Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିବ କାର୍ତ୍ତିକଙ୍କ ଅଭିନୀତ ଫିଲ୍ମ ‘ଧମାକା’; ଆଜି ଟିଜର୍‌ ରିଲିଜ୍‌

ନୂଆଦିଲ୍ଲୀ: କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଅଭିନୀତ ଫିଲ୍ମ 'ଧମାକା' ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। କାର୍ତ୍ତିକ ମଙ୍ଗଳବାର ଫିଲ୍ମର ଟିଜର ସେୟାର କରି ଏହି ସୂଚନା ଦେଇଛନ୍ତି। କାର୍ତ୍ତିକଙ୍କର ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର, ଯାହା ପ୍ରେକ୍ଷାଳୟ ଅପେକ୍ଷା ସିଧାସଳଖ OTT ପ୍ଲାଟଫର୍ମରେ ଆସିବ।…

ଅହାନ ସେଟ୍ଟୀଙ୍କ ଡେବ୍ୟୁ ଫିଲ୍ମର ପ୍ରଥମ ଝଲକ ଦେଖାଇ ଭାବପ୍ରବଣ ହୋଇପଡ଼ିଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ଅକ୍ଷୟ କୁମାର ଆଜି ସୋସିଆଲ ମିଡିଆରେ ସୁନୀଲ୍‌ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ ଏବଂ ତାରା ସୂତାରିଆଙ୍କ ଅଭିନୀତ ଚଳଚ୍ଚିତ୍ର 'ତଡପ'ର ପ୍ରଥମ ପୋଷ୍ଟର ରିଲିଜ କରିଛନ୍ତି। ଏହି ଫିଲ୍ମ ସେପ୍ଟେମ୍ବର ୨୪ରେ ମୁକ୍ତିଲାଭ କରିବ। ଅହାନ୍ ହେଉଛନ୍ତି ସୁନୀଲ ଶେଟ୍ଟୀଙ୍କ ପୁଅ। ମିଲନ୍…

୨୦୨୨ରେ ସାମ୍ନା ସାମ୍ନି ହେବେ ରଣବୀର-ହ୍ରିତିକ

ମୁମ୍ବାଇ: ୨୦୨୨ରେ ରଣବୀର କାପୁର ଓ ହ୍ରିତିକ ରୋଶନ ମୁହାଁ ମୁହିଁ ହେବାକୁ ଯାଉଛନ୍ତି । ୨୦୧୯ରେ କବୀର ସିଂ ପରି ସୁପରହିଟ ଫିଲ୍ମ ଦେଇଥିବା ସନ୍ଦୀପ ରେଡ୍ଡର ବାଂଗା ଏଥର ରଣବୀରଙ୍କ ସହ ଆନିମଲ ଫିଲ୍ମ କରୁଛନ୍ତି । ସେହିପରି ୱାର ଫିଲ୍ମ କରିଥିବା ସିଦ୍ଧାର୍ଥ ଆନନ୍ଦ ହ୍ରିତିକଙ୍କୁ ନେଇ ଆକ୍ସନ…

କଙ୍ଗନାଙ୍କୁ ଜାମିନଯୁକ୍ତ ୱାରେଂଟ

ମୁମ୍ବାଇ:ବଲିଉଡର ଗୀତିକାର ଜାଭେଦ ଅଖତାର ଦାଏର କରିଥିବା ମାନହାନି ମାମଲାରେ ଅଭିନେତ୍ରୀ କଙ୍ଗନା ରାନାୱତ ଫସିଛନ୍ତି । ମୁମ୍ବାଇର ଏକ କୋର୍ଟ ତାଙ୍କ ବିରୋଧରେ ଜାମିନଯୁକ୍ତ ୱାରେଂଟ ଜାରି କରିଛି । କଙ୍ଗନା ଏହାର ଉତରରେ ଟୁଇଟ କରିଛନ୍ତି ଯେ, ଗିଦୋଡଙ୍କ ଏକ ଝୁଣ୍ଡ ଔର ଏକ ଶେରନୀ....ମଜା ଆ ଗୟା…

ନିଜ ଡେବ୍ୟୁ ମ୍ୟୁଜିକ୍‌ ଭିଡିଓର ପ୍ରଥମ ଲୁକ୍‌ ସେୟାର୍‌ କଲେ ଭାରତୀ

ନୂଆଦିଲ୍ଲୀ: ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ସୋନି ମ୍ୟୁଜିକ୍ ର “ନା ନାଇ ସୁନା” ସହିତ ତାଙ୍କର ମ୍ୟୁଜିକ୍ ଭିଡିଓରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଗୀତରେ କ୍ରିଷ୍ଟଲ୍‌ ଡି’ସୁଜା, ଜିଗର ସାରୟା ଏବଂ ଡିଜେ ରେହବ ମଧ୍ୟ ଅଭିନୟ କରିଛନ୍ତି। ସିଙ୍ଗଲର ପ୍ରଥମ ଲୁକ୍ ସେୟାର କରି ଭାରତୀ…

ଏହି ଦିନ ପ୍ରେକ୍ଷାଳୟକୁ ଆସିବ ରଣବୀର ଏବଂ ପରିନୀତି ଅଭିନୀତ ଫିଲ୍ମ ‘ଆନିମଲ’

ନୂଆଦିଲ୍ଲୀ: ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ରଣବୀର କପୁର ଏବଂ ପରିନୀତି ଚୋପ୍ରାଙ୍କ ଅଭିନୀତ 'ଆନିମଲ' ୨୦୨୨ ଦଶହରା ଅବସରରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ନିଜେ ଏହି ଖବର ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ନିର୍ମାତାମାନେ ନୂଆ ବର୍ଷରେ ଏକ…

ସର୍ଜରୀ ପରେ ଫଟୋ ସେୟାର କଲେ ବିଗ୍ ବି

ମୁମ୍ୱାଇ: ସର୍ଜରୀ ସସପେନ୍ସ ଉପରୁ ପରଦା ହଟାଇଲେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ । ବ୍ଲଗ ଯୋଗେ ନିଜ ଫ୍ୟାନଙ୍କ ସହ ସ୍ୱାସ୍ଥ୍ୟବସ୍ଥା ସେୟାର କରିଛନ୍ତି । ବିଗ ବି କହିଛନ୍ତି ତାଙ୍କ ଆଖିରେ ସେ ଅସ୍ତ୍ରୋପଚାର କରାଇଛନ୍ତି । ଏବେ ସେ ସୁସ୍ଥ ଅଛନ୍ତି । ସୁସ୍ଥତା କାମନା ସହ ତାଙ୍କ ପାଇଁ…

ନିଜର ପ୍ରଡକ୍ସନ୍ ହାଉସ୍ ଲଞ୍ଚ୍‌ କଲେ ଅଭିନେତ୍ରୀ ଆଲିଆ

ନୂଆଦିଲ୍ଲୀ: ଆଲିଆ ଭଟ୍ଟ ବର୍ତ୍ତମାନ ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା ଏବଂ ଅନୁଷ୍କା ଶର୍ମାଙ୍କ ଦଳରେ ସାମିଲ୍‌ ହୋଇଛନ୍ତି। ରବିବାର ଦିନ ଆଲିଆ ଭଟ୍ଟ ଆନୁଷ୍ଠାନିକ ଭାବେ ତାଙ୍କ ପ୍ରଡକ୍ସନ୍ ହାଉସ୍ - 'Eternal Sunshine'ର ଶୁଭାରମ୍ଭ ଘୋଷଣା କରିଛନ୍ତି। ଏ ନେଇ ଆଲିଆ ତାଙ୍କ…

ଆଜି ସବ୍ୟସାଚୀ-ଅର୍ଚ୍ଚିତାଙ୍କ ବାହାଘର; ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର: ଓଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସହ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବାହାଘର ହେବାକୁ ଯାଉଛି। ଓଡ଼ିଆ ସିନେମା ଜଗତର ଦୁଇ ସୁପରହିଟ ଯୋଡ଼ି ସୋମବାର ଦିନ ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। …

ତେଜସରେ ଶିଖ ଅଫିସର ହେଇଛନ୍ତି କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା କୁଇନ କଙ୍ଗନା ରାନାୱତ ତାଙ୍କ ଆଗାମୀ ଫିଲ୍ମ ତେଜସର ଶୁଟିଂ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ଜଣେ ଶିଖ ଏୟାରଫୋର୍ସ ଅଫିସର ଭାବେ ଅବତୀର୍ଣ୍ଣ ହୋଇଛନ୍ତି । ଫିଲ୍ମରେ ତାଙ୍କ ନାମ ତେଜସ ଗିଲ ରହିଛି । କଙ୍ଗନା ତାଙ୍କ ଟୁଇଟରରେ ଏୟାରଫୋର୍ସ ପୋଷାକ ସହ…