Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଚର୍ଚ୍ଚାରେ ଛୋଟି କଙ୍ଗନା !

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ପରି ଅବିକଳ ଦେଖାଯାଉଥିବା ନୁପୁର ପୁରୀ ଏବେ ସୋସିଆଲ ସାଇଟରେ ବେଶ୍ ଚର୍ଚ୍ଚିତ ଚେହେରା ପାଲଟିଛି । ସେ ଛୋଟି କଙ୍ଗନା ନାମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଲେଣି । କଙ୍ଗନାଙ୍କ ପରି ପୋଷାକ ପିନ୍ଧି ସେ ସବୁ ବେଳେ ଆକର୍ଷଣୀୟ ଫଟୋ ସୋସିଆଲ…

ଛୋଟେ ନବାବ୍‌ର କ’ଣ ନାଁ ରଖିଲେ କରୀନା

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ଦମ୍ପତି କରୀନା କପୁର ଏବଂ ସୈଫ ଅଲି ଖାନ ଫେବୃଆରୀରେ ତାଙ୍କ ଦ୍ବିତୀୟ ପୁତ୍ରକୁ ସ୍ବାଗତ କରିଥିଲେ। ତେବେ ଦମ୍ପତି ତାଙ୍କ ଦ୍ବିତୀୟ ସନ୍ତାର ନାମକରଣ କରିଛନ୍ତି। ଲିଟିଲ୍‌ ବଏ୍‌ ଛୋଟେ ନବାବ୍‌ର ନାଁ ରଖିଛନ୍ତି ଜେହ୍‌। କରୀନା ଏବଂ ସୈଫ୍‌ଙ୍କ ପ୍ରଥମ…

ବାପା ହେଲେ ହରଭଜନ

ନୂଆଦିଲ୍ଲୀ: ପୁଣି ଥରେ ବାପା ହେଲେ ଭାରତୀୟ ବୋଲର ହରଭଜନ ସିଂ। ଭେଟେରାନ ଇଣ୍ଡିଆର ବୋଲର ହରଭଜନ ସିଂଙ୍କ ପତ୍ନୀ ଅଭିନେତ୍ରୀ ଗୀତା ବାସ୍ରା ଶନିବାର ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ହରଭଜନ ସିଂ ଟ୍ୱିଟରରେ ଏହି ଖବର ତାଙ୍କ ପ୍ରଶଂସକମାନଙ୍କୁ ଦେଇଛନ୍ତି। ଏହି ଦମ୍ପତିଙ୍କର ଝିଅ ହିନୟା…

ଜୁଲାଇ ୩୦ରେ ରିଲିଜ ହେବ କ୍ରିତି ସାନନଙ୍କ ‘ମିମି’

ନୂଆଦିଲ୍ଲୀ: ଜୁଲାଇ ୩୦ରେ ରିଲିଜ ହେବ ଅଭିନେତ୍ରୀ କ୍ରିତି ସାନନଙ୍କ ଆଗାମୀ ଚଳଚ୍ଚିତ୍ର 'ମିମି'। ପୂର୍ବରୁ ଏହି ଫିଲ୍ମକୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳିଥିଲା। ଏଥିରେ କ୍ରିତି ଜଣେ ସରୋଗେଟ୍‌ ମଦର୍‌ ଭୂମିକାରେ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମଣ ଉଟେକର। ଆଜି…

‘ବିକ୍ରମ ବେଦ’ର ହିନ୍ଦୀ ରିମେକରେ ଏକାଠି ଆସିବେ ହ୍ରିତିକ ଓ ସୈଫ

ମୁମ୍ବାଇ: ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନ ସୁପରହିଟ ତାମିଲ ଚଳଚ୍ଚିତ୍ର ବିକ୍ରମ ବେଦର ହିନ୍ଦୀ ରିମେକରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ପୁଷ୍କର-ଗାୟତ୍ରୀ। ମୂଳ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଆର ମାଧବନ୍ ଏବଂ ବିଜୟ ସେଥୁପାଠୀ ମୁଖ୍ୟ…

ଦି କଶ୍ମୀର ଫାଇଲ୍ସ ଫିଲ୍ମର ଲାଇନ ପ୍ରଡ୍ୟୁସରଙ୍କ ଆତ୍ମହତ୍ୟା !

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ଲାଇନ ପ୍ରଡ୍ୟୁସର ସରହାନା ଆତ୍ମହତ୍ୟା ଖବର ହସ୍ତଗତ ହୋଇଛି । ବରିଷ୍ଠ ଅଭିନେତା ଅନୁପମ ଖେର ଏହି ଖବର ପାଇ ଆଶ୍ଚର୍ଯ୍ୟଚକିତ ହେବା ସହ ଭାଙ୍ଗି ପଡିଛନ୍ତି । ସେ ସରହାନାଙ୍କ ଫଟୋ, ଭିଡିଓ ଏବଂ ମୃତ୍ୟୁର ମେସେଜ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ବିବେକ…

ବଦଳିଲା ସଲ୍‌ମାନଙ୍କ ହିଟ୍‌ ସୋ’ ବିଗ୍‌ ବସ୍‌’ର ନାଁ

ମୁମ୍ବାଇ: ଖୁବ୍‌ ଶୀଘ୍ର କଲର୍ସରେ ପ୍ରସାରିତ ଲୋକପ୍ରିୟ ରିଅଲିଟି ସୋ "ବିଗ୍ ବସ୍ ସିଜିନ ୧୫" OTT ପ୍ଲାଟ୍‌ଫର୍ମରେ ରିଲିଜ ହେବ। ରିଲିଜ ହେବା ପରେ ପ୍ରଥମ ଛଅ ସପ୍ତାହ ଓଟିଟି ପ୍ଲାଟ୍‌ଫର୍ମରେ ଷ୍ଟ୍ରିମ୍‌ ହେବ। ଏହାପରେ ଏହାକୁ ଟେଲିଭିଜନରେ ଦେଖିବାକୁ ମିଳିବ। ତେବେ ଏହି ନୂଆ ସିଜିନକୁ "ବିଗ୍…

ଏଥର ଆକାଶରେ ଫାଇଟ କରିବେ ହ୍ରିତିକ

ମୁମ୍ବାଇ: ବ୍ୟାଙ୍ଗବ୍ୟାଙ୍ଗ ଓ ୱାର ପରେ ହ୍ରିତିକ ରୋଶନ ଆଉ ଏକ ଆକ୍ସନ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫାଇଟର ଫିଲ୍ମରେ ଦର୍ଶକଙ୍କୁ ଆଚମ୍ବିତ କରିଦେବା ଭଳି ଆକ୍ସନ ସିନ୍ ରହିଛି । ହ୍ରିତିକ ଓ ଦୀପିକା ପାଦୁକୋନ ଅଭିନୀତ ଏହି ଫିଲ୍ମରେ…

ହଲିଉଡ୍‌ରେ ଏଣ୍ଟ୍ରି କରିବେ ଆଲିଆ

ମୁମ୍ବାଇ: ଖୁବ୍‌ ଶୀଘ୍ର ହଲିଉଡ୍‌ରେ ଏଣ୍ଟ୍ରି କରିବେ ଆଲିଆ। ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ହଲିଉଡର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛନ୍ତି। ସେ ୱିଲିୟମ୍ ମୋରିସ୍ ଏଜେନ୍ସି (ଡବ୍ଲୁଏମ୍ଇ) ନାମକ ଏକ ଆନ୍ତର୍ଜାତୀୟ ପ୍ରତିଭା ପରିଚାଳନା ଏଜେନ୍ସି ସହିତ ଏକ ଚୁକ୍ତି…

ଆସନ୍ତୁ ଜାଣିବା ସୋନାକ୍ଷୀ,ରିତେଶ ଅଭିନୀତ ହରର କମେଡି ଫିଲ୍ମର ନାମ କଣ ରହିଲା

ମୁମ୍ବାଇ:ଏବେ ବଲିଉଡରେ ହରର କମେଡି ଫିଲ୍ମର ଟ୍ରେଣ୍ଡ ଚାଲିଛି । ଖୁବ୍ ଶୀଘ୍ର ସୋନାକ୍ଷୀ ସିହ୍ନା ଓ ରିତେଶ ଦେଶମୁଖ ଏ ଭଳି ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଆଦିତ୍ୟ ସରପୋତଦାର ନିର୍ଦ୍ଦେଶିତ ଏହି ଫିଲ୍ମର ନାମ କକୁଡା ରଖାଯାଇଛି । ପ୍ରଥମ ଥର ପାଇଁ ଦର୍ଶକ ସୋନାକ୍ଷୀ-ରିତେଶଙ୍କ ଯୋଡି…