Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଦୋସ୍ତାନା ୨’ ଏବଂ ‘ଗୁଡ୍ ବାଏ ଫ୍ରେଡି’ ପରେ କାର୍ତ୍ତିକଙ୍କ ହାତରୁ ଚାଲିଗଲା ଆଉ ଏକ ଫିଲ୍ମ?

ମୁମ୍ବାଇ: ଫିଲ୍ମ ଦୋସ୍ତାନା ୨ ଏବଂ ଗୁଡ୍ ବାଏ ଫ୍ରେଡି ପରେ କାର୍ତ୍ତିକ ଆର୍ଯ୍ୟନ୍ ହାତରୁ ଚାଲିଗଲା ବିଗ୍‌ ବଜେଟ୍ ମୁଭି! ଆଉ ଏକ ବଡ଼ ସୁଯୋଗରୁ ବଞ୍ଚିତ ହୋଇଛନ୍ତି କି କାର୍ତ୍ତିକ? ରିପୋର୍ଟ ଅନୁଯାୟୀ, କାର୍ତ୍ତିକ ଆନନ୍ଦ ଏଲ ରାୟଙ୍କ ଗ୍ୟାଙ୍ଗଷ୍ଟର ଚଳଚ୍ଚିତ୍ରର ଅଂଶ ନୁହଁନ୍ତି। ଏହି…

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ପୃଥ୍ବୀରାଜ’କୁ ନେଇ ବଢିଲା ଅଡୁଆ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ପୃଥ୍ବୀରାଜକୁ ଅଡୁଆ ବଢିବାରେ ଲାଗିଛି।  ଚଳଚ୍ଚିତ୍ର ପୃଥୀରାଜର ଟାଇଟଲ୍ ପରିବର୍ତ୍ତନ ଦାବି କରି ନିର୍ମାତା ଯଶ ରାଜ ଫିଲ୍ମ ଏବଂ ଆଦିତ୍ୟ ଚୋପ୍ରାଙ୍କୁ କର୍ନି ସେନା ଚେତାବନୀ ଦେଇଛି। ଏହି ଚଳଚ୍ଚିତ୍ର ସମ୍ରାଟ ପୃଥ୍ବୀରାଜ…

ନାଗ ଅଶ୍ୱୀନଙ୍କ ମେଗା ବଜେଟ ଫିଲ୍ମରେ ପ୍ରଭାସ, ଦୀପିକା

ମୁମ୍ବାଇ: ବହୁବଳୀ ଫେମ୍ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ନେଇ ଚର୍ଚ୍ଚା ଜୋର ଧରିଛି । ମହନଟୀ ଫିଲ୍ମର ନିର୍ଦ୍ଦେଶକ ନାଗ ଅଶ୍ୱୀନ ତାଙ୍କର ଅଗାମୀ ଫିଲ୍ମରେ ପ୍ରଭାସଙ୍କୁ ନେଇଛନ୍ତି । ପ୍ରଭାସଙ୍କ ସହ ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ…

ଆର ପାରିରେ ଟାରଜନ ଅଭିନେତା ଜୋ ଲାରା

ୱାଶିଂଟନ:ଆମେରିକାର ଏକ ବିମାନ ଦୁର୍ଘଟଣାରେ ଟାରଜନ ଭାବେ ଖ୍ୟାତି ଅର୍ଜନ କରିଥିବା ଅଭିନେତା ଜୋ ଲାରାଙ୍କ ମୃତ୍ୟୁ ଘଟିଛି । ବିମାନଟି ସ୍ମିରନା ରାଉଟରଫୋର୍ଡ କାଂଉଟି ବିମାନବନ୍ଦରରୁ ପାଲାମ ଯାଉଥିଲା । ଟେନିସ ହ୍ରଦରେ ଏହି ବିମାନଟି ଖସି ପଡିଥିଲା । ୫୮ ବର୍ଷୀୟ ଏହି ଅଭିନେତାଙ୍କ ସମେତ…

ଭାମିକାଙ୍କୁ ସୋସିଆଲ୍‌ ମିଡିଆରେ କାହିଁକି ଆଣିବାକୁ ଚାହାନ୍ତିନି ବିରୁଷ୍କା

ନୂଆଦିଲ୍ଲୀ: ବିରାଟ କୋହଲି ଶନିବାର ଦିନ ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ କିଛି ସମୟ ବାହାର କରି ସୋସିଆଲ୍‌ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ଯୋଗାଯୋଗ କରିଥିଲେ। ବିରୁଷ୍କା ତାଙ୍କ ଶିଶୁ କନ୍ୟା ଭାମିକାଙ୍କ ଫଟୋ ସୋସିଆଲ୍‌ ମିଡିଆରେ କାହିଁକି ସେୟାର୍‌ କରୁ ନାହାନ୍ତି ବୋଲି…

କଳାଶ୍ରୀ: ଚଳଚ୍ଚିତ୍ର କଳାର ସଚ୍ଚୋଟ ସେବକ

ଭାଗ- ୪ ବ୍ରହ୍ମପୁରରୁ ହିଁ ପ୍ରକାଶିତ ହୋଇଥିଲା ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘କଳାଶ୍ରୀ’ । ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘ସିନେ ଓଡ଼ିଶା’ ପ୍ରକାଶନର ଚାରିମାସ ପରେ । ଅଗଷ୍ଟ ୧୯୫୧ରେ । ପ୍ରଥମ ସଂଖ୍ୟାରେ ହିଁ ‘କଳାଶ୍ରୀ’ ସ୍ୱଷ୍ଟ କଲାଯେ ଚଳଚ୍ଚିତ୍ର କଳାର ସଚ୍ଚୋଟ…

କରୋନାରେ ଫିଲ୍ମ ନିର୍ମାତା ରିୟାନ୍ ଷ୍ଟିଫେନ୍‌ଙ୍କ ପରଲୋକ

ମୁମ୍ବାଇ: କରୋନାରେ ବଲିଉଡ୍‌ ନିର୍ମାତା ନିର୍ମାତା ରିୟାନ୍ ଇଭାନ୍ ଷ୍ଟିଫେନ୍‌ଙ୍କ ଆଜି ମୃତ୍ୟୁ ହୋଇଛି। ଆଜି ସକାଳେ ସେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କରୋନା ଆକ୍ରାନ୍ତ ହୋଇ ପ୍ରାୟ ୨୦ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ରିଆନ୍ ଫିଲ୍ମ…

କରୋନାରେ ଲୋକପ୍ରିୟ ତାମିଲ ଅଭିନେତାଙ୍କ ପରଲୋକ

ନୂଆଦିଲ୍ଲୀ: ଲୋକପ୍ରିୟ ତାମିଲ ଅଭିନେତା, ନିର୍ମାତା ତଥା ଲେଖକ ଭେଙ୍କଟ ଶୁଭଙ୍କ ମେ ୨୯ରେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଛି। ସେ ସକାଳ ୧୨.୪୮ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିିଳିଛି। ସେ ଗତ ଦଶ ଦିନ…

CMS ର ବ୍ରାଣ୍ଡ୍‌ ଆମ୍ବାସାଡାର ପଦରୁ ହଟିଲେ ଅଭିନେତା ରଣଦୀପ ହୁଡା

ମୁମ୍ବାଇ: ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀଙ୍କ ବିରୁଦ୍ଧରେ ହୋଇଥିବା ଅପମାନଜନକ ମନ୍ତବ୍ୟକୁ କେନ୍ଦ୍ର କରି ବିବାଦ ଉପୁଜିବା ପରେ ଅଭିନେତା ରଣଦୀପ ହୁଡାଙ୍କୁ ମିଳିତ ଜାତିସଂଘର କନ୍‌ଜର୍‌ଭେସନ୍‌ ଅଫ୍‌ ମାଇଗ୍ରେଟୋରି ସ୍ପେସିଶ୍‌ ଅଫ୍‌ ୱାଇଲ୍ଡ ଆନିମଲ୍‌ସ (CMS)ର ବ୍ରାଣ୍ଡ୍‌…

ଡ୍ରଗ୍ସ ମାମଲାରେ ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶୁକ୍ରବାର ଦିନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କୁ ଡ୍ରଗ୍ ମାମଲାରେ ଗିରଫ କରିଛି। ବାନ୍ଦ୍ରା ଫ୍ଲାଟରେ ସୁଶାନ୍ତ ସିଂ ରାଜପୁତଙ୍କ ସହ ରହୁଥିବା ସିଦ୍ଧାର୍ଥ ପିଠାନି ଜୁନ୍ ୧୪ରେ ସୁଶାନ୍ତଙ୍କୁ ତାଙ୍କ…