଧ୍ୟ ନଜର ଆସିବେ। 'ଏକ ଦୁଆ' ଭୋଟ ସିଲେକ୍ଟରେ ରିଲିଜ୍ ହେବ। ଏହାର ନିର୍ଦ୍ଦେଶନା ଦେବେ ରାମକମଲ…

ଅଭିନେତା ସୁନୀଲ ଶେଟ୍ଟୀଙ୍କ କୋଠାକୁ ସିଲ୍ କଲା ବିଏମ୍‌ସି

ମୁମ୍ବାଇ: ବଲିଉଡ୍‌ ଅଭନେତା ସୁନୀଲ୍‌ ଶେଟ୍ଟୀଙ୍କ ମୁମ୍ବାଇସ୍ଥିତ ବିଲ୍‌ଡିଂକୁ ସିଲ୍‌ କରିଛି ବିଏମ୍‌ସି। ଦକ୍ଷିଣ ମୁମ୍ବାଇର ଆଲ୍ଟାମାଉଣ୍ଟ ରୋଡରେ ଅବସ୍ଥିତ 'ପ୍ରୀତି ଆପାର୍ଟମେଣ୍ଟ' କୋଠାକୁ ସିଲ୍ କରଯାଇଛି। ସୂଚନା ଅନୁଯାୟୀ ସମ୍ପୃକ୍ତ କୋଠାରୁ କରୋନା ପଜିଟିଭ୍‌ କେସ୍‌ ବାହାରିବା ପରେ…

ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ଆଜି ଅଜୟ ଦେବଗନ୍ ଏବଂ ସଞ୍ଜୟ ଦତ୍ତଙ୍କ ଅଭିନୀତ ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆର ଟ୍ରେଲର ମୁକ୍ତିଲାଭ କରିଛି। ୧୯୭୧ ର ଇଣ୍ଡୋ-ପାକ୍ ଯୁଦ୍ଧ ଉପରେ ଏହି ଫିଲ୍ମ ଆଧାରିତ। ଏହି ଫିଲ୍ମ ଅଗଷ୍ଟ ୧୩ ରେ ଡିସ୍ନି + ହଟଷ୍ଟାରରେ ମୁକ୍ତିଲାଭ କରିବାକୁ ଯାଉଛି। ଟ୍ରେଲରଟି ଦେଶପ୍ରେମର…

ବଲିଉଡ୍‌ ଅଭିନେତା ମାଧବ ମୋଘେଙ୍କ ପରଲୋକ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ମାଧବ ମୋଘେଙ୍କ ପରଲୋକ। ସେ ଅନେକ ବଲିଉଡ୍‌ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଦାମିନୀ, ଘାତକ, ପାର୍ଟନର ଏବଂ ବିନାଶକ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ମାଧବ ମୋଘେଙ୍କ ରବିବାର ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ…

ଓଜନ ବଢାଇଲେ ଫିଟ୍‌ନେସ୍‌ କିଙ୍ଗ୍‌

ମୁମ୍ବାଇ: ଓଜନ ବଢାଇଲେ ଫିଟ୍‌ନେସ୍‌ କିଙ୍ଗ୍‌ ଅକ୍ଷୟ କୁମାର। ଫିଟନେସ୍ ଏବଂ ସୁସ୍ଥ ଜୀବନଯାପନକୁ ନେଇ ଅକ୍ଷୟ କୁମାର ଅନେକଙ୍କ ପ୍ରେରଣା ହୋଇପାରିଛନ୍ତି। ବର୍ତ୍ତମାନ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ରକ୍ଷା ବନ୍ଧନ  ପାଇଁ ସେ ନିଜ ଓଜନ ବୃଦ୍ଧି କରିଥିବା ଜଣାପଡ଼ିଛି। ଏଥିପାଇଁ ସେ ୫ କେଜି…

ପ୍ରିୟଙ୍କାଙ୍କୁ ଛାଡପତ୍ର ଦେବେ ନିକ୍‌!

ନୂଆଦିଲ୍ଲୀ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଗାୟକ ନିକ ଜୋନାସଙ୍କ ସହିତ ତାଙ୍କର ବିବାହକୁ ନେଇ ଅଭିନେତା ଚଳଚ୍ଚିତ୍ର ସମାଲୋଚକ ତଥା ସାମାଜିକ ସମୀକ୍ଷକ କମଲ ଆର ଖାନ ପୁଣିଥରେ ବିବାଦ ସୃଷ୍ଟି କରିଛନ୍ତି। କେଆର୍‌କେ ଦାବି କରିଛନ୍ତି ଯେ ଆସନ୍ତା ୧୦ ବର୍ଷ ମଧ୍ୟରେ ପ୍ରିୟଙ୍କା ଏବଂ…